Excuse Me Odisha

ଯାହା କହିବୁ ସତ କହିବୁ

ରାତିରେ ଶୋଇବା ପୂର୍ବରୁ ଏହି ମନ୍ତ୍ରକୁ 3 ଥର ଜପ କରନ୍ତୁ, ଯାହା ଅସୁବିଧା ରହିଛି ସବୁ ସମାଧାନ ହୋଇଯିବ ।

ସେୟାର୍ କରନ୍ତୁ

ଧାର୍ମିକ ଗ୍ରନ୍ଥ ଏବଂ ଶାସ୍ତ୍ରରେ ସେହି ଶକ୍ତି ରହିଛି, ଯାହା ଆମର ସବୁ ଦୁଃ-ଖ ଦୁ-ର୍ଦ-ଶାର ନିବାରଣ କରିପାରେ। ଏଥିରେ କୌଣସି ସନ୍ଦେହ ନାହିଁ। ଯେତେବେଳେ ମଧ୍ୟ ଆମେ ଚିନ୍ତାରେ ପଡୁଚେ ସେତେବେଳେ ଶାସ୍ତ୍ରୀୟ ଉପାୟର ଉପଯୋଗ କରିଥାଉ। ଏହାକୁ ଆପଣ ଚମତ୍କାର କହିପାରିବେ କିନ୍ତୁ ପ୍ରକୃତରେ ଶାସ୍ତ୍ରରେ ଆମର ପ୍ରତ୍ୟକ ସମସ୍ୟାର ସମାଧାନ ରହିଛି। ଯଦି ଆମେ ଉଚିତ ନିର୍ଦେଶରେ କାମ କରିଚାଳିବା ତେବେ ନିଶ୍ଚିତ ଭାବରେ ସଫଳ ହେବା । ଆଜି ଆମେ ଆପଣଙ୍କୁ ହନୁମାନ ଚାଲିଶା ମାଧ୍ୟମରେ କିଛି ଏପରି ଉପାୟ କହିବୁ ଯାହା ଆପଣଙ୍କ ଜୀ-ବ-ନକୁ ସୁଖରେ ଭରିଦେବ ଏବଂ ଆପଣଙ୍କ ଜୀ-ବ-ନ ଶାନ୍ତିପୁର୍ଣ୍ଣରେ କା-ଟିବ।

ଭଗବାନ ହନୁମାନଙ୍କୁ ସମର୍ପିତ ହନୁମାନ ଚାଲିଶା ବିଷୟରେ ପ୍ରତ୍ୟକ ଲୋକଙ୍କୁ ଜଣା କିନ୍ତୁ ଆପଣ ଜାଣିଛନ୍ତି ଏହି ଚମତ୍କାରର ରହସ୍ୟ କଣ। ଆପଣ ମାନେ ହନୁମାନଙ୍କ ବାଲ୍ୟକାଳର କଥା ନିଶ୍ଚିତ ଶୁଣିଥିବେ। ହନୁମାନଙ୍କୁ ଯେତେବେଳେ ଭୋକ କରୁଥିଲା ସେ ବାଲ୍ୟକାଳରେ ଆକାଶରେ ଚମକୁଥିବା ସୂର୍ଯ୍ୟଙ୍କୁ ଦେଖି ଏକ ଫଳ ଭାବୁଥିଲେ ଏବଂ ତାଙ୍କ ପାଖେ ଏପରି ଶକ୍ତି ଥିଲା ଯେ ସେ ଉଡି ଉଡି ଆକାଶର ସୂର୍ଯ୍ୟଙ୍କୁ ଖାଇବାକୁ ଆଗକୁ ବଢିଚାଲିଲେ। କିନ୍ତୁ ସେତେବେଳେ ଦେବରାଜ ଇନ୍ଦ୍ର ଶସ୍ତ୍ର ଦ୍ୱାରା ପ୍ରହାର କରିଥିଲେ। ଫଳରେ ସେ ମୂର୍ଛିତ ହୋଇଗଲେ। ହନୁମାନଙ୍କ ଏପରି ପରିସ୍ଥିତି ଦେଖି ବାୟୁ ଦେବ ଅତ୍ୟନ୍ତ କ୍ରୋ-ଧି-ତ ହୋଇଗଲେ କିନ୍ତୁ ଯେତେବେଳେ ଦେବତା ଗଣ ଜାଣିଲେ ଯେ ହନୁମାନ ହେଉଛନ୍ତି ଭଗବାନ ଶିବଙ୍କ ରୂପ ସେତେବେଳେ ସେମାନେ ସମସ୍ତେ ହନୁମାନଙ୍କୁ ଅନେକ ଶକ୍ତି ପ୍ରଦାନ କଲେ । ହନୁମାନଙ୍କ ପାଠ ମଙ୍ଗଳବାର ଏବଂ ଶନିବାର କରିଲେ ଏହା ଅତ୍ୟନ୍ତ ଶୁଭ କାର୍ଯ୍ୟ ବୋଲି କୁହାଯାଇଥାଏ। ହନୁମାନ ଚାଲିଶାରେ କିଛି ଏପରି ମନ୍ତ୍ର ରହିଛି ଯାହାକୁ ଜପିଲେ ଆପଣଙ୍କ ଜୀ-ବ-ନର ସମସ୍ତ ଦୁଃ-ଖ ,କ-ଷ୍ଟ ସବୁ ଦୂର ହୋଇଯିବ।

Google

ପ୍ରଥମ ମନ୍ତ୍ରଟି ହେଉଛି –

” ଭୂତ ପିଶାଚ ନିକଟ ନାହିଂ ଆଭୈ ।

ମହାବୀର ଜବ ନାମ ସୁନାଭୈ ।

ଏହି ମନ୍ତ୍ରକୁ ନିରନ୍ତର ଜପ କରିବା ଦ୍ୱାରା ମନରେ ଯାହା ସବୁ ଡର ରହିଛି , ସବୁକିଛି ଦୁର ହୋଇଥାଏ।

ଦ୍ଵିତୀୟ ମନ୍ତ୍ର ହେଉଛି –

” ନାସୈ ରୋଗ ହରୈ ସଵ ପୀରା ।

ଜପତ ନିରନ୍ତର ହନୁମତ ବୀରା ।

ଯେଉଁ ବ୍ୟକ୍ତି ରୋ-ଗ-ରେ ସର୍ବଦା ବୁଡିରହିଛି ଏବଂ ଅନେକ ଚିକିତ୍ସା କଲେ ମଧ୍ୟ ସୁଖ ପାଇପାରୁନାହିଁ। ସ୍ୱାସ୍ଥ୍ୟରେ ଉନ୍ନତି ଘଟୁନାହିଁ ତେବେ ଏହି ମନ୍ତ୍ରକୁ ନିରନ୍ତର ଜପ କରିବା ଦ୍ୱାରା ଆପଣଙ୍କୁ ସମସ୍ତ ରୋଗ ଠାରୁ ଦୁର ହୋଇପାରିବେ।

ରାତିରେ ଶୋଇବା ପୂର୍ବରୁ ଏହି ମନ୍ତ୍ର ଦୁଇଟିକୁ ନିରନ୍ତର ଜପ କରନ୍ତୁ ଏବଂ ଅତିକମରେ 3 ଥର ଜପ କରନ୍ତୁ । ଏହାଦ୍ୱାରା ହନୁମାନଙ୍କ କୃପା ଆପଣଙ୍କୁ ନିଶ୍ଚିତ ପ୍ରାପ୍ତ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ହନୁମାନ ” ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀ-ବ-ନର ସବୁ ଦୁଃ-ଖ କ-ଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *