Excuse Me Odisha

ଯାହା କହିବୁ ସତ କହିବୁ

ସୂର୍ଯ୍ୟଙ୍କ କୃପାରୁ ଏହି ୬ ଟି ରାଶିର ଲୋକଙ୍କର ବଢିବ ମାନସମ୍ମାନ, କାର୍ଯ୍ୟରେ ହେବ ବୃଦ୍ଧି।

ସେୟାର୍ କରନ୍ତୁ

ଗ୍ରହ ନକ୍ଷତ୍ର ଗୁଡ଼ିକର ଚଳନ ଲଗାତାର ବଦଳିଥାଏ। ଯେଉଁଥିପାଇଁ ଏହାର ଶୁଭ ଓ ଅଶୁଭ ପ୍ରଭାବ ୧୨ ଟି ରାଶି ଉପରେ ପଡ଼ିଥାଏ। ଜ୍ୟୋତିଷ ସୂଚନା ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କ ରାଶିରେ ଗ୍ରହର ସ୍ଥିତି ଠିକ୍ ରହିଛି ତାହେଲେ ଏଥିଯୋଗୁଁ ଜୀ-ବନରେ ସକା-ରା-ତ୍ମକ ପରିଣାମ ପ୍ରାପ୍ତ ହେବ। କିନ୍ତୁ ଗ୍ରହର ଚଳନ ଠିକ୍ ନରହିଲେ ଜୀ-ବନରେ ଅନେକ କଠିନ ପରିସ୍ଥିତି ଉତ୍ପନ୍ନ ହୋଇଥାଏ। ପରିବର୍ତ୍ତନ ପ୍ରକୃତିର ନିୟମ ଅଟେ, ଏହା ସର୍ବଦା ଚାଲି ରହିଥାଏ। ଏହାକୁ ଅଟକେଇ ପାରିବା ସମ୍ଭବ ନୁହେଁ।

ଜ୍ୟୋତିଷ ଗଣନା ଅନୁସାରେ କିଛି ରାଶିର ଲୋକେ ଏଭଳି ରହିଛନ୍ତି ,ଯେଉଁମାନଙ୍କ କୁଣ୍ଡଳୀରେ ସୂର୍ଯ୍ୟର ସ୍ଥିତି ପ୍ରବଳ ରହିବ। ସୂର୍ଯ୍ୟଙ୍କ କୃପାରୁ ଏହି ରାଶିର ଲୋକଙ୍କର ସମାଜରେ ମାନସମ୍ମାନ ବୃଦ୍ଧି ପାଇବେ। ଏମାନଙ୍କୁ ନିଜ କାର୍ଯ୍ୟରେ ଲଗାତାର ସଫଳତା ମିଳିବ। ଚାଲନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ରାଶିର ଲୋକେ କେଉଁମାନେ?

ଆସନ୍ତୁ ଜାଣିବା କେଉଁ ରାଶି ଉପରେ ରହିବ ସୂର୍ଯ୍ୟଦେବଙ୍କ କୃପା –

କର୍କଟ ରାଶିର ଲୋକଙ୍କ ଉପରେ ସୂର୍ଯ୍ୟଦେବଙ୍କ ବିଶେଷ କୃପା ଦୃଷ୍ଟି ରହିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ। ଦୂର ସଞ୍ଚାର ମାଧ୍ୟମରେ ଆପଣଙ୍କୁ ସଫଳତା ମିଳିବ। ପାରିବାରିକ ମାହୋଲ ସୁଖମୟ ରହିବ। ଆପଣଙ୍କୁ ନିଜ ପରିଶ୍ରମ ଅନୁସାରେ ଫଳ ପ୍ରାପ୍ତ ହେବ। ସନ୍ତାନଙ୍କ ଦାୟିତ୍ଵ ପୂରଣ କରିବେ। ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ପୁରୁଣା ନିବେଶରେ ଶୀଘ୍ର ସଫଳତା ମିଳିବ। ଖାସ୍ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ କରିବେ। ପ୍ରିୟ ବନ୍ଧୁଙ୍କ ସହିତ ଦେଖା ସାକ୍ଷାତରେ ଆପଣଙ୍କ ମନ ପ୍ରସନ୍ନ ରହିବ।

ସିଂହ ରାଶିର ଲୋକଙ୍କୁ ସୂର୍ଯ୍ୟଦେବଙ୍କ କୃପାରୁ ମାନସମ୍ମାନ ପ୍ରାପ୍ତ ହେବ। ଆପଣଙ୍କ ଉତ୍ତମ ସ୍ଵଭାବ ଦ୍ୱାରା ଲୋକେ ପ୍ରଶଂସା କରିବେ। ଆପଣଙ୍କୁ ନିଜର ବ୍ୟସ୍ତତାର ଉତ୍ତମ ରେଜଲ୍ଟ ମିଳିବ।ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ୟାରୁ ମୁକ୍ତି ମିଳିବ। ଶତ୍ରୁକୁ ପ-ରା-ସ୍ତ କରିବେ। ପତିପତ୍ନୀ ପରସ୍ପରକୁ ଭଲ ଭାବରେ ବୁଝି ପାରିବେ। ଜୀ-ବନସାଥୀଙ୍କ ଠାରୁ ପ୍ରେମ ପ୍ରାପ୍ତ ହେବ। ପ୍ରେମ ଜୀ-ବନ ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖମୟ ରହିବ।

Google

କନ୍ୟା ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ସୂର୍ଯ୍ୟଦେବଙ୍କ ଆଶିର୍ବାଦ ଦ୍ୱାରା ଆପଣଙ୍କର କୌଣସି ବଡ଼ ଚିନ୍ତା ଦୂର ହେବ। ପାରିବାରିକ ଆର୍ଥିକ ସ୍ଥିତି ସୁଦୃଢ ରହିବ। ବ୍ୟାପାର କ୍ଷେତ୍ରରେ ଲଗାତାର ସଫଳତା ପ୍ରାପ୍ତ ହେବ। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମର ଆୟୋଜନ ହୋଇପାରେ। ମାତାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବ। ବ୍ୟାପାରରେ ଲାଭ ମିଳିବାର ସମ୍ଭାବନା ରହିଛି।

ତୁଳା ରାଶିର ଲୋକଙ୍କ ଆଖପାଖର ବାତାବରଣ ସୁଖଦ ରହିବ। ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ। ମନରେ ଚାଲିଥିବା ସବୁ ସମସ୍ୟା ଦୂର ହେବ। ନୂଆ ବ୍ୟାପାର ଆରମ୍ଭ କରି ପାରନ୍ତି, ଯେଉଁଥିରେ ଆପଣଙ୍କୁ ସଫଳତା ମିଳିବ। ସାମାଜିକ ସ୍ତରରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ପାଇବ। ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ବ୍ୟାପାରରେ ଲଗାତାର ଆପଣଙ୍କୁ ସଫଳତା ମିଳିବ। କ୍ୟାରିୟରରେ ଆଗକୁ ବଢିବା ପାଇଁ ଆପଣଙ୍କୁ ଲଗାତାର ଅବସର ପ୍ରାପ୍ତ ହେବ,ଏହାର ଫାଇଦା ଉଠାନ୍ତୁ। ବିଦ୍ୟାର୍ଥୀ ମାନଙ୍କୁ କଠିନ ପରିଶ୍ରମ କରିବା ପାଇଁ ପଡ଼ିବ।

ଧନୁ ରାଶିର ଲୋକଙ୍କୁ ସୂର୍ଯ୍ୟଦେବଙ୍କ ଆଶିର୍ବାଦ ଦ୍ୱାରା ଧନ ପ୍ରାପ୍ତି ହେବାର ଯୋଗ ରହିଛି। ଆପଣଙ୍କ ମନ ପ୍ରସନ୍ନ ରହିବ। ବ୍ୟବସାୟ ଉତ୍ତମ ରହିବ ଏବଂ ବହୁତ ଲାଭ ମିଳିବାର ଯୋଗ ରହିଛି। ଗୁପ୍ତ ଶ-ତ୍ରୁ ଆପଣଙ୍କୁ ହାନୀ ପହଞ୍ଚାଇବା ପାଇଁ ପ୍ରୟାସ କରି ପାରନ୍ତି। କ୍ୟାରିୟରରେ ଆଗକୁ ବଢିବା ପାଇଁ ଅବସର ମିଳିବ। ବିବାହିତ ଲୋକେ ସୁଖରେ ରହିବେ। ପ୍ରେମ ସମ୍ବନ୍ଧ ସୁଦୃଢ ରହିବ।

କୁମ୍ଭ ରାଶିର ଲୋକଙ୍କୁ ବିଦେଶରୁ କୌଣସି ଶୁଭ ସୂଚନା ମିଳିପାରେ। ଯାହାଦ୍ଵାରା ଘର ପରିବାରର ମାହୋଲ ସୁଖମୟ ରହିବ। କୌଣସି ବି-ବା-ଦ ଶେଷ ହୋଇପାରେ। ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଆପଣଙ୍କ ମଧୁର ବାଣୀ ଦ୍ୱାରା ଲୋକେ ପ୍ରଭାବିତ ହୋଇ ପାରନ୍ତି। ଆର୍ଥିକ ସ୍ଥିତି ସୁଦୃଢ ରହିବ। ଆପଣ ବି-ଚା-ର କରିଥିବା କାର୍ଯ୍ୟ ସମ୍ପନ୍ନ ହେବ। ସୂର୍ଯ୍ୟଦେବଙ୍କ ଆଶିର୍ବାଦ ରେ ସାମାଜିକ କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ହେବ। କୌଣସି ଲାଭଦାୟକ ଯାତ୍ରାରେ ଯାଇ ପାରନ୍ତି। ବାହନ କିଣାକିଣି କରିବା ପାଇଁ ବି-ଚା-ର କରି ପାରନ୍ତି।

ଆସନ୍ତୁ ଜାଣିବା ବାକି ରାଶିର କିପରି ରହିବ ଅବସ୍ଥା –

ମେଷ ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। ସନ୍ତାନଙ୍କ ପକ୍ଷରୁ ନିରାଶଜନକ ସମାଚାର ମିଳିପାରେ। ଆପଣ ନିଜ ଉପରେ ନକା-ରା-ତ୍ମକ ବିଚାର ଆଣିବାକୁ ଦିଅନ୍ତୁ ନାହିଁ। ଚାକିରି କ୍ଷେତ୍ରରେ ଆପଣ କିଛି ଅଲଗା ପ୍ରୟାସ କରିବେ। ଜୀ-ବନସାଥୀ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ। ପିତାମାତାଙ୍କ ସହିତ ଆପଣ ଧାର୍ମିକ ସ୍ଥଳକୁ ଯାତ୍ରା କରି ପାରନ୍ତି। ସାମାଜିକ କ୍ଷେତ୍ରରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ପାଇବ।

Google

ବୃଷ ରାଶିର ଲୋକ ନିଜର ଭବିଷ୍ୟତକୁ ନେଇ ଅଧିକ ଚିନ୍ତିତ ନଜର ଆସୁଛନ୍ତି। ରାଜନୀତି କ୍ଷେତ୍ରରେ କରିଥିବା ପ୍ରୟାସରେ ସଫଳତା ମିଳିବ। ପାରିବାରିକ ବ୍ୟବସାୟରେ ସଫଳତା ମିଳିବ। ଆମଦାନୀ ଅନୁସାରେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। କୌଣସି ପ୍ରକାରର ବି-ବା-ଦକୁ ସମର୍ଥନ କରନ୍ତୁ ନାହିଁ। ନୂଆ ଲୋକଙ୍କ ସହିତ ବନ୍ଧୁତା ହୋଇପାରେ। ଅଜଣା ଲୋକଙ୍କ ଉପରେ ଅଧିକ ଭରସା କରନ୍ତୁ ନାହିଁ

ମିଥୁନ ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିଛି। ଆପଣଙ୍କର କୌଣସି ଦାମୀ ବସ୍ତୁ ଚୋରି ହୋଇ ଯାଇ ପାରେ। ଆପଣଙ୍କର କୌଣସି କାର୍ଯ୍ୟ ଅଟକି ରହିପାରେ, ଯେଉଁଥିପାଇଁ ପାଇଁ ମାନସିକ ଅଶାନ୍ତି ଦେଖା ଦେଇପାରେ।ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବେ ଏବଂ ଆପଣଙ୍କୁ ମାନସିକ ଶାନ୍ତି ପ୍ରାପ୍ତ ହେବ। ଆପଣଙ୍କୁ ବ୍ୟାପାର କ୍ଷେତ୍ରରେ ନୂଆ ଯୋଜନା ବନେଇବା ପାଇଁ ପଡ଼ିବ। ବ୍ୟାପାରରେ ସ୍ଥିତି ସାମାନ୍ୟ ରହିବ। ବ୍ୟାପାର କ୍ଷେତ୍ରରେ କୌଣସି ପରିବର୍ତ୍ତନ କରନ୍ତୁ ନାହିଁ।

ବିଛା ରାଶିର ଲୋକଙ୍କୁ ସ୍ବାସ୍ଥ୍ୟ ସମସ୍ୟାରର ସାମ୍ନା କରିବାକୁ ପଡିପାରେ। ଆପଣଙ୍କୁ ନିଜ ଖାଦ୍ୟପେୟ ଉପରେ ଧ୍ୟାନ ଦେବା ଆବଶ୍ୟକ। ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟାପାର ମା-ମ-ଲାରେ ଆପଣ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି। ଆପଣଙ୍କ ଦ୍ୱାରା ହୋଇଥିବା ଯାତ୍ରା ସଫଳ ରହିବ । ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ। ପ୍ରାଇଭେଟ ଚାକିରି କରିଥିବା ଲୋକଙ୍କୁ ବରିଷ୍ଠ ଅଧିକାରୀଙ୍କ ସହିତ ଉତ୍ତମ ତାଳମେଳ ରଖିବା ଆବଶ୍ୟକ , ଏହାଦ୍ବାରା ଆପଣଙ୍କୁ ଫାଇଦା ମିଳିବ।

ମକର ରାଶିର ଲୋକଙ୍କୁ କୌଣସି ପ୍ରକାରର ବି-ବା-ଦ ବା ଝ-ଗ-ଡ଼ାରୁ ଦୂରେଇ ରହିବା ଆବଶ୍ୟକ। ଆର୍ଥିକ ମା-ମ-ଲାରେ ଆପଣଙ୍କୁ ଅଧିକ ସଫଳତା ମିଳିବ। ବନ୍ଧୁଙ୍କ ତରଫରୁ ଆପଣଙ୍କୁ ସଫଳତା ମିଳିବ। ପିତାମାତାଙ୍କ ସହିତ କୌଣସି ସ୍ଥାନକୁ ଧାର୍ମିକ ସ୍ଥଳକୁ ଯାତ୍ରା କରି ପାରନ୍ତି। ସରକାରୀ କ୍ଷେତ୍ରରେ କାର୍ଯ୍ୟରତ ଥିବା କର୍ମଚାରୀଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଆପଣ ଶାରୀରିକ ଏବଂ ମାନସିକ ରୂପରେ ଥକା ଅନୁଭବ କରି ପାରନ୍ତି।

ମୀନ ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ମାତାପିତାଙ୍କ ସ୍ବାସ୍ଥ୍ୟ କୁ ନେଇ ଆପଣ ଚିନ୍ତିତ ରହି ପାରନ୍ତି । ଦାମ୍ପତ୍ୟ ଜୀ-ବନରେ କୌଣସି ବି-ବା-ଦ ଉତ୍ପନ୍ନ ହୋଇପାରେ। ଆପଣଙ୍କୁ ନିଜ ଜୀ-ବନସାଥୀଙ୍କ ଭାବନାକୁ ବୁଝିବାର ଆବଶ୍ୟକତା ରହିଛି। ଧାର୍ମିକ କାର୍ଯ୍ୟରେ ଆପଣଙ୍କର ମନ ଲାଗିବ। କିଛି ଜରୁରୀ କାର୍ଯ୍ୟ ଆପଣ ପୂରଣ କରି ପାରନ୍ତି, ଏଥିପାଇଁ ଆପଣ ଧନ ଖର୍ଚ୍ଚ କରି ପାରନ୍ତି । ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତା ମିଳିପାରେ । ଅଜଣା ଲୋକଙ୍କ ଉପରେ ଅଧିକ ଭରସା କରିବାର ଆବଶ୍ୟକତା ନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀ-ବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *