Excuse Me Odisha

ଯାହା କହିବୁ ସତ କହିବୁ

ଘରେ ସବୁବେଳେ ଧନର ଅଭାବ ରହୁଥିଲେ କରନ୍ତୁ ଏହି ଗୋଟିଏ କାମ ପୁଣି ଦେଖନ୍ତୁ ଚମ-ତ୍କା-ର।

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ଆମେ ବାଡ଼ିରେ ଯଦି କଦଳୀ ଗଛ ଅଛି ତେବେ କଣ ସାବଧାନ ରହିବା ସେହି ବିଷୟରେ ଆଲୋଚନା କରିବୁ। ଆମ ହିନ୍ଦୁ ଧର୍ମରେ କଦଳୀ ଗଛକୁ ଆମେ ଭଗବାନଙ୍କ ଭୋଳି ପୁଜା କରିଥାଉ ଏବଂ ଏହି କଦଳୀ ଗଛକୁ ଶୁଭର ପ୍ରତୀକ ଭାବେ ମଧ୍ୟ ମାନିଥାଉ। ଏବଂ ସମସ୍ତ ଶୁଭ କାର୍ଯ୍ୟରେ ଏହି କଦଳୀ ଗଛର ଆବଶ୍ୟକତା ପ୍ରଥମେ ରହିଥାଏ ଏବଂ କଦଳୀ ଗଛର ଫଳକୁ ମଧ୍ୟ ଆମେ ବିଭିନ୍ନ ପୁଜା ଏବଂ ଖାଦ୍ୟ ରୁପେ ବ୍ୟବହାର କରିଥାଉ। ଶରୀର ବୃଦ୍ଧିରେ ମଧ୍ୟ ଏହି କଦଳୀକୁ ଆମେ ଖାଇଥାଉ। ପ୍ରାୟତଃ ଲୋକମାନଙ୍କର କଦଳୀ ବହୁତ ପ୍ରିୟ ହୋଇଥାଏ। କିନ୍ତୁ ଯଦି ଆମେ ଏହି କଦଳୀ ଗଛକୁ ଠିକ ଭାବରେ ଏବଂ ଠିକ ସ୍ଥାନ ଏବଂ ଦିଗରେ ଲଗେଇବା ନାହିଁ ତ ଆମକୁ ବର୍ବାଦ ହେବାରୁ କେହିବି ଅଟକାଇ ପାରିବେ ନାହିଁ।

Google

କଦଳୀ ଗଛକୁ ସର୍ବଦା ଘରର ଉତର ଦିଗରେ ଲଗେଇବା ଉଚିତ। ଏହି କଦଳୀ ଗଛକୁ ଉଚିତ ସମୟରେ ଲଗେଇବା ଆବଶ୍ୟକ। ଏବଂ ଯେଉଁମାନେ ବିବାହ କରିନାହାଁନ୍ତି ସେମାନେ ଏହି କଦଳୀ ଗଛକୁ ଲଗେଇବା ଉଚିତ ନୁହେଁ। ଏହାକୁ ଘରର ମୁରବି କିମ୍ବା ବୟସ୍କ ବ୍ୟକ୍ତି ଲଗେଇବା ଉଚିତ। ଏବଂ କେବେବି ଏହି କଦଳୀ ଗଛକୁ କାଟିବେ ନାହିଁ। ଏହି ଗଛକୁ କାଟିବା ଦ୍ବାରା ଆପଣଙ୍କର ବୃହସ୍ପୋତି ଗ୍ରହର ଖରାପ ପ୍ରଭାବ ପଡ଼ିବ ଓ ତା ଛଡ଼ା ଜୀବନରେ କେବେବି ବିବାହ ହୋଇପାରିବ ନାହିଁ। ଏବଂ ଆପଣ ଚେଷ୍ଟା କରିବେ ଘରର କିଛି ଦୂରତାରେ ହିଁ ଏହି ଗଛକୁ ଲଗେଇବା ପାଇଁ। କାରଣ ଏହି ଗଛ ସହିତ ଥିବା ଅନେକ ଖରାପ ଶକ୍ତି ମଧ୍ୟ ଦୁରରେ ରହେ। ତେଣୁ ଏହାକୁ ଘର ଠାରୁ ଟିକେ ଦୂରତାରେ ଲଗେଇବା ଉଚିତ। ଯଦି ବୃହସ୍ପୋତି ଗ୍ରହ ଥାଏ ତେବେ ସେମାନେ ପ୍ରତ୍ୟକ ଗୁରୁବାର ଦିନ ଏହି କଦଳୀ ଗଛରେ ପାଣି ଦେବେ। ଏପରି କଲେ ଆପଣଙ୍କର ଗ୍ରହ ଦୋଷ କଟିଯିବ।ଏବଂ ବିବାହ ମଧ୍ୟ ହୋଇପାରିବ। ଏବଂ କେବେବି ଅଯଥାରେ ଏହି ଗଛକୁ କାଟିବେ ନାହିଁ। କିମ୍ବା ଏହାର ପତ୍ରକୁ ମଧ୍ୟ ଛିଡାଇବେ ନାହିଁ। ଏପରି କଲେ କେବେବି ଧନର ପ୍ରାପ୍ତି ହେବ ନାହିଁ। ଘରର ବାଡ଼ିରେ ଜେବେବି କଦଳୀ ଗଛ ଲଗେଇବେ ତେବେ ତାହା ଉତର କୋଣରେ ଲଗେଇବା ଉଚିତ। ଏହା ଦ୍ବାରା ଆମକୁ ଧନର ପ୍ରାପ୍ତି ମଧ୍ୟ ହୋଇଥାଏ। ଏବଂ ସର୍ବଦା ଚେଷ୍ଟା କରିବେ କି କଦଳୀ ଗଛକୁ କିପରି ଯତ୍ନ ନେବେ ଏବଂ ତାକୁ ସବୁବେଳେ ପୂଜା କରିବେ ଓ ସମ୍ମାନ ଦେବେ। ଏପରି କରିବା ଦ୍ବାରା ଆପଣଙ୍କର ଜୀବନ ଜାକର ଧନର କୌଣସି ଅଭାବ ଦେଖାଯିବ ନାହିଁ। ଏହାକୁ ଯଦି ଆମେ ଅସମ୍ମାନ କରିବା ତେବେ ଆମ ଘରରେ କେବେବି ଶାନ୍ତି ଦେଖାଯିବ ନାହିଁ ଏବଂ ସବୁବେଳେ ଦୁଃଖ ଦେଖାଯିବ। ଅଭାବ ଅନଟନ ମଧ୍ୟ ଜାରୀ ରହିବ।ଏବଂ ଅବିବାହିତ ବ୍ୟକ୍ତିର ମଧ୍ୟ କେବେବି ବିବାହ ହୋଇପାରିବ ନାହିଁ। ସେଥି ପାଇଁ ଆମେ ସର୍ବଦା ଚେଷ୍ଟା କରିବା ଯଦି ଆମେ କଦଳୀ ଗଛ ଲଗାଉଛେ ତେବେ ତାର କିଭଳି ସଠିକ ଯତ୍ନ ନେବା ଏହା ଉପରେ ଅଧିକ ଧ୍ୟାନ ଦେବା ଉଚିତ। ତା ସହିତ ବନ୍ଧୁଗଣ ଆପଣଙ୍କ ଘରେ କେବେବି ଟୋଙ୍କା ଟେକୁ ନାହିଁ ବା ରହୁନାହିଁ ତାହେଲେ ଆପଣ ଏହି ଉପାୟକୁ କରିପାରିବେ। ଜୀବନରେ ଉନ୍ନତି ଏବଂ ଟୋଙ୍କା ଆୟ କରିବାର ସ୍ୱପ୍ନ ସମସ୍ତେ ଦେଖିଥାନ୍ତି ଓ ଏହାକୁ ପାଇବା ପାଇଁ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି। କେତେଥର ବହୁତ ଚେଷ୍ଟା କରିବା ପରେ ମଧ୍ୟ ଉଚିତ ସଫଳତା ମିଳିନଥାଏ। ବାସ୍ତୁ ଶାସ୍ତ୍ରଅନୁସାରେ ଉନ୍ନତି କରିବା ପାଇଁ କେତେକ ଲୋକମାନେ ବିଭିନ୍ନ ପ୍ରକାରର ଉପାୟବି କରିଥାନ୍ତି। ଯଦି ଆପଣଙ୍କର ବି ଏମିତି କିଛି ସମସ୍ୟା ହୋଇଥାଏ ।

Google

ତେବେ ଆସନ୍ତୁ ଜାଣିନେବା ସେହି ଖାସ ଉପାୟଟି କୋଣ।ଯଦି ଆପଣ ଖାଇବା ସୋମ୍ଵଦ୍ଧିତ କୌଣସି ବ୍ୟବସାୟ କରିବାକୁ ଚାହୁଁଛନ୍ତି ଯେମିତିକି ହୋଟେଲ, ରେଷ୍ଟରାନ୍ଟ ଇତ୍ୟାଦି ତେବେ ଆପଣ ଦୋକାନରେ ଗାଈ ଏବଂ ବାଛୁରୀର ମୂର୍ତି ରଖନ୍ତୁ। ଏମିତି କରିବା ଦ୍ବାରା ଆପଣଙ୍କ ବ୍ୟବସାୟରେ ଉନତି ହେବ। ଯଦି ସୁନା ଚାନ୍ଦିର ଗହଣା ଜନିତ ବ୍ୟବସାୟ କରିବାକୁ ଚାହୁଁଛନ୍ତି ତେବେ ନିଜର ବିଜନେସକୁ ବଢ଼ାଇବା ପାଇଁ ନିଜର ବେଡ଼ରୁମରେ ଚାନ୍ଦିରେ ତିଆରି ମୟୁର ରଖନ୍ତୁ।ବାସ୍ତୁଶାସ୍ତ୍ର ଅନୁସାରେ ଏହି ଭୋଳି କରିବା ଦ୍ବାରା ସମସ୍ତ ବାଧା ଦୂର ହୋଇଯାଇଥାଏ। ଯଦି ଆପଣ ଗାଡି ସୋମ୍ଵଦ୍ଧିତ କୌଣସି ବିଜନେସ କରୁଛନ୍ତି ତେବେ ନିଜର ସୋରୁମରେ ଭଗବାନଙ୍କ ମୂର୍ତି ପାଖରେ ଏକ ପିରାମିଡ ମଧ୍ୟ ରଖନ୍ତୁ। ଅଳ୍ପ ଦିନରେ ହିଁ ଦେଖିବେ ଆପଣ ଉଚ୍ଚରେ ବଢ଼ିବାକୁ ଲାଗିବେ। ପିଜୁଳି ସମ୍ବୋଦ୍ଧିତ ବିଜନେସ କରିବା ପାଇଁ ନିଜର ବେଡ଼ରୁମରେ କ୍ରିସଟାଲର ,,,, ରଖିବା ବାସ୍ତୁ ଶାସ୍ତ୍ର ଅନୁସାରେ ବହୁତ ଶୁଭ ହୋଇଥାଏ। ଅନ୍ୟ ପଟେ ବସ୍ତ୍ର ବିଜନେସରେ ଟଙ୍କା ଆୟ କରିବା ପାଇଁ ଦୁକାନର ମୁଖ୍ୟ କବାଟରେ ନାଲି ରଙ୍ଗର କପଡା ଟାଙ୍ଗି ରଖିବା ଉଚିତ। ଏହା ଦ୍ବାରା ବିଜନେସ ବିନା ବାଧାରେ ଆଗକୁ ବଢ଼ିବ।

ତ ବନ୍ଧୁଗଣ ଯଦି କଦଳୀ ଗଛକୁ ଲଗଉଛନ୍ତି ତାହେଲେ ଏହି ସବୁକଥାର ଧ୍ୟାନ ରଖିବା ସହ ଯଦି ଆପଣଙ୍କ ଘରେ ଉନ୍ନତି ହେଉନାହିଁ ତାହେଲେ ଏହି ସବୁ ଜିନିଷକୁ ନିଜ ଘରେ ରଖନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *