Excuse Me Odisha

ଯାହା କହିବୁ ସତ କହିବୁ

ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କଲାବେଳେ ହୋଇଯାଅନ୍ତୁ ସାବଧାନ ନଚେତ ଦରିଦ୍ରତା ସୁନିଶ୍ଚିତ।

ସେୟାର୍ କରନ୍ତୁ

ଅନେକ ଲୋକ ଗାଧେଇ ସାରିବା ପରେ ସୂର୍ଯ୍ୟଙ୍କୁ ଜଳାର୍ଘ୍ୟ ଅର୍ପଣ କରିଥାନ୍ତି। ସୂର୍ଯ୍ୟ ଦେବ ସମସ୍ତ ଦେବତାଙ୍କ ମଧ୍ୟରେ ଅତ୍ୟନ୍ତ ତେଜସ୍ୱି ବୋଲି ଜଣାଯାଏ। ଏପରି କୁହାଯାଏଯେ ସୂର୍ଯ୍ୟଦେବଙ୍କ ଦିବ୍ୟରଶ୍ମି ଥରେ ଯେଉଁ ମନୁଷ୍ୟ ଉପରେ ପଡେ ତାହାର ଭାଗ୍ୟ ସମ୍ପୂର୍ଣ୍ଣ ଭାବେ ବଦଳିଯାଏ। ପ୍ରତ୍ୟକ ଦିନ ଆପଣଙ୍କୁ ସବୁସ୍ଥାନରେ ସୂର୍ଯ୍ୟଦେବନଙ୍କ ଦର୍ଶନ ମିଳିଥାଏ ଏବଂ ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ମଧ୍ୟ ସବୁବେଳେ ବନୀରହିଥାଏ। ଖାସକରି ରବିବାର ଦିନ ଜଳ ଚଢାଇବାର ମହତ୍ଵ କିଛି ନିଆରା ହୋଇଥାଏ। ଏହାର କାରଣ ହେଉଛି ରବିବାର ସୂର୍ଯ୍ୟ ଦେବଙ୍କ ଦିନ ଅଟେ। ଜଳ ଅର୍ପଣ ସମୟରେ ଯଦି ଆପଣଙ୍କ ଦ୍ଵାରା କିଛି ଭୁଲ ହୋଇଯାଏ ତେବେ ଏହାର ଭୟଙ୍କର ପରିଣାମ ଆପଣଙ୍କୁ ଭୋଗିବାକୁ ପଡ଼ିବ। ସୂର୍ଯ୍ୟ ଦେବଙ୍କ ଆଶୀର୍ବାଦ ଯେପରି ଲାଭଦାୟକ ହୋଇଥାଏ ,ତାଙ୍କ ଅଭିଶାପ ମଧ୍ୟ ସେତିକି ବିନାଶକାରୀ ହୋଇଥାଏ। ସେ ଥରେ ଯଦି ଆପଣଙ୍କ ଉପରେ କ୍ରୋଧ କରିବେ ତେବେ ଆପଣଙ୍କ ଭାଗ୍ୟ ଦୁର୍ଭାଗ୍ୟରେ ପରିଣତ ହୋଇଯିବ।ତେବେ ଆସନ୍ତୁ ଜାଣିବା ସେହିସବୁ ଭୁଲ ବିଷୟରେ।

ସୂର୍ଯ୍ୟଦେବଙ୍କୁ ସର୍ବଦା ସ୍ନାନ କରିବା ପରେ ଜଳ ଅର୍ପଣ କରନ୍ତୁ। :-

କେବେ ହେଲେ ମଧ୍ୟ ଜୋତା ପିନ୍ଧି ଜଳ ଅର୍ପଣ କରନ୍ତୁ ନାହିଁ। ଆପଣଙ୍କ ଗୋଡ ଏବଂ ପାଦ ସମ୍ପୂର୍ଣ୍ଣ ସ୍ୱଚ୍ଛ ରହିବା ଦରକାର। ଜଳ ଚଢାଇବା ସମୟରେ ଆପଣଙ୍କ ମନ ସ୍ୱଚ୍ଛ ଏବଂ ଶାନ୍ତି ପୁର୍ଣ୍ଣ ରହିବା ଦରକାର। ଝଗଡା ହେବା ପରେ ଯଦି ଆପଣଙ୍କ ମନରେ ରାଗ ଅଛି ତେବେ ସେ ସମୟରେ ଆପଣ ଜଳ ଚଢାନ୍ତୁ ନାହିଁ। ଆପଣ ଥରେ ଜଳ ନଚଢ଼େଇଲେ ଚାଲିବ କିନ୍ତୁ କ୍ରୋଧିତ ମନରେ ଜଳ ଚଢାନ୍ତୁ ନାହିଁ। ନଚେତ ଆପଣଙ୍କ ଦୁର୍ଭାଗ୍ୟର ବାଟ ଦେଖାଯିବ। ଆପଣ ଯେଉଁ ଜଳ ଅର୍ପଣ କରୁଛନ୍ତି ତାହା ସ୍ୱଚ୍ଛ ଜଳ ହେବା ଦରକାର। ଆପଣ ଯେଉଁ ସ୍ଥାନରେ ଜଳ ଅର୍ପଣ କରୁଛନ୍ତି ସେ ମଧ୍ୟ ସ୍ୱଚ୍ଛ ରହିବା ଦରକାର। ସର୍ବଦା ତମ୍ବା କିମ୍ବା ପିତଳ ପାତ୍ରରେ ଜଳ ଅର୍ପଣ କରନ୍ତୁ। ଯେତେବେଳେ ଜଳ ଅର୍ପଣ କରୁଛନ୍ତି ସେତେବେଳେ ଢାଳରେ ଏକ ନାଲିରଙ୍ଗର ଫୁଲ ପକାଇ ଜଳ ଅର୍ପଣ କରନ୍ତୁ। ଏହା କରିବା ଦ୍ୱାରା ସୂର୍ଯ୍ୟଦେବ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି। ସୁଖଶାନ୍ତି ଘରେ ବଜାୟ ରହେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *