Excuse Me Odisha

ଯାହା କହିବୁ ସତ କହିବୁ

ରବିବାର ଦିନ ଭୁଲରେ ବି ଖାଆନ୍ତୁ ନାହିଁ ଏହି ଗୋଟିଏ ଜିନିଷ

ସେୟାର୍ କରନ୍ତୁ

ବନ୍ଧୁଗଣ ଆମେମାନେ ସମସ୍ତେ ଭଲ ଭାବରେ ଜାଣିଛୁକି ସୌରମଣ୍ଡଳ ସମସ୍ତ ଗ୍ରହ ନିଜର ଶକ୍ତି ସୂର୍ଯ୍ୟଙ୍କଠାରୁ ପ୍ରାପ୍ତ କରିଛନ୍ତି। ଆମେ ଏହା ମଧ୍ୟ ଜାଣିଛୁକି ଆମ ସମସ୍ତଙ୍କର ଜାତକରେ ଥିବା ଗ୍ରହମାନଙ୍କ କାରଣରୁ ଆମର କାର୍ଯ୍ୟ ସଫଳ କିମ୍ବା ଅସଫଳ ମଧ୍ୟ ହୋଇଥାଏ। ଆମେ ସବୁବେଳେ ପ୍ରାଥର୍ନା କରୁକି ଆମର ଗ୍ରହ ଶାନ୍ତିରେ ରହୁ। ଆମର କୌଣସି କାର୍ଯ୍ୟରେ ବି-ଘ୍ନ ନହେଉ।

ସେଥିପାଇଁ ଆପଣଙ୍କୁ ବୁଧୁବାର ଦିନ ବୁଧ, ଗୁରୁବାର ଦିନ ବୃହସ୍ପତି, ଶୁକ୍ରବାର ଦିନ ଶୁକ୍ରଦେବ ଓ ଶନିବାର ଦିନ ଶନିଦେବଙ୍କର ଉପାସନା କରନ୍ତୁ। କିନ୍ତୁ ଆମେ ରବିବାର ଦିନକୁ ଆମେ ଛୁଟିଦିନ ଭାବରେ ନେଇଥାଉ। ଏପରି କାର୍ଯ୍ୟ ମଧ୍ୟ କରିଥାଉ ଯାହା ଶାସ୍ତ୍ର ଅନୁସାରେ ଅନୁଚିତ। ରବିବାର କେବଳ ଛୁଟିବାର ନୁହେଁ। ଏହାକୁ ସୂର୍ଯ୍ୟଙ୍କ ବାର କୁହାଯାଏ। ରବିବାର ଦିନ ଛୁଟି ରହିବା କାରଣରୁ ଆମେ ଏମିତି କାର୍ଯ୍ୟ କରିଥାଉ ଯାହାକୁ ଶାସ୍ତ୍ରରେ ମନା କରାଯାଇଛି। ଯେବେ ଆମ ଜାତକରେ ସୂର୍ଯ୍ୟଦେବ ଦିଗ ପରିବର୍ତ୍ତନ କରିଥାନ୍ତି ସେତେବେଳେ ଏହା ବହୁତ ବଡ ବି-ପଦ ହୋଇଥାଏ। ଯଦି ଆପଣଙ୍କ ଜାତକରେ ସୂର୍ଯ୍ୟ ଦେବ ଅଛନ୍ତି ଓ ସେ ଦିଗ ପରିବର୍ତ୍ତନ କରୁନାହାନ୍ତି ତେବେ ଆପଣଙ୍କୁ ରବିବାର ଦିନ କିଛି ଜିନିଷ ଅଛି ଯାହାକୁ ଆଦୌ କରିବା ଅନୁଚିତ। ଯାହାଦ୍ୱାରା ସୂର୍ଯ୍ୟଦେବା ଅପ୍ର-ସନ୍ନ ହୋଇଥାନ୍ତି। ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବାକୁ ଯାଉଛୁ ଯାହାକୁ ରବିବାର ଦିନ କରିବା ଉଚିତ ନୁହେଁ।

୧। ରବିବାର ଦିନ ଭୁଲରେ ମଧ୍ୟ ବରଗଛରେ ଜଳ ଚଢାଇବା ଅନୁଚିତ। ଏପରି ମନାଯାଏକି ଏହିଦିନ ବରଗଛରେ ଜଳ ଚଢାଇବା ଦ୍ଵାରା ଅନିଷ୍ଟ ହୋଇଥାଏ। ଯଦି ଆପଣ ଚାହୁଁଛନ୍ତି ତେବେ ଘିଅର ଦ୍ଵିପ ସେଠାରେ ଅବଶ୍ୟ ଜ-ଳାନ୍ତୁ। କିମ୍ବା ଧୂପ ଜ-ଳାନ୍ତୁ। କିନ୍ତୁ ଭୁଲରେ ଜଳ ଦିଅନ୍ତୁ ନାହିଁ।

Google

୨। ଆମେ ସମସ୍ତେ ଜାଣିଛୁକି ରବିବାର ଦିନ ଆରମର ଦିନ ଭାବି ସମସ୍ତେ ବିଳମ୍ବ ପର୍ଯ୍ୟନ୍ତ ଶୋଇଥାଉ। କିନ୍ତୁ ଆପଣଙ୍କୁ ଯଦି ସୂର୍ଯ୍ୟଙ୍କୁ ପ୍ରସନ୍ନ କରିବାର ଅଛି ତେବେ ରବିବାର ଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ ସାରି ଏକ ତମ୍ବା ଢାଳରେ ସିନ୍ଦୁର ଓ ଚାଉଳ ଚଢାଇ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ସୂର୍ଯ୍ୟଦେବଙ୍କୁ ଉପାସନା କରନ୍ତୁ। ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ଆପଣ ଅବଶ୍ୟ ପ୍ରାପ୍ତ କରିବେ।

୩। ରବିବାର ଦିନ ଆପଣ ନିଜ ଚୁଟି କାଟନ୍ତୁ ନାହିଁ, କିମ୍ବା ତେଲ ଲଗାନ୍ତୁ ନାହିଁ। ସୂର୍ଯ୍ୟ ଦେବଙ୍କୁ ନିଜ ରାଶିରେ ପ୍ରବଳ ସ୍ଥାନକୁ ଆଣିବା ସୂର୍ଯ୍ୟ ଦେବଙ୍କୁ ତେଲ ଅର୍ପଣ କରନ୍ତୁ। ଏମିତି କରିବା ଦ୍ଵାରା ଆପଣଙ୍କର ଭବିଷ୍ୟତରେ ଆସିବାକୁ ଥିବା ସମସ୍ତ ଅସୁବିଧା ସମାଧାନ ହୋଇଯିବ।

ଡାଲି ଖାଇବା ଅନୁଚିତ:-

ଆପଣ ହିନ୍ଦୁଧର୍ମରେ ଦେଖିଥିବେ କୌଣସି ଦେବା ଦେବୀଙ୍କୁ ଡାଲି ଅର୍ପଣ କରାଯାଏ ନାହିଁ। ଶାସ୍ତ୍ର ଅନୁସାରେ ରବିବାର ଦିନ ଏହି ଡାଲିକୁ ଖାଇବା ପାଇଁ ମନାକରାଯାଇଛି। ରବିବାର ସୂର୍ଯ୍ୟଙ୍କର ଉପାସନା ଦିନ ଅଟେ। ଏଥିପାଇଁ ସୂର୍ଯ୍ୟଦେବଙ୍କର ଉପାସକଙ୍କୁ ଏହି ଡାଲି ସେବନ କରିବା ଅନୁଚିତ। ମସୁରୀ ଡାଲି ନକ-ରାତ୍ମ-କ ଶ୍ରେଣୀରେ ରଖାଯାଇଛି। ପିଆଜ, ଅଦା, ରସୁଣ ଆଦିକୁ ମଧ୍ୟ ସେବନ କରନ୍ତୁ ନାହିଁ।

Google

ଯଦି ଆପଣଙ୍କ ଉପରେ ସୂର୍ଯ୍ୟ ଦେବଙ୍କର କୁ-ଦ୍ରୁଷ୍ଟି ରହିଛି ତେବେ ଆପଣ କିଛି ସମୟ ଅଦା, ରସୁଣ ଓ ପିଆଜ ଆଦିକୁ ତ୍ୟା-ଗ କରନ୍ତୁ। ଏହା କରିବା ଦ୍ଵାରା ଲାଭ ମିଳିବ। ଯଦି ଆପଣ ସନ୍ତାନ ପ୍ରାପ୍ତିର ଇଚ୍ଛା ରଖିଛନ୍ତି ତେବେ ସୂର୍ଯ୍ୟ ଦେବଙ୍କ ପାଇଁ ବ୍ରତ କରନ୍ତୁ ଓ ସନ୍ଧ୍ଯା ପରେ ବିନା ଲୁଣରେ ତିଆରି ଖାଦ୍ୟ ସେବନ କରନ୍ତୁ। ଏହି ଉପାୟ କରିବା ଦ୍ଵାରା ସନ୍ତାନ ସୁଖ ପାଇପାରିବେ।

ଲାଲ ଶାଗ ଶୀଘ୍ର ଉଠି ନଷ୍ଟ ହୋଇଥାଏ। ଓ ଏହା ଏକ ଅଳ୍ପ ଆୟୁଷ ଭୋଜନ ଅଟେ ତେଣୁ ରବିବାର ଦିନ ଲାଲ ଶାଗକୁ ସେବନ କରନ୍ତୁ ନାହିଁ।

ରବିବାର ଦିନ ମାଛର ସେବନ ବହୁତ ଅଶୁଭ ଅଟେ। ମାଛର ସେବନ ଅନୁଚିତ ବୋଲି ଶାସ୍ତ୍ରରେ ମଧ୍ୟ କୁହାଯାଇଛି। ଯେଉଁ ଲୋକମାନେ ରବିବାର ଦିନ ମାଛର ସେବନ କରୁଛନ୍ତି ସେମାନଙ୍କୁ ମଧ୍ୟ ମାଛ ଖାଇବା ଅନୁଚିତ। ମାଛ ହେଉଛି ସୂର୍ଯ୍ୟ ଦେବଙ୍କର ଉପାସକ।

Google

ଆପଣ ରୋଗମୁକ୍ତ ହେବାପାଇଁ ଚାହୁଁଥିଲେ ରବିବାର ଦିନ ତୈଳ ଓ ଲୁଣର ବ୍ୟଞ୍ଜନକୁ ଆଦୌ ସେବନ କରନ୍ତୁ ନହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀ-ବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *