Excuse Me Odisha

ଯାହା କହିବୁ ସତ କହିବୁ

ଆଜିଠାରୁ ଆଗାମୀ ୧ ମାସ ପର୍ଯ୍ୟନ୍ତ ଏହି ୫ ଟି ରାଶିରେ ରହିବ ରାଜଯୋଗ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ରାତି ଠାରୁ ଗ୍ରହରେ ବନିବାକୁ ଯାଉଛି ଏକ ଅଦ୍ଭୁତ ମହାସଂଯୋଗ। ଯାହାଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପାରୁ ଏହି ୬ଟି ରାଶିର ଭାଗ୍ୟ ଚମକି ଉଠିବ। ଜ୍ୟୋତିଷ ଶାସ୍ତ୍ରରେ ହିନ୍ଦୁ ଧର୍ମର ବିଶେଷ ମହତ୍ତ୍ୱ ରହିଛି। ଏହି ଆଧାରରେ ଜ୍ୟୋତିଷ ବିଜ୍ଞାନୀମାନେ ଭବିଷ୍ୟବାଣୀ କରିଥାନ୍ତି। ଗ୍ରହଙ୍କର ସ୍ଥାନ ପରିବର୍ତନ ଅନୁସାରେ ଏହା ପ୍ରଭାବ ରାଶି ଉପରେ ମଧ୍ୟ ପଡ଼ିଥାଏ। କେଉଁ ରାଶି ଉପରେ ସକା-ରା-ତ୍ମ-କ ତ କେଉଁ ରାଶି ଉପରେ ନକା-ରା-ତ୍ମ-କ ପ୍ରଭାବ ଦେଖିବାକୁ ମିଳିଥାଏ। ତେବେ ଆଜିଠାରୁ ଏହି ଗ୍ରହଙ୍କ ପରିବର୍ତନ ଯୋଗୁ ୫ ଗୋଟି ରାଶିଙ୍କ ଭାଗ୍ୟ ବଦଳିବାକୁ ଯାଉଛି। ଏମାନଙ୍କର ଉପରେ ମା ଲକ୍ଷ୍ମୀଙ୍କର ଅପାର କୃପା ପ୍ରାପ୍ତ ହେବ। ଯାହା ଫଳରେ ଘରକୁ ଧନର ଆଗମନ ହେବ। ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ। ସେଥି ପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।

ବୃଷ ରାଶି:-

ଏହି ରାଶିର ଲୋକମାନଙ୍କର ଆଗାମୀ ସମୟରେ ଏକ ବଡ଼ ପରିବର୍ତନ ଦେଖିବାକୁ ମିଳିବ। ଗ୍ରହ ମାନଙ୍କର ମହାସଂଯୋଗ ପ୍ରଭାବରୁ ଆପଣଙ୍କର ଜୀ-ବନରେ ବେଶ ସୁଖ ସମୃଦ୍ଧି ଆସିଯିବ। ଆରମ୍ଭରେ ଟିକେ ସନ୍ଦେହରେ ରହିପାରନ୍ତି। କିନ୍ତୁ ସମୟ ଏବଂ ପରିବର୍ତନକୁ ଆପଣେଇ ଆପଣ ଶୁଭ ଫଳ ପ୍ରାପ୍ତ କରିପାରିବେ। ଆପଣଙ୍କୁ ଧନ ପ୍ରାପ୍ତି ହେବ। ଆପଣଙ୍କର ଘରକୁ ଧନର ଆଗମନ ହେବାକୁ ଲାଗିବ। ମା ଲକ୍ଷ୍ମୀଙ୍କର ଅପାର କୃପା ଆପଣଙ୍କର ଉପରେ ରହିବ। ଆପଣଙ୍କର ସ୍ବାସ୍ଥ୍ୟ ଠିକ ରହିବ।

Google

ସିଂହ ରାଶି:-

ଆଜି ଠାରୁ ଏହି ରାଶିର ଜାତକରେ ବେଶ ଶୁଭଫଳ ପ୍ରାପ୍ତ ହେବାକୁ ଯାଉଛି। ଧନ ଉପାର୍ଜନ କରିବାର ଆପଣ ଅନେକ ନୂତନ ଅବସର ପ୍ରାପ୍ତ କରିବେ। ଆର୍ଥିକ କ୍ଷେତ୍ରରେ ମଧ୍ୟ ଲାଭବାନ ହେବେ। ଏବଂ ସୁଖ ସମ୍ପତିରେ ମଧ୍ୟ ବୃଦ୍ଧି ହେବ। ବ୍ୟବସାୟ ବାଣିଜ୍ୟରେ ମଧ୍ୟ ଆପଣ ଉନ୍ନତି କରିବେ। ମା ଲକ୍ଷ୍ମୀଙ୍କର ଅପାର କୃପାରୁ ଆପଣଙ୍କର ଘରକୁ ଧନର ଆଗମନ ହେବ। କୌଣସି ସ୍ଥାନରୁ ଗୁପ୍ତ ଧନ ମଧ୍ୟ ପ୍ରାପ୍ତି ହୋଇପାରେ।

ବିଛା ରାଶି:-

ଆଜି ଠାରୁ ଆପଣଙ୍କର ଜୀ-ବନରେ ଅନେକ ଶୁଭ ଫଳ ପ୍ରାପ୍ତି କରିବେ। ଯାହା ଦ୍ବାରା ଆପଣଙ୍କର ଅଧୁରା ସ୍ୱପ୍ନ ପୂରଣ ହେବ। ପରିବାର ଲୋକଙ୍କ ଠାରୁ ସ୍ନେହ ଶ୍ରଦ୍ଧା ପାଇବେ। ଏକ ନୂତନ ମାର୍ଗକୁ ଆପଣେଇ ଜୀ-ବନକୁ ଆଗେଇ ନେବେ। ଏହି ସମୟରେ ଆପଣ ଭାଗ୍ୟର ବେଶ ସମର୍ଥନ ପାଇବେ।ମା ଲକ୍ଷ୍ମୀଙ୍କର ଅପାର କୃପାରୁ ଆପଣଙ୍କୁ ଧନ ଲାଭ ହେବ।

ତୁଳା ରାଶି:-

ଏହି ଗ୍ରହ ମାନଙ୍କର ପରିବର୍ତନ ଆପଣଙ୍କ ପାଇଁ ଅନେକ ଖୁସି ନେଇ ଆସିଛି। ମା ଲକ୍ଷ୍ମୀଙ୍କର ବିଶେଷ କୃପା ଆପଣଙ୍କର ଉପରେ ରହିବ। ପ୍ରେମ ସମ୍ବୋଦ୍ଧରେ ସଫଳ ହେବେ।ଏକ ସଚୋଟ ଜୀ-ବନସାଥୀ ଆପଣେଇ ପାରିବେ। ବ୍ୟବସାୟ ବାଣିଜ୍ୟରେ ଆପଣ ଉନ୍ନତି କରିବେ। ଆପଣଙ୍କୁ କୌଣସି ସ୍ଥାନରୁ ଗୁ-ପ୍ତ ଧନ ପ୍ରାପ୍ତ ହୋଇପାରେ। ମା ଲକ୍ଷ୍ମୀଙ୍କର କୃପାରୁ ଆପଣଙ୍କ ଗୃହକୁ ଧନର ଆଗମନ ହେବ। ଆପଣଙ୍କର ସ୍ବାସ୍ଥ୍ୟ ଠିକ ରହିବ। ଆଗାମୀ ଏକ ମାସ ମଧ୍ୟରେ ଏକ ସଚୋଟ ଜୀ-ବନସାଥୀ ପାଇବାର ଯୋଗ ରହିଛି।

Google

କୁମ୍ଭ ରାଶି:-

ଏହି ଗ୍ରହମାନଙ୍କର ପରିବର୍ତନ ଏହି ରାଶିର ଲୋକମାନଙ୍କ ପାଇଁ ଅନେକ ଶୁଭ ଫଳ ଆଣିକରି ଆସିବ। ମା ଲକ୍ଷ୍ମୀଙ୍କର ଅପାର କୃପା ଆପଣଙ୍କୁ ପ୍ରାପ୍ତ ହେବ। ଆଗାମୀ ଦିନ ମାନଙ୍କରେ ସରକାରୀ କାର୍ଯ୍ୟ ଗୁଡ଼ିକରେ ଲାଭ ମିଳିବାର ଯୋଗ ବନୁଅଛି। ଏହା ବ୍ୟତିତ ଆପଣଙ୍କର ସ୍ୱଭାବରେ ଅତିରିକ୍ତ ଉର୍ଜାର ପ୍ରଭାବ ରହିବ। ପରିବାରରେ ସୁଖ ଶାନ୍ତିର ବାତାବରଣରହିବ। ଏବଂ ଅଧିକ ଧନ ପ୍ରାପ୍ତିର ମଧ୍ୟ ଯୋଗ ରହିଛି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀ-ବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *