Excuse Me Odisha

ଯାହା କହିବୁ ସତ କହିବୁ

ଏହି ସଂକେତ ମିଳିଲେ ଜାଣି ନିଅନ୍ତୁ ଯେ ଭଗବାନ ଆପଣଙ୍କ ସହିତ ସବୁବେଳେ ଅଛନ୍ତି ।

ସେୟାର୍ କରନ୍ତୁ

ବନ୍ଧୁଗଣ ଏହିସବୁ ସଂକେତ ଆପଣଙ୍କୁ ସୂଚନା ଦେଇଥାଏ କି ଭଗବାନ ଆପଣଙ୍କ ସହିତ ଅଛନ୍ତି ଓ କୌଣସି ଦିବ୍ୟ ଶକ୍ତି ଆପଣଙ୍କ ସପକ୍ଷରେ ରହିଛି। ତେବେ ଚାଲନ୍ତୁ ଜାଣିବା ସେହି ସଂକେତ ବିଷୟରେ।

ବନ୍ଧୁଗଣ ସଂସାରରେ ଏଭଳି ଅନେକ ଲୋକ ଅଛନ୍ତି, ଯେଉଁ ମାନଙ୍କୁ ଦୈବ୍ୟ ସହାୟତା ମିଳିଛି, ଏହା କାହାକୁ ଅଧିକ ବା ଆଉ କାହାକୁ ଅଳ୍ପ ପରିମାଣରେ ମିଳିଥାଏ। ଏପରି କିଛି ଲୋକ ଅଛନ୍ତି ଯାହାଙ୍କ ଦ୍ୱାରା ଭଗବାନ ଭଲ କର୍ମ କରାଇ ଥାନ୍ତି। ଏଠାରେ ଏହି ପ୍ରଶ୍ନ ଉଠୁଛି କି ଆପଣ କିପରି ଜାଣିବେ ଯେ ଆପଣଙ୍କ ସହିତ ଭଗବାନ ଅଛନ୍ତି ବୋଲି। ତେବେ ଚାଲନ୍ତୁ ଜାଣିବା କିଛି ସଂକେତ ବିଷୟରେ, ଯାହାଦ୍ଵାରା ଆପଣ ଜାଣି ପାରିବେ କି ଭଗବାନ ଆପଣଙ୍କ ସହିତ ଅଛନ୍ତି।

Google

୧/ କାହାର ଶବ୍ଦ ଶୁଣାଯିବା –

ଯଦି ଆପଣ ରାତିରେ ଗଭୀର ନିଦରେ ଶୋଇବା ସମୟରେ କେହି ଆପଣଙ୍କୁ ଡାକିବାର ଶୁଣା ଗଲେ ଆପଣ ଉଠି ପଡ଼ି ଥାନ୍ତି। କିନ୍ତୁ ଉଠିଲା ବେଳକୁ କେହି ନଥାନ୍ତି। ଯଦି ଆପଣଙ୍କ ସହିତ ଏଭଳି ହେଉଛି ତାହେଲେ ଆପଣ ବୁଝି ଯାଆନ୍ତୁ କି ଆପଣଙ୍କ ସହିତ କୌଣସି ଅଲୌକିକ ଶକ୍ତି ରହିଛି। ଏଭଳି କ୍ଷେତ୍ରରେ ଆପଣ ଈଶ୍ୱରଙ୍କ ଆରାଧନା ନିଶ୍ଚିତ କରନ୍ତୁ।

୨/ ପୂର୍ବାଭାସ –

ସାଙ୍ଗମାନେ ଯଦି ଆପଣଙ୍କୁ ଆଗକୁ ଘଟିବାକୁ ଥିବା ଘଟଣାର ପୂର୍ବ ଆଭାସ ହୋଇଯାଏ ବା ଆଗକୁ ଘଟିବକୁ ଥିବା ଘଟଣା ବିଷୟରେ ଆପଣ ପୂର୍ବରୁ ଜାଣି ପାରନ୍ତି, ତାହେଲେ ଏହା ବୁଝି ଯାଆନ୍ତୁ କି ଆପଣଙ୍କ ସହିତ ଦିବ୍ୟ ଶକ୍ତି ସର୍ବଦା ରହିଛି। ଏହାଦ୍ବାରା ଆପଣ ଧନବାନ ହୋଇ ପାରିବେ।

୩/ ଉତ୍ତମ ଚରିତ୍ର –

ଶାସ୍ତ୍ରରେ କୁହାଯାଇଛି କି ଭଗବାନ ସେହି ଲୋକଙ୍କୁ ସାହାଯ୍ୟ କରି ଥାନ୍ତି, ଯେଉଁମାନେ ଅନ୍ୟ ମାନଙ୍କୁ ସାହାଯ୍ୟ କରି ଥାନ୍ତି। ଯିଏ ନକାରାତ୍ମକ ଶକ୍ତି ଠାରୁ ଦୂରେଇ ରହିଥାଏ, ଖରାପ ବିଚାରରୁ ଦୂରେଇ ରହିଥାଏ, ଯିଏ ନିୟମିତ ଭାବରେ ନିଜର ଇଷ୍ଟଦେବଙ୍କୁ ପୂଜାର୍ଚ୍ଚନା କରି ଥାଏ। ଯଦି ଆପଣ ଏପରି ଅଟନ୍ତି ତାହେଲେ ନିଶ୍ଚିତ ଭାବରେ ଦିବ୍ୟଶକ୍ତି ଆପଣଙ୍କୁ ସାହାଯ୍ୟ କରୁଛନ୍ତି। ଭଗବାନ ସେହି ବ୍ୟକ୍ତି ଙ୍କୁ କେବେ ଏକୁଟିଆ କରନ୍ତି ନାହିଁ।

Google

୪/ ବ୍ରହ୍ମ ମୁହୂର୍ତ୍ତରେ ଆଖି ଖୋଲିବା –

ସାଙ୍ଗମାନେ ବ୍ରହ୍ମ ମୁହୂର୍ତ୍ତ ଅର୍ଥାତ ରାତି ୩ଟା ରୁ ୫ଟା ମଧ୍ୟରେ ଯଦି ଆପଣଙ୍କ ଆଖି ଅଚାନକ ଖୋଲି ଯାଉ ଥାଏ ତାହେଲେ ଆପଣ ଜାଣି ନିଅନ୍ତୁ ଯେ ଭଗବାନ ସର୍ବଦା ଆପଣଙ୍କ ସହିତ ରହିଛନ୍ତି। କାରଣ ଏହା ସେହି ସମୟ ହୋଇଥାଏ, ଯେଉଁ ସମୟରେ ଦେବତା ମାନେ ଜାଗୃତ ହୋଇ ରହି ଥାନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *