Excuse Me Odisha

ଯାହା କହିବୁ ସତ କହିବୁ

ଧଳାପାରା କରିବ ଆପଣଙ୍କୁ କୋଟିପତି , କରନ୍ତୁ ଏହି ଉପାୟ ଘରେ ହେବ ଧନର ବର୍ଷା ।

ସେୟାର୍ କରନ୍ତୁ

କୁହାଯାଏ ଯେ ଘରେ ମୟୁର ପର ରଖିବାର ଅନେକ ଉପକାର ଅଛି। କିନ୍ତୁ ଆଜି ଆମେ ଆପଣଙ୍କୁ ମୟୁର ପର ରଖିବାର ପରାମର୍ଶ ଦେଉନାହୁଁ । ଏହା ବଦଳରେ ଆପଣ ଯଦି ଘରର କୌଣସି କୋଣରେ ଧଳା ପାରାର ପର ରଖନ୍ତି ତେବେ ତେବେ ଆପଣଙ୍କ ଘରେ ଟଙ୍କାର ଅଭାବ ଦୂର ହେଇଯିବ। ଧଳାପାରା ହେଉଛି ଏକ ପକ୍ଷୀ ଯାହା ଦାରିଦ୍ର୍ୟ ଦୂର କରିଥାଏ। ଏହା ହେଉଛି ନିରାଟ ସତ୍ୟ। ଆପଣଙ୍କୁ କେବଳ ଏକ ଛୋଟ ପଦକ୍ଷପ ନେବାକୁ ପଡିବ ।

ଧଳାପାରାକୁ ଶାନ୍ତିର ପ୍ରତୀକ ରୂପେ ବିବେଚନା କରାଯାଏ। ଶାସ୍ତ୍ରରେ ଅଛି ଯେ କପୋତକୁ ଲକ୍ଷ୍ମୀଙ୍କ ବାହାନ ବୋଲି କୁହାଯାଏ। ସେଥିପାଇଁ ଆପଣ ଯଦି ଏହି ପକ୍ଷୀର ପରକୁ ଘରର କୌଣସି କୋଣରେ ରଖନ୍ତି ତେବେ ଏହି ପକ୍ଷୀ ଘରର ଦାରିଦ୍ର୍ୟ ଦୁରକରିଥାଏ। ଆପଣ ଧଳା କନାରେ ପାରାର ପର ଲଗାଇ ସେଥିରେ ନାଲି ସୂତା ବାନ୍ଧନ୍ତୁ ଏବଂ ଏହାପରେ ଏହାକୁ ନିଜର ଲକର ଭିତରେ ରଖନ୍ତୁ । ଫଳରେ ଆପଣଙ୍କୁ କେବେ ମଧ୍ୟ ଟଙ୍କାର ଅଭାବ ହେବନାହିଁ। ଯଦି ଆପଣଙ୍କ ବ୍ୟବସାୟ ଅଛି ତେବେ ଆପଣ ଏହାକୁ ସେଠାରେ ମଧ୍ୟ ରଖିପାରିବେ ଫଳରେ ଆପଣଙ୍କ ବ୍ୟପାର ମଧ୍ୟ ଖୁବ ଲାଭଦାୟୀ ହେବ। ତେବେ ଆସନ୍ତୁ ଜାଣିବା କଣ କଣ ସବୁ ରହିଛି ଉପାୟ।

Google

1. ପ୍ରଥମେ ଆପଣଙ୍କୁ ଧଳାପାରାର ପର ନେବାକୁ ପଡିବ । ଏହାପରେ ଆପଣ ଏହାକୁ ଏକ ଧଳା କପଡ଼ାରେ ରଖନ୍ତୁ। ଏହାପରେ ଏହାକୁ ଏକ ନାଲି ସୂତାରେ ବାନ୍ଧି ନିଜର ଲକର କିମ୍ବା ଯେଉଁଠାରେ ଟଙ୍କା ଅଛି ସେଠାରେ ରଖନ୍ତୁ ।

2. ଯେଉଁ ଘରେ ଧଳାପାରା ଥାଏ ସେଠାରେ ବହୁତ ସକାରତ୍ମକ ଶକ୍ତି ଥାଏ। ସେଥିପାଇଁ ଆପଣ ଯଦି ଏହାର ପର ରଖନ୍ତି ତେବେ ଆପଣଙ୍କ ଘରେ ଶାନ୍ତି ବଜାୟ ରହିବ। ସେଥିପାଇଁ ଆପଣ ଧଳାପାରାର 3ଟି ପର ଆଣନ୍ତୁ ଏବଂ ଏହାକୁ ଆପଣଙ୍କ ମୁଖ୍ୟ କୋଠରୀର ଦକ୍ଷିଣ ଦିଗରେ ରଖନ୍ତୁ। ଦ୍ଵିତୀୟ ପରକୁ ରୋଷେଇ ଘରେ ଏବଂ ତୃତୀୟ ଡେଣାକୁ ଘରର ପୂର୍ବ କିମ୍ବା ଉତ୍ତର ଦିଗରେ ରଖନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ ଘରେ ଶାନ୍ତି ବଜାୟ ରହିବ ଏବଂ ଧନର ହାନି ହେବ ନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *