Excuse Me Odisha

ଯାହା କହିବୁ ସତ କହିବୁ

ବାସ୍ତୁ ଟିପ୍ସ ୨୦୨୧: ଥରେ ଲାଜ ନ କରି ସ୍ଵାମୀ ସହ କରିଦିଅନ୍ତୁ ଏହି କାମ ମା ଲକ୍ଷ୍ମୀ ଘରେ କରିବେ ପ୍ରବଳ ଧନର ବର୍ଷା

ସେୟାର୍ କରନ୍ତୁ

ଚାଣକ୍ୟ ନୀତି ଅନୁସାରେ ଆପଣ ଏକ ଭୁଲ କାମ କରି ମଧ୍ୟ ସେଥିରେ ସଫଳତା ହାସଲ କରିପାରିବେ। ଆପଣ ସେହି କର୍ମକୁ ସମ୍ପୂର୍ଣ ଲାଜ ଛାଡି କରିବା ଫଳରେ ସେଥିରେ ନିଶ୍ଚୟ ସଫଳତା ହାସଲ କରିବେ ଓ ଆପଣ ଅତିଶୀଘ୍ର କୋଟିପତି ମଧ୍ୟ ହୋଇଯିବେ। ଆପଣ ଗୋଟିଏ ଜିନିଷ ମାଗିବାରେ ଆଦୌ କେବେ ଲାଜ କରନ୍ତୁ ନାହିଁ ଯଦି ଆପଣ ଲାଜ କରିବେ ତେବେ ଆପଣଙ୍କୁ ସେଥିରେ ସଫଳତା ମିଳିପାରିବ ନାହିଁ। ଏହା ଶାସ୍ତ୍ରରେ ମଧ୍ୟ ଲେଖାଯାଇଛି କି, ଯଦି ଆପଣ କେବେ ଏହି ଜିନିଷକୁ ମାଗିବାରେ ଲାଜ କରିବେ ତେବେ କେବେହେଲେ ସଫଳତା ମିଳିନଥାଏ ଓ ସନ୍ତୁଷ୍ଟି ମଧ୍ୟ ମିଳେ ନାହିଁ। ମହାଋଷି ଚାଣକ୍ୟ ପୁରାଣରେ ତାଙ୍କର ଯେଉଁ ନୀତିବାଣୀ ଲେଖିଛନ୍ତି, ତାକୁ ଯଦି କୌଣସି ବ୍ୟକ୍ତି ପାଳନ କରିବେ ତେବେ ସେ କେବେହେଲେ ଜୀ-ବ-ନରେ ଅସଫଳ ହେବେ ନାହିଁ। ସେ ଯେଉଁ କାର୍ଯ୍ୟ କରିବେ ସେଥିରେ ତାଙ୍କୁ କେହି ହରାଇ ପାରିବେ ନାହିଁ। ବହୁଶୀଘ୍ର ସଫଳତା ହାସଲ କରିବେ। ଆଜି ଆମେ ଆପଣଙ୍କୁ କହିବୁ କେଉଁ ଜିନିଷକୁ ପୁରୁଷମାନେ ମାଗିବା ବେଳେ ଲାଜ କରିବା ଉଚିତ ନୁହେଁ।

Google

ଚାଣକ୍ୟଙ୍କ ନୀତି ଅନୁସାରେ, ଭୋଜନ କରିବା ସମୟରେ କେବେ ହେଲେ ଲାଜ କରିବା ଅନୁଚିତ। ଯେଉଁମାନଙ୍କୁ ଖାଇବା ବେଳେ ଲାଜ ଲାଗିଥାଏ ସେମାନେ ଖାଲି ପେଟରେ ଶୋଇଥାନ୍ତି। ଏହା ତାଙ୍କ ପାଇଁ ଏକ ବହୁତ ବଡ ଅସୁବିଧା ଅଟେ। କାରଣ ଭୋକିଲା ଥିବା ବ୍ୟକ୍ତି ସର୍ବଦା ରାଗିଥାଏ। ଯଦି ଆପଣ ଭୋଜନ କରିବା ବେଳେ ଲାଜ କରୁଛନ୍ତି, ତେବେ ଏହା ଭୁଲ ଅଟେ ଓ ଭୋଜନର ଅ-ପ-ମା-ନ ଅଟେ।

ସ୍ଵାମୀ-ସ୍ତ୍ରୀଙ୍କ ଝ-ଗ-ଡା ସମୟରେ ଏହି କାର୍ଯ୍ୟ ଆଦୌ କରନ୍ତୁ ନାହିଁ, ଯାହା ଫଳରେ ବଡ ଅସୁବିଧାରେ ପଡିବେ। ପ୍ରେମ ସମ୍ବନ୍ଧ ରଖିବାକୁ ହେଲେ ନିଜ ଭିତରେ ଭଲ ବୁଝାମଣା ରଖିବା ଦରକାର। ଯେଉଁମାନେ ପ୍ରେମ ସମ୍ବନ୍ଧ ବନାଇବା ସମୟରେ ଲାଜ କରନ୍ତି ସେମାନେ ନିଜ ନିଜ ଭିତରେ ବହୁତ ଭାବିଥାନ୍ତି କି, ତାଙ୍କ ମଧ୍ୟରେ କେହି ତୃତୀୟ ଲୋକ ପଶିଯିବେନି ତୋ ଅର୍ଥାତ ପୁରୁଷ ସଙ୍ଗେ କୌଣସି ନାରୀ କିମ୍ବା ନାରୀ ସଙ୍ଗେ କୌଣସି ପୁରୁଷ। ତେଣୁ ସମ୍ବନ୍ଧ ବନାଇବା ସମୟରେ ଆପଣ ଆଦୌ ଲାଜ କରନ୍ତୁ ନାହିଁ। ନିଜ ମଧ୍ୟରେ ଉତ୍ତମ ବୁଝାମଣା ରଖନ୍ତୁ।

Google

ଗୁରୁଙ୍କ ଠାରୁ କିମ୍ବା କୌଣସି ବ୍ୟକ୍ତିଙ୍କ ଠାରୁ ଜ୍ଞାନ ନେବା ସମୟରେ କେବେ ହେଲେ ଲାଜ କରନ୍ତୁ ନାହିଁ। ଚାଣକ୍ଯଙ୍କ କହିବା ଅନୁସାରେ, କେବେ ହେଲେ ଲାଜ କରନ୍ତୁ ନାହିଁ, କାରଣ ଯେଉଁ ବ୍ୟକ୍ତି ଜ୍ଞାନ ନେବା ସମୟରେ ଲାଜ କରେ ତାହାର ଜ୍ଞାନ ଅଧା ରହିଯାଏ। ସେହି ବ୍ୟକ୍ତି ତାଙ୍କ ଜୀ-ବ-ନରେ କେବେ ହେଲେ ସଫଳତା ପାଇନଥାନ୍ତି।

ଯେ କୌଣସି ବ୍ୟକ୍ତି ହେଉ ନା କାହିଁକି ସେ ତାର ଦେଇଥିବା ଧନ ମାଗିବା କଥା। ଯେଉଁମାନେ ନିଜର ଧନ ମାଗିବାରେ ଲାଜ କରିଥାନ୍ତି ସେମାନେ କେବେ ହେଲେ ଧନୀ ହୋଇନଥାନ୍ତି। ଏମିତି କରିବା ଦ୍ଵାରା ଆପଣ ସମ୍ପୂର୍ଣ ରୂପରେ ଦରିଦ୍ର ହୋଇପାରନ୍ତି।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *