Excuse Me Odisha

ଯାହା କହିବୁ ସତ କହିବୁ

ଶିବରାତ୍ରି ଦିନ ଏହି ଗୋଟେ ସୂତାକୁ ଆଣି ଘରେ ରଖନ୍ତୁ। ଧନର ଅଭାବ କେବେବି ହେବ ନାହିଁ।

ସେୟାର୍ କରନ୍ତୁ

ବନ୍ଧୁଗଣ ଯେମିତିକି ଆପଣମାନେ ସମସ୍ତେ ଜାଣିଛନ୍ତି ଆଗକୁ ଶିବରାତ୍ରି ଆସୁଛି। ମାର୍ଚ୍ଚ ୧୧ ତାରିଖ ଗୁରୁବାର ଦିନ ମହା ଶିବରାତ୍ରି ପଡୁଛି। ଆପଣ ମାନେ ତ ନିହାତି ଭାବେ ଏ ଶିବରାତ୍ରିକୁ ଖୁବ ଧୁମ ଧାମ ଭାବରେ ପାଳନ କରିବେ। କିନ୍ତୁ ତା ସହିତ ଆପଣମାନେ ଏପରି କିଛି ଛୋଟ ଉପାୟ ମହାଶିବରାତ୍ରି ଦିନ କରନ୍ତୁ। ଯାହାକୁ କରିବା ଦ୍ବାରା ଆପଣଙ୍କ ଜୀବନରେ ଧନର କେବେବି ଅଭାବ ରହିବ ନାହିଁ। ଆଜି ଆମେ ଆପଣ ମାନଙ୍କୁ ବାସ୍ତୁ ସହିତ ଜଡ଼ିତ ଏପରି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଯଦି ଆପଣମାନେ ଏହି ଶିବରାତ୍ରି ଦିନ କରୁଛନ୍ତି ତ ଆପଣଙ୍କର ପୋର୍ସ କଦାପି ଖାଲି ରହିବ ନାହିଁ ଏବଂ ଆପଣଙ୍କୁ ଆପଣଙ୍କର ଆବଶ୍ୟକତା ଅନୁସାରେ ଟଙ୍କା ସଦା ସର୍ବଦା ପ୍ରାପ୍ତ ହେବ। ତେବେ ବିଷୟଟି ଆରମ୍ଭ କରିବା ପୁର୍ବରୁ ଆମେ ଆପଣଙ୍କୁ କହିଦେଉଛୁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।

ମହା ଶିବରାତ୍ରି ଏହି ଦିନଟି ଧନ ରତ୍ନର ଦେବୀ ମା ଲକ୍ଷ୍ମୀଙ୍କୁ ସମର୍ପିତ ହୋଇଛି। ଶିବରାତ୍ରି ଦିନ ଦେବ ଦେବ ମହାଦେବଙ୍କର ପୁଜା କରିବା ପୁର୍ବରୁ ତାଙ୍କ ପୁତ୍ର ଗଣେଷଙ୍କର ପୁଜା କରିବା ଉଚିତ। ସର୍ବ ପ୍ରଥମେ ଭଗବାନ ଗଣେଷଙ୍କର ପୁଜା କରିବାକୁ କୁହାଯାଇଛି। ସର୍ବ ପ୍ରଥମେ ଭଗବାନ ଗଣେଷଙ୍କର ପୁଜା କରନ୍ତୁ ଓ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାର ମଧ୍ୟ ଏକ ସୁବର୍ଣ୍ଣ ସୁଯୋଗ ଏହି ଦିନଟି ଅଟେ। ଧନ ଏବଂ ସମ୍ମାନର ଇଛା ତ ପ୍ରାୟ ସମସ୍ତଙ୍କର ଥାଏ। ମହା ଶିବରାତ୍ରି ଦିନ ଏକ ଅଲୌକିକ ଉପାୟ କରନ୍ତୁ ଯାହା ଆପଣଙ୍କ ଆପଣଙ୍କର ଇଛାକୁ ପୂରଣ କରିବ। ତେବେ ଉପାୟଟି ଆସନ୍ତୁ ଜାଣିବା।

Google

ମହା ଶିବରାତ୍ରି ଦିନ ଗୋଟେ ଦିନ ପୁର୍ବରୁ ରକ୍ଷା ସୂତା ଯାହା ପୁଜା ସାମଗ୍ରୀ ଦୋକାନରୁ ମିଳେ ତାକୁ ଆଣି ସେହି ସୂତା ଅଂଶଟି ଗଣ୍ଠି ପକାଇ ଗଣେଷ ଭଗବାନଙ୍କର ପାଦ ପଦ୍ମରେ ରଖି ଦିଅନ୍ତୁ। ଯେତେବେଳେ ଶିବରାତ୍ରି ଦିନ ଚତୁର୍ଥ ପ୍ରହରର ପୁଜା ସରିଜିବ ତ ଗଣ୍ଠି ପଡିଥିବା ସୂତାକୁ ଆଣି ଆପଣ ଆପଣଙ୍କର ପୋର୍ସରେ ରଖିଦିଅନ୍ତୁ। ଏ ଉପାୟ କରିବା ଦ୍ବାରା ଆପଣଙ୍କ ଠାରେ କେବେବି ଧନର ଅଭାବ ହୋଇନଥାଏ। ଯେବେକି ଆପଣଙ୍କର ଧନର ଭଣ୍ଡାର କେବେ ଖାଲି ହୋଇନଥାଏ। ବାସ୍ତୁ ଅନୁସାରେ ଯଦି ପଇସା ପତ୍ର ଜନିତ କିଛି ସମସ୍ୟା ଆପଣଙ୍କର ରହିଛି ତେବେ ଆପଣ ତାହାର କାରଣ ଘରେ କିମ୍ବା ଦୋକାନରେ ହୋଇଥିବା କିଛି ତ୍ରୁଟି ହୋଇଥାଏ।ବହୁତ କିଛି ଭୁଲ ଏପରି ହୋଇଥାଏ ଯାହାକୁ ଆମେ ଅଜାଣତରେ କରିଦେଇଥାଉ। ନକରାତ୍ମକ ଉର୍ଜାକୁ ଦୂର କରିବା ପାଇଁ ମହା ଶିବରାତ୍ରି ଦିନ ପ୍ରଥମ ପୂଜ୍ୟ ଶ୍ରୀ ଗଣେଷଜୀ ଓ ଧନର ଦେବୀ ମା ଲକ୍ଷ୍ମୀଙ୍କର ପ୍ରତିମା ପାଖରେ ଆଣି ରଖନ୍ତୁ। ଘରର ଉପର ଭାଗକୁ ଧନ ସମ୍ପତ୍ତିର ଭାଗ ବା ଦ୍ୱାର ବୋଲି କୁହାଯାଇଥାଏ।ମା ଲକ୍ଷ୍ମୀ ବା ଶ୍ରୀ ଗଣେଷଙ୍କର ମୂର୍ତି ହେଉ ଅବା ଫୋଟ ହେଉ ରଖିଦିଅନ୍ତୁ ନାଲି କପଡା ତଳେ ପକାଇ ରଖନ୍ତୁ। ଶାସ୍ତ୍ର ଅନୁସାରେ ଶ୍ରୀ ଗଣେଷଙ୍କୁ ମା ଲକ୍ଷ୍ମୀଙ୍କର ମାନସ ପୁତ୍ର କୁହାଯାଏ। ଶ୍ରୀ ଗଣେଷଙ୍କର ମୂର୍ତିକୁ ମା ଲକ୍ଷ୍ମୀଙ୍କର ମୂର୍ତିକୁ ବାମ ପଟେ ରଖନ୍ତୁ। ଶାସ୍ତ୍ର ଅନୁସାରେ ବାମ ପଟରେ ସ୍ଥାନ ପତ୍ନୀଙ୍କୁ ଦିଆଯାଇଥାଏ। ତେଣୁ ଫୋଟ ସ୍ଥାପନ କଲା ବେଳେ ଏଭଳି କରନ୍ତୁ ଯେପରି ମହାଲକ୍ଷ୍ମୀ ଗଣେଷଙ୍କର ଡାହାଣ ପଟେ ରହିବେ। ଦେଲେ ଆପଣ ପୂର୍ଣ ଫଳାଫଳ ପ୍ରାପ୍ତ କରିପାରିବେ। ତା ସହିତ ଏହି ଦିନ ଆଉ ଏକ ଉପାୟ କରନ୍ତୁ।

Google

ବାସ୍ତୁ ଶାସ୍ତ୍ର ଅନୁସାରେ ଏଇ କେତୋଟି ଉପାୟ ଆପଣଙ୍କ ପୋର୍ସରେ ଆପଣ ରଖିବା ଦ୍ବାରା ଆପଣଙ୍କ ପୋର୍ସ କେବେବି ଖାଲି ହେବ ନାହିଁ। ତାହା ହେଉଛି ଲାଲି ରଙ୍ଗର କାଗଜ, ଚାଉଳ, ଗଣେଷ ଏବଂ ମା ଲକ୍ଷ୍ମୀଙ୍କର ଫୋଟ, ଅସ୍ତ ଗଛର ପତ୍ର,ଚାନ୍ଦିର ପଇସା, ଗୋ ମତି ଚକ୍ର ଏବଂ ରୁଦ୍ରାକ୍ଷ୍ୟ ଏସବୁକୁ ଆପଣ ନିଜର ପୋର୍ସରେ ରଖିବା ଦ୍ବାରା ଆପଣଙ୍କର ଧନର ଭଣ୍ଡାର କେବେବି ଖାଲି ହୋଇନଥାଏ। ଏବଂ ଆପଣଙ୍କର ଅଧିକ ସମୟ କେବେ ମଧ୍ୟ ଦେଖାଦେଇ ନଥାଏ। ତେବେ ଛୋଟ ଉପାୟଟି ଆପଣ ପ୍ରୟୋଗ କରି ଏହି ମହା ଶିବରାତ୍ରିରେ ଅବଶ୍ୟ ଦେଖନ୍ତୁ। ଏହି ନିୟମକୁ ଯଦି ଭକ୍ତିରେ ସହକାରେ କରିବେ ତ ଆପଣଙ୍କୁ ଫଳ ନିଶ୍ଚୟ ପ୍ରାପ୍ତ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ଭୋଲେନାଥ ” ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *