Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦରୁ ଏହି ୪ ରାଶିଙ୍କ ହାତକୁ ଲାଗିବ ବଡ଼ ସଫଳତା। କାର୍ଯ୍ୟରେ ବାଧା ହେବ ଦୂର।

ସେୟାର୍ କରନ୍ତୁ

ଗ୍ରହ ନକ୍ଷତ୍ରଙ୍କର ସର୍ବଦା ପରିବର୍ତନର ଚଳନ କୌଣସି ମନୁଷ୍ୟଙ୍କ ଜୀବନରେ ପ୍ରଭାବ ପକାଇବ। ଯଦି କୌଣସି ବ୍ୟକ୍ତିଙ୍କ ରାଶିରେ ଗ୍ରହଙ୍କ ଚଳନ ଠିକ ଥିବ ତ ଏହା ଯୋଗୁ ଶୁଭ ପରିଣାମ ମିଳିଥାଏ କିନ୍ତୁ ଗ୍ରହଙ୍କର ଚଳନ ଠିକ ନଥିଲେ ଜୀବନରେ ଗୋଟିଏ ପରେ ଗୋଟିଏ ସମସ୍ୟା ସୃଷ୍ଟି ହୋଇପାରେ। ପରିବର୍ତନ ପ୍ରକୃତିର ନିୟମ ଅଟେ ଏବଂ ଏହା ନିରନ୍ତର ଚାଲିଥାଏ। ପ୍ରକୃତିର ଏହି ନିୟମ ସମସ୍ତଙ୍କୁ ସାମ୍ନା କରିବାକୁ ପଡ଼ିଥାଏ।

ଜ୍ୟୋତିଷ ଗଣନା ଅନୁସାରେ କିଛି ରାଶିର ଲୋକ ଏମିତି ଅଟନ୍ତି ଯାହାଙ୍କ କୁଣ୍ଡଳିରେ ଗ୍ରହ ନକ୍ଷତ୍ରଙ୍କର ଚଳନ ଶୁଭ ସଂକେତ ଦେଉଛନ୍ତି। ଏହି ରାଶିର ଲୋକଙ୍କ ଉପରେ ଭଗବାନ ବିଷ୍ଣୁଙ୍କର ଆଶୀର୍ବାଦ ରହିବ। ଏବଂ କୌଣସି ବଡ଼ ସଫଳତା ହାତରେ ଲାଗିପାରେ। କାମ କାର୍ଯ୍ୟରେ ଆସୁଥିବା ବାଧା ଦୂର ହେବ। ତ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶିଙ୍କ ବିଷୟରେ।

ଆସନ୍ତୁ ଜାଣିବା କେଉଁ ରାଶିମାନଙ୍କ ଉପରେ ଭଗବାନ ବିଷ୍ଣୁଙ୍କର ଆଶୀର୍ବାଦ ରହିବ।

Google

ମେଷ ରାଶି:-

ଏହି ରାଶିର ଲୋକମାନେ ଭଗବାନ ଶ୍ରୀ ହରିବିଷ୍ଣୁଙ୍କର ଆଶୀର୍ବାଦରୁ ବ୍ୟବସାୟ ସମ୍ବୋଦ୍ଧିତ ମାମଲାରେ କରାଯାଇଥିବା ପ୍ରୟାସ ଭଲ ଫଳ ଦେବ। କାମ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବାର ପ୍ରବଳ ସମ୍ଭାବନା ରହିଛି। ଆପଣ ନିଜର ଯୋଜନାକୁ ଭଲ ଭାବରେ ସମ୍ପୂର୍ଣ କରିପାରିବେ। ପ୍ରଭାବଶାଳୀ ଲୋକଙ୍କର ମାର୍ଗଦର୍ଶନ ମିଳିବ। ପଡୋଶୀ ମାନଙ୍କ ସହିତ ଭଲ ସମନ୍ୱୟ ରହିବ। ଗାଡି ସୁଖର ପ୍ରାପ୍ତ ହୋଇପାରେ। ଘରୋଇ ସୁଖ ସାଧନାର ବୃଦ୍ଧି ହେବ। ଆୟର ଭଲ ମାଧ୍ୟମ ହାସିଲ ହେବ। ଆର୍ଥିକ ସ୍ଥିତି ଭଲ ରହିବ। ପରିବାର କୌଣସି ସଦସ୍ୟଙ୍କ ଠାରୁ ଖୁସି ଖବର ମିଳିବାର ସମ୍ଭାବନା ରହିଛି ଯେଉଁଥି ପାଇଁ ଆପଣଙ୍କ ମନ ଖୁସି ରହିବ।

ବୃଷ ରାଶି:-

ଏହି ରାଶିର ଲୋକଙ୍କ ସମୟ ବହୁତ ଶୁଭ ରହିବ। ଭଗବାନ ଶ୍ରୀ ହରିବିଷ୍ଣୁଙ୍କ ଆଶୀର୍ବାଦରୁ ଅଟକି ରହିଥିବା କାର୍ଯ୍ୟ ଶେଷ ହେବ ଯେଉଁଥି ପାଇଁ ଆପଣଙ୍କ ମନ ଖୁସି ରହିବ। ଭାଇ ଭଉଣୀଙ୍କ ସହିତ ଚାଲିଥିବା ମତଭେଦ ଦୂର ହେବ। କାର୍ଯ୍ୟ କ୍ଷେତ୍ରରେ ଉନ୍ନତି କରିବାର ପ୍ରବଳ ଯୋଗ ରହିଛି। ଜୀବନସାଥୀଙ୍କ ସହିତ ଆପଣ ନିଜର ମନ କଥା ଖୋଲି ସେୟାର କରିପାରିବେ। ବ୍ୟବସାୟରେ ଲାଭଦାୟକ ସ୍ଥିତି ରହିବ। ବିଦ୍ୟାର୍ଥୀ ମାନଙ୍କୁ କିଛି ନୂତନ ଶିଖିବାକୁ ମିଳିବ। ଶିକ୍ଷକଙ୍କର ସମ୍ପୂର୍ଣ ସହଯୋଗ ମିଳିବ।

ସିଂହ ରାଶି:-

ଏହି ରାଶିର ଲୋକଙ୍କ ଉପରେ ଶ୍ରୀହରି ବିଷ୍ଣୁଙ୍କର ବିଶେଷ ଆଶୀର୍ବାଦ ରହିବ। ଆପଣଙ୍କ ଭାଗ୍ୟର ବୃଦ୍ଧି ହେବ। ଆପଣଙ୍କୁ ନିଜର କାମ କାର୍ଯ୍ୟରେ ପ୍ରଭାବଶାଳୀ ଲୋକଙ୍କର ସାହାର୍ଯ୍ୟ ପ୍ରାପ୍ତ ହେବ। ବ୍ୟବସାୟରେ ବିସ୍ତାର ହେବ। ଆପଣ କୌଣସି ଲାଭଜନକ ଯାତ୍ରା କରିପାରନ୍ତି। ପୁଜା ପାଠରେ ଆପଣଙ୍କର ଅଧିକ ମନ ଲାଗିବ। ଭାଇ ଭଉଣୀଙ୍କ ସହିତ ଚାଲିଥିବା ମତଭେଦ ଦୂର ହେବ। ଆପଣ ନିଜର ମିଠା କଥାରେ ଲୋକଙ୍କ ହୃଦୟ ଯିତିପାରନ୍ତି। ଆପଣଙ୍କର ସମସ୍ତ କାର୍ଯ୍ୟ ଯୋଜନା ବଧ ଭାବରେ ଶେଷ ହେବ। ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ହେବ। ବିଦ୍ୟାର୍ଥୀ ମାନଙ୍କୁ କୌଣସି ପ୍ର୍ଯୋଗିତା ପରୀକ୍ଷାରେ ସଫଳତା ମିଳିବାର ଯୋଗ ରହିଛି।

କନ୍ୟା ରାଶି:-

ଏହି ରାଶିର ଲୋକଙ୍କ ସମୟ ଶୁଭ ରହିବ। ପାରିବାରିକ ଚିନ୍ତା ଦୂର ହେବ। ସମାଜରେ ମାନ ସମ୍ମାନ ବୃଦ୍ଧି ହେବ। ଚାକିରୀରେ ପଦନ୍ନତି ମିଳିବାର ସମ୍ଭାବନା ରହିଛି। ବ୍ୟାପାର କ୍ଷେତ୍ରରେ ଆପଣ କୌଣସି ଯାତ୍ରା କରିପାରନ୍ତି। ଆପଣଙ୍କ ଦ୍ବାରା କରା ଯାଇଥିବା ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। ଆପଣ କୌଣସି ନୂତନ କାର୍ଯ୍ୟ କରିବା ପାଇଁ ମନ ବଳାଇ ପାରନ୍ତି। ସାଙ୍ଗ ମାନଙ୍କର ସମ୍ପୂର୍ଣ ସହଯୋଗ ମିଳିବ। କାମ କାର୍ଯ୍ୟରେ ଆପଣଙ୍କର ପୁରା ମନ ଲାଗିବ। ଦୀର୍ଘ ବହୁତ ଦିନରୁ ଚାଲି ଆସୁଥିବା ମାନସିକ ଚିନ୍ତା ଦୂର ହେବ। ଆପଣଙ୍କର ବ୍ୟକ୍ତିତ୍ୱରେ ଚମକ ଆସିବ। ମାତା ପିତାଙ୍କ ସହିତ କୌଣସି ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିପାରେ।

ଆସନ୍ତୁ ଜାଣିବା ଅନ୍ୟ ସବୁ ରାଶି ମାନଙ୍କର ସ୍ଥିତି କିପରି ରହିବ।

Google

ମିଥୁନ ରାଶି:-

ଏହି ରାଶିର ଥିବା ଲୋକଙ୍କ ସମୟ ଟିକେ କଠିନ ରହିବ। ଆପଣଙ୍କୁ ନିଜର ସମସ୍ତ କାର୍ଯ୍ୟ ସମୟ ଭିତରେ କରିବାକୁ ପଡ଼ିବ। ସ୍ବାସ୍ଥ୍ୟରେ ଉଥାନ ପତନର ସ୍ଥିତି ବନି ରହିବ। କୌଣସି ପୁରୁଣା କଥାକୁ ନେଇ ଚିନ୍ତା ସୃଷ୍ଟି ହୋଇପାରେ। ଆପଣ ଅନାବଶ୍ୟକ ଚାପ ନିଅନ୍ତୁ ନାହିଁ। ସ୍ତ୍ରୀଙ୍କ ସ୍ବାସ୍ଥ୍ୟକୁ ନେଇ ସାବଧାନ ରୁହନ୍ତୁ। ଘରକୁ ହଠାତ ବନ୍ଧୁଙ୍କର ଆଗମନ ହୋଇପାରେ। ଧାର୍ମିକ କାର୍ଯ୍ୟରେ ଅଧିକ ଧନ ଖର୍ଚ୍ଚ ହେବ। ଭଗବାନଙ୍କ ଉପାସନାରେ ଆପଣଙ୍କର ମନ ଶାନ୍ତ ରହିବ।

କର୍କଟ ରାଶି:-

ଏହି ରାଶିର ଲୋକଙ୍କ ସମୟ ମିଶ୍ରିତ ରହିବ। ଭାଗ୍ୟ ଠାରୁ ଆପଣଙ୍କୁ ନିଜର ପରିଶ୍ରମ ଉପରେ ବିଶ୍ୱାସ ରଖିବାକୁ ପଡ଼ିବ। ସମ୍ପତି ମାମଲାରେ ଆପଣଙ୍କୁ ଲାଭ ମିଳିପାରେ। ଘରୋଇ ଆବଶ୍ୟକତା ପଛରେ ଅଧିକ ଧନ ଖର୍ଚ୍ଚ ହେବାର ସମ୍ଭାବନା ରହିଛି। ସନ୍ତାନ ପକ୍ଷରୁ ସୁଖଦ ଖବର ମିଳିବାର ସମ୍ଭାବନା ରହିଛି। ପରିବାରର ସମସ୍ତ ଲୋକ ମାନେ ପୁରା ସହଯୋଗ କରିବେ।କୌଣସି ବଡ଼ ବିନିଯୋଗ କରନ୍ତୁ ନାହିଁ।

ତୁଳା ରାଶି:-

ଏହି ରାଶିର ଲୋକଙ୍କ ସମୟ ବହୁତ ଭଲ ରହିବ।ଆପଣଙ୍କର ବ୍ୟବହାରକୁ ଟିକିଏ ନିୟନ୍ତ୍ରଣ କରିବା ଆବଶ୍ୟକ। ଆପଣ ଟିକେ ବିରକ୍ତ ହୋଇପାରନ୍ତି। ହଠାତ ଟେଲି ଯୋଗାଯୋଗ ମାଧ୍ୟମରେ ଦୁଃଖଦ ଖବର ପାଇବାର ସମ୍ଭାବନା ଅଛି ଯାହା ଆପଣଙ୍କୁ ବହୁତ ନିରାଶ କରିବ।ଆପଣ ନିଜର କୌଣସି କାମକୁ ଶୀଘ୍ର କରିବା ଉଚିତ ନୁହେଁ ନଚେତ କାମ ନଷ୍ଟ ହୋଇପାରେ। କିଛି ଲୋକ ଆପଣଙ୍କ ଭଲ ବ୍ୟବହାରର ଲାଭ ଉଠାଇବାକୁ ଚେଷ୍ଟା କରିବେ। ତେଣୁ ଏହିପରି ଲୋକଙ୍କଠାରୁ ଦୂରତା ରଖନ୍ତୁ। ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ବଡ ଅଧିକାରୀଙ୍କ ସହିତ ଉତ୍ତମ ସମନ୍ୱୟ ରକ୍ଷା କରନ୍ତୁ।

ବିଛା ରାଶି:-

ଏହି ରାଶିର ଥିବା ଲୋକଙ୍କର ସମୟ ସ୍ୱାଭାବିକ ରହିବ।ଘରେ ଶୁଭ କାର୍ଯ୍ୟକ୍ରମ ଆୟୋଜନର ଆଲୋଚନା ହୋଇପାରେ। ଆପଣ ନିଜର କାର୍ଯ୍ୟ ପ୍ରଣାଳୀରେ କିଛି ପରିବର୍ତନ କରିବାକୁ ଚେଷ୍ଟା କରିବେ। ତୁମେ ତୁମର ଭାଇ ଓ ଭଉଣୀମାନଙ୍କର ସମ୍ପୂର୍ଣ୍ଣ ସମର୍ଥନ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ପିତାଙ୍କ ପରାମର୍ଶ ଲାଭଦାୟକ ପ୍ରମାଣିତ ହୋଇପାରେ। କୌଣସି ଯାତ୍ରା ସମୟରେ ଗାଡି ଚଲାଇବା ସମୟରେ ଧ୍ୟାନ ଦିଅନ୍ତୁ ନଚେତ ଦୁର୍ଘଟଣା ହେବାର ସମ୍ଭାବନା ଅଛି। ସାଙ୍ଗମାନଙ୍କ ସହିତ ମଜା ମସ୍ତି କରିବା ପାଇଁ କୌଣସି ଭ୍ରମଣ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇପାରେ।

Google

ଧନୁ ରାଶି:-

ଧନୁ ରାଶି ଲୋକଙ୍କ ସମୟ ମଧ୍ୟମ ଫଳ ହେବାକୁ ଯାଉଛି। ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହୋଇପାରେ। ଟଙ୍କା କାରବାରରେ ସତର୍କ ରହିବା ଆବଶ୍ୟକ। ଆପଣଙ୍କର କ୍ରୋଧ ଏବଂ ବକ୍ତବ୍ୟକୁ ନିୟନ୍ତ୍ରଣ କରିବା ଉଚିତ ନଚେତ କାହା ସହିତ ବିତର୍କ ହେବାର ସମ୍ଭାବନା ଅଛି। ଅଧିକ କାର୍ଯ୍ୟଭାର ହେତୁ ପରିବାର ପାଇଁ ସମୟ ପାଇବା ବହୁତ କଷ୍ଟକର ହୋଇପଡିବ। ପିଲାମାନଙ୍କଠାରୁ ହଠାତ ଖୁସି ଖବର ମିଳିବାର ସମ୍ଭାବନା ଅଛି। ସାମାଜିକ ଦାୟିତ୍ୱ ବୃଦ୍ଧି ପାଇବ। ଅପରିଚିତ ଲୋକଙ୍କୁ ଶୀଘ୍ର ବିଶ୍ୱାସ କରନ୍ତୁ ନାହିଁ।

ମକର ରାଶି:-

ମକର ରାଶିର ଥିବା ବ୍ୟକ୍ତିମାନଙ୍କୁ ଜୀବନରେ ବହୁତ ବ୍ୟସ୍ତ ଥିବା ପରି ଦେଖାଯାଉଛି। ସାଙ୍ଗମାନଙ୍କ ସହିତ ପାର୍ଟି କାର୍ଯ୍ୟକ୍ରମ ଆୟୋଜିତ ହୋଇପାରିବ। କୌଣସି ଗୁରୁତ୍ୱପୂର୍ଣ୍ଣ ଯୋଜନାକୁ ନେଇ ଆପଣ ଟିକିଏ ଅଧିକ ଚିନ୍ତିତ ଦେଖାଯାଉଛନ୍ତି। ବାଣିଜ୍ୟରେ ଉଥାନ ପତନର ପରିସ୍ଥିତି ରହିବ। ଭାଗିଦାରମାନଙ୍କ କାର୍ଯ୍ୟକଳାପ ଉପରେ ନଜର ରଖନ୍ତୁ ନଚେତ ସେମାନଙ୍କ ତରଫରୁ କ୍ଷତିର ସମ୍ମୁଖୀନ ହୋଇପାରନ୍ତି। ହଠାତ ଦୁଃଖଦ ଖବର ମିଳିବାର ସମ୍ଭାବନା ଅଛି। ଯଦି ଆପଣ କୌଣସି ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟରେ ଦସ୍ତଖତ କରୁଛନ୍ତି ତେବେ ଏହାକୁ ସଠିକ ଭାବରେ ପଢନ୍ତୁ।

କୁମ୍ଭ ରାଶି:-

ଏହି ରାଶିର ଲୋକଙ୍କ ସମୟ ଭଲ ଅତିବାହିତ ହେବ। ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ପାଇବ। ଗୁପ୍ତ ଶତ୍ରୁମାନଙ୍କ ସହିତ ଟିକେ ସତର୍କ ରୁହନ୍ତୁ କାରଣ ସେମାନେ ଆପଣଙ୍କର କାର୍ଯ୍ୟକଳାପକୁ ନଷ୍ଟ କରିବାକୁ ଚେଷ୍ଟା କରିପାରନ୍ତି। ଚାକିରି କ୍ଷେତ୍ରରେ ଆପଣଙ୍କର ପ୍ରଭାବ ବୃଦ୍ଧି ପାଇବ। ବଡ଼ ଅଧିକାରୀଙ୍କ ସମ୍ପୂର୍ଣ୍ଣ ସମର୍ଥନ ରହିବ। ଚାକିରିରେ ସଫଳତା ପାଇବାକୁ ହେଲେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ। ଛାତ୍ରମାନଙ୍କୁ ଅଧ୍ୟୟନ ଉପରେ ଧ୍ୟାନ ଦେବାକୁ ପଡିବ। କଠିନ ବିଷୟଗୁଡ଼ିକରେ ଶିକ୍ଷକମାନଙ୍କର ସାହାଯ୍ୟ ନେଇପାରନ୍ତି। ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଚାଲିଥିବା ତିକ୍ତତା ସମାପ୍ତ ହୋଇପାରେ। ପ୍ରେମ ଜୀବନ ସ୍ୱାଭାବିକ ରହିବ।

ମୀନ ରାଶି:-

ଏହି ରାଶି ଥିବା ଲୋକମାନେ ନିଜ ପରିବାର ସଦସ୍ୟଙ୍କ ସହିତ ଅଧିକରୁ ଅଧିକ ସମୟ ଅତିବାହିତ କରିବେ। ଅନ୍ୟ କାହାକୁ ଋଣ ଦିଅନ୍ତୁ ନାହିଁ ନଚେତ ଋଣ ଟଙ୍କା ଫେରସ୍ତ କରିବାରେ ଅସୁବିଧା ହେବ। କୌଣସି ଧାର୍ମିକ ସ୍ଥାନକୁ ବୁଲିଯିବାର କାର୍ଯ୍ୟକ୍ରମ କରିପାରନ୍ତି। ଧାର୍ମିକ କାର୍ଯ୍ୟରେ ଅଧିକ ଅର୍ଥ ଖର୍ଚ୍ଚ ହେବ। ପିଲାମାନଙ୍କର ନକାରାତ୍ମକ କାର୍ଯ୍ୟକଳାପ ଉପରେ ନଜର ରଖନ୍ତୁ ନଚେତ ସେମାନେ ସମସ୍ୟା ସୃଷ୍ଟି କରିପାରନ୍ତି। ଯଦି ଆପଣ କୌଣସି ବଡ ବିନିଯୋଗ କରିବାକୁ ଚାହୁଁଛନ୍ତି ତେବେ ଘରେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ଏହା ଆପଣଙ୍କ ପାଇଁ ଲାଭଦାୟକ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *