Excuse Me Odisha

ଯାହା କହିବୁ ସତ କହିବୁ

ଜୟା କିଶୋରୀ ନିଜର ବିବାହକୁ ନେଇ ରଖିଲେ କଣ ସର୍ତ୍ତ? ଜାଣନ୍ତୁ

ସେୟାର୍ କରନ୍ତୁ

କଥାବାଚିକା ଏବଂ ଭଜନଗାୟିକା ଜୟା କିଶୋରୀ କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ବିଖ୍ୟାତ ଅଟନ୍ତି। ୧୯୯୬ରେ ଜନ୍ମ ହୋଇଥିବା ଜୟା, ପ୍ରାୟ ୯ବର୍ଷ ବୟସରୁ ହିଁ ଆ-ଧ୍ୟାତ୍ମି-କତା ସହିତ ଜ-ଡିତ ଅଛନ୍ତି। ତାଙ୍କର ପ୍ରକୃତ ନାମ ଜୟା ଶର୍ମା ଅଟେ କିନ୍ତୁ ଭକ୍ତମାନେ ତାଙ୍କୁ ଜୟା କିଶୋରୀ ନାମରେ ହିଁ ଜାଣିଛନ୍ତି। ଏହା ସହିତ, କିଶୋରୀ ଜୀ-ବନ ପରିଚାଳନା ଟିପ୍ସ ଓ ପ୍ରେରଣାଦାୟକ ବକ୍ତବ୍ୟ ପାଇଁ ଜଣାଶୁଣା। ଜୀ-ବନ ସହ ଜ-ଡିତ ଭିନ୍ନ ଭିନ୍ନ ବିଷୟ ଉପରେ ସେ ସମୟ ସମୟରେ ସେମିନାର ଏବଂ ୱେବିନାର ମାଧ୍ୟମରେ କୁହନ୍ତି। ତେଣୁ, ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ଲକ୍ଷ ଲକ୍ଷ ଅନୁଗାମୀମାନେ ଅଛନ୍ତି, ଯେଉଁମାନେ କେବେକେବେ ପ୍ରଶ୍ନ ପୋଷ୍ଟ କରନ୍ତି ତୋ କେବେକେବେ ଲାଇଭ ସମୟରେ ତାଙ୍କ ମନରେ ଥିବା ଦ୍ୱନ୍ଦ୍ୱକୁ ନେଇ ପ୍ରଶ୍ନ ପଚାରନ୍ତି।

ପରିବାରରେ କିଏ କିଏ ଅଛନ୍ତି ?: ଅଳ୍ପ ବୟସରେ ହିଁ:-

ଭାଗବତ ଗୀତା, ନାନି ବାଇ କା ମାୟରୋ, ନରସି କା ଭାତ ଭଳି କାହାଣୀ ଶୁଣାଇ ପ୍ରସିଦ୍ଧ ହୋଇଥିବା ଜୟା କିଶୋରୀଙ୍କ ବ୍ୟକ୍ତିଗତ ଜୀ-ବନରେ ବହୁତ ଚର୍ଚ୍ଚିତରେ ରୁହନ୍ତି। ତାଙ୍କ ପରିବାର କୋଲକାତାରେ ରୁହନ୍ତି। ଜୟା କିଶୋରୀଙ୍କ ପିତାଙ୍କ ନାମ ଶିବ ଶଙ୍କର ଶର୍ମା ଅଟେ ଓ ମାତାଙ୍କ ନାମ ସୋନିଆ ଶର୍ମା ଅଟେ। ତେବେ ତାଙ୍କର ଜଣେ ଭଉଣୀ ମଧ୍ୟ ଅଛନ୍ତି ଯାହାଙ୍କ ନାମ ହେଉଛି ଚେତନା ଶର୍ମା।

Google

ବିବାହ ପାଇଁ ରଖିଛନ୍ତି ସ୍ୱତନ୍ତ୍ର ସର୍ତ୍ତ:-

ଗୁଗୁଲରେ ତାଙ୍କର ଭଜନ ସହିତ ତାଙ୍କର ବୟସ, ଦାମ୍ପତ୍ୟ ଜୀ-ବନ, ​​ତାଙ୍କ ସ୍ୱାମୀ ଇତ୍ୟାଦି ବିଷୟରେ ମଧ୍ୟ ଅନେକ ଖୋଜା ଚାଲିଥାଏ। ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ବିବାହକୁ ନେଇ ଅନେକ ପ୍ରଶ୍ନ ପଚରାଯାଏ। ୟୁଟ୍ୟୁବରେ ଥିବା ଏକ ଭିଡିଓ କ୍ଲିପ୍‌ରେ ସେ ତାଙ୍କ ବିବାହ ସହ ଜଡିତ ବିଷୟ ଉପରେ ଆଲୋଚନା କରିଛନ୍ତି।

ତାଙ୍କ ମୁତାବିକ ଯଦି ତାଙ୍କର ବିବାହ କୋଲକାତାରେ ହୁଏ ତେବେ ବହୁତ ଉତ୍ତମ ହେବ। ଏମିତି ହେଲେ ସେ କେବେବି ନିଜର ଘରକୁ ଆସି ଖାଇ ପାରିବେ। କିନ୍ତୁ ଯଦି ସେ ବିବାହ କରି ଅନ୍ୟତ୍ର କୁଆଡେ ଯାନ୍ତି ତେବେ ତାଙ୍କର ସର୍ତ୍ତ ଅନୁସାରେ ତାଙ୍କର ବାପା-ମା ମଧ୍ୟ ତାଙ୍କ ସହିତ ସିଫ୍ଟ ହେବେ। ତାଙ୍କର ବାପା-ମା ତାଙ୍କ ଘର ପାଖରେ କେଉଁଠି ଘର ନେଇ ରହିପାରିବେ।

Google

ଛୋଟ ବେଳେ ବଦ-ମାସୀ କରୁନଥିଲେ, ନିଜକୁ ଚଞ୍ଚଳ ମାନୁଥିଲେ:-

ଅନ୍ୟ ଏକ କ୍ଲିପରେ ନିଜର ପିଲାବେଳର କଥାକୁ ମନେ ପକାଇ ଜୟା କିଶୋରୀ କହିଲେକି ଛୋଟବେଳେ ବଦ-ମାସୀ କରୁନଥିଲେ, କିନ୍ତୁ ଚଞ୍ଚଳ ଥିଲେ। ସେ କୁହନ୍ତିକି ଛୋଟବେଳେ ସେ ବଦ-ମାସୀ କରିନାହାନ୍ତି। ତାଙ୍କର ଗୋଡ କେତେବେଳେବି ଗୋଟିଏ ସ୍ଥାନରେ ରହୁନଥିଲା। ପଡୋଶୀଙ୍କ ଘରକୁ ଯିବା-ଆସିବା କରୁଥାନ୍ତି। ସେ କୁହନ୍ତିକି ସେ ପ୍ରଥମରୁ ପଡୋଶୀଙ୍କ ଘରକୁ ଯିବା-ଆସିବା କରୁଥିବା କାରଣରୁ ତାଙ୍କର ପଡୋଶୀମାନଙ୍କ ସହିତ ସମ୍ପର୍କ ବହୁତ ଭଲ ଥିଲା। ସେ ଗୋଟିଏ ସ୍ଥାନରେ ବସିବା ପରିବର୍ତ୍ତେ ପ୍ରତ୍ଯେକ ସମୟରେ କିଛି ନା କିଛି କରୁଥାନ୍ତି।

ବନ୍ଧୁଗଣ ଦେଶ ଦୁନିଆର ସମସ୍ତ ଖବର ଆପଣଙ୍କ ମୋବାଇଲରେ ପାଇବା ପାଇଁ ଆମ ଏହି page କୁ ଲାଇକ କରି ଦିଅନ୍ତୁ । ପ୍ରତିଟି ଖବର ଆପଣଙ୍କ ପାଖରେ ପହଂଚିବ । ଖବର ଭଲ ଲାଗିଲେ ଲାଇକ ଓ ସେଆର କରନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *