Excuse Me Odisha

ଯାହା କହିବୁ ସତ କହିବୁ

ସ୍ବପ୍ନରେ ଭଗବାନଙ୍କୁ ଦେଖିଲେ କଣ ମିଳିଥାଏ ସଂକେତ। ଆଜି ହିଁ ଜାଣି ନିଅନ୍ତୁ ।

ସେୟାର୍ କରନ୍ତୁ

ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ସ୍ବପ୍ନରେ ଭଗବାନଙ୍କୁ ଦେଖିଲେ କଣ ଲାଭ ପ୍ରାପ୍ତ ହୁଏ। କୁହାଯାଏ ଯେ ଆମେ ସ୍ୱପ୍ନରେ ନିଜର ଜୀ-ବ-ନର ଇଚ୍ଛାକୁ ଦେଖିଥାଉ। ସ୍ୱପ୍ନ ଉପରେ ଆମର ନିୟନ୍ତ୍ରଣ ନଥାଏ ,କେବେ କେବେ ସାପ ତଥା ଅଦ୍ଭୁତ ଜିନିଷ ଦେଖିଥାଉ ଏବଂ କେବେ କେବେ ଈଶ୍ୱରଙ୍କୁ ମଧ୍ୟ ଦେଖିଥାଉ। ଆମ ପ୍ରାଚୀନ ଗ୍ରନ୍ଥରେ ମଧ୍ୟ ସ୍ୱପ୍ନକୁ ମହତ୍ୱପୂର୍ଣ୍ଣ ମାନାଯାଇଛି। ସ୍ୱପ୍ନ ନିମନ୍ତେ ଅଲଗା ଅଲଗା ବେଦରେ ମଧ୍ୟ ଅଲଗା ଅଲଗା ଅର୍ଥ ରହିଛି। ଅଥର୍ବ ବେଦରେ ସ୍ୱପ୍ନ ଦେଖିବା ଏବଂ ଏହାର ଜୀ-ବ-ନ ଉପରେ ପ୍ରଭାବ ସବୁ ଲେଖାଯାଇଛି । ସେ କାଳରେ ସ୍ୱପ୍ନକୁ ଭ୍ରମ ତଥା ମାୟା ବୋଲି ମନାଯାଏ। ଏହା ସହ ସ୍ୱପ୍ନକୁ ଭବିଷ୍ୟତରେ ଘଟିବାକୁ ଯାଉଥିବା ଘ-ଟ-ଣାର ପୂର୍ବ ସୂଚନା ବୋଲି ମଧ୍ୟ କୁହାଯାଏ। ଆମେ ସମସ୍ତେ ଖରାପ ସମୟରେ ହିଁ ଭଗବାନଙ୍କୁ ଡାକିଥାଉ ଏବଂ ମନ୍ଦିରକୁ ଯାଇଥାଉ। ମନ୍ଦିରରେ ଭଗବାନଙ୍କ ଦର୍ଶନ ତ ସହଜରେ ହୋଇଯାଏ କିନ୍ତୁ ସ୍ୱପ୍ନରେ କେବେ ମଧ୍ୟ ହୋଇନଥାଏ । ମଣିଷ ସବୁବେଳେ ଚାହେଁ ଯେ ସେ କିପରି ଭାବେ ସ୍ୱପ୍ନରେ ଭଗବାନଙ୍କୁ ଦେଖିବ କିନ୍ତୁ ଏହା ବହୁତ କଷ୍ଟକର କାମ। ଆପଣ ମାନେ କେବେ କେବେ ସ୍ୱପ୍ନରେ ଘର ,ଗଛଳତା, ମନ୍ଦିର ସବୁ ଦେଖିଥିବେ କିନ୍ତୁ କେବେ ଭଗବାନଙ୍କୁ ଦେଖିନଥିବେ। ଆପଣ ମନ୍ଦିର ସହ ମନ୍ଦିରର କାରୁକାର୍ଯ୍ୟ ମଧ୍ୟ ସ୍ୱପ୍ନରେ ଦେଖୁଥିବେ କିନ୍ତୁ କେବେ ମଧ୍ୟ ଭଗବାନଙ୍କୁ ଦର୍ଶନ କରିନଥିବେ। କାରଣ ଈଶ୍ୱରଙ୍କୁ ଦେଖିବା ସହଜ ନୁହେଁ। ଏଥିପାଇଁ ମନରେ ଶ୍ରଦ୍ଧାଭକ୍ତି ଦରକାର। ଯାହା ଦ୍ୱାରା ଈଶ୍ୱର ପ୍ରସନ୍ନ ହୋଇଥାନ୍ତି ଏବଂ ଦର୍ଶନ ଦେଇଥାନ୍ତି। ଭଗବାନଙ୍କ ଦର୍ଶନ ପାଇଁ ପୂର୍ବକାଳରୁ ହିଁ ଜପତପ ଲୋକ କରିଆସୁଛନ୍ତି। ମହାଭାରତ , ରାମାୟଣରେ ମଧ୍ୟ ଏହି ଜପତପ ବିଷୟରେ ଉଲ୍ଲେଖ କରାଯାଇଛି।ଯେଉଁଥିରେ ଲୋକ ଭଗବାନଙ୍କୁ ଦର୍ଶନ କରିବା ସହ ବରଦାନ ମଧ୍ୟ ପ୍ରାପ୍ତ କରିଛନ୍ତି। କିନ୍ତୁ ସେହି ତପସ୍ୟା ସାମାନ୍ୟ ତପସ୍ୟା ନୁହେଁ। ଏହି ତପସ୍ୟାକୁ ବର୍ଷ ବର୍ଷ ଧରି କରାଯାଉଥିଲା। କିନ୍ତୁ ଆଜିର କ-ଳିଯୁଗର ମନୁଷ୍ୟ ଅଳ୍ପଶ୍ରମ କରି ଭଗବାନଙ୍କୁ ଦର୍ଶନ କରିପାରୁଛି। ଈଶ୍ୱର ଆସି ଆମ ସମସ୍ତଙ୍କ ସ୍ୱପ୍ନରେ ଦର୍ଶନ ଦିଅନ୍ତୁ ବୋଲି ଆମ ସମସ୍ତଙ୍କ ଇଛା ଅଛି। କିନ୍ତୁ ଏହା କେବଳ ପୁନ୍ୟବାନ ବ୍ୟକ୍ତିଙ୍କ ଦ୍ୱାରା ହିଁ ସମ୍ଭବ। ଆପଣଙ୍କୁ ସବୁବେଳେ ସକାଳେ ବ୍ରହ୍ମମୁହୂର୍ତରେ ଈଶ୍ୱରଙ୍କୁ ଧ୍ୟାନ କରିବା ଉଚିତ। ଈଶ୍ୱରଙ୍କ ଛବିକୁ କଳ୍ପନା କରିବା ଉଚିତ ଏବଂ ସବୁବେଳେ ପ୍ରସନ୍ନ ରହିବା ଦରକାର। ତେବେ ହିଁ ଆପଣଙ୍କୁ ଈଶ୍ୱରଙ୍କ ଦର୍ଶନ ହୋଇପାରିବ।

Google

ଯେଉଁବ୍ୟକ୍ତି ସ୍ୱପ୍ନରେ ଭଗବାନଙ୍କୁ ଦର୍ଶନ କରିଥାଏ ତାହାର ସର୍ବଦା ସୁଖଶାନ୍ତି ବଜାୟ ରହିଥାଏ ଏବଂ ଧନର ଅଭାବ ରହେ ନାହିଁ। କିନ୍ତୁ ଧ୍ୟାନ ରଖନ୍ତୁ ଭଗବାନ ଆମକୁ ପ୍ରତ୍ୟକ କ୍ଷେତ୍ରରେ ପରୀକ୍ଷା କରିଥାନ୍ତି। ଯଦି ଆପଣ ମଧ୍ୟ ଭଗବାନଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ ତେବେ ଆପଣଙ୍କୁ ମଧ୍ୟ କିଛି ନା କିଛି ଭଗବାନଙ୍କ ଠାରୁ ସଂକେତ ମିଳିବ। ପ୍ରତ୍ୟକ ଭଗବାନଙ୍କର କିଛି ନା କିଛି ସଂକେତ ରହିଅଛି ଯେପରିକି ଯଦି ଆପଣଙ୍କ ସ୍ୱପ୍ନରେ ମାତା ଲଷ୍ମୀ କିମ୍ବା ବିଷ୍ଣୁ ଦର୍ଶନ ଦିଅନ୍ତି ତେବେ ଏହାର ଅର୍ଥ ଆପଣଙ୍କୁ ଧନ ପ୍ରାପ୍ତି ହେବ। ଯଦି ଆପଣଙ୍କୁ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ଏକାସାଥିରେ ଦେଖାଦିଅନ୍ତି ତେବେ ଆପଣଙ୍କ ବୈବାହିକ ଜୀ-ବ-ନ ସୁଖମୟ ହେବ। ଯଦି ଆପଣ ମାତା ସରସ୍ବତୀଙ୍କୁ ଦେଖନ୍ତି ତେବେ ଆପଣଙ୍କ ଚାକିରୀ କିମ୍ବା ପରୀକ୍ଷାର ଯୋଗ ବନୁଚି। ଆପଣ ସ୍ୱପ୍ନରେ ଯେଉଁପରି ଶକ୍ତିର ଦର୍ଶନ କରିବେ ସେହିପରି ଶକ୍ତିର ସଂଚାର ଆପଣଙ୍କ ଜୀ-ବ-ନରେ ହେବ। ଯଦି ଭଗବାନ କୃଷ୍ଣଙ୍କ ଦର୍ଶନ ହୋଇଥାଏ ତେବେ ସମସ୍ତ ଦୁଃଖକଷ୍ଟର ସମାଧାନ ହୋଇଥାଏ। ଯଦି ଭଗବାନ ହନୁମାନଙ୍କ ଦର୍ଶନ ହୋଇଥାଏ ତେବେ ଶତ୍ରୁଠାରୁ ଆପଣ ହାରିବେ ନାହିଁ। ଯଦି ଆପଣ ଭଗବାନ ଶିବଙ୍କ ଦର୍ଶନ କରନ୍ତି ତେବେ ସେ ସମସ୍ତ ରୋଗରୁ ମୁକ୍ତି ମିଳି ଥାଏ।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *