Excuse Me Odisha

ଯାହା କହିବୁ ସତ କହିବୁ

୩୦ ବର୍ଷ ପୂର୍ବରୁ ଏହି ୪ଟି ରାଶି ହୋଇ ଯାଆନ୍ତି ଧନୀ, ଏଥିରେ ଆପଣଙ୍କ ରାଶି ଅଛି କି ?

ସେୟାର୍ କରନ୍ତୁ

ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ନିଜ ପରିଶ୍ରମ ଦ୍ୱାରା ଧନୀ ହୋଇ ଯାଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୨ ଟି ରାଶି ଗୁଡିକ ମଧ୍ୟରୁ କିଛି ଏଭଳି ରାଶି ରହିଛି ଯେଉଁ ଲୋକଙ୍କୁ କୋଟିପତି ହେବାର ସମ୍ଭାବନା ଅନ୍ୟମାନଙ୍କ ତୁଳନାରେ ଅଧିକ ରହିଥାଏ। ଆଜି ଆମେ ଆପଣଙ୍କୁ କହିବୁ କି ଜୀ-ବ-ନରେ ବହୁତ ଶୀଘ୍ର କୋଟିପତି ହୋଇ ଯାଇପାରନ୍ତି ଏହି ରାଶିର ଲୋକମାନେ କେତେ ଲୋକଙ୍କୁ ବହୁତ ପରିଶ୍ରମ କରିବା ପରେ ମଧ୍ୟ ତାଙ୍କୁ ତାଙ୍କ ପରିଶ୍ରମର ଫଳ ମିଳି ପାରିନଥାଏ। ଆଉକିଛି ଲୋକେ ଜନ୍ମରୁ ହିଁ ଏଭଳି ଭାଗ୍ୟ ନେଇ ଆସିଥାନ୍ତି,ଯାହାଙ୍କୁ ଧନୀ ଲୋକ ବା କୋଟିପତି ବନିବାରେ ସାହାଯ୍ୟ କରିଥାଏ। କହିବାକୁ ଗଲେ ସବୁ ରାଶି ମଧ୍ୟରୁ କିଛି ଟା ରାଶିର ଲୋକଙ୍କ ଉପରେ ରହିଥାଏ।

ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଧନୀ ବନିବାର ସମ୍ଭାବନା ତାର ରାଶି ପର୍ଯ୍ୟନ୍ତ କେତେ ସ୍ତର ପର୍ଯ୍ୟନ୍ତ ଜ-ଡି-ତ ରହିଥାଏ। ଜ୍ୟୋତିଷ ଅନୁସାରେ କିଛି ରାଶି ଏଭଳି ରହିଛନ୍ତି କି ଯଦି ଅଳ୍ପ ପରିଶ୍ରମ କରିବେ ତାହେଲେ ତାଙ୍କର କୋଟିପତି ବନିବାର ସମ୍ଭାବନା ପ୍ରବଳ ରହିଥାଏ। ଏମିତି ଲୋକ ୩୦ ବର୍ଷ ପୂର୍ବରୁ ହିଁ କୋଟିପତି ହୋଇଯିବେ। ତେବେ ଚାଲନ୍ତୁ ବନ୍ଧୁଗଣ ଏହି ବିଷୟରେ ଆଲୋଚନା କରିବା।

୧/ କନ୍ୟା ରାଶି –

ବନ୍ଧୁଗଣ କନ୍ୟା ରାଶିର ଲୋକେ ଏକାଥରେ ମନରେ ଯେଉଁ କଥା ଭାବି ନେଇଥାନ୍ତି ,ତାକୁ ପୂରଣ କରି ହିଁ ଛାଡନ୍ତି। ଏମାନଙ୍କୁ ପରିଶ୍ରମ କରିବା ପାଇଁ ଭ-ୟ ଲାଗି ନଥାଏ। ଏମାନଙ୍କୁ ଧନୀ ହେବାର ସବୁ ପ୍ରକ୍ରିୟା ଜଣା ଥାଏ। ଟଙ୍କା ଆୟ କରିବା ପାଇଁ ଏମାନେ ପରିଶ୍ରମ କରିବା ସହିତ ତୀକ୍ଷ୍ଣ ମୁଣ୍ଡ ମଧ୍ୟ ଉପଯୋଗ କରିଥାନ୍ତି। ବନ୍ଧୁଗଣ ଏହି ଲୋକେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବରେ ବି-ଚା-ର କରନ୍ତି। ଏମାନଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିଥାଏ। ଏମାନେ ଯେଉଁ କାର୍ଯ୍ୟ ହାତକୁ ନେଇଥାନ୍ତି, ତାହାକୁ ସମ୍ପୂର୍ଣ୍ଣ ଧ୍ୟାନ ଦେଇ କରନ୍ତି। ଏହି କାରଣ ଦ୍ୱାରା ବହୁତ ଅଳ୍ପ ବୟସରୁ ଏମାନେ କୋଟିପତି ହୋଇ ଯାଇଥାନ୍ତି।

Google

୨/ ବୃଷ ରାଶି –

ଏହି ରାଶିର ଲୋକେ ପରିଶ୍ରମ କରିଥାନ୍ତି,ଏହାସହିତ ଏମାନେ ଅଧିକ ମଉଜ ମସ୍ତି କରିଥାନ୍ତି। ଏମାନେ ସ୍ୱଭାବର ବହୁତ ଜି-ଦି-ଆ ଅଟନ୍ତି। ଏମାନେ ଯାହା ଥରେ ଭାବି ନେଇଥାନ୍ତି, ତାକୁ ଶେ-ଷ କରି ଛାଡନ୍ତି। ବନ୍ଧୁଗଣ ପୃଥିବୀ ତତ୍ତ୍ଵ ରାଶି ହୋଇ ଥିବାରୁ ଏମାନଙ୍କ ସ୍ୱଭାବରେ ସ୍ଥିରତା ମଧ୍ୟ ରହିଥାଏ।ଏହି ରାଶିର ଲୋକେ ବହୁତ ଶକ୍ତିଶାଳୀ ଏବଂ ପ୍ରଭାବଶାଳୀ ହୋଇଥାନ୍ତି। ଏଥିପାଇଁ ଏମାନେ ବହୁତ ଅଗ୍ରଗତି କରିଥାନ୍ତି। ଏମାନଙ୍କର ଚିନ୍ତା କରିବାର ନଜରିଆ ବହୁତ ପ୍ରାକ୍ଟିକାଲ ହୋଇଥାଏ। ବେକାର ଜିନିଷରେ ନିଜର ସମୟ ନଷ୍ଟ କରିବା ଏମାନଙ୍କୁ ପସନ୍ଦ ନୁହେଁ। ଏମାନେ ମଧ୍ୟ ୩୦ ବର୍ଷ ପୂର୍ବରୁ ହିଁ କୋଟିପତି ବନିବାର ଇଚ୍ଛା ରଖି ଥାନ୍ତି।

୩/ ବିଛା ରାଶି –

ବନ୍ଧୁଗଣ ବିଛା ରାଶିର ଲୋକେ ବହୁତ ଦୂର ପର୍ଯ୍ୟନ୍ତ ଭାବି ଥାନ୍ତି ଏବଂ ଏମାନଙ୍କ ମସ୍ତିଷ୍କ ଅଧିକ ଚଞ୍ଚଳ ଏବଂ ତେଜସ୍ଵୀ ଅଟେ। ଏହାହିଁ ଏମାନଙ୍କୁ ଭଲ ବ୍ୟକ୍ତିତ୍ଵ ପ୍ରଦାନ କରିଥାଏ । ଭାଗ୍ୟବାନ ବ୍ୟକ୍ତିର ଗୁଣ ଏମାନଙ୍କ ମଧ୍ୟରେ ଏହିଠାରେ। ଦୁନିଆକୁ ଦେଖିବାର ଗୁଣ ଏମାନଙ୍କ ପାଖରେ ଗୋଟେ ଅଲଗା ନ-ଜ-ର ରହିଥାଏ। ଏମାନେ ଭଲ ପାଠ ପଢିବା ପରେ ଖୁବ୍ ଶୀଘ୍ର ଧନୀ ହୋଇ ଯାଆନ୍ତି। ଏମାନେ ପଛକୁ କେବେ ହଟିନଥାନ୍ତି। ଏମାନେ ନିଜ ଦ୍ୱାରା କରାଯାଉ ଥିବା ଭୁଲକୁ ସହଜରେ ସ୍ବୀକାର କରି ପାରନ୍ତି। ଏମାନେ ହାର କେବେ ମାନନ୍ତି ନାହିଁ। ଏଥିପାଇଁ ଏମାନଙ୍କ ଭାଗ୍ୟ ଏମାନଙ୍କୁ ଧନୀ ହେବାକୁ ସହଯୋଗ କରିଥାଏ।

Google

୪/ ସିଂହ ରାଶି –

ବନ୍ଧୁଗଣ ସିଂହ ରାଶିର ଲୋକେ ବହୁତ ଆଶାବାଦୀ ରହିଥାନ୍ତି। ଏମାନଙ୍କୁ ସବୁ ଜାଗାରେ ସାହାଯ୍ୟ ଦରକାର ପଡିଥାଏ। ଏହାସହିତ ଏମାନେ ବହୁତ ଭାବୁକ ଏବଂ ରଚନାତ୍ମକ ହୋଇଥାନ୍ତି। ଏମାନଙ୍କ ପାଖରେ ଧନୀ ଲୋକ ବା କୋଟିପତି ହେବାର ବହୁତ ସମ୍ଭାବନା ରହିଥାଏ। ଏହି ଲୋକମାନେ ଅନ୍ୟ ମାନଙ୍କ ବ୍ୟବହାରରେ ପ୍ରଭାବିତ ହୋଇଥାନ୍ତି । ଏମାନେ ଯେଉଁ କାର୍ଯ୍ୟ କରିଥାନ୍ତି, ସେଥିରେ ସେମାନେ ଧ୍ୟାନ କେନ୍ଦ୍ରିତ କରନ୍ତି। ଏମାନେ ଅଳ୍ପ ବୟସରେ ସଫଳତା ଅର୍ଜନ କରି ଥାନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀ-ବ-ନର ସବୁ ଦୁଃ-ଖ କ-ଷ୍ଟ ଦୂର ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *