Excuse Me Odisha

ଯାହା କହିବୁ ସତ କହିବୁ

ସବୁଦିନ କରନ୍ତୁ ଏହି ୫ଟି କାମ ଘରେ ହେବ ପ୍ରଚୁର ଟଙ୍କା ବର୍ଷା, ଓଡ଼ିଆ ଅନୁଚିନ୍ତା, ସାଧୁବାଣୀ

ସେୟାର୍ କରନ୍ତୁ

ନମସ୍କାର ଜୟ ଜଗନ୍ନାଥ ବନ୍ଧୁଗଣ, ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ସ୍ୱାଗତ । ଆଜିର ଏହି ପୋଷ୍ଟରେ ଆମେ କିଛି ବଛା ବଛା ସାଧୁବାଣୀ ଅନୁଚିନ୍ତା ବିଷୟରେ କହିଛୁ । ଏସବୁ ଜାଣିବା ଆପଣଙ୍କ ନିହାତି ଜ-ରୁରୀ ଅଟେ । ତେଣୁ ଏହି ପୋଷ୍ଟଟିକୁ ଶେଷ ଯାଏଁ ନିଶ୍ଚିତ ପଢନ୍ତୁ ।

1.ରାହୁର ଖରାପ ସମୟ ଚାଲୁଥିବା ସମୟରେ ଘରକୁ ଆସୁଥିବା ଅତିଥିଙ୍କୁ ଥଣ୍ଡା ପାଣି ପିଇବାକୁ ଦେଲେ ଶୁଭଫଳ ମିଳିଥାଏ।

2.ଛିଡିଯାଇଥିବା ମନୀପର୍ସ ରଖନ୍ତୁ ନାହିଁ। ପୁରୁଣା ଦୋକାନ ଚିଠା ରଖନ୍ତୁ ନାହିଁ। ପଇସାକୁ ମୋଡ଼ିକି ମନୀପର୍ସରେ ରଖନ୍ତୁ ନାହିଁ। ଏହା କଲେ ଲକ୍ଷ୍ମୀ ଅପ୍ରସନ୍ନ ହୁଅନ୍ତି ।

3. ଏହି ପାଞ୍ଚଟି ସ୍ଥାନକୁ କେବେ ଜୋତା ପିନ୍ଧି ଯିବେନାହିଁ। ରୋଷେଇଘର, ଧନ ରଖିବା ସ୍ଥାନ , ଭଣ୍ଡାର ଘର, ମନ୍ଦିର, ତୀର୍ଥ ସ୍ଥାନ।

Google

4. ପ୍ରତି ଶୁକ୍ରବାର ରାତିରେ କିଛି ମିଠାଦ୍ରବ୍ୟ ପ୍ରସ୍ତୁତ କରି ପରିବାରର ସମସ୍ତ ସଦସ୍ୟ ସହ ଖାଇଲେ ମଙ୍ଗଳ ହୁଏ।

5. ଘରର ସମସ୍ତ ସଦସ୍ୟ ଯଦି ଚିନ୍ତିତ ଅଛନ୍ତି ତେବେ ସମସ୍ତ ପରିବାର ପାଣି ପିଉଥିବା ସ୍ଥାନରୁ ଏକ ତମ୍ବା ପାତ୍ରରେ କିଛି ପାଣି ଆଣି ପ୍ରତ୍ୟକ କୋଣରେ ଛିଞ୍ଚିବା ପରେ ପାତ୍ରଟିକୁ ମଝିରେ ରଖିଲେ ସମାଧାନ ପଥ ମିଳିଥାଏ।

6.ନିଜର ଠାକୁର ଘରେ ପ୍ରତ୍ୟକ ଦିନ ସକାଳ କିମ୍ବା ସନ୍ଧ୍ୟାରେ ଝୁଣା ଧୂପ ଦିଅନ୍ତୁ , ଅଥବା କର୍ପୁର ଆଳତି କରନ୍ତୁ । ଏହା କରିବା ଦ୍ୱାରା ଅସୁଭତ୍ୱ ଦୂର ହୋଇଥାଏ।

7. ଖାଦ୍ୟ ଖାଇବାବେଳେ ଲୁଣକୁ କେବେବି ଭୂମିରେ ପକାଇବେ ନାହିଁ କିମ୍ବା ହାତରେ ଲାଗିଥିବା ଲୁଣକୁ କେବେ ମଧ୍ୟ ନିଜ ବସ୍ତ୍ରରେ ପୋଛିବେ ନାହିଁ। ଏହାଦ୍ୱାରା ଲକ୍ଷ୍ମୀ ଅପ୍ରସନ୍ନ ହୁଅନ୍ତି । ଏବଂ ଲୁଣ ତଳେ ପକାଇଲେ ଋଣ ବଢିବ।

Google

8. ସକାଳୁ ଉଠିବା ପରେ ବିଛଣାକୁ ଅସଜଡ଼ା ରଖିଲେ ଶନି ଏବଂ ରାହୁଙ୍କର ଅଶୁଭ ଦୃଷ୍ଟି ପଡ଼ିଥାଏ।

9.ଟିକେ ଟିକେ କଥାରେ ଚିଡି ଚିଡା ଲାଗୁଥିଲେ ଦିନରେ 5ଥର ଗୋଡ଼କୁ ଧୋଇଲେ ତାହା କମ ହୁଏ।

10. ଘରକୁ ଫେରିବା ସମୟରେ କିଛି ନା କିଛି ସାମଗ୍ରୀ ନେଇକି ଆସନ୍ତୁ ଏହା ଦ୍ୱାରା ମଙ୍ଗଳଙ୍କ ଶୁଭ ଦୃଷ୍ଟି ପଡ଼ିଥାଏ।

11. ଧଳା ରଙ୍ଗର ଠିଆ ହୋଇଥିବା ଗଣେଶ ମୂର୍ତି ଘରର ପୂର୍ବ ଦିଗରେ ରଖି ତାଙ୍କ ଅଗରେ କିଛି ଅରୁଆ ଚାଉଳ ରଖିଲେ ବିଳମ୍ବ ହେଉଥିବା କାର୍ଯ୍ୟ ଶୀଘ୍ର ହୋଇଥାଏ।

12. କୌଣସି ମନ୍ଦିରରେ ନଡିଆ ସମର୍ପଣ ବେଳେ ଯଦି ନଡିଆ ନଷ୍ଟ ହୋଇଯାଇଥାଏ। ତେବେ ଆଉଏକ ନଡିଆ ପରିବର୍ତେ ଗୋଟିଏ ଗୁଆକୁ ନିଜ ମୁଣ୍ଡରେ ଲଗାଇ ଭଗବାନଙ୍କ ପାଖେ ସମର୍ପଣ କରନ୍ତୁ। ଏହା କରିବାଦ୍ୱାରା ଦୋଷ କଟିଥାଏ।

Google

13. ଗଡ଼ରେଜ କିମ୍ବା ଆଲମାରୀ କବାଟ ସବୁବେଳେ ବନ୍ଦକରି ରଖିବା ଉଚିତ । ପାଳନ କରନ୍ତୁ ମଙ୍ଗଳ ହେବ।

14. ଘରର ବିମ ତଳେ ବସନ୍ତୁ ନାହିଁ କିମ୍ବା ଖଟ ପକାଇ ସୁଅନ୍ତୁ ନାହିଁ। ବାଥରୁମର ସବୁବେଳେ ବନ୍ଦ ରଖନ୍ତୁ ମଙ୍ଗଳ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀ-ବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *