Excuse Me Odisha

ଯାହା କହିବୁ ସତ କହିବୁ

୧୧ ଫେବୃଆରୀ ଶିବରାତ୍ରିରେ ୫ଟି ରାଶିରେ ସୁନାର ବର୍ଷା ହେବ, ଭାଗ୍ୟ ସମ୍ପୂର୍ଣ୍ଣ ଭାବରେ ବଦଳି ଯିବ ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୧୧ ଫେବୃୟାରୀ ଶିବରାତ୍ରୀରେ ୫ଟି ରାଶିରେ ସୁନାର ବର୍ଷା ହେବ। ଭାଗ୍ୟ ସମ୍ପୂର୍ଣ ଭାବେ ବଦଳିଯିବ। ତେବେ ଆସନ୍ତୁ ଜାଣିବା।

ବନ୍ଧୁଗଣ ଚଳିତ ବର୍ଷ ମାର୍ଚ୍ଚ ୧୧ ତାରିଖ ଗୁରୁବାର ଦିନ ପଡୁଛି ବିରଳ ମହାଶିବରାତ୍ରୀ। ଧର୍ମ ପଣ୍ଡିତ ମାନଙ୍କ କହିବା ଅନୁସାରେ ଏ ବର୍ଷ ଶିବରାତ୍ରୀ ଦିନ ମହାସଂଯୋଗ ଘଟିବାକୁ ଯାଉଛି। ଏବର୍ଷର ମହାଶିବରାତ୍ରୀର ବିଶେଷ କିଛି ମହତ୍ତ୍ୱ ମଧ୍ୟ ରହିଛି। ଏହି ସଂଯୋଗର ଫାଇଦା ୪ଟି ରାଶିର ବ୍ୟକ୍ତି ବିଶେଷଙ୍କୁ ପ୍ରାପ୍ତ ହେବା ପାଇଁ ଯାଉଛି। ଏହି ୪ ଟି ରାଶିର ବ୍ୟକ୍ତି ବିଶେଷଙ୍କୁ ଧନ ଲାଭ ହେବାର ମଧ୍ୟ ସମ୍ଭାବନା ରହିଛି। ଏହା ସହିତ ସେମାନଙ୍କ ଜୀ-ବନରେ ଥିବା ସମସ୍ତ ପ୍ରକାରର ଅସୁବିଧାର ମଧ୍ୟ ସମାଧାନ ହେବ ବୋଲି ମଧ୍ୟ ଜ୍ୟୋତିଷବିଜ୍ଞ ମାନେ ମଧ୍ୟ ମତପ୍ରକାଶ କରିଛନ୍ତି। ତେବେ ଆସନ୍ତୁ ଜାଣିବା ସେସବୁ ଭାଗ୍ୟଶାଳି ରାଶି ମାନଙ୍କ ବିଷୟରେ

ମିଥୁନ ରାଶି:-

ବନ୍ଧୁଗଣ ପ୍ରଥମ ରାଶି ହେଉଛି ମିଥୁନ ରାଶି। ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ଶିବରାତ୍ରୀ ଅତ୍ୟନ୍ତ ଶୁଭଦାୟକ ରହିବ। ପରିବାରର ସୁଖ ଶାନ୍ତିର ପ୍ରତିଷ୍ଠା ହେବ। ମାତା ପିତାଙ୍କର ସହଯୋଗ ମଧ୍ୟ ପ୍ରାପ୍ତ ହେବ। ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଉନ୍ନତି ହାସଲ କରିବେ। ବୈବାହିକ ତଥା ପ୍ରେମ ସମ୍ପର୍କରେ ଆପଣଙ୍କର ମଧୁରତା ସୃଷ୍ଟି ହେବ। ଏହି ରାଶିର ବ୍ୟକ୍ତି ମାନେ ଶିବରାତ୍ରୀ ଦିନ ଗାଈ କ୍ଷୀର ନେଇ ରୁଦ୍ରାଭିଷେକ କରନ୍ତୁ। ଏହା ଦ୍ବାରା ଆପଣଙ୍କର ମନର ସମସ୍ତ ଇଛା ପୁରଣ ହେବା ସହ ଚାକିରି ମଧ୍ୟ ମିଳିଯିବ।

Google

ସିଂହ ରାଶି:-

ମହା ଶିବରାତ୍ରୀ ଦିନ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଜୀ-ବନରେ ବଡ଼ ପରିବର୍ତନ ଘଟିବାକୁ ଯାଉଛି। ଏମାନଙ୍କ ଜୀ-ବନରେ ସୁଖ ସମୃଦ୍ଧି ଓ ପ୍ରତିଷ୍ଠା ହେବ। ପାରିବାରିକ କ-ଳ-ହରୁ ମଧ୍ୟ ମୁକ୍ତି ମିଳିବ। କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ସଫଳତା ହାସଲ କରିବେ। ଆକସ୍ମିକ ଧନ ଲାଭ ହେବାର ସମ୍ଭାବନା ଅଛି। ସ୍ୱୟଂ ମହାଦେବଙ୍କ କୃପାରୁ ଏମାନଙ୍କ ଜୀ-ବନରେ ସମସ୍ତ ଅସୁବିଧା ଦୂର ହେବ। ମହା ଶିବରାତ୍ରୀ ଦିନ ଏହି ରାଶିର ପୁରୁଷ ଧଳା ରଙ୍ଗର ବସ୍ତ୍ର ଦାନ କରନ୍ତୁ। ଦେଖିବେ ଶୁଭ ଫଳ ଅବଶ୍ୟ ପ୍ରାପ୍ତ ହେବ।

ତୁଳା ରାଶି:-

ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ମହା ଶିବରାତ୍ରୀ ଅତ୍ୟନ୍ତ ଶୁଭ ଦାୟକ ରହିବ। ଏମାନଙ୍କୁ କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ। ବ୍ୟାପାର, ଚାକିରି ଆଦି କ୍ଷେତ୍ରରେ ମଧ୍ୟ ଖୁସି ଖବର ମିଳିବ। ପାରିବାରିକ ଜୀ-ବନବି ସୁଖମୟ ହେବ। ଏହି ରାଶିର ବ୍ୟକ୍ତିମାନେ ମହା ଶିବରାତ୍ରୀ ଦିନ ଶିବ ମନ୍ତ୍ର ଜପ କରନ୍ତୁ। ଦେଖିବେ ଶୁଭ ଫଳ ପ୍ରାପ୍ତି ହେବ।

Google

ମେଷ ରାଶି:-

ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ମଧ୍ୟ ଶିବରାତ୍ରୀ ପୁରା ଖୁସି ନେଇ ଆସିବ। ବ୍ୟବସାୟରେ ସଫଳତା ହାସଲ କରିବେ। ଖୁସିର ଆଗମନ ମଧ୍ୟ ହେବ। କର୍ମ କ୍ଷେତ୍ରରେ ଉନ୍ନତି ପଥରେ ଅଗ୍ରସର ହେବେ। ସ୍ୱୟଂ ଭୋଳାନାଥଙ୍କର କୃପା ଆପଣଙ୍କ ଉପରେ ସର୍ବଦା ରହିବ। ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଏବର୍ଷ ଶିବରାତ୍ରୀ ଦିନ ମହାଦେବଙ୍କୁ କ୍ଷୀର ଅର୍ପଣ କରି ରୁଦ୍ରାଭିଷେକ କରନ୍ତୁ। ଦେଖିବେ ସୁବି ପରିଣାମ ଆପଣଙ୍କୁ ପ୍ରାପ୍ତ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମହାଦେବ ” ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀ-ବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *