Excuse Me Odisha

ଯାହା କହିବୁ ସତ କହିବୁ

ଆମେ ଆପଣଙ୍କୁ ଜଣେଇବୁ ସୁନା ଜିନିଷ ହଜିବା ଓ ପାଇବାର ଅର୍ଥ କଣ ହୋଇଥାଏ।

ସେୟାର୍ କରନ୍ତୁ

ବନ୍ଧୁଗଣ ହିନ୍ଦୁଶାସ୍ତ୍ର ଅନୁସାରେ ସୁନା ଜିନିଷ ପାଇଲେ କିମ୍ବା ସୁନା ଜିନିଷ ହଜିଲେ ବହୁତ ଅଶୁଭ ବୋଲି ମାନିଥାଆନ୍ତୁ। ଶାସ୍ତ୍ର ଅନୁସାରେସୁନାର ସମ୍ବୋଦ୍ଧ ଗୁରୁ ଗ୍ରହ ସହ ରହିଛି। ତେଣୁ ସୁନା ଜିନିଷ ହଜିଲେ କିମ୍ବା ସୁନା ଜିନିଷ ପାଇଲେ ଗୁରୁ ଗ୍ରହର ଅଶୁଭ ପ୍ରଭାବ ପଡ଼ିଥାଏ। ବନ୍ଧୁଗଣ ସ୍ୱପ୍ନ ଶାସ୍ତ୍ରରେ ମଧ୍ୟ ସୁନା ସହିତ ଜ-ଡ଼ିତ କେତେକ ଶୁଭ ଅଶୁଭ ସଂକେତ ବିଷୟରେ କୁହାଯାଇଛି। ତ ବନ୍ଧୁଗଣ ଆସନ୍ତୁ ଜାଣିବା କେଉଁ ଗହଣା ହଜିଲେ କିମ୍ବା ପାଇଲେ ଜୀ-ବନରେ ଏହାର କେଉଁ ପ୍ରକାରର ପ୍ର-ଭାବ ପଡ଼ିଥାଏ।

ପ୍ରଥମେ ଆସନ୍ତୁ ଜାଣିବା ଯଦି କାହାର କାନର ଗହଣା ହଜିଥାଏ ତାହେଲେ କୌଣସି ଅଶୁଭ ଖବର ମିଳିଥାଏ। ବନ୍ଧୁଗଣ ଜଦି କୌଣସି ବ୍ୟକ୍ତିର ମୁଣ୍ଡର ଗହଣା ଯଥା ମଥା ମଣି ହଜିଥାଏ ତାହେଲେ ନିକଟ ଭବିଷ୍ୟତରେ କୌଣସି ବଡ଼ ସମ-ସ୍ୟାରେ ପଡ଼ିପାରନ୍ତି। ନାକର ଗହଣା ଯଦି ହଜିଯାଏ ତେବେ ସେହି ବ୍ୟକ୍ତିଙ୍କୁ କୌଣସି ବଦ୍ନା-ମିର ଶି-କା-ର ହେବାକୁ ପଡ଼ିଥାଏ। ସେହିପରି ବନ୍ଧୁଗଣ ଯଦି ବେକର ହାର ହଜିଯାଏ ତେବେ ନିକଟ ଭବିଷ୍ୟତର ଧନ ହାନି ହେବାର ସୁଚନା ମିଳିଥାଏ। ଯଦି ଯେବେ ସୁନାର ସିଙ୍ଖା ବା ଚୁଡ଼ି ହଜିଯାଏ ତ ଏହା ଆପଣଙ୍କୁ ମାନସିକ ଅଶାନ୍ତିରେ ପକାଇଦେବ କିମ୍ବା ଆପଣଙ୍କ ସମ୍ମାନରେ ଆ-ଘା-ତ ଲାଗିପାରେ। ବନ୍ଧୁଗଣ ଯଦି କୌଣସି ବ୍ୟକ୍ତିଙ୍କର ହାତରେ ପିନ୍ଧୁଥିବା ମୁଦି ହଜିଯାଏ ତ ଏହା ନିକଟ ଭବିଷ୍ୟତରେ ଆପଣ କୌଣସି ସ୍ବାସ୍ଥ୍ୟ ସମସ୍ୟାରେ ପଡ଼ିପାରନ୍ତି। ସେହିପରି ଯଦି କୌଣସି ବ୍ୟକ୍ତିଙ୍କର ଡାହାଣ ପାଦର ପାଉଁଜି ହଜିଯାଏ ତେବେ ତାଙ୍କର ସମାଜର ପ୍ରତିଷ୍ଠା କମ ହୋଇଯାଏ।ଯଦି ବାମ ପାଦର ପାଉଁଜି କୌଣସି ସମୟରେ ହଜିଯାଏ ତେବେ ଏହା ନିକଟ ଭବିଷ୍ୟତରେ କୌଣସି ଶାରୀରିକ କ୍ଷ-ତିର ସୁଚନା ଦେଇଥାଏ। ସେହିପରି ବନ୍ଧୁଗଣ ଯଦି ପାଦରେ ପିନ୍ଧୁଥିବା ମୁଦି ହଜିଯାଏ ତେବେ ଏହା ଆପଣଙ୍କ ସ୍ୱାମୀଙ୍କ ନିକଟ ଭବିଷ୍ୟତରେ କୌଣସି ସ୍ବାସ୍ଥ୍ୟ ଗତ ସମସ୍ୟାର ସୁଚନା ଦେଇଥାଏ। ବନ୍ଧୁଗଣ ଆପଣ ଯେଉଁ କଥା ଜାଣିଲେ ତାହା ସୁନା ଜିନିଷ ହଜିବା କିମ୍ବା ପାଇବାର କ୍ଷେତ୍ରରେ ଲାଗୁ ହୋଇଥାଏ।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *