Excuse Me Odisha

ଯାହା କହିବୁ ସତ କହିବୁ

ମହିଳାମାନେ ରୋଷେଇ ଘରେ କେବେବି କରନ୍ତୁ ନାହିଁ ଏହି ଗୋଟିଏ ଭୁଲ। ନହେଲେ ପୁରା ବ-ର୍ବା-ଦ ହୋଇଯିବେ

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏପରି ୩ଟି ଜିନିଷ ବିଷୟ କହିବାକୁ ଯାହା ଆପଣଙ୍କ ରୋଷେଇ ଘରୁ କେବେବି ସରିବା ଉଚିତ ହୋଇ ନଥାଏ। ବନ୍ଧୁଗଣ ଯଦି ଆପଣଙ୍କ ରୋଷେଇ ଘରୁ ଏହି ଜିନିଷ ଗୁଡ଼ିକ ସରିଯାଉଛି ତାହେଲେ ଆପଣଙ୍କୁ ଗରିବ ଏବଂ କା-ଙ୍ଗା-ଳ ହେବାରୁ କେହି ମଧ୍ୟ ଅଟକାଇ ପାରିବେ ନାହିଁ। ଏବଂ ଖାଲି ଏତିକି ନୁହେଁ ଆପଣଙ୍କ ଘରର ସଦସ୍ୟଙ୍କ ସହ ଆପଣଙ୍କର ମଧ୍ୟ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୋଇପାରେ। ଏହା ସହିତ ଆପଣଙ୍କ ବ୍ୟାପାର ବାଣିଜ୍ୟରେ କ୍ଷ-ତି ମଧ୍ୟ ଘଟିପାରେ। ଏହା ସହିତ ଆପଣଙ୍କ ଘରେ କେବେ ମଧ୍ୟ ମା ଲକ୍ଷ୍ମୀ ବାସ କରିବେ ନାହିଁ। ତେବେ ଆସନ୍ତୁ ଜାଣିବା ଏମିତି କିଛି ଜିନିଷ ବିଷୟରେ ଯାହାକୁ କେବେ ଭୁଲରେ ବି ଆପଣଙ୍କ ରୋଷେଇ ଘରୁ ସରିବାକୁ ଦିଅନ୍ତୁ ନାହିଁ।

ବନ୍ଧୁଗଣ ପ୍ରାୟ ଆପଣ ମାନେ ଲକ୍ଷ କରିଥିବେ କି ଘରେ ମାନଙ୍କରେ ପ୍ରତିଦିନ କୌଣସି ନାଁ କୌଣସି ସାମଗ୍ରୀ ସରିଯାଇଥାଏ। ଓ ଏହାର ପୁରଣ ନିମନ୍ତେ ଆମେ ବଜାର ଯାଇଥାଉ। କିନ୍ତୁ ବନ୍ଧୁଗଣ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେଏମିତି ୪ ଟି ଜିନିଷ ଅଛି ଯାହାକୁ କେବେବି ଆପଣଙ୍କ ଘରର ରୋଷେଇ ଘରୁ ସରିବାକୁ ଦିଅନ୍ତୁ ନାହିଁ। ନଚେତ ଆପଣଙ୍କ ପାଇଁ ଏବଂ ଆପଣଙ୍କ ପରିବାର ପାଇଁ ଅମଙ୍ଗଳ ସଦୃଶ ହୋଇଥାଏ। ତେବେ ପ୍ରଥମଟି ହେଉଛି

ଅ-ଗ୍ନି- ବନ୍ଧୁଗଣ ପ୍ରାଚୀନ କାଳରେ ଲୋକେ ଚୁଲିରେ ରୋଷେଇ କରୁଥିଲେ ଏବଂ ସମସ୍ତଙ୍କ ଚୁଲିରେ ନି-ଆଁ ମଧ୍ୟ ଜ-ଳୁଥିଲା। ହେଲେ ଆଜିକାଲିର ମଡନ ଦୁନିଆରେ ସମସ୍ତଙ୍କ ଘରେ ହିଟର ଗ୍ୟାସ ଦ୍ବାରା ରୋଷେଇ ହେଉଛି।ଏହା ଶାସ୍ତ୍ର ଅନୁସାରେ ଅଶୁଭ ହୋଇଥାଏ। କାରଣ ଆପଣଙ୍କ ରୋଷେଇ ଘରେ ଅ-ଗ୍ନି ଦେବତା ବାସ କରିଥାନ୍ତି। କିନ୍ତୁ ଏହି ହିଟର ଓ ଗ୍ୟାସ ଦ୍ବାରା ରୋଷେଇ ହେବା କାରଣରୁ ଆପଣଙ୍କ ଘରେ ଅ-ଗ୍ନି ଦେବତା କେବେ ବାସ କରିପାରନ୍ତି ନାହିଁ। ଏଥି ପାଇଁ ଆପଣଙ୍କ ଘର ପଞ୍ଚତତ୍ତ୍ୱରୁ ବାହାରେ ରହିଥାଏ। କିନ୍ତୁ ଶାସ୍ତ୍ର ଅନୁସାରେ ଆପଣଙ୍କୁ ଏହା ଧ୍ୟାନ ରଖିବାକୁ ପଡ଼ିବ ଯେ ଆପଣଙ୍କ ଘରୁ ଯେପରି କେବେବି ଅ-ଗ୍ନି ସରିବ ନାହିଁ। ଯଦି ଆପଣଙ୍କ ଗ୍ୟାସ ଶେଷ ହେବାକୁ ଯାଉଛି ତେବେ ଆପଣ ଗ୍ୟାସ ଶେଷ ହେବା ପୁର୍ବରୁ ଅନ୍ୟ ଏକ ଗ୍ୟାସ ନେଇ ଆସନ୍ତୁ। ଅ-ଗ୍ନି ଯେପରି ଆପଣଙ୍କ ଘରୁ ଶେଷ ନହେଉ। ନଚେତ ଏହା ଆପଣଙ୍କ ପାଇଁ ଅମଙ୍ଗଳ ହୋଇଥାଏ।

Google

ଖାଦ୍ୟ- ବନ୍ଧୁଗଣ ଆପଣଙ୍କ ଘରୁ କେବେବି ହେଲେ ଖାଦ୍ୟ ଜିନିଷ ନସରିବା ଉଚିତ। ଅର୍ଥାତ ଆପଣଙ୍କ ଘରୁ କେବେବି ଚାଉଳ ଓ ଅଟା ଆଦି ସାମଗ୍ରୀ ନସରିବା ଉଚିତ। ଆପଣଙ୍କ ଘରେ ଖାଦ୍ୟ ସରିବା ଦ୍ବାରା ରାହୁ ଓ କେତୁ ଆପଣଙ୍କ ଘରେ ପ୍ରବେଶ କରିଥାନ୍ତି ଏବଂ ଆପଣ ଯେତେ ପ୍ରକାରର ଉପାୟ କଲେ ମଧ୍ୟ ଆପଣଙ୍କ ଜୀ-ବନରେ ଦରିଦ୍ରତା କେବେବି ହଟେ ନାହିଁ। ତେଣୁ ରୋଷେଇ ଘରେ କେବେବି ହେଲେ ଖାଦ୍ୟ ଜିନିଷ ନସରିବା ଉଚିତ। ଯେଉଁ ଘରେ ସବୁବେଳେ ଖାଦ୍ୟ ଜିନିଷ ଭରପୁର ହୋଇ ରହିଥାଏ ସେହି ଘରେ ମା ଅନ୍ନପୂର୍ଣ୍ଣା ବାସ କରିଥାନ୍ତି।

ହଳଦୀ- ବନ୍ଧୁଗଣ ଆପଣମାନେ ହଳଦୀକୁ ଖାଦ୍ୟର ରଙ୍ଗ ବଦଳାଇବା ପାଇଁ କିମ୍ବା ଖାଦ୍ୟରେ ସ୍ୱାଦ ବଢ଼ାଇବା ପାଇଁ ବ୍ୟବହାର କରିଥାନ୍ତି। କିନ୍ତୁ ଶାସ୍ତ୍ର ଅନୁସାରେ ହଳଦୀକୁ ଭଗବାନ ବିଷ୍ଣୁଙ୍କର ପ୍ରତୀକ ବୋଲି ମନାଯାଏ। ଯେଉଁ ଘରେ ଭଗବାନ ବିଷ୍ଣୁ ରହିଥାନ୍ତି ସେହି ଘରେ ମା ଲକ୍ଷ୍ମୀ ଆପେ ଆପେ ପ୍ରବେଶ କରିଥାନ୍ତି। ଯଦି ଆପଣଙ୍କ ରୋଷେଇ ଘରୁ ହଳଦୀ ସରିଯିବ ତାହେଲେ ଆପଣଙ୍କ ଘର ଉପରେ ବହୁତ ସ-ଙ୍କଟ ମାଡ଼ି ଆସିବ। ଏବଂ ହଳଦୀ ନରହିବା କାରଣରୁ ମା ଲକ୍ଷ୍ମୀ ଆପଣଙ୍କ ଘରେ କେବେବି ବାସ କରନ୍ତି ନାହିଁ। ତେଣୁ ବନ୍ଧୁଗଣ, ଆପଣଙ୍କ ରୋଷେଇ ଘରୁ କେବେବି ହଳଦୀକୁ ସରିବାକୁ ଦିଅନ୍ତୁ ନାହିଁ। ତ ବନ୍ଧୁଗଣ ଏହା ଥିଲା ସେହି ୩ ଟି ଜିନିଷ ଯାହାକୁ ଆପଣ କେବେବି ଆପଣଙ୍କ ରୋଷେଇ ଘରୁ ଶେଷ ହେବାକୁ ଦିଅନ୍ତୁ ନାହିଁ। ଏହି ସମସ୍ତ କଥାର ଧ୍ୟାନ ଆପଣ ରଖନ୍ତୁ।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀ-ବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *