Excuse Me Odisha

ଯାହା କହିବୁ ସତ କହିବୁ

ଦୀର୍ଘ 5 ବର୍ଷ ପରେ ଏହିରାଶି 2ଟିର ଖୋଲିବାକୁ ଯାଉଛି ଭାଗ୍ୟ । ଏହି 2ଟି ରାଶି ଉପରେ ବର୍ଷିବ ଶିବଙ୍କର ଅପାର କୃପା।

ସେୟାର୍ କରନ୍ତୁ

ଏହି 2ଟି ରାଶି ଵିଶିଷ୍ଠ ବ୍ୟକ୍ତିବିଶେଷଙ୍କ ମାନସିକ ରୂପରେ ଧାର୍ମିକ ଭାବନାର ଉଦୟ ହେବ । ଏହି ରାଶିରେ ରାଜଯୋଗ ରହିଛି ଯାହା ଆପଣଙ୍କୁ ଶୁଭଫଳ ଦେବ। ଆପଣଙ୍କ ଜୀ-ବ-ନ ସାଥି ସହିତ ସମ୍ବନ୍ଧ ମଧୁର ହେବ। ଆସନ୍ତା ଦିନଗୁଡିକ ମଧୁର ରହିବ। ସ୍ୱାମୀ ଏବଂ ସ୍ତ୍ରୀ ଉଭୟ ବୁଲିବାକୁ କୌଣସି ସ୍ଥାନକୁ ଯାଇପାରନ୍ତି। ବିବାହିତ ଲୋକଙ୍କ ପାଇଁ ଏହି ଦିନଗୁଡିକ ସୁଭଦାୟକ ହେବାକୁ ଯାଉଛି। ଆପଣ କିଛି ଖୁସି ଖବର ଶୁଣିବେ ଯାହା ପ୍ରେମକ୍ଷେତ୍ରରେ ଆପଣଙ୍କ ପାଇଁ ଲାଭ ଦାୟକ ହେବ। ଆର୍ଥିକ ସ୍ଥିତି ମଜବୁତ ରହିବ। ବ୍ୟର୍ଥ କାର୍ଯ୍ୟ କରିବାଠାରୁ ଦୂରେଇ ରୁହନ୍ତୁ। ଆପଣଙ୍କ ସବୁ ମନସ୍କାମନା ପୂରଣ ହେବ। ଆପଣଙ୍କୁ ଯଦି ଚାକିରୀ ମିଳିନି ତେବେ ଆପଣଙ୍କୁ ଚାକିରୀ ମିଳିବାର ବହୁତ ସମ୍ଭାବନା ରହୁଛି । ଅବିବାହିତ ଲୋକଙ୍କ ବିବାହ ଖୁବଶୀଘ୍ର ହେବାକୁ ଯାଉଛି। ନିଜ ଉପରେ ସର୍ବଦା ବିଶ୍ୱାସ ରଖନ୍ତୁ। ଆପଣଙ୍କର ବିଗିଡି ଯାଇଥିବା କାର୍ଯ୍ୟ ପୁଣି ଥରେ ଆରମ୍ଭ ହେବ। ଆପଣଙ୍କୁ ପ୍ରେମ ପ୍ରସ୍ତାବ ମିଳିପାରେ । ଯଦି ପ୍ରେମକ୍ଷେତ୍ରରେ ଆପଣ କାହାକୁ ନିଜର ମନ କଥା କହିବାକୁ ଚାହୁଁଛନ୍ତି ତେବେ ଏବେ କହିପାରିବେ। କାର୍ଯ୍ୟକ୍ଷେତ୍ରରେ ବଡ ବଡ ସୁଯୋଗ ମିଳିବ। କ୍ୟାରିଅରରେ ବଡ ପ୍ରଗତି ହାସଲ କରିବେ। ସ୍ୱାସ୍ଥ୍ୟ କ୍ଷେତ୍ରରେ ଆପଣଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ରହିବ। କିଛି ଜିନିଷ ପାଇଁ ଅପେକ୍ଷାରେ ଥିବା ଲୋକମାନଙ୍କୁ ବହୁତ ବଡ଼ ଖୁସିଖବର ମିଳିବାକୁ ଯାଉଛି। ସମାଜରେ ଆପଣଙ୍କ ମାନସମ୍ମାନ ବଢିବ। ଆପଣଙ୍କ କୁଣ୍ଡଳୀରେ ଅଚାନକ ଭାବରେ ଧନପ୍ରାପ୍ତ ହେବ। ଏହି ସମୟରେ ଆପଣ ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ।

Google

ତେବେ ସେହି 2ଟି ରାଶିର ନାମ ହେଉଛି ସିଂହ ରାଶି ଏବଂ କୁମ୍ଭ ରାଶି। ଯାହା ଉପରେ ମହାଦେବଙ୍କ ଅପାର କୃପା ବର୍ଷିବାକୁ ଯାଉଛି। ଦୀର୍ଘ 500 ବର୍ଷ ପରେ ଏହିରାଶିର ଭାଗ୍ୟ ଖୋଲିବାକୁ ଯାଉଛି।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀ-ବ-ନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *