Excuse Me Odisha

ଯାହା କହିବୁ ସତ କହିବୁ

ପ୍ରସନ୍ନ ହେଲେ ରାମ ଭକ୍ତ ହନୁମାନ, ଏହି ରାଶିସବୁ ଆସନ୍ତାକାଲି ଠାରୁ ହେବାକୁ ଯାଉଛନ୍ତି କୋଟିପତି

ସେୟାର୍ କରନ୍ତୁ

ମଣିଷ ଯାହାବି କରିଥାଏ ବା ଭୋଗ କରିଥାଏ ସେ ସବୁ ଜନ୍ମ କୁଣ୍ଡଳୀରେ ବନାଯାଇଥାଏ । ଆଜି ରାତିଠାରୁ ଗ୍ରହ ନକ୍ଷତ୍ର ପରିବର୍ତନ ହେବାକୁ ଯାଉଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ 5ଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି। ଏହି ରାଶି ଥିବା ଭାଗ୍ୟରେ ଧନ ବର୍ଷା ହେବାକୁ ଯାଉଅଛି। ଏହି ରାଶି ବିଶିଷ୍ଠ ବ୍ୟକ୍ତିଙ୍କର ପରିବାରରେ ହସଖୁସି ଲାଗିରହିବ। ଯଦି ସେମାନେ ଜୀ-ବ-ନ ସାଥିଟିଏ ଖୋଜୁଛନ୍ତି ତେବେ ଭଗବାନ ହନୁମାନଙ୍କ କୃପାରୁ ଭଲ ଜୀ-ବ-ନ ସାଥିଟିଏ ମଧ୍ୟ ଖୁବ ଶୀଘ୍ର ମିଳିବ। ପ୍ରେମମୟ ଜୀ-ବ-ନ ସୁଖମୟ ହେବାକୁ ଯାଉଛି। ଯେଉଁମାନେ ଚାକିରୀ ଖୋଜୁଛନ୍ତି ସେମାନଙ୍କୁ ମଧ୍ୟ ଚାକିରୀରେ ଭଲ ପଦବି ମିଳିବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ସେହି 5ଟି ରାଶି ବିଷୟରେ।

ପ୍ରଥମ ରାଶି ହେଉଛି ସିଂହରାଶି। ଏହି ରାଶିରେ ଧନ ବର୍ଷା ହେବାକୁ ଯାଉଛି। ଧନର ଅଭାବ ଏହି ରାଶିରେ ଦେଖାଯିବ ନାହିଁ। କାଲିଠାରୁ ଏମାନଙ୍କ ପରିବାରରେ ସୁଖଶାନ୍ତି ଲାଗିରହିବ। ପ୍ରେମ ଜୀ-ବ-ନରେ ସୁଖ ମିଳିବାକୁ ଯାଉଛି। ପାଠପଢ଼ାରେ ମଧ୍ୟ ଉଚ୍ଚ ଫଳ ମିଳିବ। ଏହିରାଶିର ଲୋକମାନେ ଯଦି ବେପାର ବାଣିଜ୍ୟ କରୁଥାନ୍ତି ତେବେ ତାଙ୍କୁ ସେଥିରେ ବହୁତ ଲାଭ ମିଳିବ।

Google

ଦ୍ଵିତୀୟ ରାଶି ହେଉଛି କନ୍ୟାରାଶି ।  ଏହିରାଶିର ବ୍ୟକ୍ତିମାନଙ୍କୁ ସର୍ବଦା ସୌଭାଗ୍ୟ ଲାଗିରହିବ । ଏହିରାଶିର ବ୍ୟକ୍ତିମାନେ ଜୀ-ବ-ନରେ ସଫଳତା ପାଇବେ। ଏହିରାଶିର ବ୍ୟକ୍ତିମାନେ ଏବେ ଶାନ୍ତି ଏବଂ ଆରୋଗ୍ୟ ଜୀ-ବ-ନ ବିତାଇବାକୁ ଯାଉଛନ୍ତି।

ତୃତୀୟ ରାଶି ହେଉଛି ବୃଷରାଶି। ଏହିରାଶିର ବ୍ୟକ୍ତିଙ୍କୁ ଜୀ-ବ-ନରେ ବହୁତ ବଡ଼ ସଫଳତା ମିଳିବ। ଧନ ବୃଦ୍ଧି ହେବ । ଚାକିରୀରେ ଥିଲେ ଅନ୍ୟମାନଙ୍କ ଠାରୁ ଅତ୍ୟନ୍ତ ସହଯୋଗ ମଧ୍ୟ ଲାଭ କରିବେ।  କିନ୍ତୁ ସତର୍କ ରୁହନ୍ତୁ ବେକାର ଖର୍ଚ ଲାଗିରହିବ।

Google

ଚତୁର୍ଥ ରାଶି ହେଉଛି କୁମ୍ଭ ରାଶି । ଏହିରାଶିର କୁଣ୍ଡଳୀରେ ମଧ୍ୟ ବହୁତ ବଡ଼ ପରିବର୍ତନ ହେବ। ଯଦି ଆପଣ କୌଣସି ମାନିମକଦମାରେ ଫସି ରହିଛନ୍ତି ତେବେ ଜାଣିରଖନ୍ତୁ ଯେ ଆପଣଙ୍କର ହିଁ ଜିତ ହେବାକୁ ଯାଉଛି। ଧନ ବୃଦ୍ଧିହେବ। ଘରେ ସୁଖ ଶାନ୍ତି ଲାଗିରହିବ। ଏହା ସହିତ ଆପଣଙ୍କୁ ବହୁତ ବଡ ଖୁସି ଖବର ମଧ୍ୟ ମିଳିବାକୁ ଯାଉଛି।

ପଞ୍ଚମ ରାଶି ହେଉଛି ବିଛା ରାଶି। ଏହିରାଶିର ବ୍ୟକ୍ତିମାନଙ୍କ ଜୀ-ବ-ନରେ ସଫଳତା ପ୍ରାପ୍ତ ହେବ। ପ୍ରେମ ଜୀ-ବ-ନରେ ସତର୍କ ରୁହନ୍ତୁ କାରଣ ପ୍ର-ତା-ର-ଣା ହେଇପାରେ। ଯାହା କାମ କରିବେ ଭଗବାନଙ୍କ ଉପରେ ଭରସା ରଖି କରନ୍ତୁ ଯାହା ଫଳରେ ଆପଣଙ୍କୁ ସଫଳତା ନିଶ୍ଚିତ ମିଳିବ।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ହନୁମାନ ” ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *