Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ଅନୁଚିନ୍ତାରେ ଆମେ ୧୦ ଟି ଅନୁଚିନ୍ତା ବିଷୟରେ କହିବୁ। ନିଶ୍ଚିତ ପଢନ୍ତୁ

ସେୟାର୍ କରନ୍ତୁ

ବନ୍ଧୁଗଣ ଆମ ନିତିଦିନ ଜୀବନରେ ଜାଣତରେ ହେଉ କିମ୍ବା ଅଜାଣତରେ କିଛିନା କିଛି ଘଟଣା ମାନ ଘଟିଥାଏ।ସାଧାରଣତଃ କେତେକ ପ୍ରକାରର ମହତ୍ତ୍ୱ ଆମେ ଜାଣିଛେ। ଏପରି କିଛି କଥା ଅଛି ଯାହାର କାରଣ ଏବଂ ଲକ୍ଷଣ ଆମେ ଜାଣିନଥାଉ। କିନ୍ତୁ ବନ୍ଧୁଗଣ ସେଗୁଡିକ ଆମର ନିତିଦିନର ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ। ତେବେ ବନ୍ଧୁଗଣ ଆଜି ଆମେ ଆପଣମାନଙ୍କୁ ଏମିତି କିଛି ମହତ୍ତ୍ୱପୂର୍ଣ କଥା ଏବଂ ତାହାର ବିଷୟବସ୍ତୁ ଉପରେ କହିବାକୁ ଯାଉଛୁ। ଯାହା ଆପଣଙ୍କର ଦୈନନ୍ଦିନ ଜୀବନରେ ନିଶ୍ଚୟ କାମରେ ଆସିବ ଏବଂ ଆପଣମାନେ ମଧ୍ୟ ଉପକୃତ ହୋଇପାରିବେ। ତେବେ ସେଗୁଡିକ କଣ ଆସନ୍ତୁ ଜାଣିବା।

ଯେଉଁମାନଙ୍କର ଏଠି ସେଠି ଛେପ ପକାଇବାର ଖରାପ ଅଭ୍ୟାସ ରହିଥାଏ ସେମାନଙ୍କୁ କେବେବି ମାନ ସମ୍ମାନ ପ୍ରାପ୍ତ ହୋଇନଥାଏ। ଏହା ଛଡ଼ା ସେମାନଙ୍କୁ ମିଳିଥିବା ସମ୍ମାନ ମଧ୍ୟ ନଷ୍ଟ ଅଥବା କ୍ଷୟ ହୋଇଥାଏ। ତେଣୁ ଉପଯୁକ୍ତ ସ୍ଥାନରେ ଛେପ ପକାଇବା ଉଚିତ। ଏପରି କରିବା ଦ୍ବାରା ଆପଣମାନଙ୍କର ମଙ୍ଗଳ ହୋଇଥାଏ

Google

ଯେଉଁମାନଙ୍କର ଖାଇ ସାରିବା ପରେ ଅଇଁଠା ବାସନ ଛାଡିବାର ଖରାପ ଅଭ୍ୟାସ ରହିଥାଏ ସେମାନଙ୍କର ମିଳିଥିବା ସଫଳତା ଶୀଘ୍ର ନଷ୍ଟ ହୋଇଯାଇଥାଏ। ଅଥବା ସଫଳତା ପାଇବା ପାଇଁ ସେମାନଙ୍କୁ ବହୁତ କଷ୍ଟ ସହିବାକୁ ପଡ଼ିଥାଏ।

ଯେଉଁ ବ୍ୟକ୍ତି ମାନଙ୍କର ସୂର୍ଯ୍ୟ ଉଦୟ ସମୟରେ ସୂର୍ଯ୍ୟ ଅସ୍ତ ସମୟରେ ଏବଂ ଦିନ ୧୨ ଟା ସମୟରେ ଖାଇବା ଶୋଇବା କିମ୍ବା ଝଗଡା କରିବାର ଅଭ୍ୟାସ ରହିଥାଏ ସେମାନଙ୍କର ଦୁର୍ଭାଗ୍ୟ ତଥା ଦାରିଦ୍ର୍ୟତା ବୃଦ୍ଧି ହୋଇଥାଏ।

ଯେଉଁ ବ୍ୟକ୍ତିମାନେ ସର୍ବଦା ଦାନ୍ତରେ ନଖ ଛିଡାନ୍ତି ଏହା ବ୍ୟତିତ ଖାଇ ସାରିବା ପରେ ସେହି ଥାଳିରେ ହାତ ଧୋଇଥାନ୍ତି ସେମାନଙ୍କ ପାଇଁ ତାହା ଦରିଦ୍ରତାର କାରଣ ହୋଇଥାଏ। ତାଙ୍କ ଠାରୁ ମା ଲକ୍ଷ୍ମୀଙ୍କର କୃପା ଦୂର ହୋଇଥାଏ।

Google

ଯେଉଁ ବ୍ୟକ୍ତି ମାନଙ୍କର ଅମାବାସ୍ୟା ଦିନ ମାଂସ ଏବଂ ମଦ ଖାଇବାର ଅଭ୍ୟାସ ରହିଥାଏ ସେମାଙ୍କର ଖୁବ ଶୀଘ୍ର ଦୁର୍ଘଟଣା ହେବାର ଆଶଙ୍କା ଦେଖାଯାଏ। ଏହା ବ୍ୟତିତ ଦାରିଦ୍ର୍ୟତା ବୃଦ୍ଧି ପାଇଥାଏ।

ଯେଉଁ ପରିବାରରେ ବାହାରୁ ଆସିଥିବା ଅତିଥିଙ୍କୁ ସ୍ୱଛ ପାଣି ପିଇବାକୁ ଦିଆଯାଇଥାଏ ସେମାନଙ୍କ ଉପରେ ରାହୁ ଦଶା ପଡ଼ିନଥାଏ।କହିବାକୁ ଗଲେ ସେମାନଙ୍କର ସର୍ବଦା ମଙ୍ଗଳ ହୋଇଥାଏ।

ଯେଉଁ ବ୍ୟକ୍ତି ମାନଙ୍କର ମଙ୍ଗଳ ବାର, ଗୁରୁବାର, ଶନିବାର, ଏକାଦଶୀ ,ଚତୁରଦଶୀ, ଅମାବାସ୍ୟା ଏବଂ ପୂର୍ଣ୍ଣମାରେ ଚୁଟି କାଟିବାର ଅଭ୍ୟାସ ରହିଥାଏ ସେମାନଙ୍କୁ ଘୋର ଦୁଃଖ ଏବଂ ଦାରିଦ୍ର୍ୟତା ପ୍ରାପ୍ତ ହୋଇଥାଏ।

ଯେଉଁବ୍ୟକ୍ତି ମାନଙ୍କର ବାରମ୍ବାର ନିଜର କେଶକୁ ଛୁଇଁବାର ଖରାପ ଅଭ୍ୟାସ ରହିଥାଏ ସେମାନଙ୍କର ସର୍ବଦା ଅମଙ୍ଗଳ ହୋଇଥାଏ।

ଯେଉଁ ମହିଳାମାନେ ନିଜ କେଶକୁ ବାନ୍ଧି ନରଖି ଖୋଲା କରି ବୁଲିଥାନ୍ତି ଏହା ବହୁତ ଅମଙ୍ଗଳ ହୋଇଥାଏ। ବନ୍ଧୁଗଣ ଚୁଟି ଅଥବା କେଶକୁ ବାନ୍ଧିକି ରଖିଲେ ତାହା ସୁନ୍ଦର ଲାଗେ ଏବଂ ଆପଣଙ୍କ ମୁହଁର ଚମକ ମଧ୍ୟ ଆସିଥାଏ।

Google

କେଶ କୁଣ୍ଡାଇବା ବେଳେ ଯଦି ହାତରୁ ପାନୀଆ ଖସି ପଡେ ତେବେ ତାହା ଅଶୁଭ ହୋଇଥାଏ।ଏବଂ ଯଦି ଆପଣଙ୍କର କାନରେ ଚୁଟି ଉଠିଥାଏ ତାହା ମଧ୍ୟ ଅଶୁଭ ଲକ୍ଷଣ ହୋଇଥାଏ ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *