Excuse Me Odisha

ଯାହା କହିବୁ ସତ କହିବୁ

ନିଜ ବାହାଘର ହେବା ପାଇଁ ଝିଅ ଦେଖିଗଲେ ଏହି 3ଟି ପ୍ରଶ୍ନ ନିହାତି ପଚାରିବେ।

ସେୟାର୍ କରନ୍ତୁ

ବାହାଘର ଏକ ଜୀ-ବନର ମହତ୍ୱପୂର୍ଣ୍ଣ ଅଂଶ । ଏହା କିଛି ଛୋଟ ଖେଳ ନୁହେଁ ଯେ ହେଲେ ହେବ ନହେଲେ ନାହିଁ। ଏହା ଜୀ-ବନର ଏକ ବଡ ନିଷ୍ପତି ହୋଇଥାଏ। ଆଜି ଆମେ ଆପଣଙ୍କୁ କହିବୁ ଯେ ବାହାଘର ପାଇଁ ଝିଅ ଦେଖିବାକୁ ଗଲେ ଝିଅକୁ କେଉଁ ସବୁ ପ୍ରଶ୍ନ ପଚାରିବେ। ତେବେ ଆସନ୍ତୁ ଜାଣିବା।

1 . “କଣ ମୋ ପରିବାର ସହ ତୁମେ ଖୁସିରେ ରହିପାରିବ ” ? ଏହାପରେ ଝିଅ କଣ କହୁଛି ତାହା ଶୁଣନ୍ତୁ । ସିଏ ଯଦି ରହିବାକୁ ଚାହୁଁନି ତେବେ କଣ ପାଇଁ ରହିବାକୁ ଚାହୁଁନି ଏବଂ ଯଦି ରହିବାକୁ ଚାହୁଁଚି ତେବେ ଖୁସିରେ ରହିବ କି ନାହିଁ ଇତ୍ୟାଦି ଜାଣିବାକୁ ଚେଷ୍ଟା କରନ୍ତୁ।

2. “କଣ ତୁମେ ଚାକିରୀ କରିବା ପାଇଁ ଇଚ୍ଛା ରଖୁଛ” ? ଏହି ପ୍ରଶ୍ନ ଝିଅକୁ ପଚାରିବା ସହ ନିଜ ବାପମାଆଙ୍କୁ ମଧ୍ୟ ପଚାର ଯେ ଝିଅଟି ବାହାହେଲା ପରେ ଚାକିରୀ କଲେ ତାଙ୍କର କିଛି ଅସୁବିଧା ଅଛି କି ନାହିଁ। ଏହି ସବୁ କଥା ନ ପଚାରି ଲୁଚାଇ ରଖିଲେ ନିଜେ ଅସୁବିଧାରେ ପଡିପାରନ୍ତି ସେଥିପାଇଁ ସବୁ ଜିନିଷ ପଚାରନ୍ତୁ। ଏହାପରେ ଆପଣ ବାହାହେବେ କି ନାହିଁ  ନିଷ୍ପତି ନେବେ।

Google

3. “ତୁମର ସ୍ୱପ୍ନ କଣ ଅଛି” ?  ପ୍ରକୃତରେ ଝିଅଙ୍କର ବହୁତ କିଛି ସ୍ୱପ୍ନ ଥାଏ। ଯଦି ସେମାନେ ଯାହା ଚାହୁଁଛନ୍ତି ଆପଣଙ୍କ ଘରେ ତାକୁ ମିଳିନଥାଏ ଅର୍ଥାତ ଯେପରିକି କିଛି କାମ କରିବାକୁ ଚାହୁଁଛନ୍ତି ଆଗକୁ ବଢିବାକୁ ଚାହୁଁଛନ୍ତି କିନ୍ତୁ ଆପଣଙ୍କ ଘର ଲୋକ ତାହା କରାଇଦେବେ ନାହିଁ ତେବେ ସେ କେବେ ମଧ୍ୟ ଖୁସିରେ ରହିବେନି ଏବଂ ଫଳରେ ଝ-ଗ-ଡା ହେବ ଏହାସହ ସମ୍ପର୍କରେ ମଧ୍ୟ ଫାଟ ସୃଷ୍ଟି ହେବ । ସେଥିପାଇଁ ଏହା ଏତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ଆପଣ ତାଙ୍କ ସ୍ୱପ୍ନ  ବିଷୟରେ ଆଗ ପଚାରନ୍ତୁ। ଏହାପରେ ଏହି ବିଷୟରେ ନିଜ ବାପମାଆଙ୍କ ସହ କଥା ହୁଅନ୍ତୁ।

ଏହି ସବୁ ପ୍ରଶ୍ନ ପଚାରିବେ ପରେ ଆପଣ ତାଙ୍କୁ ଏକ ପ୍ରଶଂସା କଲା ପରି କିଛି କେହିଦେବେ । ଯାହାଫଳରେ ତାଙ୍କୁ ବହୁତ ଖୁସି ଲାଗିବ କାରଣ ସେ ସେହିସମୟରେ ଖାସ ଆପଣଙ୍କ ପାଇଁ ହିଁ ସଜେଇ ହୋଇଥାନ୍ତି । ବହାହେବ କି ନାହିଁ ସେଇଟା ପର କଥା କିନ୍ତୁ ଯେହେତୁ ସେ ଆପଣଙ୍କ ପାଇଁ ସଜେଇ ହୋଇଛନ୍ତି ସେଥିପାଇଁ ଆପଣ ତାଙ୍କୁ କିଛି ପ୍ରଶଂସା କଲା ପରି କଥା କହିବା ଉଚିତ। ଏହା ସହିତ ଆପଣ ତାଙ୍କୁ କେବେ ବି-ଚା-ରପ-ତି ପରି ପ୍ରଶ୍ନ କରିବେ ନାହିଁ। ଯେପରିକି ଏଇଟା ଆସୁଛି କି ନାହିଁ , ସେଇଟା ଆସୁଛି କି ନାହିଁ ଇତ୍ୟାଦି ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *