Excuse Me Odisha

ଯାହା କହିବୁ ସତ କହିବୁ

କିଛି ଚମ-ତ୍କାର ସ୍ଵପ୍ନ ଆଉ ତାହାର ଭ-ୟଙ୍କର ଅର୍ଥ, କେଉଁ ସ୍ଵପ୍ନ ଶୁଭ ଓ ଅଶୁଭ

ସେୟାର୍ କରନ୍ତୁ

ବନ୍ଧୁଗଣ ରାତିରେ ସମସ୍ତେ କିଛି ନା କିଛି ସ୍ଵପ୍ନ ଦେଖନ୍ତି। ଅଲଗା ସ୍ଵପ୍ନ ଦେଖନ୍ତି ଓ ଅଲଗା ଅଲଗା ଜିନିଷ ମଧ୍ୟ ଦେଖିଥାନ୍ତି। ଏମିତି ସ୍ଵପ୍ନ ମଧ୍ୟ ଦେଖିଥାନ୍ତି ଯାହା ଆପଣଙ୍କ ଜୀ-ବନରେ କୌଣସି ମହତ୍ଵ କିମ୍ବା ମୂଲ୍ୟ ରହିନଥାଏ। କିନ୍ତୁ କିଛି ସ୍ଵପ୍ନ ବେଳେ ବେଳେ ସତ ହୋଇଯାଇଥାଏ। ଆମେ ଦେଖୁଥିବା ଭିନ୍ନ ଭିନ୍ନ ସ୍ଵପ୍ନ ଓ ଏହାକୁ ଅଲଗା ଅଲଗା ସମୟରେ ଦେଖିଲେ କଣ ହୁଏ ଓ ସ୍ଵପ୍ନ ଦେଖିବାର ସଠିକ ସମୟ ଓ କେଉଁ ସ୍ଵପ୍ନକୁ କେତେବେଳେ ଦେଖିଲେ ସ୍ଵପ୍ନ ସତ ହୁଏ ଓ ସ୍ଵପ୍ନ ଶାସ୍ତ୍ର ଏ ସମ୍ବନ୍ଧରେ କଣ କୁହେ ଆସନ୍ତୁ ଜାଣିବା ଆମେ ସେହି ବିଷୟରେ।

ବନ୍ଧୁଗଣ ପୂରାଣ ଅନୁସାରେ ଭଲ ସ୍ଵପ୍ନର କିଛି ଜ-ରୁରୀ କଥା ଆପଣ ଜାଣି ରଖିବା ଉଚିତ। ଭଲ ସ୍ଵପ୍ନ ଦେଖିବା ପରେ ନିଦ ଭା-ଙ୍ଗିଗଲେ ଆମକୁ ପୁଣିଥରେ ଶୋଇବା ଉଚିତ ନୁହେଁ। ସେହି ଭଲ ସ୍ଵପ୍ନ ପାଇଁ ଭଗବାନଙ୍କୁ ନିଶ୍ଚୟ ଧନ୍ୟବାଦ ଜଣାନ୍ତୁ। ଶେଯ ଉପରେ ବସି ଭଗବାନଙ୍କୁ ଧ୍ୟାନ କରନ୍ତୁ। ତାହା ସହିତ ଭଲ ସ୍ଵପ୍ନ ଦେଖିବା ପରେ ଧ୍ୟାନ ରଖିଥିବେ କେବେ କାହାରିକୁ କହିବେ ନାହିଁ। ଅନ୍ଯଥା ଏହି ସ୍ଵପ୍ନଟି ସାକାର ହେବ ନାହିଁ । ଚେଷ୍ଟା କରନ୍ତୁ ଭଲ ସ୍ଵପ୍ନ ଦେଖିବା ପରେ ସ୍ଵପ୍ନକୁ ଗୋପନ ରଖନ୍ତୁ।

ଯଦି ଭ-ୟଙ୍କ-ର ସ୍ଵପ୍ନ ୧୨-୨ଟା ମଧ୍ୟରେ ଦେଖିଛନ୍ତି ତେବେ ତୁରନ୍ତ ଆପଣଙ୍କୁ ଭଗବାନ ଶିବଙ୍କର ଧ୍ୟାନ କରିବା ଉଚିତ। କିମ୍ବା ଓମ ନମଃ ଶିବାୟ ଜପ କରିବା ଉଚିତ। ସକାଳୁ ଉଠି ଗାଧୋଇ ଶିବ ମନ୍ଦିରକୁ ଯାଇ ଭଗବାନ ଶିବଙ୍କର ପୂଜା ନିଶ୍ଚୟ କରନ୍ତୁ। ଏମିତି କରିବା ଦ୍ଵାରା ଦେଖିଥିବା ଖରାପ ସ୍ଵପ୍ନର ପ୍ରଭାବ ସମାପ୍ତ ହୋଇଯିବ। ଯଦି ଭୟଙ୍କର ସ୍ଵପ୍ନ ଆପଣ ବାରମ୍ବାର ଦେଖୁଛନ୍ତି ତାହେଲେ ଆପଣ ଭଗବାନ ଶିବଙ୍କ ସହିତ ଭଗବାନ ହନୁମାନଙ୍କୁ ଧ୍ୟାନ ନିଶ୍ଚୟ କରନ୍ତୁ। ହନୁମାନଙ୍କ ଧ୍ୟାନ କରିବା ସହିତ ହନୁମାନ ଚାଳିଶା , ହନୁମାନ ଅଷ୍ଟକମ ପାଠ ନିଶ୍ଚିତ ରୂପରେ କରନ୍ତୁ।  ଏମିତି କରିବା ଦ୍ଵାରା ଆପଣଙ୍କର ଖରାପ ସ୍ଵପ୍ନର ଖରାପ ଫଳ ମିଳିବ ନହିଁ।

Google

ରାତି ୧୨ଟା ପୂର୍ବରୁ ଦେଖିଥିବା ସ୍ଵପ୍ନ ମନରେ ବିକୃତି ପାଇଁ ହୋଇଥାଏ। ଅର୍ଥାତ ଏହି ସ୍ଵପ୍ନ ଅର୍ଥହୀନ ଅଟେ। ଏହି ସ୍ଵପ୍ନକୁ ଭୁଲିଯାନ୍ତୁ। ଏହି ସ୍ଵପ୍ନର ଭଲ ବା ଖରାପ ଫଳ କିଛି ମିଳିବ ନାହିଁ।

ରାତି ୧୨-୧ଟା  ମଧ୍ୟରେ ଯଦି ଆପଣ ସ୍ଵପ୍ନ ଦେଖୁଛନ୍ତି ତାହେଲେ ଏହି ସ୍ଵପ୍ନକୁ ପୁରା ହେବା ପାଇଁ ତିନିବର୍ଷ ଲାଗିଯାଇଥାଏ। କିମ୍ବା ଏହି ସ୍ଵପ୍ନର ବେଶୀ ମହତ୍ଵ ନଥାଏ।

ରାତି ୧-୨ଟା ମଧ୍ୟରେ ଦେଖିଥିବା ସ୍ଵପ୍ନର ଫଳ ଏକ ବର୍ଷ ମଧ୍ୟରେ ଆପଣଙ୍କୁ ମିଳିଯିବ।

ରାତି ୩-୪ଟା ମଧ୍ୟରେ ଦେଖିଥିବା ସ୍ଵପ୍ନର ଫଳ ୬ ମାସ ମଧ୍ୟରେ ଆପଣଙ୍କୁ ମିଳିଯିବ।

ରାତି ୪-୫ଟା ମଧ୍ୟରେ ଦେଖିଥିବା ସ୍ଵପ୍ନର ଫଳ ୩ ମାସ ମଧ୍ୟରେ ଆପଣଙ୍କୁ ମିଳିଯିବ।

ସକାଳ ୫-୬ଟା ମଧ୍ୟରେ ଯଦି ଆପଣ ସ୍ଵପ୍ନ ଦେଖନ୍ତୁ ତାହେଲେ ସେହି ସ୍ଵପ୍ନର ଫଳ ଆପଣଙ୍କୁ ୧ ମାସ ମଧ୍ୟରେ ମିଳିଯିବ।

ତାହା ସହିତ ଦିନରେ ଦେଖାଯାଇଥିବା ସ୍ଵପ୍ନକୁ ଭୁଲିଯିବା ଭଲ ହୋଇଥାଏ। କାରଣ ଏହି ସ୍ଵପ୍ନର କିଛି ବି ଫଳ ନଥାଏ।

ବିଶେଷ ସ୍ଵପ୍ନ ଓ ଫଳ:-

Google

ସ୍ଵପ୍ନରେ ଛୋଟ ଛୁଆକୁ କୋଳରେ ଧରିଥିବା:-

ଯଦି ଆପଣଙ୍କୁ ଏମିତି ସ୍ଵପ୍ନ ଆସୁଛି, ସେଥିରେ ଗୋଟିଏ ଛୁଆକୁ ଆପଣ ଧରିଛନ୍ତି କିମ୍ବା କୋଳରେ ଧରିଛନ୍ତି ଏହାର ଅର୍ଥ ଆପଣଙ୍କ ଜୀ-ବନରେ ଶୁଭ ସମୟ ଆସିବାର ସଂକେତ ଦେଉଅଛି। ଏବଂ ଏହିପରି ସ୍ଵପ୍ନ ଆପଣଙ୍କୁ ଲାଭ ଦେଇଥାଏ। ଏହି ପରି ସ୍ଵପ୍ନ ଦେଖିଲେ ତୁରନ୍ତ ଭଗବାନଙ୍କୁ ଧନ୍ୟବାଦ ଜଣାଇ ଧ୍ୟାନ ଦିଅନ୍ତୁ।

ସ୍ଵପ୍ନରେ ପାରା ଦେଖିବା:-

ଯଦି ଆପଣ ସ୍ଵପ୍ନରେ ପାରା ଦେଖୁଛନ୍ତି ତାହେଲେ ଏହି ସ୍ଵପ୍ନର ସଂକେତ ଆପଣ ଭ-ୟଙ୍କର ରୋଗରୁ ମୁକ୍ତି ପାଇବାକୁ ଯାଉଛନ୍ତି।

ସ୍ଵପ୍ନରେ ଭାଇଙ୍କୁ ଦେଖିଲେ:-

ଯଦି ଆପଣ ସ୍ଵପ୍ନରେ ଭାଇଙ୍କୁ ଦେଖନ୍ତି ତେବେ ଏହାର ସଂକେତ ଆପଣଙ୍କ ଜୀ-ବନରେ ବହୁତ ଶୀଘ୍ର ନୂଆ ମିତ୍ର ଆସିବାକୁ ଯାଉଛନ୍ତି।

ସ୍ଵପ୍ନରେ ନିଜର ମୃ-ତ୍ୟୁ ଦେଖିଲେ:-

ଯେବେ ଆପଣ ନିଜର ମୃ-ତ୍ୟୁ ସ୍ଵପ୍ନରେ ଦେଖନ୍ତି, ତେବେ ବନ୍ଧୁଗଣ କିଛି ଚିନ୍ତା କରନ୍ତୁ ନାହିଁ, ଏହି ସ୍ଵପ୍ନର ଅର୍ଥ ଆପଣ ଖରାପ ପଣଙ୍କୁ ଛାଡି ଆଗକୁ ବଢିବାକୁ ଚେଷ୍ଟା କରୁଛନ୍ତି।

Google

ମସା-ଣିରେ ଶ-ବର ସ୍ଵପ୍ନ:-

ଯଦି ଆପଣ ମସା-ଣିରେ ସ-ବ ଦେଖୁଛନ୍ତି ତେବେ ଏହା ଶୁଭ ସଂକେତ ଦେଇଥାଏ। ଆପଣଙ୍କ ଜୀ-ବନରେ ଉନ୍ନତି ହେବାକୁ ଯାଉଛି।

ତ୍ରିଶୂଳ ଦେଖିଲେ:-

ଯଦି ଆପଣ ସ୍ଵପ୍ନରେ ତ୍ରିଶୂଳ ଦେଖୁଛନ୍ତି ତାହେଲେ ଏହାର ସଂକେତ ଆପଣ ଶ-ତ୍ରୁ ଠାରୁ ମୁକ୍ତି ପାଇବାକୁ ଯାଉଛନ୍ତି।

ବନ୍ଧୁବାନ୍ଧବଙ୍କୁ ସ୍ଵପ୍ନରେ ଦେଖିଲେ:-

ବନ୍ଧୁବାନ୍ଧବଙ୍କୁ ସ୍ଵପ୍ନରେ ଦେଖିଲେ ଏହି ସଂକେତର ଅର୍ଥ ଭଲ ସମୟ ଆରମ୍ବ ହେବାକୁ ଯାଉଛି।

ଯଦି ଆପଣଙ୍କୁ ସ୍ଵପ୍ନରେ ମନ୍ଦିର ଦେଖନ୍ତି:-

ଯଦି ଆପଣ ସ୍ଵପ୍ନରେ ମନ୍ଦିରକୁ ଦେଖୁଛନ୍ତି ତେବେ ଏହାର ସଂକେତ ଆପଣ କିଛି ଧାମିକ କାର୍ଯ୍ୟ କରିବାକୁ ଯାଉଛନ୍ତି।

Google

ଫକିର ବାବାଙ୍କୁ ସ୍ଵପ୍ନରେ ଦେଖିଲେ:-

ସ୍ଵପ୍ନରେ ଫକିର ବାବାଙ୍କୁ ଦେଖିଲେ ତାହା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ ଓ ଅତ୍ୟନ୍ତ ଶୁଭ ମନାଯାଏ।

ଘର ଜ-ଳିବାର ସ୍ଵପ୍ନ:-

ଯଦି ଆପଣ ସ୍ଵପ୍ନରେ ଘର ଜ-ଳିବାର ସ୍ଵପ୍ନ ଦେଖୁଛନ୍ତି ତେବେ ଏହା ଶୁଭ ସମୟର ସଂକେତ ଅଟେ।

ସ୍ଵପ୍ନରେ ସାପ ଦେଖିଲେ:-

ଯଦି ଆପଣ ସ୍ଵପ୍ନରେ ଅଜଗର ସାପ ଦେଖୁଛନ୍ତି ତେବେ ଏହି ସଂକେତ ଆପଣଙ୍କର ବ୍ୟବସାୟ କ୍ଷ-ତି ହେବ।

ସ୍ଵପ୍ନରେ କାଉ ଦେଖିଲେ:-

ଯଦି ଆପଣ ସ୍ଵପ୍ନରେ କାଉ ଦେଖୁଛନ୍ତି ତେବେ ଖରାପ ସମୟର ସୂଚନା ଦେଇଥାଏ।

ଝିଟିପିଟିକୁ ସ୍ଵପ୍ନରେ ଦେଖିଲେ:-

ଯଦି ଆପଣ ସ୍ଵପ୍ନରେ ଝିଟିପିଟି ଦେଖୁଛନ୍ତି ତେବେ ଏହାର ସଂକେତ ବହୁତ ଜଲ୍ଦି ଆପଣଙ୍କ ଘରେ ଚୋ-ରି ହେବାକୁ ଯାଉଛି।

Google

ସ୍ଵପ୍ନରେ ନିଜକୁ ପଡିବାର ଦେଖିଲେ:-

ଯଦି ଆପଣ ରାସ୍ତାରେ କିମ୍ବା ଅନ୍ୟ କେଉଁଠି ନିଜକୁ ପଡୁଥିବାର ଦେଖୁଛନ୍ତି ତେବେ ଏହାର ସଂକେତ ସଙ୍କଟ ଅଟେ। ଧନ-ବ୍ୟବସାୟ- ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅସୁବିଧା ଆପଣଙ୍କୁ ଆସିପାରେ।

ନିଜକୁ ପଡିବ ପୁଣି ଉଠିବାର ସ୍ଵପ୍ନ ଦେଖୁଛନ୍ତି:-

ଯଦି ଆପଣ ନିଜକୁ ପଡି ପୁଣି ଉଠିବାର ସ୍ଵପ୍ନ ଦେଖୁଛନ୍ତୁ ତେବେ ଏହା ଆପଣଙ୍କ ଜୀ-ବନରେ ପ୍ରଗତିର ସଂକେତ ଦେଇଥାଏ।

ଶେଷ ଯାତ୍ରା:-

ଯଦି ଆପଣ ସ୍ଵପ୍ନରେ କାହାରି ଶେଷଯାତ୍ରାର ସ୍ଵପ୍ନ ଦେଖନ୍ତି ତେବେ ଏହାର ଅର୍ଥ ଆପଣଙ୍କର ସମସ୍ତ ଖରାପ କାମ ଠିକ ହେବାକୁ ଯାଉଛି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀ-ବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *