Excuse Me Odisha

ଯାହା କହିବୁ ସତ କହିବୁ

ଭଗବତ ଗୀତାରୁ ଜାଣନ୍ତୁ କେଉଁ ପାପ କର୍ମର ପାପ ଆମକୁ ଲାଗିନଥାଏ। ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ଭଗବାନ ଶ୍ରୀକୃଷ୍ଣ ଭାଗବତ ଗୀତାରେ କେତେ ଗୁଡିଏ ଉପଦେଶ ଦେଇଥିଲେ। ସେଥି ମଧ୍ୟରୁ ଗୋଟେ ବିଷୟରେ ଆମେ ଆପଣଙ୍କୁ ଜଣେଇବା ପାଇଁ ଯାଉଛୁ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ମନୁଷ୍ୟ ଦ୍ବାରା ହେଉଥିବା ଗୋଟିଏ କର୍ମ ଯାହାକୁ କରିବା ଦ୍ବାରା ନାଁ ତାକୁ ପୁଣ୍ୟ ମିଳିଥାଏ ନାଁ ପାପ। ତେବେ ଆସନ୍ତୁ ଜାଣିବା ସେହି କର୍ମଟି କଣ ଅଟେ।

ମହାଭାରତ ଯୁଦ୍ଧ ହେବା ଆଗରୁ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଗୀତାର କିଛି ଉପଦେଶ ଦେଇଥିଲେ। ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ପଚାରିଥିଲେ ହେ ପ୍ରଭୁ ମନୁଷ୍ୟ ଜୀବନ ମନୁଷ୍ୟ ନିଜର ମନକୁ କିପରି କାବୁ କରିପାରିବ। ସେଥି ପାଇଁ କଣ କୌଣସି ମାର୍ଗ ଅଛି। ଶ୍ରୀକୃଷ୍ଣ କହିଥିଲେ ମାର୍ଗତ ଅଛି ଓ ତାହା ସରଳ ବି ଆଉ ଜଟିଳ ବି। ଶ୍ରୀକୃଷ୍ଣ କହିଥିଲେ ଯେଉଁ ମନୁଷ୍ୟ ସ୍ଥିର ଏବଂ କର୍ମଠ ଅଟେ ତାହା ପାଇଁ ଅତ୍ୟନ୍ତ ସରଳ ପରନ୍ତୁ ଯେଉଁ ମନୁଷ୍ୟ ଧୀରସ୍ଥିର ଏବଂ କର୍ମଠ ନୁହେଁ ତାହା ପାଇଁ ଏହା କାର୍ଯ୍ୟ ଜଟିଳ। ଅର୍ଥାତ ଯେଉଁ ମନୁଷ୍ୟ ଭାବେକି ତାକୁ ତାର ଲକ୍ଷ ହାସଲ କରିବାର ଅଛି ତ ସେହି ମନୁଷ୍ୟ ନିଜ ମନକୁ କାବୁ କରିପାରେ। ଏବଂ ନିଜ ଲକ୍ଷ ହାସଲ କରିବାରେ ସଫଳ ହୋଇଥାଏ। ପରନ୍ତୁ ଯେଉଁ ମନୁଷ୍ୟ ନିଜର ଲକ୍ଷରୁ ହଟିଯାଏ ନିଜର ମନକୁ କାବୁ କରିପାରେ ନାହିଁ ତା ପାଇଁ କାର୍ଯ୍ୟ ଜଟିଳ ହୋଇଯାଏ।

ଶ୍ରୀକୃଷ୍ଣଙ୍କୁ ଅର୍ଜୁନ ପୁଣି ପ୍ରଶ୍ନ ପଚାରି କହିଛନ୍ତି ହେ ପ୍ରଭୁ ମନୁଷ୍ୟକୁ କେଉଁ କର୍ମ କଲେ ପାପି ଲାଗିନଥାଏ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯଦି କେଉଁ କାମ ନିଜର ଲାଭ ପାଇଁ କରାଯାଇଥାଏ ତ ଏହାର ପାପ ଲାଗିନଥାଏ। କିମ୍ବା ଏଥିରୁ ପୁଣ୍ୟ ମଧ୍ୟ ମିଳିନଥାଏ। ପୁଣି ଆଉ ଥରେ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ପଚାରିଛନ୍ତି ହେ ମାଧବ ନିସ୍କର୍ମ କଣ। ଆଉ ଏହାକୁ କେମିତି କରାଯାଏ। ତ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେମିତି ମନୁଷ୍ୟ ନିଜର ଚିନ୍ତାକୁ ଛାଡ଼ି ଏହା ନିଜର କର୍ତବ୍ୟ ବୋଲି ଭାବି କାମ କରୁଥାଏ ସେତେବେଳେ ନିସ୍କର୍ମ ଆରମ୍ଭ ହୋଇଯାଏ। ଯେମିତି ଆପଣମାନଙ୍କ ପାଇଁ ଏହି ପୋଷ୍ଟ ବନେଇବା ଆମର କର୍ତବ୍ୟ। ସେହିପରି ଆପଣଙ୍କ ଦ୍ବାରା କରାଯାଇଥିବା କାମ ଆପଣଙ୍କ ପାଇଁ କର୍ତବ୍ୟ ଅଟେ। ଶେଷରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଏହି କଥାକୁ ଯିଏ ବୁଝିପାରିଲା ତାକୁ ଖୁସି ଆଉ ଶାନ୍ତି ମିଳିଯିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *