Excuse Me Odisha

ଯାହା କହିବୁ ସତ କହିବୁ

ସକାଳୁ ଉଠିବା ପରେ ରୋଷେଇ ଘରେ ଭୁଲରେ ମଧ୍ୟ ଏହି ଗୋଟେ ଜିନିଷ ଦେଖନ୍ତୁ ନାହିଁ।

ସେୟାର୍ କରନ୍ତୁ

ବନ୍ଧୁଗଣ ସକାଳୁ ଉଠିବା ପରେ ରୋଷେଇ ଘରର ଏହି ଜିନିଷ ଭୁଲରେ ବି ଦେଖନ୍ତୁ ନାହିଁ। ଅଥବା ରାହୁ କେତୁଙ୍କର ପ୍ରଭାବରେ ଅନିଷ୍ଟ ହୋଇଯିବ ଏବଂ ଘର ପରିବାର ଉପରେ ଆସିଯାଏ ଗରିବ। ରୋଷେଇ ଘରକୁ ଘରର ମୁଖ୍ୟ ଅଙ୍ଗ କୁହାଯାଏ। ଯଦି ଘର ଶରୀର ଅଟେ ତେବେ ରୋଷେଇକୁ ତାର ଆ-ତ୍ମା ମାନାଯାଏ। ରୋଷେଇ ଘର ଯଦି ବାସ୍ତୁଦୋଷ ଉତ୍ପନ ହୁଏ ତେବେ, ଏହାର ପ୍ରଭାବ ପରିବାର ଉପରେ ପଡ଼ିଥାଏ। ଏଥି ପାଇଁ ବାସ୍ତୁ ଶାସ୍ତ୍ରରେ ରୋଷେଇ ଘରକୁ ସବୁଠାରୁ ଅଧିକ ମହତ୍ତ୍ୱ ଦିଆଯାଇଛି। ରୋଷେଇ ଘରକୁ ସକାଳେ ପ୍ରବେଶ କରିବା ସମୟରେ କିଛି ଜିନିଷ ଦେଖିବା ଉଚିତ ନୁହେଁ। ତା ସହିତ ଏମିତି କିଛି କାମ ଅଛି ଯାହା ସକାଳେ ଉଠିବା ପରେ ରୋଷେଇ ଘରେ କରିବା ଉଚିତ ନୁହେଁ। ଏମିତି କରିଲେ ମା ଅର୍ଣ୍ଣପୁର୍ଣ୍ଣା ରାଗିଥାନ୍ତି ଏବଂ ତାଙ୍କ କୁପ୍ରଭାବ ଆପଣଙ୍କ ଉପରେ ଏବଂ ଆପଣଙ୍କ ପରିବାର ଉପରେ ପଡ଼ିଥାଏ। ଯାହା ଦ୍ବାରା ଘରର ଅଭାବ ଦେଖାଦେଇଥାଏ। ତା’ସହିତ ଘରର ପରିବାର ଲୋକଙ୍କ ମଧ୍ୟରେ ଝ-ଗ-ଡା ବି-ଶ୍ୱା-ସଘା-ତ ଭୋଳି ବାତାବରଣ ସୃଷ୍ଟି ହୋଇଥାଏ। ରୋଷେଇ ଘରର ଦିଗ ଠିକ ହେବା ଦରକାର। ଜଦି ରୋଷେଇ ଘର ଭୁଲ ଦିଗରେ ରୁହେ ଏହାବି ବାସ୍ତୁଦୋଷ ସୃଷ୍ଟି କରିଥାଏ। ତାସହିତ ରୋଷେଇ ଘରେ ଜଳ ଏବଂ ଅଗ୍ନିର ଦିଗ ବି ଠିକ ହେବା ଉଚିତ। କାରଣ ରୋଷେଇ ଘରକୁ ସମ୍ପୂର୍ଣ ପରିବାରର ସ୍ବାସ୍ଥ୍ୟ ସହିତ ଜଡ଼ି ହୋଇ ରହିଥାଏ। ଯଦି ରୋଷେଇ ଘରେ ବାସ୍ତୁଦୋଷ ସୃଷ୍ଟି ହୁଏ ଏବଂ ଏହାର ପ୍ରଭାବ ପରିବାର ଲୋକଙ୍କ ଉପରେ ପଡ଼ିଥାଏ। ବାସ୍ତୁ ଅନୁସାରେ ରୋଷେଇ ଘରେ ସକା-ରା-ତ୍ମ-କ ଏବଂ ନକା-ରା-ତ୍ମ-କ ଦୁଇ ପ୍ରକାରର ଶକ୍ତି ଥାଏ। ଯାହାର ସନ୍ତୁଳନ ବନେଇ ରଖିବା ଉଚିତ। ଯଦି ରୋଷେଇ ଘରେ ଆପଣ ଆଇନା ବା ଦର୍ପଣ ରଖୁଛନ୍ତି ତାହେଲେ ଏହା ଅତ୍ୟନ୍ତ ଅଶୁଭ ମାନାଯାଇଥାଏ। ଏଥି ଦ୍ୱାରା ଘରେ ନକା-ରା-ତ୍ମ-କ ଶକ୍ତି ବଢିଥାଏ ଏବଂ ଦୁଃଖ ବଢିଥାଏ। ଏବଂ ତା ସହିତ ରୋଷେଇ ଘରେ ପୁଜା ଘର ରହିବା ଉଚିତ ନୁହେଁ। କାରଣ ରୋଷେଇ ଘରେ ଅନେକ ଥର ଦୁର୍ଗନ୍ଧ ବି ବାହାରିଥାଏ। ଏବଂ ରୋଷେଇ ଘରେ ମାଛ,ମାଂସ ରନ୍ଧା ଯାଇଥାଏ। ଯାହା ଯାହା ପୁଜା ଘରର ସକା-ରା-ତ୍ମ-କ ଶକ୍ତି ଉପରେ ପ୍ରଭାବ ପକାଇଥାଏ। ଆସନ୍ତୁ ଆଜି ଆମେ ଏହି ପୋଷ୍ଟରେ ଜଣେଇବୁ ରୋଷେଇ ଘରେ ସକାଳୁ ସକାଳୁ କଣ ଦେଖିବା ଉଚିତ ନୁହେଁ ଏବଂ କେଉଁ କାମ କରିବା ଉଚିତ ନୁହେଁ। ରୋଷେଇ ଘରକୁ ସର୍ବଦା ଘରର ଅଗ୍ନି କୋଣରେ ରହିବା ଦରକାର। ଅର୍ଥାତ ଦକ୍ଷିଣ ପୂର୍ବ ଦିଗ ମଧ୍ୟରେ ଏହି ଦିଗକୁ ଅଗ୍ନିର ଦିଗ ମାନାଯାଏ। ଏହି ସ୍ଥାନରେ ବନା ଯାଇଥିବା ରୋଷେଇ ଘର ବହୁତ ଭଲ ବୋଲି କୁହାଯାଇଥାଏ। ଯଦି ଏହି ସ୍ଥାନରେ ବନେଇବା ସମ୍ଭବ ନହୁଏ ତାହେଲେ ଉତର ପଶ୍ଚିମ କୋଣରେ ବନେଇ ପାରିବେ। ସର୍ବଦା ଆପଣ ମନେ ରଖନ୍ତୁ କି ଦକ୍ଷିଣ ପୂର୍ବ ଦିଗରେ ହୋଇଥିବା ରୋଷେଇ ଘର ସର୍ବଉତ୍ତମ ମାନାଯାଇଥାଏ।

Google

ସକାଳେ ଉଠିବା ପରେ ରୋଷେଇ ଘରେ ଦେଖନ୍ତୁ ନାହିଁ ଏହି ଜିନିଷ। ବନ୍ଧୁଗଣ ରୋଷେଇ ଘର ମା ଅର୍ଣପୁର୍ଣାଙ୍କ ଚିତ୍ର ନିଶ୍ଚିତ ରହିବା ଦରକାର ଏବଂ ମହିଳା ମାନେ ସକାଳେ ଉଠି ନଗାଧୋଇ ରୋଷେଇ ଘରେ କିଛିବି କାମ ଆରମ୍ଭ କରିବା ଉଚିତ ନୁହେଁ। ଏମିତି କରିବା ଅନୁଚିତ ବୋଲି ମାନାଯାଇଅଛି। ମହିଳାମାନେ ଗାଧୋଇ ମା ଅର୍ଣ୍ଣପୁର୍ଣ୍ଣାଙ୍କ ନମସ୍କାର କରି ରୋଷେଇ ଘରେ କାମ କରିବା ଆବଶ୍ୟକ। ଏମିତି କରିବା ଦ୍ବାରା ମା ଅର୍ଣ୍ଣପୁର୍ଣ୍ଣାଙ୍କ କୃପା ବନି ରହିଥାଏ ଏବଂ ଘରେ ସୁଖ ସମୃଦ୍ଧି ଆସିଥାଏ। ସକାଳେ ଉଠିବା ସଙ୍ଗେ ସଙ୍ଗେ ଯଦି ରୋଷେଇ ଘରକୁ ଯାଉଛନ୍ତି ତେବେ ଚାକୁ ଛୁ-ରୀ ଭୋଳି ଜିନିଷ ଦେଖିବା ଉଚିତ ନୁହେଁ। ଏହି ଜିନିଷ ନକା-ରା-ତ୍ମ-କ ଶକ୍ତି ବଢ଼ାଇ ଥାଏ। ସକାଳୁ ସକାଳୁ ଏହି ଜିନିଷକୁ ଦେଖିବା ଦ୍ବାରା ବ୍ୟକ୍ତିଙ୍କ ଉପରେ ନକା-ରା-ତ୍ମ-କ ପ୍ରଭାବ ପଡ଼ିଥାଏ ଏବଂ ଘରେ ଅଶାନ୍ତିର ବାତାବରଣ ବଢ଼ିଥାଏ। ଏଥିପାଇଁ ସକାଳୁ ଉଠିବା ପରେ ରୋଷେଇ ଘରେ ଚା-କୁ ଛୁ-ରୀ ଦେଖନ୍ତୁ ନାହିଁ। ଯଦି ପ୍ରତିଦିନ ହୋଇଥାଏ ଏହି ଜିନିଷ ତାହେଲେ ବ୍ୟକ୍ତିକୁ ବୁଝିଯିବା ଦରକାର ଯେ, ବ୍ୟକ୍ତି ପାଖକୁ ଗରିବ ଆସିବାକୁ ଯାଉଛି। ଯଦି ସକାଳୁ ସକାଳୁ ଆପଣ ରୋଷେଇ ଘରେ ଏହି ଜିନିଷ ହେବାର ଦେଖନ୍ତି ତାହେଲେ ସାବଧାନ ହୋଇଯାଆନ୍ତୁ। ଯେମିତି ବାରମ୍ବାର କ୍ଷୀର ପଡ଼ିଯିବା, ତେଲ ପଡ଼ିଯିବା, ଖାଇବାରେ ଲୁଣ ଅଧିକ ପଡ଼ିବା, ଗରମ ତେଲ ବା ନି-ଆଁରେ ହାତ ଜ-ଳି-ବା ଯଦି ଏମିତି ବାରମ୍ବାର ହୋଇଥାଏ ତେବେ ଆପଣଙ୍କୁ ବୁଝିଯିବା ଦରକାର ଘରେ ବାସ୍ତୁଦୋଷ ଅଛି। ଘରେ ନକା-ରା-ତ୍ମ-କ ଶକ୍ତି ଅଧିକ ମାତ୍ରାରେ ବଢ଼ି ଯାଇଛି। ଏଥିରୁ ବଞ୍ଚିବା ପାଇଁ ଆପଣଙ୍କୁ କିଛି ଉପାୟ କରିବା ଆବଶ୍ୟକ।

ବନ୍ଧୁଗଣ ପ୍ରତିଦିନ ଆପଣଙ୍କୁ ପ୍ରଥମ ରୁଟି ଗାଈକୁ ଖାଇବାକୁ ଦେବା ଦରକାର ଏବଂ ଶେଷ ରୁଟିଟି କୁକୁରକୁ ଖାଇବାକୁ ଦେବାକୁ ପଡ଼ିବ। ଏମିତି କରିବା ଦ୍ବାରା ବାସ୍ତୁଦୋଷରୁ ମୁକ୍ତି ମିଳିଥାଏ। ଏବଂ ଘରେ ରାହୁ କେତୁଙ୍କ ପ୍ରଭାବ କମ ହୋଇଥାଏ। ଏବଂ ଭଗବାନ ଶନିଦେବଙ୍କ କୃପା ବନି ରହିଥାଏ। ଶାସ୍ତ୍ର ଅନୁସାରେ ରୋଷେଇ ଘରେ ପୂର୍ବ ଦିଗରେ ଅର୍ଣ୍ଣପୁର୍ଣ୍ଣାଙ୍କ ଚିତ୍ର କିମ୍ବା ଫୋଟ ରହିବା ଉଚିତ କିନ୍ତୁ ଯେଉଁ ଘରେ ଏମିତି ଅସୁବିଧା ହୋଇଥାଏ ସେଠାରେ ମା ଅର୍ଣ୍ଣପୁର୍ଣ୍ଣା ବାସ କରନ୍ତି ନାହିଁ। ଯେଉଁ ଘରେ ଖାଇବା ଖାଦ୍ୟକୁ ଖୋଲା ଛାଡ଼ି ଦିଅନ୍ତି ଏବଂ ବାସନକୁ ସଫା ନକରି ଏଣେ ତେଣେ ପକେଇ କିମ୍ବା ରୋଷେଇ ଘରେ ରଖିଦିଅନ୍ତି ଯାହାଦ୍ବାରା ରୋଷେଇ ଘର ଗଦ୍ଧିଆ ହୋଇ ରହିଥାଏ ଏମିତି ସ୍ଥାନରେ ମା ଅର୍ଣ୍ଣପୁର୍ଣ୍ଣାଙ୍କ ବାସ ହୋଇନଥାଏ। ଆଉ ସେହି ଘରେ ଦରିଦ୍ରତା ଛାୟା ପରି ରହିଥାଏ।

Google

ଯେଉଁ ଘରର ରୋଷେଇ ଘରର ରୋଷେଇରେ ମାଂସ ବନାଯାଇଥାଏ ସେହି ଘରେ ମା ଅର୍ଣ୍ଣପୁର୍ଣ୍ଣା ସର୍ବଦା ପାଇଁ ଚାଲିଯାଆନ୍ତି। ଏହି କାରଣରୁ ମା ଅର୍ଣ୍ଣପୁର୍ଣ୍ଣାଙ୍କୁ ରଖିବା ପାଇଁ ଘରେ ଭୁଲରେବି ମାଂସ ବନାନ୍ତୁ ନାହିଁ। ଆମ ଘରର ସୁଖ ଶାନ୍ତି ବନେଇ ରଖିବା ପାଇଁ କିଛି ନିୟମ ଅଛି। ଯାହାକୁ ଯଦି ଆମେ ଧ୍ୟାନରେ ରଖିବା ତ ଘରର ଜିନିଷକୁ ତା ଜାଗାରେ ରଖିବା ତ ଘରେ ସର୍ବଦା ସୁଖ ଶାନ୍ତି ଆଉ ସମୃଦ୍ଧି ବନିରହିବ। ଆମ ଘରେ ରୋଷେଇ ଘର ବା କିଚେନ ଘରକୁ ବହୁତ ମହତ୍ତ୍ୱ ସ୍ଥାନ କୁହାଯାଏ। ଏଠି ଯଦି ଆମେ ଅପରିଷ୍କାର କରିବା ତ ଏହାର ପରିଣାମ କେବଳ ଆମକୁ ନୁହେଁ ବରଂ ଆମର ପୁରା ପରିବାରକୁ ଭୋଗିବାକୁ ପଡ଼ିଥାଏ। ବାସ୍ତୁ ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘରର କିଚେନ ଆଉ ପରିବାରର ସ୍ବାସ୍ଥ୍ୟ ଆର୍ଥିକ ସ୍ଥିତି ଉପରେ ପଡ଼ିଥାଏ। ଯେମିତିକି ଆପଣ କେଉଁ ଦିଗକୁ ମୁହଁ କରି ରୋଷେଇ କରୁଛନ୍ତି ଆଉ କେଉଁ ଦିଗକୁ ମୁହଁ କରି ଭୋଜନ କରୁଛନ୍ତି, ଏହି କଥା ଲାଗୁଛି ବହୁତ ଛୋଟ କିନ୍ତୁ ଏହି କଥା ଆପଣଙ୍କର ସୁଖ ସମୃଦ୍ଧି ପାଇଁ ବହୁତ ଜରୁରୀ ଅଟେ। ଏହିସବୁ ଘର ଉପରେ ଶୁଭ ଏବଂ ଅଶୁଭ ପ୍ରଭାବ ପକାଇ ଥାଏ। ଯଦି ଏହିସବୁ କଥାର ଧ୍ୟାନ ନରଖନ୍ତି ତ କେବେ କେବେ ଆପଣଙ୍କର ଘର ପରିବାରର ସୁଖ ଶାନ୍ତି ବର୍ବାଦ ହୋଇଯାଏ। ଆଉ ମା ଲକ୍ଷ୍ମୀ ସେହି ଘରକୁ ଛାଡ଼ି ଚାଲିଯାନ୍ତି। ସେଥିପାଇଁ ଆଜି ଆମେ ଆପଣଙ୍କୁ ରୋଷେଇ ଘରକୁ ଜ-ଡ଼ି-ତ ସେହି ଛୋଟ ଛୋଟ କଥା ବିଷୟରେ କହିବୁ ଯାହାକୁ ଯଦି ଆପଣ ଧ୍ୟାନ ରଖିବେନି ତାହେଲେ ଆପଣ କାଙ୍ଗାଳ ଆଡକୁ ଚାଲିଯାଇ ପାରନ୍ତି।

ଜ୍ୟୋତିଷରେ କୁହାଯାଇଛି ଯେ, ଭୋଜନ କେବେବି ପଶ୍ଚିମ ଦିଗକୁ ମୁହଁ କରି ବନେଇବା ଭଲ ନୁହେଁ। ଏମିତି କରିବା ଦ୍ବାରା ଘରର ଲୋକମାନଙ୍କର ଶରୀରର ହାଡର ରୋଗ ହୋଇଥାଏ। ଉତର ଦିଗକୁ ମୁହଁ କରିବି ଭୋଜନ ବନେଇବାର ନାହିଁ ଯେଉଁ ଘରେ ଏମିତି ହୋଇଥାଏ ସେହି ଘରେ ସବୁବେଳେ ଧନକୁ ଜ-ଡ଼ି-ତ ସମସ୍ୟା ଲାଗି ରହିଥାଏ। ତଥା ସେହି ଘରର ଲୋକମାନଙ୍କୁ ବ୍ୟପାରର ଲସ ହୋଇଥାଏ। ଦକ୍ଷିଣ ଓ ପଶ୍ଚମି ଦିଗକୁ ମୁହଁ କରି ଭୋଜନ କରିବାର ଭୁଲରେ ତ ଆପଣ କେବେବି ଜୀ-ବ-ନରେ କରିବେ ନାହିଁ। ଯଦି କିଏ ଏମିତି କରୁଛି ତାହେଲେ ସେ ଘରର ସବୁ ସୁଖ ଶାନ୍ତି ଭ-ଙ୍ଗ ହୋଇଯାଏ। ଆଉ ସେହି ଘର ସବୁବେଳେ ଲଢେଇ ଝ-ଗ-ଡା ହୋଇଥାଏ। ଯଦି ଆପଣଙ୍କ ରୋଷେଇ ଘରର ଝରକା ପୂର୍ଵ ଦିଗକୁ ଅଛି ତାହେଲେ ଏହାକୁ ସବୁଠାରୁ ଶୁଭ ବୋଲି ମାନାଯାଏ। ତା ସହିତ ଏହି ଘରେ କେବେବି ଅନ୍ନ ଏବଂ ଧନର ଅଭାବ ହୋଇନଥାଏ।ରୋଷେଇ ଘରେ ସର୍ବଦା ପୂର୍ଵ ଦିଗକୁ ମୁହଁ କରି ରୋଷେଇ କରିବା ବହୁତ ଶୁଭ ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀ-ବ-ନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *