Excuse Me Odisha

ଯାହା କହିବୁ ସତ କହିବୁ

ଆଜିଠାରୁ ଏହି ୬ଟି ରାଶିରେ ଆସିବ ବିଡ଼ା ବିଡା ଟଙ୍କା , ଆପଣଙ୍କ ରାଶି ଅଛି କି ଦେଖନ୍ତୁ

ସେୟାର୍ କରନ୍ତୁ

ଦୀର୍ଘ ପାଞ୍ଚ ବର୍ଷ ପରେ ଖୋଲିବାକୁ ଯାଉଛି ଏହି ରାଶିରେ ସୌଭଗ୍ୟ ଏବଂ ଏହି ରାଶିଙ୍କ ଉପରେ ବର୍ଷିବ ଶିବଙ୍କର ଅପାର କୃପା। ବର୍ତମାନ ଏହିରାଶି ବିଶିଷ୍ଠ ଲୋକମାନଙ୍କୁ ମାଲା-ମାଲ ହେବାକୁ କେହି ମଧ୍ୟ ରୋକିପାରିବେନି। ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ।

Google

ଆପଣଙ୍କର ମାନସିକ ରୂପରେ ଧାର୍ମିକ ଭାବନାର ଜନ୍ମ ହେବ। ଏମାନଙ୍କ ପାଇଁ ରାଜଯୋଗ ରହିଛି। ଆପଣଙ୍କ ଜୀ-ବନସାଥୀ ସହିତ ସମ୍ପର୍କ ମଧୁର ହେବ। ସ୍ୱାମୀ ଏବଂ ସ୍ତ୍ରୀ କୌଣସି ବାହାରକୁ ବୁଲିବାକୁ ଯାଇପାରନ୍ତି। ବିବାହିତ ଲୋକଙ୍କ ପାଇଁ ଏହି ଦିନ ଗୁଡିକ ବହୁତ ଶୁଭ ହେବାକୁ ଯାଉଛି। ଆପଣଙ୍କ ଆର୍ଥିକ ସ୍ଥିତି ବହୁତ ସବଳ ରହିବ। ଆପଣଙ୍କ କଳାତ୍ମକ ଏବଂ ରଚନାତ୍ମକ କାର୍ଯ୍ୟର ପ୍ରଶଂସା ହେବ। ବ୍ୟର୍ଥ କାର୍ଯ୍ୟଠାରୁ ଦୂରେଇ ରୁହନ୍ତୁ। ଆପଣଙ୍କ ସବୁ ମନସ୍କାମନା ପୁର୍ଣ୍ଣ ହେବ। ଆପଣଙ୍କୁ ବହୁତ ଶୀଘ୍ର ଚାକିରୀ ମିଳିବାର ସମ୍ଭାବନା ରହିଛି। ଅବିବାହିତ ଲୋକଙ୍କର ବିବାହ ଖୁବ ଶୀଘ୍ର ହେବ। ଆପଣଙ୍କୁ ଏକ ବଡ ଖୁସି ଖବର ମିଳିବାକୁ ଯାଉଛି। ନିଜ ଉପରେ ବିଶ୍ବାସ ରଖନ୍ତୁ । ଆପଣଙ୍କ ବିଗିଡି ଯାଇଥିବା କାର୍ଯ୍ୟ ସଜାଡି ହୋଇଯିବ। ଆପଣଙ୍କୁ ପ୍ରେମ ପ୍ରସ୍ତାବ ମିଳିପାରେ । ଯଦି ଆପଣ କାହାକୁ ମନ କଥା ଖୋଲି କହିବାକୁ ଚାହୁଁଛନ୍ତି ତେବେ ଆପଣ କହିପାରନ୍ତି। କାର୍ଯ୍ୟ କ୍ଷେତ୍ରରେ ବଡ ବଡ ସୁଯୋଗ ମିଳିବ। ଆପଣ ଭାବିଥିବା କାର୍ଯ୍ୟ ପୁରଣ ହେବ। ଆପଣଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ରହିବ। ସମାଜରେ ଆପଣଙ୍କ ମାନସମ୍ମାନ ବଢିବ। ଆପଣଙ୍କ କୁଣ୍ଡଳୀରେ ଅଚାନକ ଭାବରେ ଧନଲାଭ ହେବ।

Google

ଆମେ ଯେଉଁ ରାଶି ଗୁଡିକ ବିଷୟରେ କଥା ହେଉଛୁ ସେ ରାଶି ଗୁଡିକ ହେଉଛି ସିଂହ, କୁମ୍ଭ ,ତୁଳା, ମେଷ, କନ୍ୟା ଓ ମୀନ ରାଶି ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀ-ବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *