Excuse Me Odisha

ଯାହା କହିବୁ ସତ କହିବୁ

ଏପରି ଯଦି ସ୍ୱପ୍ନ ଆସେ ତେବେ ଆପଣଙ୍କ ସହିତ ହୋଇପାରେ ଦୁର୍ଘଟଣା।

ସେୟାର୍ କରନ୍ତୁ

ଆପଣ ଯଦି ସ୍ୱପ୍ନରେ ହାତୀ ଦେଖନ୍ତି ତେବେ ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହେବା ସହ ଆପଣଙ୍କ ରୋଜଗାର କ୍ଷେତ୍ରରେ ମଧ୍ୟ ଅଗ୍ରଗତି ଦେଖାଦେବ।

ଯଦି ଆପଣ ନଦୀରେ ପହଁରୁଥିବାର ଦେଖନ୍ତି ତେବେ ଆପଣଙ୍କ ବିପନ୍ନତା ଦୁରହେବ। ଆପଣଙ୍କ ଧନ, ଜନ ,ଗୋପଲଷ୍ମୀ ଆପଣଙ୍କ ଘରେ ଭରପୁରମାତ୍ରାରେ ରହିବ।

ଯଦି ଆପଣ ସ୍ବପ୍ନରେ ନିଜ ପିନ୍ଧା ଲୁଗାକୁ କଣ୍ଟା କିମ୍ବା ତାରରେ ଲାଗିଯାଇଥିବା ଦେଖନ୍ତି ତେବେ ତାହା ଆପଣଙ୍କ ପାଇଁ ଦୁଃଖର ସମ୍ବାଦ ନେଇଆସିଥାଏ। ଆପଣ ସମସ୍ୟାରେ ପଡିପାରନ୍ତି।

ଯଦି ଆପଣ ସ୍ୱପ୍ନରେ ନିଜକୁ ଘୋଡାଗାଡିରେ ବସିଥିବାର ଦେଖନ୍ତି ତେବେ ତାହା ଆପଣଙ୍କ ପାଇଁ ଧନ ପ୍ରାପ୍ତିର ସଂକେତ ଅଟେ।

ଯଦି ଆପଣ ସ୍ୱପ୍ନରେ ସମୁଦ୍ର ମଧ୍ୟରେ ଥିବା ଜାହାଜ ଉପରେ ବସିଥିବାର ଦେଖନ୍ତି ତେବେ ଆପଣ ମକଦମାରେ ପଡିପାରନ୍ତି , ଏହାସହିତ ଆପଣଙ୍କ ପରାଜୟ ହେବା ସହ ବହୁତ ଅର୍ଥ ମଧ୍ୟ ହାନି ହୋଇଥାଏ

Google

ଯଦି ଆପଣ ପିଲା କାନ୍ଦୁଥିବାର ସ୍ୱପ୍ନ ଦେଖନ୍ତି ତେବେ କୌଣସି ଭୟଙ୍କର ସଂକଟର ଆପଣ ସମ୍ମୁଖୀନ ହେବାକୁ ଯାଉଛନ୍ତି।

ଯଦି ଆପଣ ନିଜ ଆଗରେ କୌଣସି ପିଲା ଜନ୍ମ ହେବାର ଦେଖନ୍ତି ତେବେ ଖୁବ ସାବଧାନ ରହିବା ଦରକାର ,ଭବିଷ୍ୟତରେ ବଡ ଧରଣର ଦୁର୍ଘଟଣା ହୋଇପାରେ।

ଯଦି ଆପଣ ସ୍ୱପ୍ନରେ କୌଣସି ମୃତ ବ୍ୟକ୍ତି ସହ ମିତ୍ରତା କରୁଛନ୍ତି ତେବେ ତାହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ବହୁତ ଲାଭ ହେବ । ଆପଣ ଉନ୍ନତି ଆଡକୁ ଗତି କରିବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *