Excuse Me Odisha

ଯାହା କହିବୁ ସତ କହିବୁ

ଘରେ ଟଙ୍କା ପଇସାର ଅ-ଭା-ବ ଲାଗି ରହୁଥିଲେ କରନ୍ତୁ ଏହି ଛୋଟ କାମଟିଏ ହୋଇଯିବେ ମା-ଲାମା-ଲ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଗ୍ରହ ନକ୍ଷତ୍ର ରାଶିକୁ ନେଇ ଏକ ସାଧାରଣ ପୁସ୍ତକ ନୁହେଁ ବରଂ ମଣିଷର ଜୀ-ବନ ଶୈଳିରେ ବା ବି-ପ-ଦ ଆ-ପଦରୁ ର-କ୍ଷା କରିବା ସହିତ ଏକ ଦରିଦ୍ରକୁ ରାଜା କରିବାର ସାମର୍ଥ୍ୟ ରଖିଥାଏ। ତେଣୁ ଏହି ଜ୍ୟୋତିଷ ଶାସ୍ତ୍ରର କଥା ମାନି ଜୀ-ବନ ଶୈଳିରେ ପରିବର୍ତନ କରି ଜଣେ ଦରିଦ୍ର ଜୀ-ବନରେ ଧନୀ ହୋଇପାରିବ। ଏଣୁ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ ଏପରି କିଛି କଥା ଯାହାକୁକି ଆପଣ ନିଜର ଦୈନନ୍ଦିନ ଜୀ-ବନରେ ଆପଣାଇ ଏକ ସଫଳ ଜୀ-ବନ ବିତାଇ ପାରିବେ। ବନ୍ଧୁଗଣ ଦୁନିଆରେ ଏମିତି କିଏବା ଅଛି ଯିଏକି ମା ଲକ୍ଷ୍ମୀଙ୍କର କୃପା ପାଇବାକୁ ଚାହେଁ ନାହିଁ। ଯଦି ଆପଣମାନେ ମଧ୍ୟ ମା ଲକ୍ଷ୍ମୀଙ୍କର କୃପା ପାଇବାକୁ ଚାହୁଁଥିବେ ତେବେ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।

ବନ୍ଧୁଗଣ ପ୍ରତ୍ୟକ ମଣିଷ ତାର ଜୀ-ବନରେ ବହୁତ ସାରା ଧନ କମାଇବାକୁ ଚାହିଁଥାଏ କାହିଁକି ନା ଧନ ବା ଟଙ୍କା ପଇସା ବିନା ବଞ୍ଚିବା ଅସମ୍ଭବ ହୋଇଥାଏ। ବିନା ଧନରେ ମଣିଷ କିଛିବି କରିପାରିନଥାଏ। ତେଣୁ ବନ୍ଧୁଗଣ ଦୁନିଆରେ ଏମିତିବି ଲୋକେ ଅଛନ୍ତି ଯିଏ ତାଙ୍କ ଜୀ-ବନରେ ଧନ କମାଇବା ଅତି ସହଜ ହୋଇଥାଏ। ଢେର ଟଙ୍କା ରୋଜଗାର କରିପାରିଥାନ୍ତା। ମାତ୍ର ତାଙ୍କ ଜୀ-ବନରେ ଧନର ସଞ୍ଚୟ ହୋଇପାରି ନଥାଏ। ଯେଉଁ କାରଣରୁ ସେମାନେ ଅନେକ ଚିନ୍ତାରେ ରହିଥାନ୍ତି। ତେଣୁ ଆଜିର ଏହି ପୋଷ୍ଟରେ ଏମିତି କିଛି କଥା ମାନ ଜଣାଇବୁ ଯାହାକୁକି କେବଳ ରବିବାର ଦିନ କରିବେ କାରଣ ରବିବାର ହେଉଛି ସୂର୍ଯ୍ୟନାରାୟଣଙ୍କର ଅତି ପ୍ରିୟ ଦିନ। ବନ୍ଧୁଗଣ ଯଦି ଆପଣ ଆପଣଙ୍କ ଘରେ ସୁଖ ସମୃଦ୍ଧି ଚାହୁଁଥାନ୍ତି ତେବେ ରବିବାର ଦିନ ରାତିରେ ଶୋଇବା ସମୟରେ ଆପଣଙ୍କ ମୁଣ୍ଡ ପାଖରେ ଏକ ଗ୍ଲାସ ପାଣିରେ ଅଳ୍ପ କିଛି କ୍ଷୀର ମିଶାଇ ସୋଇ ଯାଆନ୍ତୁ କିନ୍ତୁ ଏହା ଧ୍ୟାନ ଦେବେକି ଯେପରି ସେହି କ୍ଷୀର ଗ୍ଲାସଟି ହାତ ବାଜି ତଳେ ପଡ଼ିନଯାଏ କିମ୍ବା ଢାଳି ନଯାଏ। ଏପରି କ୍ଷୀର ଗ୍ଲାସକୁ ରଖି ଶୋଇବା ପରେ ସକାଳେ ଉଠି ସ୍ନାନ ସୌଚ ଆଦି ସାରି ସେହି ପାଣି ମିଶା କ୍ଷୀରକୁ ନେଇ ଏକ ବରଗଛ ମୂଳରେ ଢାଳି ଦିଅନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କ ଘରେ ଧନ ଟଙ୍କା ପଇସାର ଅଭାବ ରହିନଥାଏ ଏବଂ ଆପଣଙ୍କର ଅଶାନ୍ତି ମନରେ ଶାନ୍ତି ମିଳିଥାଏ।

Google

ଯଦି ଆପଣ ମାନଙ୍କର କୌଣସି କାମ ଅଧାରେ ପଡ଼ି ରହିଛି ପୁରଣ ହୋଇପାରୁନାହିଁ ତେବେ କୌଣସି ଏକ ରବିବାର ଦିନ କଳା କୁକୁରକୁ କିଛି ଖାଇବାକୁ ଦିଅନ୍ତୁ। ଅବା କଳା ରଙ୍ଗର ପକ୍ଷୀ ମାନଙ୍କୁ ଦାନା ଖାଇବାକୁ ଦିଅନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କର ଅଧା ରହିଥିବା କାମ ପୁରଣ ହୋଇଯାଇଥାଏ। ପଡ଼ିରହିଥିବା ସବୁ କାମ ଚାଲିବାକୁ ଲାଗିଥାଏ। ସମସ୍ତ ବା-ଧାବି-ଘ୍ନ ଦୂର ହୋଇଥାଏ। ବନ୍ଧୁଗଣ ଶାସ୍ତ୍ରରେ ଏହା ମଧ୍ୟ ବର୍ଣ୍ଣିତ ଅଛି କି ରବିବାର ଦିନ କଳା ରାଶି ବା କଳା ବିରିକୁ ଦାନ କଲେ ଜୀ-ବନରେ ଆସୁଥିବା ସମସ୍ତ କଷ୍ଟ ଦୂର ହୋଇଥାଏ ଓ ଜୀ-ବନ ସୁଖମୟ ହୋଇଥାଏ। ବନ୍ଧୁଗଣ ରବିବାର ଦିନ ସକାଳୁ ଶୀଘ୍ର ଉଠି ସ୍ନାନ ସୌଚ ଆଦି ସାରି ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ। ଏହି ଜଳ ଦେବା ସମୟରେ ସେହି ଜଳ ଧାରାରେ ବା ଜଳ ନିର୍ଗତ ହେଉଥିବା ଧାରାରେ ସୂର୍ଯ୍ୟ ଦେବଙ୍କୁ ଦର୍ଶନ କରନ୍ତୁ। ଏପରି କରିବା ଦ୍ବାରା ସୂର୍ଯ୍ୟନାରାୟଣଙ୍କର ଅପାର କୃପା ପ୍ରାପ୍ତି ହୋଇଥାଏ। ଆଖିର ଜ୍ୟୋତି ମଧ୍ୟ ବଢ଼ିଥାଏ ଏବଂ ଶରୀରରେ ଥିବା ଅନେକ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ। ଏପରିକି ନିଜ ପରିବାରର ମଧ୍ୟ ରୋଗ ପଶି ପାରେ ନାହିଁ।ଏହା ଛଡ଼ା ଜଳ ଅର୍ପଣ କରିବା ସମୟରେ ଓଁ ବୃଣେ ସୂର୍ଯ୍ୟୟ ନମଃ ଏହି ମନ୍ତ୍ର ଜପ କଲେ ସୂର୍ଯ୍ୟନାରାୟଣଙ୍କ ସମେତ ମା ଲକ୍ଷ୍ମୀଙ୍କର ମଧ୍ୟ ଆଶୀର୍ବାଦ ମିଳିଥାଏ। ବନ୍ଧୁଗଣ ରବିବାର ଦିନ କୌଣସି ଏକ ବରଗଛ ମୂଳରେ ଚାରିମୁଖି ଦୀପଟିଏ ଜା-ଳି ଦିଅନ୍ତୁ। ଏପରି କରିବା ଦ୍ବାରା ବାଣିଜ୍ୟ ବ୍ୟବସାୟରେ ବୃଦ୍ଧି ହେବା ସହିତ ଅନେକ ଲାଭ ମଧ୍ୟ ମିଳିଥାଏ। ଏହା ବ୍ୟତିତ ଘରକୁ ଧନ ଆସିବାର ଅନେକ ବାଟ ଖୋଲି ଯାଇଥାଏ। ଏହା ଛଡ଼ା ଘରକୁ ସମସ୍ତ ପ୍ରକାରର ବାଧା ବି-ଘ୍ନ ବା ସମସ୍ୟା ମାନ ଦୂର ହୋଇଯାଏ।

Google

ବନ୍ଧୁଗଣ ଆପଣ ହୁଏତ ଅନେକ ଟଙ୍କା ରୋଜଗାର କରିଥାନ୍ତି ମାତ୍ର ତାହା ସ୍ଥାୟୀ ଭାବରେ ରହିନଥାଏ ବା ସଞ୍ଚୟ ହୋଇପାରି ନଥାଏ। ବ୍ୟର୍ଥ ଖର୍ଚ୍ଚରେ ସରିଯାଇଥାଏ ସର୍ବଦା ନିଅନ୍ଟ ହୋଇଥାଏ। ଏହି ପରିସ୍ଥିତିରେ ଏକ ଉପାୟ ଟିଏ କରିପାରିବେ। ତାହା ହେଲା କୌଣସି ରବିବାର ଦିନ ସକାଳୁ ଉଠି ସ୍ନାନ ସୌଚ ଆଦି ସାରିବା ପରେ ଏକ ଲାଲ କପଡା ଆଣନ୍ତୁ। ଲାଲ କପଡାରେ ୨୧ ଟି ନିଖୁଣ ଅରୁଆ ଚାଉଳ ରଖିଦିଅନ୍ତୁ। ଏବଂ ତାହାକୁ ବାନ୍ଧି ଏକ ପୁଟୁଳିଟିଏ ବନାଇ ଦିଅନ୍ତୁ ଏବଂ ପୁଜା ଘରେ ମା ଲକ୍ଷ୍ମୀଙ୍କୁ ପୁଜା କରନ୍ତୁ। ଏବଂ ପୁଜା କରିବା ସମୟରେ ନିଜର ମନର ଇଚ୍ଛାକୁ ମା ଲକ୍ଷ୍ମୀଙ୍କୁ କୁହନ୍ତୁ ଏବଂ ସେହି ପୁଜା ସମୟରେ ସେହି ଅରୁଆ ଚାଉଳ ପୁଟୁଳିଟିକୁ ରଖି ଦିଅନ୍ତୁ। ଏବଂ ପୁଜା ସାରିବା ପରେ ସେହି ଅରୁଆ ଚାଉଳର ପୁଟୁଳିକୁ ନିଜର ପୋର୍ସରେ ହେଉ କି ସିନ୍ଦୁକ ହେଉ ଅବା ଟଙ୍କା ପଇସା ରଖିବା ଯାଗା ହେଉ ସେଥିରେ ରଖିଦିଅନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କର ଆର୍ଥିକ ସ-ଙ୍କ-ଟ ଦୂର ହୋଇଥାଏ। ଧନ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। ବନ୍ଧୁଗଣ ପ୍ରତିଦିନ ପ୍ରାତଃ ସମୟରେ ଉଠି ଘରର ମୁଖ୍ୟ ଦ୍ୱାରରେ ଏକ ନୋଟା ପାଣି ଢାଳି ଦିଅନ୍ତୁ। ଏବଂ ଏହାକୁ ପ୍ରତିଦିନ କରନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କର ଘରର ଆର୍ଥିକ ସ-ଙ୍କ-ଟ ଦୂର ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଲେଖି ଦିଅନ୍ତୁ । ମାଆଙ୍କ କୃପା ହେଲେ ଆପଣଙ୍କ ଜୀ-ବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *