Excuse Me Odisha

ଯାହା କହିବୁ ସତ କହିବୁ

ଯଦି କେଉଁ ସ୍ତ୍ରୀ ସ୍ୱାମୀଙ୍କ ଆଗରୁ ଭୋଜନ କରୁଛନ୍ତି ତାହେଲେ କଣ ହୋଇଥାଏ।

ସେୟାର୍ କରନ୍ତୁ

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ ଅନୁସାରେ ପତି ଏବଂ ପତ୍ନୀଙ୍କ ସମ୍ପର୍କ ଏହି ସଂସାରରେ ସବୁଠୁ ଶକ୍ତିଶାଳୀ ସମ୍ପର୍କ ଅଟେ। ତା ସହିତ ଏହି ସମ୍ପର୍କକୁ କମଜୋର ମଧ୍ୟ କୁହାଯାଏ। ଯଦି ପତି ଏବଂ ପତ୍ନୀଙ୍କ ବଚନ, ମନ,କର୍ମ, ବି-ଚାର, ସଂସ୍କାର ସହଜରେ ମିଳିଯାଏ ତ ଏହି ପରି ସମ୍ପର୍କ ମଜବୁତ ଅଟେ। ଯଦି ଏହାର ବିପରୀତ ମାନେ ଏଥିରୁ କୌଣସିବି ମିଳେ ନାହିଁ ତ ଦୁହିଁଙ୍କ ଜୀବନ କଷ୍ଟ ହୋଇଥାଏ। ପତି ଏବଂ ପତ୍ନୀଙ୍କୁ ନିଜର ବୈବାହିକ ଜୀବନରେ ସବୁ ଧର୍ମ, ବଚନ, କର୍ତ୍ତବ୍ୟକୁ ପୁରା ମନରୁ ପାଳନ କରବା ଉଚିତ।

ଦାମ୍ପତ୍ୟ ଜୀବନରେ କେବେକେବେ କୌଣସି କାରଣରୁ କିମ୍ବା ବେଳେବେଳେ ବିନା କାରଣରୁ ମଧ୍ୟ ମତଭେଦ ହୋଇଯାଏ।ଏହା ସାମାନ୍ୟ କଥା ଅଟେ। ଏହାକୁ ପତି ଏବଂ ପତ୍ନୀ ଦୁହେଁ ମିଶି ସମାଧାନ କରିବା ଉଚିତ। କୌଣସି ଅନ୍ୟ ବ୍ୟକ୍ତିଙ୍କୁ ନିଜର ମାମ-ଲାରେ ସାମିଲ କରିବା ଉଚିତ ନୁହେଁ। ଏହା କେତେ ବଡ଼ କଥା ହୋଇଥାଉ ନାଁ କାହିଁକି। ଦୁହେଁ ସାତ ଜନ୍ମର ବଦ୍ଧନରେ ବଦ୍ଧା ହୋଇଥାନ୍ତି। ଆପଣ ଦୁହେଁ ଦୁହିଁଙ୍କୁ ସାହାର୍ଯ୍ୟ କରିବା ଉଚିତ। ମହାଭାରତ ଅନୁସାରେ ଧର୍ମରାଜ ଯୁଧିଷ୍ଠିରଙ୍କୁ କିଛି ପ୍ରଶ୍ନ ପଚାରି ଥିଲେ ତ ସେହି ପ୍ରଶ୍ନ ମଧ୍ୟରୁ ଗୋଟିଏ ପ୍ରଶ୍ନ ଥିଲା କି ଈଶ୍ୱର ପୁରୁଷଙ୍କ ପାଇଁ ତିଆରି କରିଥିବା ଉତ୍ତମ ସମ୍ପର୍କ କଣ ଅଟେ। ତ ଯୁଧିଷ୍ଠିର ଉତରରେ କହିଥିଲେ ପତି ଏବଂ ପତ୍ନୀଙ୍କ ମଧ୍ୟରେ ମିତ୍ରତାର ସମ୍ପର୍କ ରହିବା ଉଚିତ। ଯେମିତି ମିତ୍ର ଉପରେ ଜଣେ ଜଣଙ୍କ ଉପରେ ରାଗି ଯାଇଥାନ୍ତି ଓ ଶୀଘ୍ର ହିଁ କଥା ହୋଇଥାନ୍ତି। କୌଣସି କାରଣରୁ ଅଲଗା ହେବା ଉଚିତ ନୁହେଁ। ସେହି ପରି ପତି ଏବଂ ପତ୍ନୀଙ୍କୁ ବି ମିତ୍ରତା ଭାବରେ ରହିବା ଦରକାର।

Google

ଆପଣ ମାନେ ବେଳେ ବେଳେ ଦେଖିଥିବେ ଘରେ କିମ୍ବା ସମାଜରେ ପତି ଏବଂ ପତ୍ନୀ ସମସ୍ତଙ୍କ ସାମ୍ନାରେ ଝ-ଗଡା କରିଥାନ୍ତି। ଏବଂ ଜଣେ ଜଣଙ୍କୁ ଖରାପ ବୋଲି ମଧ୍ୟ କୁହନ୍ତି। ପତି ଏବଂ ପତ୍ନୀ ଦୁହେଁ ଅନ୍ୟ ଆଗରେ ସମ୍ମାନ କରିବା ଉଚିତ। ଯେତେବି ରାଗ ଋଷ ମନରେ ଥାଉନାଁ କାହିଁକି। ଏହାକୁ ଅନ୍ୟ ଆଗରେ ପ୍ରକାଶ କରିବା ଉଚିତ ନୁହେଁ। ନଚେତ ଦୁହେଁ ଦୁହିଁଙ୍କ ଠାରୁ ଦୂରେଇ ଯାଆନ୍ତି। ତା ସହିତ ଜୀବନରେ କ୍ଳେଶ, ନକାରାତ୍ମକତା, ଦରିଦ୍ରତା ଆସିଥାଏ। କାରଣ ଯେଉଁଠି କ୍ଳେସ, ନକାରାତ୍ମକତା ସେଠାରେ ଅଲକ୍ଷ୍ମୀ ନିବାସ କରିଥାନ୍ତି। ଯେଉଁ ମହିଳାମାନେ ତାଙ୍କ ସ୍ବାମୀଙ୍କ ପଛରେ ଖରାପ କାମ କରିଥାନ୍ତି କିମ୍ବା ଖରାପ କଥା କହିଥାନ୍ତି ସେହି ମହିଳାଙ୍କ ଠାରୁ ମହାଲକ୍ଷ୍ମୀ ଚାଲି ଯାଇଥାନ୍ତି। ସେଥିପାଇଁ ମହିଳା ମାନଙ୍କୁ ଏହି କଥାର ଖାସ ଧ୍ୟାନ ରଖିବା ଉଚିତ। ପତି ଏବଂ ପତ୍ନୀ ଦୁହେଁ ଦୁହିଁଙ୍କ ପ୍ରତି ବିଶ୍ୱାସ ରଖିବା ଉଚିତ। ଚରିତ୍ର ଏବଂ ବିଶ୍ୱାସ କାଚ ଭଳି ହୋଇଥାଏ। ଏହାର ଯତ୍ନ ରଖିବା ଆବଶ୍ୟକ। ଯେପରି ଯତ୍ନର ସହିତ ଆମେ କାଚକୁ ରଖିଥାଉ। କାଚକୁ ଯେପରି ଛୋଟିଆ ଆଘାତ ଲାଗିଲେ ତାହା ଭାଙ୍ଗିରୁଂଜି ଚୁରମାର ହୋଇଯାଏ ସେମିତି ଚରିତ୍ରରେ ମଧ୍ୟ ଛୋଟିଆ ଆଘାତ ଳାଗିଲେ ଜୀବନସାରା ସମ୍ପର୍କ ତୁଟି ଯାଇଥାଏ। ସେଥି ପାଇଁ ପତି ଏବଂ ପତ୍ନୀଙ୍କୁ ବି ନିଜ ଚରିତ୍ର ଉପରେ ଭରସା ଏବଂ ବିଶ୍ୱାସ ରଖିବା ଉଚିତ। ଧୋକା ପରି ଶବ୍ଦ ଯେମିତି ସମ୍ପର୍କରେ ଆସିବା ଉଚିତ ନୁହେଁ।

ଏହା ସ୍ତ୍ରୀ କିମ୍ବା ପୁରୁଷଙ୍କୁ ପତନ ଆଡକୁ ନେଇଯାଇଥାଏ। ତେଣୁ ପତି ଏବଂ ପତ୍ନୀଙ୍କୁ କିଛିବି କଥା ଲୁଚାଇବା ଉଚିତ ନୁହେଁ। ପତି ଏବଂ ପତ୍ନୀ ଦୁହେଁ ଗାଡ଼ି଼ର ଚକ। ସାଂସାରିକ ଗାଡ଼ି ପାଇଁ ଦୁହିଁଙ୍କର ସମାନ ଆବଶ୍ୟକତା ଅଛି। ପ୍ରେମ, ସମ୍ମାନ, ତ୍ୟାଗ ଦୁହେଁ ଦୁହିଁଙ୍କୁ କରିବା ଉଚିତ। ପତି ଏବଂ ପତ୍ନୀଙ୍କୁ ଦୁହିଁଙ୍କୁ ଆଗକୁ ଯିବା ପାଇଁ ହେଲେ ଏକା ସାଙ୍ଗରେ ପାଦ ମିଶାଇ ଚାଲିବାକୁ ହେବ। ଭୁଲତ ସମସ୍ତଙ୍କ ଜୀବନରେ ହୋଇଥାଏ। ଏଥି ପାଇଁ ସଚ୍ଚା ମନରେ ଭୁଲ ମାଗିବା କିମ୍ବା କ୍ଷମା ମାଗିବା କେବେବି ଛୋଟ କିମ୍ବା ବଡ଼ ହୋଇନଥାଏ। ଶାସ୍ତ୍ର ଅନୁସାରେ ମହିଳା ମାନଙ୍କୁ ନିଜର ପତି ବିନା ଅନ୍ୟ କୌଣସି ପୁରୁଷ ସହିତ ଗୋଟିଏ ଜାଗାରେ କିମ୍ବା ଗୋଟିଏ ଗାଡିରେ ବସିବା ଉଚିତ ନୁହେଁ। ଏହା କରିବା ଦ୍ବାରା ସେହି ସ୍ତ୍ରୀର ଚରିତ୍ର ନଷ୍ଟ ହୋଇଯାଏ। ଏପରି କଲେ ଝଗଡା ବଢ଼ିଥାଏ। ଏତିକି କଥାରେ ଧ୍ୟାନ ରଖିବା ଆବଶ୍ୟକ।

Google

ଶାସ୍ତ୍ର ଅନୁସାରେ ମହିଳାଙ୍କୁ ପତି ଭୋଜନ କରି ସାରିବା ପରେ ହିଁ ଭୋଜନ କରିବା ଉଚିତ। ପତିଙ୍କ ଆଗରୁ ଭୋଜନ କରୁଥିବା ସ୍ତ୍ରୀର ପତିବ୍ରତା ଧର୍ମ ନଷ୍ଟ ହୋଇଯାଇଥାଏ। ଏହି କାରଣରୁ ଘରେ ନାକାରାତ୍ମକ ବଢିଥାଏ। ଏବଂ ଘରେ ସୁଖ ଶାନ୍ତି ଦୂରେଇ ଯାଏ। ଏଥି ପାଇଁ ମହା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ହେଲେ ପତି ଏବଂ ପତ୍ନୀ ଦୁହେଁ ଦୁହିଁଙ୍କୁ ସମ୍ମାନ କରିବା ଉଚିତ। ଯେଉଁ ମହିଳା ନିଜ ସ୍ୱାମୀ ଭୋଜନ କରିବା ପରେ ଭୋଜନ କରିଥାନ୍ତି ତାହାଙ୍କ ଉପରେ ମା ଅନ୍ନପୂର୍ଣ୍ଣାଙ୍କ କୃପା ରହିଥାଏ। ଦୁହେଁ ଦୁହିଁଙ୍କର ଧ୍ୟାନ ରଖିବା ଉଚିତ। ପତି ଏବଂ ପତ୍ନୀ ଦୁହିଁଙ୍କ ପାଇଁ ଏହା ଆବଶ୍ୟକ ଅଟେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *