Excuse Me Odisha

ଯାହା କହିବୁ ସତ କହିବୁ

ସାପ୍ତାହିକ ରାଶିଫଳ( ୨୨ ରୁ ୨୮ ଫେବୃଆରୀ ) : ଫେବୃୟାରୀର ଶେଷ ସପ୍ତାହରେ ଏହି ୪ ଟି ରାଶିର ଲୋକଙ୍କ କୁଣ୍ଡଳୀରେ ବନୁଛି ରାଜଯୋଗ

ସେୟାର୍ କରନ୍ତୁ

ଆପଣଙ୍କ ରାଶି ଆପଣଙ୍କ ଜୀ-ବ-ନରେ ବହୁତ ପ୍ରଭାବ ପକାଇ ଥାଏ। ରାଶିଫଳ ଦ୍ୱାରା ଭବିଷ୍ୟତ ଜୀ-ବ-ନରେ ହେବାକୁ ଥିବା ଘ-ଟ-ଣା ଗୁଡିକରୁ ଆପଣ ପୂର୍ବାନୁମାନ ଲଗାଇ ପାରିବେ। ବହୁତ ଲୋକଙ୍କ ମନରେ ଏହି ପ୍ରଶ୍ନ ରହିଥିବ ଯେ ଆସୁଥିବା ସପ୍ତାହ ଆମ ପାଇଁ କିପରି ରହିବ ? ଏହି ସପ୍ତାହରେ ଆମର ନକ୍ଷତ୍ର କଣ କହୁଛି ? ଆଜି ଆମେ ଆପଣଙ୍କୁ ଆଗାମୀ ସପ୍ତାହର ରାଶିଫଳ କହିବାକୁ ଯାଉଛୁ । ଏହି ସାପ୍ତାହିକ ରାଶିଫଳରେ ଆପଣଙ୍କୁ ଆପଣଙ୍କ ଜୀ-ବ-ନରେ ହେବାକୁ ଥିବା ଗୋଟେ ସପ୍ତାହର ଘ-ଟ-ଣାକୁ ସଂକ୍ଷେପରେ ବର୍ଣ୍ଣନା ଥିବାର ମିଳିବ। ତେବେ ଜାଣିବା ପାଇଁ ପଢନ୍ତୁ ସାପ୍ତାହିକ ରାଶିଫଳ ୨୨ ଫେବୃୟାରୀ ରୁ ୨୮ ଫେବୃୟାରୀ ୨୦୨୧ ପର୍ଯ୍ୟନ୍ତ ।

ମେଷ ରାଶି –

ଏହି ସପ୍ତାହରେ ଆପଣଙ୍କ ପରାକ୍ରମରେ ବୃଦ୍ଧି ହେବ। ଆପଣଙ୍କୁ ଶାରୀରିକ ସୁଖ ପ୍ରାପ୍ତ ହେବ। ବ୍ୟବସାୟରେ ପଦୋନ୍ନତି ମିଳିବାର ଯୋଗ ରହିଛି। ଅଧିକ ଟଙ୍କା ଖର୍ଚ୍ଚ କରିବା ବଦଳରେ ଏହି କଥାରେ ଧ୍ୟାନ ଦିଅନ୍ତୁ ଯେ ନିଜର ରଚ-ନା-ତ୍ମ-କ-ତା ଦ୍ୱାରା କେଉଁ ପ୍ରକାରର ନିଜ ଘରକୁ ସୁନ୍ଦର ବନାଇ ପାରିବେ। ପେଶାରେ ଆପଣଙ୍କର କାର୍ଯ୍ୟ ପ୍ରଣାଳୀ ଦ୍ୱାରା ମାନସମ୍ମାନ ପ୍ରାପ୍ତ ହେବ। ଜମି, ବାହନ, ଆଭୂଷଣ ଆଦି କିଣିବା ପାଇଁ ଇଚ୍ଛା କରି ପାରନ୍ତି। ଆପଣଙ୍କ ମନରେ କିଛି ନୂଆ କରିବା ପାଇଁ ବି-ଚା-ର ଆସିପାରେ।

ପ୍ରେମ ମା-ମ-ଲାରେ, ଆପଣ ପାର୍ଟନରଙ୍କ ସହିତ ଅଧିକରୁ ଅଧିକ ସମୟ ଅତିବାହିତ କରିବେ। ପତିପତ୍ନୀଙ୍କ ମଧ୍ୟରେ ପ୍ରେମ ବୃଦ୍ଧି ହେବ।

Google

କ୍ୟାରିୟର ମା-ମ-ଲାରେ, ଚାକିରି ସମ୍ବନ୍ଧିତ କର୍ଯ୍ୟରେ ଆପଣଙ୍କର ଅଳ୍ପ ପ୍ରୟାସରେ କାର୍ଯ୍ୟ ସମ୍ପନ୍ନ ହେବ।

ସ୍ବାସ୍ଥ୍ୟ ମା-ମ-ଲାରେ, ମୁଣ୍ଡ ବ୍ୟଥାକୁ ନେଇ ସଚେତନ ରୁହନ୍ତୁ, ଖାସ୍ କରି ମାଇଗ୍ରେସନ ରୋଗୀ।

ବୃଷ ରାଶି –

ଏହି ସପ୍ତାହରେ କାର୍ଯ୍ୟରେ ବ୍ୟସ୍ତ ରହିବେ। ଆପଣଙ୍କର ସବୁ ଜ-ରୁ-ରୀ କାର୍ଯ୍ୟ ସମ୍ପନ୍ନ ହେବ। ସ୍ଥାୟୀ ସମ୍ପତ୍ତି କିଣିବାରେ ଶିଘ୍ରତା କରନ୍ତୁ ନାହିଁ। ନିଜର ପ୍ରତିଭାକୁ ବୃଦ୍ଧି କରିବାର ଆବଶ୍ୟକତା ରହିଛି। ପୁରୁଣା ବନ୍ଧୁଙ୍କ ସହିତ ମିଶି ଆପଣ ବହୁତ ଉତ୍ତମ ଅନୁଭବ କରିବେ। କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି। ନିବେଶ କରି ଥିବା ଦିଗରୁ ଲାଭ ମିଳିବ।

ପ୍ରେମ ମା-ମ-ଲାରେ, ଇଣ୍ଟରନେଟ ଜ-ରି-ଆରେ ପ୍ରେମ ସମ୍ବନ୍ଧ ସ୍ଥାପନ କରିବାରୁ ବଞ୍ଚିତ ହୁଅନ୍ତୁ। ଧୋ-କା ମିଳିପାରେ।

କ୍ୟାରିୟର ମା-ମ-ଲାରେ, ବ୍ୟାପାରରେ ଆପଣ ଛୋଟ ଛୋଟ ପରିବର୍ତ୍ତନ କରି ପାରନ୍ତି। ନୂଆ କାର୍ଯ୍ୟ କରିବା ପାଇଁ ବି-ଚା-ର କରିପାରନ୍ତି।

ସ୍ବାସ୍ଥ୍ୟ ମା-ମ-ଲାରେ, ଏଲର୍ଜୀକୁ ନେଇ ସତର୍କ ରୁହନ୍ତୁ, ନଚେତ ଏହା ଆପଣଙ୍କ ସମସ୍ୟାର କାରଣ ହୋଇପାରେ

ମିଥୁନ ରାଶି –

ଏହି ସପ୍ତାହରେ ଆପଣଙ୍କର କିଛି ଜ-ରୁ-ରୀ କାର୍ଯ୍ୟ ସମ୍ପନ୍ନ ହେବ। ଲୋନ ସମ୍ବନ୍ଧିତ ମା-ମ-ଲା ସମାଧାନ ହେବ। କିଛି ଜିନିଷ କୁ ନେଇ ଆପଣ ଚିନ୍ତିତ ରହି ପାରନ୍ତି। ବ୍ୟବସାୟରେ ଏହି ସମୟ ଆପଣଙ୍କ ପାଇଁ ଫାଇଦା ସାବ୍ୟସ୍ତ ହୋଇପାରେ। ବ୍ୟବସାୟରେ ଏହି ସମୟ ଆପଣଙ୍କ ପାଇଁ ଲାଭଦାୟକ ରହିବ। ଆଧ୍ୟାତ୍ମ୍ୟ ପ୍ରତି ରୁଚି ରଖିବେ। ଆପଣ ଏକା ସମୟ ଅତିବାହିତ କରିବା ପାଇଁ ପସନ୍ଦ କରିବେ। ପିତାମାତାଙ୍କ ରାୟ ଆପଣଙ୍କ ସଫଳତା ପାଇଁ କାରିଗର ସାବ୍ୟସ୍ତ ହେବ।

ପ୍ରେମ ମା-ମ-ଲାରେ, ପାର୍ଟନରଙ୍କ ସହିତ ସମ୍ବନ୍ଧରେ ସମସ୍ୟା ଦେଖା ଦେଇପାରେ। କୌଣସି କଥାକୁ ନେଇ ବି-ବା-ଦ ହୋଇପାରେ।

କ୍ୟାରିୟର ମା-ମ-ଲାରେ, ଆର୍ଥିକ ଲାଭ ପ୍ରାପ୍ତ ହେବ। ଚାକିରିରେ ଶୁଭ ଫଳ ମିଳିବ।

ସ୍ବାସ୍ଥ୍ୟ ମା-ମ-ଲାରେ, କୌଣସି ସ୍ବାସ୍ଥ୍ୟ ସମସ୍ୟା ଥିଲେ, ଏହାକୁ ଅଣଦେଖା କରନ୍ତୁ ନାହିଁ।

କର୍କଟ ରାଶି –

ଏହି ସପ୍ତାହରେ ଆର୍ଥିକ ଯୋଜନାରେ ଅବରୋଧ ପରେ ମାର୍ଗ ପ୍ରଶସ୍ତ ହେବାର ସମ୍ଭାବନା ରହିଛି। ବରିଷ୍ଠ ଅଧିକାରୀଙ୍କ ଠାରୁ ଭରପୁର ସହଯୋଗ ମିଳିବ। ଆପଣଙ୍କ କାର୍ଯ୍ୟରେ ପ୍ରଶଂସା ହୋଇପାରେ । କିଛି ପ୍ରତିଷ୍ଠିତ ଏବଂ ପ୍ରଭାବଶାଳୀ ଲୋକ ଆପଣଙ୍କର ମାର୍ଗଦର୍ଶନ କରି ଥାନ୍ତି। ବନ୍ଧୁଙ୍କ ସହିତ ମତଭେଦ ସମୟରେ ଆପଣ ନିଜର ନିୟନ୍ତ୍ରଣ ହରାଇ ପାରନ୍ତି। ଯଦି ଆପଣ ପ୍ରୟାସ କରିବେ ତାହେଲେ କିଛି ଖାସ୍ ବ୍ୟକ୍ତିଙ୍କୁ ପ୍ରଭାବିତ କରିବାରେ ସଫଳ ରହି ପାରନ୍ତି। କୌଣସି ଭରସା ଥିବା ବନ୍ଧୁଙ୍କ ସହଯୋଗ ନେଇ କାର୍ଯ୍ୟ କରନ୍ତୁ ନାହିଁ।

ପ୍ରେମ ମା-ମ-ଲାରେ, ଆପଣ ନିଜର ପାର୍ଟନରଙ୍କୁ ପ୍ରସନ୍ନ ରଖିବା ପାଇଁ କିଛି ଖାସ୍ କରି ପାରନ୍ତି।

କ୍ୟାରିୟର ମା-ମ-ଲାରେ, ବ୍ୟବସାୟ ବିସ୍ତାର ପାଇଁ ଆପଣଙ୍କୁ କିଛି ପରିବର୍ତ୍ତନ କରିବା ଉଚିତ।

ସ୍ବାସ୍ଥ୍ୟ ମା-ମ-ଲାରେ, ଶାରୀରିକ ରୂପରେ ନିଜକୁ ସୁଦୃଢ ଅନୁଭବ କରିବେ।

ସିଂହ ରାଶି –

ଏହି ସପ୍ତାହରେ ଆପଣଙ୍କର ବଡ଼ କାର୍ଯ୍ୟ ସମ୍ପନ୍ନ ହେବ। ଆପଣଙ୍କୁ ନୂଆ କ୍ୟାରିୟର ଅପ୍ସନ ମିଳିପାରେ। ବନ୍ଧୁଙ୍କ ସହିତ କୌଣସି କାର୍ଯ୍ୟକୁ ନେଇ ଯୋଜନା କରି ପାରନ୍ତି। ଲୋକଙ୍କ ସହିତ ଦେଖାସାକ୍ଷାତ ହେବା ସହିତ ଉତ୍ତମ ତାଳମେଳ ରହିବ। ଗୁପ୍ତ ଧନର ପ୍ରାପ୍ତି ହୋଇପାରେ। କୌଣସି ଅଜଣା ବ୍ୟକ୍ତିର ସହଯୋଗ ଆପଣଙ୍କୁ ମିଳିପାରେ। କୌଣସି ମହିଳା ଦ୍ୱାରା ଆପଣଙ୍କୁ ଧନଲାଭ ହୋଇପାରେ।

ପ୍ରେମ ମା-ମ-ଲାରେ, ଆପଣଙ୍କର କୌଣସି ତୃତୀୟ ବ୍ୟକ୍ତି କାରଣରୁ ପାର୍ଟନରଙ୍କ ସହିତ ବି-ବା-ଦ ହୋଇପାରେ।

କ୍ୟାରିୟର ମା-ମ-ଲାରେ, କାର୍ଯ୍ୟକୁ ଉତ୍ତମ ଢଙ୍ଗରେ ସମ୍ପନ୍ନ କରିବେ। ବ୍ୟବସାୟରେ ସଫଳତା ମିଳିପାରେ।

ସ୍ବାସ୍ଥ୍ୟ ମା-ମ-ଲାରେ, ହୃଦୟ ରୋଗୀଙ୍କୁ ସର୍ବଦା ସତର୍କ ରହିବା ଉଚିତ। ମୌସୁମୀ ବେମାରୀ ପ୍ରତି ସଚେତନ ରୁହନ୍ତୁ।

Google

କନ୍ୟା ରାଶି –

ଏହି ସପ୍ତାହରେ ଆପଣ ନିଜ କ୍ରୋ-ଧ ପ୍ରତି ନିୟନ୍ତ୍ରଣ ରଖନ୍ତୁ। ନଚେତ ଏହାଦ୍ବାରା ଆପଣଙ୍କର ସବୁ କାର୍ଯ୍ୟ ବିଗିଡି ପାରେ। ଯେଉଁ ବ୍ୟକ୍ତିର ଆପଣ କଳ୍ପନା କରି ନଥିବେ, ତାଙ୍କ ସହିତ ଆପଣଙ୍କର ଦେଖା ସାକ୍ଷାତ ହୋଇପାରେ। ଆପଣଙ୍କୁ ନିଜ ଜୀ-ବ-ନରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିପାରେ। କାରବାରରେ ଦ୍ରୁତ ଗତିରେ ବୃଦ୍ଧି ହେବ। କାର୍ଯ୍ୟକ୍ଷେତ୍ରରେ ସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିଥିବା ଯୋଗୁଁ ସହଯୋଗ ପ୍ରାପ୍ତ ହୋଇପାରେ।

ପ୍ରେମ ମା-ମ-ଲାରେ, ପ୍ରେମରେ ଥିବା ଲୋକଙ୍କ ପାଇଁ ସପ୍ତାହ ଅଧିକ ଆନନ୍ଦଦାୟକ ରହିବ।

କ୍ୟାରିୟର ମା-ମ-ଲାରେ, ସରକାରୀ ଚାକିରୀ ମିଳିବାର ସମ୍ଭାବନା ରହିଛି।

ସ୍ବାସ୍ଥ୍ୟ ମା-ମ-ଲାରେ, ଅଧିକ କାର୍ଯ୍ୟର ବୋଝ , ଶାରୀରିକ ଓ ମାନସିକ ଦୁର୍ବଳତା ସୃଷ୍ଟି କରି ପାରେ।

ତୁଳା ରାଶି –

ଏହି ସପ୍ତାହ ରେ ଚାକିରି କରିଥିବା ଲୋକଙ୍କ ପାଇଁ ନୂଆ ମାର୍ଗ ଖୋଲିବ। ଆପଣଙ୍କ ସାଥୀଙ୍କ ବ୍ୟବହାରରେ ସୁଧାର ଆସିବା ଆପଣଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ହେବ। ସ୍ଥିତି ଧୀରେ ଧୀରେ ଅନୁକୂଳ ରହିବ। ବର୍ତମାନ ଆପଣ ଯେଉଁ ସମ୍ପର୍କ ସୁଦୃଢ଼ କରୁଛନ୍ତି ତାହା ଭବିଷ୍ୟତରେ ଆପଣଙ୍କ ପାଇଁ ଲାଭଦାୟକ ହେବ। ନିଜ ବି-ଚା-ରକୁ ସ୍ପଷ୍ଟ ଭାବରେ ଉପସ୍ଥାପନ କରିବାକୁ ପ୍ରୟାସ କରନ୍ତୁ। କୌଣସି କାର୍ଯ୍ୟରେ ସଫଳତା ପାଇବା ପାଇଁ ଆପଣଙ୍କୁ କଠିନ ପରିଶ୍ରମୀ କରିବାକୁ ପଡ଼ିବ।

ପ୍ରେମ ମା-ମ-ଲାରେ, ପ୍ରେମୀଙ୍କ ଠାରୁ ଧୋ-କା ମିଳିପାରେ। ସମ୍ପର୍କକୁ ସୁଦୃଢ ରଖିବାକୁ ପ୍ରୟାସ କରନ୍ତୁ।

କ୍ୟାରିୟର ମା-ମ-ଲାରେ, ଯେଉଁ ବିଦ୍ୟାର୍ଥୀ ଘରୁ ବାହାରେ ରହି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି, ସେମାନଙ୍କୁ ସଫଳତା ମିଳିବ।

ସ୍ବାସ୍ଥ୍ୟ ମା-ମ-ଲାରେ, ସ୍ବାସ୍ଥ୍ୟରେ ସୁଧାର ଆସିବ।

ବିଛା ରାଶି –

ନିଜର କଥାବାର୍ତ୍ତା ରେ କୁଶଳତା ରଖନ୍ତୁ। ସପ୍ତାହ ଆପଣଙ୍କ ପାଇଁ ସୁଦୃଢ ରହିବ। କୌଣସି ସମ୍ପର୍କିତ ଅଚାନକ ଆପଣଙ୍କ ଘରକୁ ଆସି ପାରନ୍ତି। ସହକର୍ମୀ ଏବଂ ବରିଷ୍ଠ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ଆପଣଙ୍କ ପ୍ରତିଭାରେ ଲୋକେ ପ୍ରଭାବିତ ହେବେ। ନିଜ ବ୍ୟବସାୟ ପାର୍ଟନରଙ୍କ ଦ୍ଵାରା ଧନଲାଭ ହୋଇପାରେ। ଆପଣ ନିଜ ବ୍ୟବସାୟ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ।

ପ୍ରେମ ମା-ମ-ଲାରେ , ପ୍ରେବ ଜୀ-ବ-ନ ପାଇଁ ସପ୍ତାହଟି ଅନୁକୂଳ ସାବ୍ୟସ୍ତ ହେବ।ରୋମାନ୍ସ ର ଅବସର ମିଳିବ।

କ୍ୟାରିୟର ମା-ମ-ଲାରେ, ଏହି ସପ୍ତାହରେ ଅଧିକ ଆମଦାନୀ ହେବ।

ସ୍ବାସ୍ଥ୍ୟ ମା-ମ-ଲାରେ, ନିଜର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ। ଚିନ୍ତା ଅନୁଭବ କରି ପାରନ୍ତି।

ଧନୁ ରାଶି –

ଏହି ସପ୍ତାହରେ ସାମାଜିକ କାର୍ଯ୍ୟରେ ସାମିଲ ହେବେ। ଆର୍ଥିକ ମା-ମ-ଲାକୁ ନେଇ ସାବଧାନ ରୁହନ୍ତୁ। କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି। କାରବାରରେ ବୃଦ୍ଧି କରିବା ପାଇଁ ନୂଆ ଯୋଜନା କରି ପାରନ୍ତି। ନିଜର ଲାଭକୁ ନେଇ ଅନ୍ୟ ମାନଙ୍କୁ ମୋହରା ବନାନ୍ତୁ ନାହିଁ। ବାହନ କିଣାବିକା ଏହି ସପ୍ତାହରେ କରନ୍ତୁ ନାହିଁ। କ୍ରୀୟାତ୍ମକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ବ୍ୟାପାର କ୍ଷେତ୍ରରେ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ।

ପ୍ରେମ ମା-ମ-ଲାରେ, ପ୍ରେମ ବିବାହ ହେବାର ପ୍ରବଳ ସମ୍ଭାବନା ରହିଛି। ବିବାହ ପ୍ରସ୍ତାବ ଆସିପାରେ।

କ୍ୟାରିୟର ମା-ମ-ଲାରେ, କ୍ୟାରିୟର ତଥା ଶିକ୍ଷା ମାମଲାରେ ସପ୍ତାହ ଉତ୍ତମ ରହିଛି।

ସ୍ବାସ୍ଥ୍ୟ ମା-ମ-ଲାରେ, ଶାରୀରିକ ରୂପରେ ଆପଣ ନିଜକୁ ସୁସ୍ଥ ଅନୁଭବ କରିବେ।

ମକର ରାଶି –

କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟ ଚାପ କମ୍ ରହିବ। ପରିବାର ସହିତ ଆପଣ ଉତ୍ତମ ସମୟ ଅତିବାହିତ କରିବେ। କା-ନୁ-ନ ମା-ମ-ଲାରେ ବିଜୟ ଲାଭ କରିବାର ପ୍ରବଳ ଯୋଗ ରହୁଛି। କଠିନ ପରିସ୍ଥିତିରେ ଆପଣ ନିଜକୁ ନିୟନ୍ତ୍ରଣରେ ରଖନ୍ତୁ। ଚାକିରି ରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ।

ପ୍ରେମ ମା-ମ-ଲାରେ, ପ୍ରେମରେ ଥିବା ଲୋକଙ୍କ ପାଇଁ ଏହି ସପ୍ତାହ ଅତ୍ୟନ୍ତ ସୁଖମୟ ରହିବ।

କ୍ୟାରିୟର ମା-ମ-ଲାରେ, ଇଞ୍ଜିନିୟରିଂ ଛାତ୍ର ମାନଙ୍କୁ ସଫଳତା ମିଳିବ।

ସ୍ବାସ୍ଥ୍ୟ ମା-ମ-ଲାରେ, ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବା ଆବଶ୍ୟକ, ନଚେତ ଆପଣ ବେମାର ପଡି ଯାଇ ପାରନ୍ତି।

କୁମ୍ଭ ରାଶି –

ଏହି ସପ୍ତାହରେ ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ଆପଣ ମଉଜ ମସ୍ତି ମୁଡ଼ରେ ରହିବେ। ବ୍ୟାପାରରେ ନୂଆ ଯୋଜନା କାର୍ଯ୍ୟକାରୀ ହେବ। ଆସୁଥିବା ଦିନରେ ଅଧିକ ଧନଲାଭ ହୋଇପାରେ। ବ୍ୟାପାରରେ ବୃଦ୍ଧି ହେବ। ସମ୍ପର୍କୀୟଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ପଡୋଶୀଙ୍କ ସହିତ ଉତ୍ତମ ତାଳମେଳ ରହିବ। ଲୋକଙ୍କ ସହିତ ବି-ବା-ଦରେ ପଡନ୍ତୁ ନାହିଁ।

Google

ପ୍ରେମ ମା-ମ-ଲାରେ, ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀ-ବ-ନରେ ଖୁସି ଆସିବ। ପ୍ରେମ ଏବଂ ରୋମାନ୍ସର ଉତ୍ତମ ଅବସର ମିଳିବ।

କ୍ୟାରିୟର ମା-ମ-ଲାରେ, ଚାକିରି ପେଶାରେ ଥିବା ଲୋକଙ୍କୁ ପଦୋନ୍ନତି ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।

ସ୍ବାସ୍ଥ୍ୟ ମା-ମ-ଲାରେ, ଆପଣ ମାଂ-ସପେ-ଶୀ ଏବଂ କ-ଙ୍କା-ଳ ଦରଜ ସମସ୍ୟାରେ ପୀ-ଡ଼ି-ତ ହୋଇ ପାରନ୍ତି।

ମୀନ ରାଶି –

ଏହି ସପ୍ତାହରେ ଆପଣ ଅଧିକ ବୋଝ ଅନୁଭବ କରି ପାରନ୍ତି। ଆସୁଥିବା ସମୟ ଆପଣଙ୍କ ପାଇଁ ସୁଖମୟ ରହିବ। ସମ୍ପର୍କୀୟଙ୍କ ସହିତ ପିକନିକ ରେ ଯାଇ ପାରନ୍ତି। ଆପଣଙ୍କ ଜୀ-ବ-ନସା-ଥୀ ଆପଣଙ୍କୁ ବିଶେଷ ଅନୁଭବ କରାଇବେ। ବ୍ୟାଙ୍କ ସହିତ ଜ-ଡ଼ି-ତ ଆଦାନ ପ୍ରଦାନରେ ସାବଧାନ ରୁହନ୍ତୁ। କୌଣସି ଖାସ୍ ବ୍ୟକ୍ତିଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ସାମାଜିକ ସ୍ତରରେ ମାନସମ୍ମାନ ବୃଦ୍ଧି ପାଇବ।

ପ୍ରେମ ମା-ମ-ଲାରେ, ପ୍ରେବା ଜୀ-ବ-ନରେ ସୁଖ ପ୍ରାପ୍ତ ହେବ।

କ୍ୟାରିୟର ମା-ମ-ଲାରେ, ଏହି ସପ୍ତାହ ଆପଣଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହୋଇପାରେ।

ସ୍ବାସ୍ଥ୍ୟ ମା-ମ-ଲାରେ, ଅଧିକ ମିଠା ଜିନିଷ ସେବନ କରନ୍ତୁ ନାହିଁ, ଖାସ୍ କରି ମଧୁମେହ ରୋଗୀ ସତର୍କ ରୁହନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀ-ବ-ନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *