Excuse Me Odisha

ଯାହା କହିବୁ ସତ କହିବୁ

ଆସନ୍ତା କାଲିଠାରୁ 5ଟି ଭାଗ୍ୟଶାଳୀ ରାଶି ପାଇଁ ଖୁସି ଖବର, ଟଙ୍କା ଗଦିରେ ଶୋଇବେ, ହେବ ହନୁମାନଙ୍କ କୃପା

ସେୟାର୍ କରନ୍ତୁ

ଆଜି ଆମେ ଆପଣଙ୍କୁ କିଛି ଭାଗ୍ୟଶାଳୀ ରାଶି ବିଷୟରେ କହିବୁ ଯାହା ଉପରେ ଭଗବାନ ହନୁମାନଙ୍କ ବିଶେଷ କୃପା ହେବାକୁ ଯାଉଛି। ଭଗବାନଙ୍କ କୃପାରୁ ଆପଣଙ୍କ ଭାଗ୍ୟରେ ବହୁତ ଖୁସି ଆସିବ। କାଠିନରୁ କଠିନ କାର୍ଯ୍ୟ କରି ଆଗକୁ ବଢ଼ିବେ। ପରିଶ୍ରମ ଏବଂ ମଜଦୂରୀ କରୁଥିବା ଲୋକ ହନୁମାନଙ୍କ କୃପାରୁ ବହୁତ ଟଙ୍କା ପ୍ରାପ୍ତ କରିବେ। ଯାହା ଫଳରେ ଆପଣ ନିଜର ପରିବାର ସହ ଖୁସିରେ ରହିବେ। ଆପଣଙ୍କ ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ହେବାକୁ ଯାଉଛି। ଆସୁଥିବା ସମୟ ଆପଣଙ୍କ ପାଇଁ ବହୁତ ଭଲ ଅଟେ। ଭଗବାନ ହନୁମାନଙ୍କ ନାମ ନେଇ ଯଦି ଆପଣ କିଛି କାର୍ଯ୍ୟ କରୁଛନ୍ତି ତେବେ ଆପଣଙ୍କୁ ସଫଳ ମିଳିବ। ମଙ୍ଗଳବାର ଏବଂ ଶନିବାର ଦିନ ପ୍ରଭୁ ହନୁମାନଙ୍କୁ ଧ୍ୟାନ କରନ୍ତୁ ଏବଂ ପୂଜା କରନ୍ତୁ ,ବ୍ରତ କରନ୍ତୁ ଏହି ସବୁ କରିବା ଦ୍ୱାରା ଆପଣଙ୍କର ସମସ୍ତ ଦୁଃଖ ଶେଷ ହୋଇଯିବ। ପରିବାର ଲୋକଙ୍କ ସାହାଯ୍ୟ ମିଳିବ। ବହୁତ ଶୀଘ୍ର ଆପଣଙ୍କ ଭେଟ ସରକାରୀ ଅଧିକାରୀଙ୍କ ସାଙ୍ଗେ ହୋଇପାରେ। ଯାହାଦ୍ୱାରା ଆପଣଙ୍କ ଅଟକି ରହିଥିବା ସମସ୍ତ ସରକାରୀ କାର୍ଯ୍ୟ ପୁର୍ଣ୍ଣ ହୋଇଯିବ। ସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକମାନଙ୍କ ବହୁତ ଶୀଘ୍ର ଉନ୍ନତି ହେବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ।

Google

ଭଗବାନ ହନୁମାନଙ୍କ କୃପାରୁ ଏବେ ଆପଣଙ୍କ ଦୁଃଖର ଦିନ ଶେଷ ହେବ ଏବଂ ଭଲ ଦିନ ଖୁବଶୀଘ୍ର ଆସିଯିବ। ଆପଣଙ୍କୁ ଟଙ୍କା ପଇସାର ଅଭାବ ଆଉ ରହିବ ନାହିଁ। ଆପଣଙ୍କ ଜୀ-ବ-ନରେ ଆସୁଥିବା ଅସୁବିଧା ଦୂର ହେବ। ଆପଣଙ୍କୁ ପ୍ରତ୍ୟକ କାର୍ଯ୍ୟରେ ସଫଳତା ମିଳିବ। ଆପଣଙ୍କ ଶ-ତ୍ରୁ ଏବେ ଆପଣଙ୍କ ଠାରୁ ଦୂରେଇ ରହିବେ। ଲୋକମାନେ ଆପଣଙ୍କୁ ମାନସମ୍ମାନ ଦେବେ। ବେପାର ବାଣିଜ୍ୟରେ ଆପଣଙ୍କର ବହୁତ ଲାଭ ହେବ। ଯେଉଁମାନେ ବେରୋଜଗାର ଅଛନ୍ତି ସେମାନଙ୍କୁ ଭଲ ଚାକିରୀ ମିଳିବ। ଆପଣଙ୍କ ଘର ପରିବାରରେ ଖର୍ଚ କମ ହେବ। ଦିନକୁ ଦିନ ରୋଜଗାର ବଢିବ। ଆପଣଙ୍କ ମନରେ ଆତ୍ମବିଶ୍ୱାସ ବଢିବ । ପ୍ରେମ ସମ୍ପର୍କ ଆପଣଙ୍କ ମଧୁର ହେବ। ଆପଣଙ୍କୁ ସମାଜରେ ଶୁଭ କାର୍ଯ୍ୟ କରିବାପାଇଁ ସୁଯୋଗ ମିଳିବ।

ତେବେ ସେହି ଭାଗ୍ୟଶାଳୀ ରାଶି ଗୁଡିକ ହେଉଛନ୍ତି- ମେଷ ରାଶି ,କୁମ୍ଭ ରାଶି, ଧନୁ ରାଶି ,କନ୍ୟା ରାଶି ,ଏବଂ ତୁଳା ରାଶି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ହନୁମାନ ” ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *