Excuse Me Odisha

ଯାହା କହିବୁ ସତ କହିବୁ

ମାର୍ଚ୍ଚ ମାସରେ 5ଟି ରାଶିରେ ଧନବର୍ଷା ଏବଂ 7ଟି ରାଶିରେ ଦୁଃଖର ପାହାଡ।

ସେୟାର୍ କରନ୍ତୁ

ପ୍ରଥମ ରାଶି ହେଉଛି ମେଷ ରାଶି। ମାସଟି ବ୍ୟସ୍ତତା ଭିତରେ କଟିବ। କିଛି କାର୍ଯ୍ୟ ମଧ୍ୟ ସଫଳ ହେବ। ଦୂର ଭ୍ରମଣ ଏବଂ ନିର୍ମାଣ ଆଦି କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ। ପାରିବାରିକ ସୁଖ, ଚାକିରୀରେ ସମ୍ମାନ ମିଳିବ କିନ୍ତୁ ବ୍ୟବସାୟିକ ଋଣ ଏବଂ ଶିକ୍ଷାରେ କିଛି କଷ୍ଟ ଅନୁଭବ କରିବେ। ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ। କର୍ମ ଖେତ୍ର ବଦଳାଇବାର ସମ୍ଭାବନା ରହୁଛି। କୌଣସି ଖୁସିର ଖବର ପାଇପାରନ୍ତି ଏବଂ ବ୍ୟବସାୟୀମାନେ ଲାଭବାନ ହେବେ।

ଦ୍ଵିତୀୟଟି ହେଉଛି ବୃଷ ରାଶି। ମାସଟି ଆପଣଙ୍କ ପାଇଁ ଶୁଭ । ଶରୀର ସୁସ୍ଥ ରହିବ। କାର୍ଯ୍ୟରେ ସଫଳତା ଲାଭ କରିବେ। ବିଦେଶ ଯାତ୍ରା ଏବଂ ଧର୍ମ କାର୍ଯ୍ୟରେ କିଛି ବି-ଘ୍ନ ଘଟିପାରେ। ଦ୍ରବ୍ୟ ଲାଭର ଯୋଗ ରହୁଅଛି। ପାରିବାରିକ ସୁଖ ପ୍ରାପ୍ତ ହେବ । ଚାକିରୀ ଏବଂ ବ୍ୟବସାୟରେ ଖୁବ ଲାଭ ହେବ। ଏହି ମାସରେ ଆପଣ ବିପଦର ସମ୍ମୁଖୀନ ହୋଇପାରନ୍ତି। ସେଥିପାଇଁ ସତର୍କତା ଅବଲମ୍ବନ କରିବାକୁ ପଡିବ। କିଛି ବନ୍ଧୁ ଦୁରେଇଯାଇପାରନ୍ତି।

ତୃତୀୟ ରାଶି ହେଉଛି ମିଥୁନ ରାଶି। ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ। ବନ୍ଧୁ ଦର୍ଶନ କରିବେ। ଖାଦ୍ୟପେୟରେ ଅପ୍ରକୃତିକର ବୋଧ ହେବ। କର୍ମ କ୍ଷେତ୍ରରେ ଜଗିରଖି ନଚାଲିଲେ କିଛି ବି-ପ-ଦର ସମ୍ମୁଖୀନ ହୋଇପାରନ୍ତି। କୌଣସି ସମ୍ବାଦରେ ମ-ର୍ମାହ-ତ ହେବେ। କ୍ଷ-ୟକ୍ଷ-ତି ସହ ମନରେ ଅଶାନ୍ତି ଏବଂ ଦେହରେ କଷ୍ଟ ଭୋଗ କରିବେ। କୌଣସି ସଙ୍କଟ କିମ୍ବା ଠ-କା-ମୀରେ ପଡିପାରନ୍ତି। ଚାକିରୀରେ ଅନାସ୍ତ ଭାବ ଏବଂ ବ୍ୟବସାୟରେ କ୍ଷ-ତିର ଯୋଗ ରହୁଅଛି।

Google

ଚତୁର୍ଥ ରାଶି ହେଉଛି କର୍କଟ ରାଶି। ଆପଣ ପୌତ୍ରୀକ ସମ୍ପତିକୁ ଉଧାର କରିପାରନ୍ତି। ସେହି ସମ୍ପତିରୁ ଲାଭବାନ ହେବେ। ଶତ୍ରୁମାନେ ଆପଣଙ୍କର ପ୍ରଶଂସା କରିବେ। କିନ୍ତୁ ଅନାଶୟ ରୋଗରେ ଆପଣ କଷ୍ଟ ପାଇପାରନ୍ତି। କିଛି ନୂତନ ରୋଗ ଶରୀରରେ ଦେଖା ଦେଇପାରେ। ଚାକିରୀ କ୍ଷେତ୍ରରେ ନୂତନ ଦ୍ୱାୟିତ୍ୱ ନେଇ ଖୁସି ହେବେ। ଛାତ୍ରଛାତ୍ରୀମାନେ ଖୁସିରେ ସମୟ କାଟିବେ। ମାସଟି ଆପଣଙ୍କ ପାଇଁ ନିଶ୍ଚିତ ଫଳପ୍ରଦାନ କରିବ। କର୍ମ କ୍ଷେତ୍ରରେ ବ୍ୟସ୍ତ ଏବଂ ପ୍ରୀ-ତିହା-ନୀ ଘଟିବ। ପାରିବାରିକ ସୁଖ ଏବଂ ଚାକିରୀ କ୍ଷେତ୍ରରେ ଲାଭ ଦାୟୀ ହେବେ। କିନ୍ତୁ ବ୍ୟବସାୟୀକ ଏବଂ ଶିକ୍ଷା କ୍ଷେତ୍ରରେ ସ୍ଥିତି ସାମାନ୍ୟ ରହିବ।

ପଞ୍ଚମ ରାଶି ହେଉଛି ସିଂହ ରାଶି। ମାସଟିରେ ଫଳ ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ। ପାରିବାରିକ କ୍ଷେତ୍ରରେ ସମ୍ମାନ , ପ୍ରୀତିବର୍ଧନ ଏବଂ ଚାକିରୀ କ୍ଷେତ୍ରରେ କର୍ତ୍ତୃପକ୍ଷଙ୍କ ପରାମର୍ଶ ଲୋଡିବେ। ବ୍ୟବସାୟ ଏବଂ ପାଠପଢ଼ାରେ ଫଳ ଉତମ ରହିବ। ଏହି ମାସରେ ଆପଣ ଭୂମି କ୍ରୟ କରିବାର ସୁଯୋଗ ପାଇପାରନ୍ତି। ଶ-ତ୍ରୁ ଦ-ମନ କରିବେ। ପାରିବାରିକ ଦ୍ଵନ୍ଦ ସୃଷ୍ଟି ହୋଇପାରେ । ସ୍ୱାସ୍ଥ୍ୟ ପ୍ରତି ଯତ୍ନ ଦେବା ଆବଶ୍ୟକ। ଚାକିରୀ କ୍ଷେତ୍ରଟି ଅନୁକୂଳ ନୁହେଁ। ବ୍ୟବସାୟରେ ଲାଭ ନହୋଇପାରେ।

ଷଷ୍ଠ ରାଶି ହେଉଛି କନ୍ୟା ରାଶି। ଆପଣ ଏହି ମାସଟି ବିଭିନ୍ନ ଉପରେ ଧନ ଅର୍ଜନ କରି ସୁଖୀ ହେବେ କିନ୍ତୁ ସନ୍ତାନ ମାନଙ୍କ ପାଇଁ କିଛି ଚିନ୍ତିତ ରହିପାରନ୍ତି। କୌଣସି ବନ୍ଧୁଙ୍କ ଦ୍ୱାରା ବି-ଶୃଙ୍ଖ-ଳିତ ହୋଇପାରନ୍ତି। କିନ୍ତୁ କର୍ମଜୀ-ବନଟି ସୁଖମୟ ହେବ। ବ୍ୟବସାୟରେ ବେପାର ସାଧନ ରହିବ। ମାସଟି ସାରା ବ୍ୟସ୍ତ ରହିବେ। ଦେହ ସୁସ୍ଥ ରହିବ। ମନରେ ନୂଆ ନୂଆ ଉପାୟ ଜାଗ୍ରତ ହେବ। ଆୟ ସାଧାରଣ ରହିବ। କର୍ମକ୍ଷେତ୍ରରେ ସଫଳ ଯୋଗ ମଧ୍ୟ ରହୁଅଛି।

ସପ୍ତମ ରାଶି ହେଉଛି ତୁଲା ରାଶି। ମାସଟିର ଫଳ ଆପଣଙ୍କ ପାଇଁ ମଧ୍ୟମ ଅଟେ। ଜାନ ବାହାନ କ୍ରୟ ଏବଂ ଏହି ଦିଗରେ ଅଶେଷ ସଫଳ ହେବ। ପାରିବାରିକ ଉତ୍ସବ ଏବଂ ଆୟଠାରୁ ଅଧିକ ଆୟ ଏପରି କିଛି ଯୋଗ ରାହୁଅଛି। ଚାକିରିରେ ବ୍ୟସ୍ତ ରହିବେ । ବ୍ୟବସାୟ ଏବଂ ଶିକ୍ଷାରେ ଅଗ୍ରଗତି କରିବେ। ଆପଣଙ୍କୁ ବିଦେଶରେ ଧନ ଅର୍ଜନ କରିବାର ସୁଯୋଗ ମଧ୍ୟ ମିଳିବ। ପରିବାରରେ ହସଖୁସି ଦେଖାଯିବ। ଶରୀର ସୁସ୍ଥ ରହିବ। ଵ୍ୟଵଶ୍ୟ ଏବଂ କର୍ମକ୍ଷେତ୍ରରେ ଲାଭବାନ ହେବେ। କିନ୍ତୁ ମହିଳାମାନଙ୍କ ପାଇଁ ଏହି ମାସଟି ଏତେ ଭଲ ନାହିଁ। ମହିଳାମାନଙ୍କ ମତି ଭ୍ରଷ୍ଟ ହୋଇପାରେ ସେଥିପାଇଁ ସାବଧାନ ରୁହନ୍ତୁ।

Google

ଅଷ୍ଟମ ରାଶି ହେଉଛି ବିଛା ରାଶି। ଜୀ-ବନ ସୁଖମୟହେବ । ଶରୀରରେ କିଛି ଅସୁସ୍ଥତା ଅନୁଭବ କରିବେ। ଆକସ୍ମିକ ଦୁ-ର୍ଘଟ-ଣା ଏବଂ ଚୋ-ର ଭୟ ରହୁଅଛି। ବ୍ୟବସାୟରେ ସତ-ର୍କତା ରହିବା ଉଚିତ। ମହିଳାମାନେ ଆସକ୍ତି ଫଳ ପାଇପାରନ୍ତି। ମାସଟିର ଫଳ ଆପଣଙ୍କ ପାଇଁ ପ୍ରାୟତଃ ଆପଣଙ୍କ ପାଇଁ ଶୁଭ ରହିଅଛି। ଆୟ ଉତମ ରହିବ। ଶୁଭକାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ବ୍ୟବସାୟୀକ ଏବଂ ଶିକ୍ଷା କ୍ଷେତ୍ରରେ ଆବଶ୍ୟକତା ବୃଦ୍ଧି ହେବ।

ନବମ ରାଶି ହେଉଛି ଧନୁ ରାଶି। ଏହି ମାସରେ ଆପଣ ଅନେକ ଚିନ୍ତାରେ ବୁଡି ରହିବେ। ଆୟ ବଢିବ କିନ୍ତୁ ଆପଣ ଚିନ୍ତିତ ମଧ୍ୟ ଅଧିକ ରହିବେ। ଉପହାର ପାତ୍ରର ଯୋଗ ରହୁଛି। ଚାକିରୀରେ ଉନ୍ନତି ଏବଂ ବ୍ୟବସାୟରେ ଅଧିକ ଲାଭ ପାଇବେ। ଆପଣଙ୍କ ମାସଟି ସାମନ୍ୟ ରହିଲେ ମଧ୍ୟ କିଛି ସମସ୍ୟା ରହୁନାହିଁ। ଦୀର୍ଘଦିନ ଧରି ଚାଲୁଥିବା କିଛି ସମସ୍ୟାର ସମାଧାନ ହୋଇପାରେ। ମହିଳାମାନେ ଗୃହ କାର୍ଯ୍ୟରେ ବ୍ୟସ୍ତ ରହିବେ। ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ନାମ ଅର୍ଜନ କରିପାରନ୍ତି।

ଦଶମ ରାଶି ହେଉଛି ମକର ରାଶି। ଆପଣ ବ୍ୟବସାୟୀକ କ୍ଷେତ୍ରରେ ଲାଭବାନ ହୋଇପାରନ୍ତି। ତୀର୍ଥଭ୍ରମଣର ଯୋଗ ରହୁଅଛି। ପାରିବାରିକ ଅଶାନ୍ତି ଲାଗିରହିବ। ରୋଗରେ ପଡିପାରନ୍ତି। ପେଟଯ-ନ୍ତ୍ର-ଣାରେ ମଧ୍ୟ ପଡିପାରନ୍ତି। ମାସଟି ଆପଣଙ୍କ ପାଇଁ ବିଶେଷ ଫଳ ଦାୟକ ରହୁଅଛି। ସୁଭକାର୍ଯ୍ୟରେ ବି-ଘ୍ନ-ତା ଏବଂ କର୍ମକ୍ଷେତ୍ରରେ ବିଳମ୍ବ , ଆୟଠାରୁ ବ୍ୟୟ ବୃଦ୍ଧି ,ପରିବାର ମଧ୍ୟରେ କୌଣସି ଚିନ୍ତା ଜନକ ସମସ୍ୟା ଆସିପାରେ।

ଏକାଦଶ ରହି ହେଉଛି କୁମ୍ଭ ରାଶି। ମାସଟି ଆପଣଙ୍କ ପାଇଁ ଶୁଭ ନୁହେଁ। ଶ-ତ୍ରୁ ବୃଦ୍ଧି, ବନ୍ଧନରେ ସମସ୍ୟା ଏବଂ ଆୟଠାରୁ ବ୍ୟୟ ଅଧିକ ରହୁଅଛି। ଚାକିରୀରେ ଅସୁବିଧା, ବ୍ୟବସାୟରେ କ୍ଷ-ତି ଏବଂ ଶିକ୍ଷାରେ ମଧ୍ୟ କ୍ଷ-ତି ରହିଅଛି। ଏହିମାସରେ ଧନ ନଷ୍ଟ ହେବାର ସମ୍ଭାବନା ରହୁଅଛି। ଉଦର ରୋଗରେ ପୀ-ଡିତ ହୋଇପାରନ୍ତି। ସେଥିପାଇଁ ଆପଣ ପ୍ରତ୍ୟକ କ୍ଷେତ୍ରରେ ସାବଧାନ ରୁହନ୍ତୁ। କୌଣସି ବଡ ଧରଣର ନିଷ୍ପତି ଠାରୁ ଦୂରେଇ ରୁହନ୍ତୁ।

Google

ଦ୍ୱାଦଶ ରାଶି ହେଉଛି ମୀନ ରାଶି। ଆପଣଙ୍କପାଇଁ ମାସଟି ଭଲ ରହିଅଛି। କର୍ମମୟ ଜୀ-ବନ ସୁଖମୟ ହେବ। ମହିଳାମାନେ ସତର୍କତା ଅବଲମ୍ବନ କରନ୍ତୁ। ଛାତ୍ରଛାତ୍ରୀ ମାନେ ଉନ୍ନତି କରିବେ। ଶରୀର ସୁସ୍ଥ ରହିବ। ଆର୍ଥିକ ଖେତ୍ର ସୁଦୃଢ ରହିବ। ଚାକିରୀ ,ବ୍ୟବସାୟ ,ଏବଂ ଶିକ୍ଷା କ୍ଷେତ୍ରରେ ଉନ୍ନତି ରହୁଅଛି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀ-ବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *