Excuse Me Odisha

ଯାହା କହିବୁ ସତ କହିବୁ

୨୭ ଫେବୃୟାରୀକୁ ରହିଛି ମାଘ ପୂର୍ଣ୍ଣିମା, ମା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ କରନ୍ତୁ ଏହି ଉପାୟ, ଧନ ପ୍ରାପ୍ତି ହେବ।

ସେୟାର୍ କରନ୍ତୁ

୨୭ ଫେବୃୟାରୀ ୨୦୨୧ ଦିନ ଶନିବାର ଦିନ ମାଘ ମାସର ପୂର୍ଣ୍ଣିମା ତିଥି ପଡୁଛି। ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ପ୍ରତ୍ୟେକ ମାସ ପୂର୍ଣ୍ଣିମା ତିଥିରୁ ନୂଆ ମାସର ଆରମ୍ଭ ହୋଇ ଯାଇଥାଏ। ମାଘ ମାସ ପୂର୍ଣ୍ଣିମା ତିଥିରେ ନୂଆ ମାସରେ ସ୍ନାନ ଏବଂ ଦାନ କରିବାର ବିଶେଷ ମହତ୍ୱ ମାନା ଯାଇଥାଏ। ଏଭଳି ମାନା ଯାଇଥାଏ କି ଯଦି ମଣିଷ ଏହିଦିନ ଦାନ କରେ, ତେବେ ଦାନ କରିବାର ମହତ୍ୱର ୩୨ ଗୁଣ ଫଳ ମିଳି ଥାଏ। ମାଘ ମାସ ପୂର୍ଣ୍ଣିମା ଦିନ ଚନ୍ଦ୍ରଦେବ ସହିତ ପାଳନ କର୍ତ୍ତା ଭଗବାନ ବିଷ୍ଣୁଙ୍କ ପୂଜାର୍ଚ୍ଚନା କରିବାର ବିଧାନ ରହିଛି।

ଧାର୍ମିକ ଦୃଷ୍ଟିରୁ ଦେଖିବାକୁ ଗଲେ ମାଘ ମାସ ପୂର୍ଣ୍ଣିମା ତିଥିକୁ ବହୁତ ମହତ୍ୱପୂର୍ଣ୍ଣ ତିଥି ବୋଲି ବିଚାର କରାଯାଏ। ଯଦି ଆପଣ ଏହିଦିନ କିଛି ବିଶେଷ ଉପାୟ କରିବେ ତାହେଲେ ଏହାଦ୍ବାରା ଆପଣଙ୍କ ଜୀବନରେ ଧନ ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ ଏବଂ ଆପଣଙ୍କୁ ଧନ ପ୍ରାପ୍ତ ହେବାର ଯୋଗ ରହିଛି। ଯଦି ଆପଣଙ୍କର ଧନ ବୃଦ୍ଧି ପାଇଁ ଇଚ୍ଛା ରହିଛି, ତାହେଲେ ଆପଣ ମାଘ ପୂର୍ଣ୍ଣିମା ଦିନ ଏହି ଉପାୟ କରି ପାରିବେ।

Google

ମାଆ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ –

ଯେପରି ଆମେ ଜାଣି ଥାଉ କି ଧନର ଦେବୀ ମାତା ଲକ୍ଷ୍ମୀଙ୍କୁ କୁହାଯାଏ। ଯଦି କୌଣସି ବ୍ୟକ୍ତି ଉପରେ ଦେବୀ ଲକ୍ଷ୍ମୀଙ୍କ କୃପା ପଡେ, ସେହି ବ୍ୟକ୍ତିର ଧନର ସମସ୍ୟା ଦୂର ହୋଇଥାଏ ଏବଂ ବ୍ୟକ୍ତିର ଜୀବନ ସୁଖରେ ପରିପୂର୍ଣ୍ଣ ହୋଇ ଯାଏ । ଯଦି ଆପଣ ଦେବୀ ଲକ୍ଷ୍ମୀଙ୍କ କୃପା ଲାଭ କରିବାକୁ ଚାହୁଁଛନ୍ତି, ତାହେଲେ ମାଘ ପୂର୍ଣ୍ଣିମାରେ ଘରର ପୂଜା ଘରେ ୧୧ କଉଡ଼ି ରଖନ୍ତୁ ଏବଂ ସେହି ଉପରେ ହଳଦୀର ତୀଳକ କରନ୍ତୁ। ଏହାପରେ ଦେବୀ ଲକ୍ଷ୍ମୀଙ୍କର ବିଧିବିଧାନ ସହିତ ପୂଜାର୍ଚ୍ଚନା କରନ୍ତୁ।

ଯେତେବେଳେ ଆପଣଙ୍କ ପୂଜା ସମ୍ପନ୍ନ ହୋଇଯିବ, ସେହି କଉଡ଼ିକୁ ସେପରି ରହିବାକୁ ଦିଅନ୍ତୁ। ପୂର୍ଣ୍ଣିମା ପରଦିନ ସ୍ନାନ ସାରି ମାତା ଲକ୍ଷ୍ମୀଙ୍କୁ ପ୍ରଣାମ କରି ଘରେ ପ୍ରାର୍ଥନା କରି ସେହି କଉଡ଼ିକୁ ଗୋଟିଏ ଲାଲ କପଡା ରେ ବାନ୍ଧି ଦିଅନ୍ତୁ। ଏବେ ଏହି ପୋଟଳୀକୁ ନିଜ ଧନ ଭଣ୍ଡାରରେ ରଖି ଦିଅନ୍ତୁ। ଏଭଳି କୁହାଯାଏ କି ଏହି ଉପାୟ କରିବା ଦ୍ଵାରା ଧନର ଦେବୀ ମାଆ ଲକ୍ଷ୍ମୀଙ୍କ କୃପା ରହିବ। ଏହାଦ୍ବାରା ଘରେ କେବେବି ଟଙ୍କାର ଅଭାବ ହୁଏ ନାହିଁ।

Google

ଚନ୍ଦ୍ରର ଏହି ମନ୍ତ୍ର ଦ୍ୱାରା ଧନ ସମ୍ବନ୍ଧିତ ସମସ୍ୟା ହେବ ଦୂର –

ଯଦି ଆପଣ ନିଜ ଜୀବନରେ ଧନ ସହିତ ଜଡ଼ିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତାହେଲେ ଏଥିପାଇଁ ଆପଣଙ୍କୁ ମାଘ ମାସ ପୂର୍ଣ୍ଣିମା ତିଥି ଦିନ କୌଣସି ପାତ୍ରରେ କଞ୍ଚା କ୍ଷୀର ଓ ସେଥିରେ ଚିନି ଓ ଚାଉଳ ମିଶାଇ ଦିଅନ୍ତୁ ଏବଂ ଚନ୍ଦ୍ରର ମନ୍ତ୍ର “ଓଁ ସ୍ତ୍ରାଂ ସ୍ତ୍ରୀଂ ସଃ ଚନ୍ଦ୍ରମାସେ ନମଃ ” ର ଉଚ୍ଚାରଣ କରି ଚନ୍ଦ୍ରକୁ ଅର୍ଘ୍ୟ ଅର୍ପଣ କରନ୍ତୁ। ଏଭଳି ମାନା ଯାଇଥାଏ କି ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ଧନ ସହିତ ସବୁ ଚିନ୍ତା ଦୂର ହେବ।

ତୁଳସୀ ପୂଜା କରନ୍ତୁ –

ଯଦି ଆପଣଙ୍କର ଭଗବାନ ବିଷ୍ଣୁଙ୍କ ସହିତ ଦେବୀ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ କରିବାକୁ ଚାହୁଁଛନ୍ତି , ତାହେଲେ ମାଘ ମାସ ପୂର୍ଣ୍ଣିମା ତିଥି ରେ ତୁଳସୀ ଗଛ ରପୂଜା ନିଶ୍ଚିତ ଭାବରେ କରନ୍ତୁ। ଏହି ତିଥିରେ ତୁଳସୀ ଗଛ ସାମ୍ନାରେ ଶୁଦ୍ଧ ଗାଈ ଘିଅର ଦୀପ ପ୍ରଜ୍ବଳନ କରନ୍ତୁ ଏବଂ ତୁଳସୀ ଗଛ ଚାରି ପଟେ ୧୧ ଥର ପରିକ୍ରମା କରନ୍ତୁ। ଏହି ଉପାୟ କରିବା ଦ୍ୱାରା ଭଗବାନ ବିଷ୍ଣୁଙ୍କ କୃପା ଦ୍ୱାରା ଆପଣଙ୍କ ଜୀବନରେ ସବୁ ଦୁଃଖ କଷ୍ଟ ଦୂର ହୋଇ ହେବ ଏବଂ ଆପଣଙ୍କ ଜୀବନରେ ସବୁ ଦୁଃଖକଷ୍ଟ ଦୂର ହେବ। ଖାଲି ଏହା ନୁହେଁ ଦେବୀ ଲକ୍ଷ୍ମୀଙ୍କ କୃପା ମଧ୍ୟ ଆପଣଙ୍କ ଉପରେ ସର୍ବଦା ରହିବ।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଲେଖି ଦିଅନ୍ତୁ । ମାଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *