Excuse Me Odisha

ଯାହା କହିବୁ ସତ କହିବୁ

ସାପ୍ତାହିକ ରାଶିଫଳ : ମାର୍ଚ୍ଚର ପ୍ରଥମ ସପ୍ତାହରେ ମାଆ ଲକ୍ଷ୍ମୀ ୬ ରାଶିର ଲୋକଙ୍କ ପାଇଁ ଖୋଲିବେ ସମୃଦ୍ଧିର ଦ୍ଵାର।

ସେୟାର୍ କରନ୍ତୁ

ଆପଣଙ୍କ ରାଶି ଆପଣଙ୍କ ଜୀ-ବନରେ ବହୁତ ପ୍ରଭାବ ପକାଇ ଥାଏ। ରାଶିଫଳ ଦ୍ୱାରା ଭବିଷ୍ୟତ ଜୀ-ବନରେ ହେବାକୁ ଥିବା ଘ-ଟଣା ଗୁଡିକ ରୁ ଆପଣ ପୂର୍ବାନୁମାନ ଲଗାଇ ପାରିବେ। ବହୁତ ଲୋକଙ୍କ ମନରେ ଏହି ପ୍ରଶ୍ନ ରହିଥିବ ଯେ ଆସୁଥିବା ସପ୍ତାହ ଆମ ପାଇଁ କିପରି ରହିବ ? ଏହି ସପ୍ତାହରେ ଆମର ନକ୍ଷତ୍ର କଣ କହୁଛି ? ଆଜି ଆମେ ଆପଣଙ୍କୁ ଆଗାମୀ ସପ୍ତାହର ରାଶିଫଳ କହିବାକୁ ଯାଉଛୁ । ଏହି ସାପ୍ତାହିକ ରାଶିଫଳରେ ଆପଣଙ୍କୁ ଆପଣଙ୍କ ଜୀ-ବନରେ ହେବାକୁ ଥିବା ଗୋଟେ ସପ୍ତାହର ଘଟ-ଣାକୁ ସଂକ୍ଷେପରେ ବର୍ଣ୍ଣନା ଥିବାର ମିଳିବ। ତେବେ ଜାଣିବା ପାଇଁ ପଢନ୍ତୁ ସାପ୍ତାହିକ ରାଶିଫଳ ୧ ମାର୍ଚ୍ଚ ରୁ ୭ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ।

ମେଷ ରାଶି –

ଏହି ସପ୍ତାହରେ ଆପଣଙ୍କର ସବୁ ନିର୍ଦ୍ଧାରିତ କାର୍ଯ୍ୟ ସମ୍ପନ୍ନ ହେବ। ମାତାଙ୍କ ସହିତ ସମ୍ବନ୍ଧ ସୁଦୃଢ ରହିବ। ପରିବାର ସଦସ୍ୟଙ୍କ ସହିତ ବାର୍ତ୍ତାଳାପ କରିବା ସମୟରେ ଆପଣ ଉତ୍ତେଜିତ ରୁହନ୍ତୁ। ଆପଣ ଅନୈତିକ ମାର୍ଗରୁ କିଛି ହାସଲ କରିବା ପାଇଁ ପ୍ରୟାସ କରି ପାରନ୍ତି। ଆପଣ ନକା-ରାତ୍ମ-କ ବି-ଚାର ଘେରରେ ରହି ପାରନ୍ତି ଏବଂ ନିଜକୁ ଦୁର୍ବଳ ଅନୁଭବ କରି ପାରନ୍ତି। ଆପଣ ନିଜ କଥାକୁ ଅନ୍ୟମାନଙ୍କ ସାମ୍ନାରେ ଭଲଭାବରେ ଉପସ୍ଥାପନ କରି ପାରିବେ।

ପ୍ରେମ ମାମ-ଲାରେ, କୌଣସି ପ୍ରେମୀ ପାର୍ଟନରଙ୍କ ଠାରୁ ଇଣ୍ଟରନେଟ ଜରି-ଆରେ କଥାବାର୍ତ୍ତା ହୋଇପାରେ

କ୍ୟାରିୟର ମାମ-ଲାରେ, ବ୍ୟବସାୟ କ୍ଷେତ୍ରରେ ବୁଝି ବିଚାରି ନିଷ୍ପତ୍ତି କରନ୍ତୁ। ନଚେତ ଧୋ-କା ହୋଇପାରେ।

ସ୍ବାସ୍ଥ୍ୟ ମାମ-ଲାରେ, ଆପଣଙ୍କୁ ବ୍ୟାୟାମ କରିବା ଆବଶ୍ୟକ। ଏହା ଆପଣଙ୍କ ଶରୀର ପାଇଁ ଲାଭଦାୟକ ସାବ୍ୟସ୍ତ ହେବ।

ବୃଷ ରାଶି –

ଏହି ସପ୍ତାହରେ କାର୍ଯ୍ୟ ଚାପରୁ ଆପଣଙ୍କୁ ମୁକ୍ତି ମିଳିପାରେ। ଆପଣଙ୍କୁ ନିଜ ଚିନ୍ତାରୁ ଦୂରେଇ ରହିବା ଆବଶ୍ୟକ ଏବଂ ସବୁ ଈଶ୍ୱରଙ୍କ ଉପରେ ଛାଡି ଦେବା ଉଚିତ। କିଛି ମହତ୍ୱପୂର୍ଣ୍ଣ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ,ଏହାଦ୍ବାରା ଆପଣଙ୍କ ମନ ପ୍ରସନ୍ନ ରହିବ।

ପ୍ରେମ ମାମ-ଲାରେ, ପାର୍ଟନରଙ୍କ ସହିତ ସମ୍ବନ୍ଧ ଉତ୍ତମ ରହିବ। ପ୍ରେମ ଜୀ-ବନକୁ ନେଇ ଜ-ରୁରୀ ନିଷ୍ପତ୍ତି ନେଇ ପାରନ୍ତି।

କ୍ୟାରିୟର ମାମ-ଲାରେ, କାର୍ଯ୍ୟକ୍ଷେତ୍ରରେ ଉନ୍ନତିର ଅବସର ମିଳିବ। ଏହାର ଭରପୁର ଲାଭ ଉଠାନ୍ତୁ।

ସ୍ବାସ୍ଥ୍ୟ ମାମ-ଲାରେ, କୌଣସି ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଉଥିଲେ, ଚିକିତ୍ସକଙ୍କ ପରାମର୍ଶ ନିଅନ୍ତୁ।

Google

ମିଥୁନ ରାଶି –

ଏହି ସପ୍ତାହରେ ଆପଣଙ୍କୁ କଠିନ ପରିଶ୍ରମ କରିବା ସହିତ ଶତ୍ରୁଙ୍କ ସହିତ ସାମ୍ନା କରିବାକୁ ପଡିପାରେ। ସନ୍ତାନଙ୍କ ତରଫରୁ ଆପଣଙ୍କୁ ସୁଖଦ ସମାଚାର ମିଳିପାରେ। କୌଣସି କଥାକୁ ନେଇ ଭୟ କରିବା ଉଚିତ ନୁହେଁ। କୌଣସି ବଡ଼ ଗ୍ରୁପ ସହିତ ପାର୍ଟନର ହୋଇ ରହି ପାରନ୍ତି। କଳା କ୍ଷେତ୍ରରେ ଜ-ଡିତ ଲୋକଙ୍କୁ କୌଣସି ସମାରୋହରେ ଯିବା ପାଇଁ ଅବସର ମିଳିପାରେ।

ପ୍ରେମ ମାମ-ଲାରେ, ଆପଣଙ୍କ ମଧ୍ୟରୁ କିଛି ଲୋକେ ନୂଆ ରୋମାଣ୍ଟିକ ସମ୍ପର୍କ ଆରମ୍ଭ କରି ପାରନ୍ତି।

କ୍ୟାରିୟର ମାମ-ଲାରେ, ଆପଣଙ୍କୁ ନିଜ ବ୍ୟବସାୟ ବିସ୍ତାର ପାଇଁ ନୂତନ ଉତ୍ପାଦ ବଜାରକୁ ଆଣିବା ଉଚିତ।

ସ୍ବାସ୍ଥ୍ୟ ମାମ-ଲାରେ, ଆପଣଙ୍କ ଶରୀର ଅସୁସ୍ଥ ହୋଇ ପାରେ ଓ ଦୁର୍ବଳ ଅନୁଭବ କରି ପାରନ୍ତି।

କର୍କଟ ରାଶି –

ଏହି ସପ୍ତାହରେ ଆପଣ ଏଭଳି ଲୋକଙ୍କ ସହିତ ମିଶି ପାରନ୍ତି, ଯେଉଁମାନେ ଆପଣଙ୍କ କ୍ୟାରିୟର ପାଇଁ ସାହାଯ୍ୟକାରୀ ସାବ୍ୟସ୍ତ ହୋଇ ପାରନ୍ତି । କିଛି ଚିନ୍ତା ଆପଣଙ୍କୁ ହଇ-ରାଣ କରିପାରେ। ଆପଣ ପରିବାର ଲୋକଙ୍କ ସହିତ ନକା-ରାତ୍ମ-କ କଥା ନକହି ଭଲ କଥା ଆଲୋଚନା କରନ୍ତୁ। ଲୋକେ ଆପଣଙ୍କୁ ସହଯୋଗ କରିବା ପାଇଁ ସର୍ବଦା ପ୍ରସ୍ତୁତ ରହିବେ। ଅଫିସ ରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟ ଦେଖି ପ୍ରଭାବିତ ହେବେ ଏବଂ ଆପଣଙ୍କୁ ଉପହାର ଦେଇ ପାରନ୍ତି।

ପ୍ରେମ ମାମ-ଲାରେ, ଏହି ସପ୍ତାହ ପ୍ରେମ ସ୍ବୀକାର ପାଇଁ ଉତ୍ତମ ରହିଛି, ଆପଣଙ୍କ ପ୍ରେମ ସମ୍ପର୍କ ସୁଦୃଢ଼ ରହିବ

କ୍ୟାରିୟର ମାମ-ଲାରେ, ଆପଣଙ୍କୁ କ୍ୟାରିୟରରେ ଆଗକୁ ବଢିବା ପାଇଁ ଉତ୍ତମ ଅବସର ମିଳିପାରେ।

ସ୍ବାସ୍ଥ୍ୟ ମାମ-ଲାରେ, ଶରୀରରେ ବ୍ୟଥା କାରଣରୁ ମାଂ-ସପେ-ଶୀ ସମ୍ବନ୍ଧିତ ସମସ୍ୟା ଦେଖା ଦେଇପାରେ।

ସିଂହ ରାଶି –

ଏହି ସପ୍ତାହରେ ଆପଣଙ୍କୁ ସୁଖଦ ସମାଚାର ମିଳିପାରେ। ଆପଣ କିଛି ଭୌତିକ ସୁଖର ଆନନ୍ଦ ନେଇ ପାରନ୍ତି। ଆପଣଙ୍କ ଘରକୁ ଦୂର ସମ୍ପର୍କୀୟ ମାନଙ୍କ ଆଗମନ ହୋଇପାରେ। ଜୀ-ବନରେ ଆଗକୁ ବଢିବା ପାଇଁ କିଛି କଠିନ ନିଷ୍ପତ୍ତି ନେଇ ପାରନ୍ତି। ଅଧିକ ଉପାର୍ଜନ କରିବା ପାଇଁ କିଛି ମାର୍ଗ ଖୋଜି ପାରନ୍ତି। ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ପାଇବ। ପରିବାରରେ ସମସ୍ତଙ୍କ ସହିତ ତାଳମେଳ ରଖି ଚାଲିବେ।

ପ୍ରେମ ମାମ-ଲାରେ, ଆପଣଙ୍କ ପ୍ରେମ ଜୀବନର କଥା ପରିବାର ଲୋକଙ୍କୁ ଜଣା ପଡିପାରେ।

କ୍ୟାରିୟର ମାମ-ଲାରେ, ବ୍ୟବସାୟରେ ଉନ୍ନତି ପାଇଁ ସମୟ ଅନୁକୂଳ ରହିଛି।

ସ୍ବାସ୍ଥ୍ୟ ମାମ-ଲାରେ, ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ , ଜ୍ଵର ହେବାର ସମ୍ଭାବନା ରହିଛି।

କନ୍ୟା ରାଶି –

ପାରିବାରିକ ଜୀ-ବନ ସୁଖମୟ ରହିବ। ଆପଣଙ୍କୁ କଠିନ ପରିସ୍ଥିତି ସହିତ ସାମ୍ନା କରିବାକୁ ପଡିପାରେ। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହେବ। ଆପଣଙ୍କୁ କୌଣସି ସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ସମାଜରେ ଆପଣଙ୍କୁ ମାନସମ୍ମାନ ପ୍ରାପ୍ତ ହେବ। ସାମାଜିକ କାର୍ଯ୍ୟରେ ଆପଣ ଯୋଗ ଦେଇ ପାରନ୍ତି। ମନରେ କୌଣସି ନୂଆ କାର୍ଯ୍ୟ କରିବା ପାଇଁ ବିଚାର ଆସିପାରେ।

ପ୍ରେମ ମାମ-ଲାରେ, ପ୍ରେମ ଜୀ-ବନରେ ସ୍ନେହ ଭରି ରହିବ। ଆପଣ ନିଜ ସାଥୀଙ୍କ ପ୍ରତି ସ୍ନେହୀ ରହିବେ।

କ୍ୟାରିୟର ମାମ-ଲାରେ, ଚାକିରି ଧନ୍ଦା ସମ୍ବନ୍ଧିତ କାର୍ଯ୍ୟରେ ଆପଣଙ୍କର ଅଳ୍ପ ପ୍ରୟାସ ସଫଳ ରହିବ।

ସ୍ବାସ୍ଥ୍ୟ ମାମ-ଲାରେ, କୌଣସି ବଡ଼ ବେମାରୀ ଉତ୍ପନ୍ନ ହୋଇପାରେ, ଯାହାଦ୍ଵାରା ଆପଣଙ୍କ ସ୍ବାସ୍ଥ୍ୟ ପ୍ରଭାବିତ ପାରେ।

Google

ତୁଳା ରାଶି –

ଏହି ସପ୍ତାହରେ ଆପଣଙ୍କର ନୂତନ ସ୍ରୋତ ବିକଶିତ ହୋଇପାରେ, ଯାହାଦ୍ଵାରା ଆପଣଙ୍କ ଆୟରେ ବୃଦ୍ଧି ହେବ। ଆପଣ ଅନେକ କାର୍ଯ୍ୟରେ ସଫଳ ରହିବେ। ଭରସା କରୁଥିବା ବ୍ୟକ୍ତି ଉପରେ ନିଜର ହୃଦୟର କଥା ସେୟାର କରନ୍ତୁ। ଅଚାନକ ଆପଣଙ୍କୁ ଧନଲାଭ ହେବାର ଯୋଗ ରହିଛି। ପରିବାରରେ ଉତ୍ସାହର ମାହୋଲ ରହିବ।

ପ୍ରେମ ମାମ-ଲାରେ, ଏହି ସପ୍ତାହରେ ପ୍ରେମୀଙ୍କ ସହିତ ମତଭେଦ ହୋଇପାରେ

କ୍ୟାରିୟର ମାମ-ଲାରେ, ଆପଣଙ୍କ ପରିଶ୍ରମ ସାର୍ଥକ ରହିବ ଏବଂ ବ୍ୟାପାରରେ ପ୍ରଗତି ହେବ।

ସ୍ବାସ୍ଥ୍ୟ ମାମ-ଲାରେ, ଲମ୍ବା ସମୟରୁ ଯଦି କୌଣସି ବେମାରୀରେ ପୀଡ଼ିତ ଅଛନ୍ତି ତାହେଲେ ସାବଧାନ ରୁହନ୍ତୁ।

ବିଛା ରାଶି –

ଏହି ସପ୍ତାହରେ ଆପଣଙ୍କୁ ଅନେକ କଠିନ ସମସ୍ୟାର ସାମ୍ନା କରିବାକୁ ପଡିପାରେ, ତାପରେ ମଧ୍ୟ ଆପଣଙ୍କୁ ସଫଳତା ମିଳିବ। ଆପଣଙ୍କୁ ନିଜ କ୍ରୋ-ଧ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ଖର୍ଚ୍ଚ ହେବା ସହିତ ଆୟରେ ବୃଦ୍ଧି ହେବ। ଆପଣଙ୍କୁ ଧର୍ଯ୍ୟ ଏବଂ ସାହସ ରଖିବା ଉଚିତ। ପରିବାରରେ ସୁଖଶାନ୍ତି ବିରାଜମାନ କରିବ। ଏହି ସପ୍ତାହରେ ଆପଣଙ୍କୁ କାହା ସହିତ ବି-ବା-ଦ କରିବାରୁ ବଞ୍ଚିତ ହେବା ଉଚିତ।

ପ୍ରେମ ମାମ-ଲାରେ, ପ୍ରେମ ସ୍ବୀକାର ପାଇଁ ଏହି ସପ୍ତାହ ଅନୁକୂଳ ରହିଛି।

କ୍ୟାରିୟର ମାମ-ଲାରେ, ଏହି ସପ୍ତାହରେ ଆପଣ ଚାକିରି ପରିବର୍ତ୍ତନ କରି ପାରନ୍ତି।

ସ୍ବାସ୍ଥ୍ୟ ମାମ-ଲାରେ, ସ୍ବାସ୍ଥ୍ୟ ରୂପରେ ଅସୁସ୍ଥତା ଅନୁଭବ କରିବେ , ମୌସୁମୀ ସଂକ୍ରମଣ ହୋଇପାରେ।

ଧନୁ ରାଶି –

ଏହି ସପ୍ତାହରେ ଆପଣଙ୍କୁ ସଫଳତା ମିଳିବ। ଅଯଥା କାହା ସହିତ ବି-ବାଦ କରନ୍ତୁ ନାହିଁ। ଆପଣଙ୍କୁ ନିଜ ଜ-ରୁରୀ କାର୍ଯ୍ୟ ଉପରେ ଆପଣଙ୍କୁ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ। ଦୂର ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। ଆଧ୍ୟାତ୍ମ୍ୟ ଆଡ଼କୁ ଅଗ୍ରସର ହୋଇ ପାରନ୍ତି। ଆପଣଙ୍କ ବ୍ୟବସାୟରେ ବୃଦ୍ଧି ହେବ। ବ୍ୟବସାୟ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରି କରନ୍ତୁ ।

ପ୍ରେମ ମାମ-ଲାରେ, ପ୍ରେମୀ ଯୁଗଳ ପରସ୍ପରକୁ ଉପହାର ଦେବେ।

କ୍ୟାରିୟର ମାମ-ଲାରେ, ଆପଣଙ୍କ ବ୍ୟାପାର କ୍ଷେତ୍ରରେ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। କାରବାରରେ ବିସ୍ତାର ହେବା ପାଇଁ ନୂଆ ପ୍ରକଳ୍ପ ଖୋଜିବେ

ସ୍ବାସ୍ଥ୍ୟ ମାମ-ଲାରେ, ଶାରୀରିକ ରୂପରେ ଆପଣ ନିଜକୁ ସୁସ୍ଥ ଅନୁଭବ କରିବେ।

ମକର ରାଶି –

ଏହି ସପ୍ତାହରେ ନୂତନ ଯୋଜନା ଆକର୍ଷକ ହେବ ଏବଂ ଉତ୍ତମ ଆମଦାନୀ ଜ-ରିଆ ସାବ୍ୟସ୍ତ ହୋଇପାରେ। ନିଜକୁ ଚିନ୍ତାରୁ ମୁକ୍ତି ମିଳିବ। ଈଶ୍ୱର ଭକ୍ତି ରେ ମନ ଲଗାନ୍ତୁ। ଚାକିରି ଏବଂ ବ୍ୟବସାୟରେ କିଛି ପରିବର୍ତ୍ତନ କରିବାର ମୁଡ଼ ବନେଇ ପାରନ୍ତି। ଆପଣଙ୍କୁ ନିଜ କ୍ରୋ-ଧ ଉପରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି। ନିବେଶରେ ଲାଭ ମିଳିବାର ଆବଶ୍ୟକତା ରହିଛି।

ପ୍ରେମ ମାମ-ଲାରେ, ପ୍ରେମ ସମ୍ପର୍କରେ କୌଣସି କଥାକୁ ନେଇ ବି-ବାଦ ହେବାର ସମ୍ଭାବନା ରହିଛି।

କ୍ୟାରିୟର ମାମ-ଲାରେ, ଆର୍ଥିକ ଲାଭ ମିଳିବାର ସମ୍ଭାବନା ରହିଛି ଏବଂ ଚାକିରିରେ ଶୁଭ ଫଳ ମିଳିବ।

ସ୍ବାସ୍ଥ୍ୟ ମାମ-ଲାରେ, ଶାରୀରିକ ରୂପରେ ଆପଣ ଅସୁସ୍ଥତା ଅନୁଭବ କରି ପାରନ୍ତି। ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ।

Google

କୁମ୍ଭ ରାଶି –

ଆପଣଙ୍କୁ ନିଜ ଜ୍ଞାନ ଉପରେ ଯଥେଷ୍ଟ ଭରସା ରଖିବା ଉଚିତ। ଏହି ସପ୍ତାହ ଆପଣଙ୍କ ପାଇଁ ବଢିଆ ରହିବ। ଦାମ୍ପତ୍ୟ ଜୀ-ବନରେ ଚିନ୍ତାରୁ ମୁକ୍ତି ମିଳିବ। ଚିନ୍ତାଗ୍ରସ୍ତ ରହି ମଧ୍ୟ ପରିସ୍ଥିତି ସହିତ ତାଳମେଳ ରଖନ୍ତୁ। ଆପଣ ବହୁତ ଉଦାରତାରେ ଟଙ୍କା ଖର୍ଚ୍ଚ କରି ପାରନ୍ତି। ଭାଇଭଉଣୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ।

ପ୍ରେମ ମାମ-ଲାରେ, ଆପଣ ନିଜର ପ୍ରେମକୁ ବିବାହ ବନ୍ଧନ ରେ ବାନ୍ଧି ଦେଇ ପାରନ୍ତି।

କ୍ୟାରିୟର ମାମ-ଲାରେ, କ୍ୟାରିୟର ତଥା ଶିକ୍ଷା କ୍ଷେତ୍ରରେ ସମୟ ଅନୁକୂଳ ରହିଛି।

ସ୍ବାସ୍ଥ୍ୟ ମାମ-ଲାରେ, ଯେଉଁ ଲୋକ କିଛିଦିନ ହେବ ଅଣ୍ଟା ବ୍ୟଥାରେ ପୀ-ଡ଼ିତ ରହିଛନ୍ତି, ସେମାନଙ୍କୁ କିଛି ମାତ୍ର ରେ ଆଶ୍ୱସ୍ତି ମିଳିବ।

ମୀନ ରାଶି –

ଏହି ସପ୍ତାହରେ ଆପଣଙ୍କୁ ସୁଖଦ ସମାଚାର ମିଳିପାରେ। ଆପଣଙ୍କ ଆୟ ରେ ବୃଦ୍ଧି ହେବ। ଖର୍ଚ୍ଚରେ ବୃଦ୍ଧି ହେବ। ବି-ରୋ-ଧୀ ମାନଙ୍କ ଠାରୁ ସାବଧାନ ରୁହନ୍ତୁ। ଅଯଥା ବି-ବା-ଦ କରନ୍ତୁ ନାହିଁ। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ। ଚାକିରି ପେଶାରେ ଥିବା ଲୋକଙ୍କୁ ନୂଆ ପ୍ରୋଜେକ୍ଟ ମିଳିପାରେ। ଆପଣଙ୍କୁ ଆଗକୁ ଫାଇଦା ମିଳିପାରେ।

ପ୍ରେମ ମାମ-ଲାରେ, ପ୍ରେମ ହିବାବ ପାଇଁ ଏହି ସପ୍ତାହ ଅତ୍ୟନ୍ତ ସୁଖମୟ ରହିଛି। ପାର୍ଟନର ଙ୍କ ସହିତ ରୋମାଣ୍ଟିକ ମୁଡ଼ ରେ ରହିବେ।

କ୍ୟାରିୟର ମାମ-ଲାରେ, ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ ଏବଂ ଆଗକୁ ବଢିବା ପାଇଁ ଅଗ୍ରସର ହେବେ।

ସ୍ବାସ୍ଥ୍ୟ ମାମ-ଲାରେ, ଶାରୀରିକ ରୂପରେ ନିଜକୁ ସୁସ୍ଥ ଅନୁଭବ କରିବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଲେଖି ଦିଅନ୍ତୁ । ମାତାଙ୍କ କୃପା ହେଲେ ଆପଣଙ୍କ ଜୀ-ବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *