Excuse Me Odisha

ଯାହା କହିବୁ ସତ କହିବୁ

ଶିବଙ୍କ ଅପାର କୃପାରୁ ଭାଗ୍ୟଶାଳୀ ହେବାକୁ ଯାଉଛନ୍ତି ଏହି ରାଶିର ବ୍ୟକ୍ତି ମାନେ । ବଢିବ ଧନ, ଯଶ ,ସମ୍ମାନ ।

ସେୟାର୍ କରନ୍ତୁ

ଆମ ନୀତିଦିନ ଜୀ-ବ-ନ ଶୈଳୀ ଉପରେ ଗ୍ରହ ମାନଙ୍କର ଗୁରୁତ୍ୱ ଭୂମିକା ରହୁଛି। ଜୀ-ବ-ନ ଏବଂ ମଣିଷର ଜୀ-ବ-ନ ଶାସ୍ତ୍ରରେ ବହୁତ ମହତ୍ଵ ରହିଥାଏ। ଶାସ୍ତ୍ରରେ ଆମ ଜୀ-ବ-ନ ବିଷୟରେ କିଛି ନା କିଛି ଲେଖାହୋଇଥାଏ। ଯାହାଦ୍ୱାରା ଆମେ ଆମ ଜୀ-ବ-ନର ଅତୀତ ,ଭବିଷ୍ୟତ ଏବଂ ବର୍ତମାନ ବିଷୟରେ ଜାଣିଥାଉ। ସେହିପରି ଆମ ଜୀ-ବ-ନରେ ରାଶି ଚକ୍ରର ମଧ୍ୟ ବହୁତ ବଡ଼ ଭୂମିକା ରହୁଛି। ରାଶି ଚକ୍ରରୁ ଆମେ ଆମ ଭବିଷ୍ୟତ ବିଷୟରେ ସୂଚନା ପାଇଥାଉ। ଆମର ଆଗକୁ ଦିନ କିପରି କଟିବ , ସମୟ ଭଲ ରହିବ କି ନାହିଁ ଇତ୍ୟାଦି ସବୁ ଜାଣିଥାଉ। ହିନ୍ଦୁଧର୍ମରେ ମହାଦେବଙ୍କୁ ସବୁଠାରୁ ବଡ ବୋଲି ମାନାଯାଏ। ମହାଦେବ ଯାହା ଉପରେ କୋପ କରିଥାନ୍ତି ସେ ନିଜର ସବୁ ହରାଇ ବସିଥାଏ। କିନ୍ତୁ ଯାହା ଉପରେ କୃପା କରନ୍ତି ସେ ସବୁକିଛି ପାଇଥାଏ। ତାର ଭାଗ୍ୟ ସମ୍ପୂର୍ଣ୍ଣ ରୂପେ ବଦଳିଯାଇଥାଏ। ମହାଦେବଙ୍କୁ ବହୁତ ଦୟାଳୁ ମଧ୍ୟ କୁହାଯାଏ। ବର୍ତମାନ ଏହି ରାଶି ଉପରେ ଖୁସି ଅଛନ୍ତି ମହାଦେବ। ତେବେ ଆସନ୍ତୁ ଜାଣିବା ସେହି ରାଶି ବିଷୟରେ ।

Google

ସେହି ରାଶିଟି ହେଉଛି କୁମ୍ଭ ରାଶି। ଏହିରାଶିର ବ୍ୟକ୍ତିମାନଙ୍କୁ ପରିବାରର ସାହାଯ୍ୟ ମିଳିବ। ଛୋଟ ଭାଇ କିମ୍ବା ଭଉଣୀଙ୍କ ଠାରୁ ଭଲ ଖବର ମିଳିବ। ମହାଦେବଙ୍କ କୃପା ଦୃଷ୍ଟି ଆପଣଙ୍କ ପିଲାଙ୍କ ଉପରେ ରହିବ ଯାହାଦ୍ୱାରା ସେମାନେ ସମାଜରେ ନିଜର ସ୍ଥାନ ଉଚ୍ଚା କରିପାରିବେ। ଆସନ୍ତା ସମୟରେ ଯଦି ଆପଣ ପ୍ରବେସିକା ପରୀକ୍ଷା ଦିଅନ୍ତି ତେବେ ନିଶ୍ଚୟ ସଫଳତା ପାଇବେ। ଆପଣଙ୍କ ସମସ୍ତ ବାଧା ଦୂର ହୋଇଯିବ। ଆପଣଙ୍କ ମାନସମ୍ମାନ ବୃଦ୍ଧି ହେବ। କୌଣସି କ୍ଷେତ୍ରରୁ ଅଚାନକ ଭାବେ ଧନ ପ୍ରାପ୍ତ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଓଁ ନମଃ ଶିବାୟ ” ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *