Excuse Me Odisha

ଯାହା କହିବୁ ସତ କହିବୁ

ବେଲ ଗଛ ଗୃହର କେଉଁଠି ରହିଲେ ହେବ ଧନର ବର୍ଷା ଏବଂ କେଉଁଠି ରହିଲେ ହେବ ସ-ର୍ବ-ନା-ଶ।

ସେୟାର୍ କରନ୍ତୁ

ବେଲ ଗଛ ଏକ ଏପରି ଗଛ ଯାହା ସମସ୍ତ ସଂସାରରେ ଦୁ-ର୍ଲ-ଭ ଅଟେ। ତାହାର ଦି-ବ୍ୟ-ତା, ଦୁ-ର୍ଲ-ଭ-ତା, ଔଷଧୀୟ ଗୁଣ ଏବଂ କ୍ଷମତା କାରଣରୁ ସମସ୍ତ ଦେବା ଦେବୀ ଏବଂ ମନୁଷ୍ୟ ଜାତିର ପ୍ରିୟ ହୋଇଥାଏ। ପୁରାଣ ଶାସ୍ତ୍ର ଅନୁସାରେ, ବେଲ ଗଛର ସୃଷ୍ଟି ମାଆ ଲକ୍ଷ୍ମୀଙ୍କ ଅଂଶରୁ ହୋଇଛି।

ପ୍ରଥମେ ଜାଣିବା ବେଲ ଗଛର କିଛି ଉପକାରୀତା ଏବଂ ଔଷଧୀୟ ଗୁଣ ବିଷୟରେ ।

Google

1. ବେଲ ଗଛରେ ସ୍ୱୟଂ ଶିବ ଅର୍ଥାତ ମହାଦେବଙ୍କର ବାସ ହୋଇଥାଏ। ବେଲ ଗଛର ତ୍ରିଶାଖାରେ ତ୍ରିଦେବ ବାସକରନ୍ତି। ସେଥିପାଇଁ ବେଲ ଗଛ ମୂଳରେ ସକାଳୁ ଗାଧେଇସାରି ପାଣି ଅର୍ପଣ କଲେ କୋଟି ପୁଣ୍ୟ ମିଳିଥାଏ ଏବଂ ଶିବ ସମେତ ମାଆ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ଫଳରେ ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ ହୁଏ ଏବଂ ଏହା ସହିତ ଧନବାନ ହେବାରୁ ମଧ୍ୟ କେହି ରୋକିପାରନ୍ତି ନାହିଁ।

2. ବେଲ ପତ୍ର ସମସ୍ତ ଦେବଦେବୀଙ୍କର ପ୍ରିୟ ପତ୍ର ଅଟେ। ଏହି ପତ୍ର ଶୁଖିଯାଏ କିନ୍ତୁ କେବେ ବାସୀ ହୁଏ ନାହିଁ। ଏହି ବେଲ ପତ୍ରକୁ ଚନ୍ଦନ ସହ ଲେପ କରି ଶିବ ତଥା ଦେବୀଙ୍କୁ ଅର୍ପଣ କରିବା ଦ୍ୱାରା ମନୁଷ୍ୟର ମନସ୍କାମନା ପୁର୍ଣ୍ଣ ହୋଇଥାଏ।

3. ବେଲ ଗଛର କାଠିକୁ ଚନ୍ଦନ ପରି ଘୋରି ଦେବାଦେବୀଙ୍କୁ ଟୀକା ଲଗାଇଲେ କୋଟି ପୁଣ୍ୟ ପ୍ରାପ୍ତି ହୋଇଥାଏ। ଏହା ସହ ମନୁଷ୍ୟ ଯଦି ଏହି କାଠିକୁ ଘୋରି ନିଜ ମଥାରେ ଲଗାଏ, ତେବେ ସେ ସମସ୍ତ ପ୍ରାଣୀକୁ ବସ କରିପାରେ ଏବଂ ନିଜର ଦିବ୍ୟ ଚେତନା ଜାଗ୍ରତ ହୋଇଥାଏ । ଏହାସହ ଅଲୌକିକ ଶକ୍ତିର ଅନୁଭବ କରିପାରେ।

Google

4. ସୋମବାର ଦିନ କିମ୍ବା ଚତୁର୍ଦସୀ ଦିନ ବେଲ ଗଛ ମୂଳରେ ଧୂପ, ଦୀପ, ଭୋଗ, ପଣା ଏହିସବୁ ଅର୍ପଣକରି ସେହି ବେଲ ଗଛର ଚେରକୁ ଆଣି ଗୁନ୍ଥି ଶରୀରରେ ଧାରଣ କଲେ ବାହାରର ନକ-ରା-ତ୍ମ-କ ଶକ୍ତିକୁ ପ୍ରବେଶ କରିବାକୁ ଦିଏ ନାହିଁ। ଏହା ସହ ଯଦି ବିବାହ ହେଉନଥାଏ କିମ୍ବା ସନ୍ତାନ ହେଉନଥାଏ ତେବେ ଏହି ଚେରକୁ ଶରୀରରେ ଧାରଣକରି ବେଲ ଗଛକୁ ପୂଜା କରିବା ଦ୍ୱାରା ସମସ୍ତ ଇଛା ପୁର୍ଣ୍ଣ ହୁଏ।

5. ଯେଉଁବ୍ୟକ୍ତି ଶିବ ତଥା ଦେବୀଙ୍କ ଆରଧନା କରୁଥାନ୍ତି ଏବଂ ଯଦି ସେ ବେଲ ଗଛ ମୂଳରେ ବସି ମନ୍ତ୍ର ପଢି ଦେବାଦେବୀଙ୍କୁ ପୂଜା କରନ୍ତି ତେବେ ଖୁବଶୀଘ୍ର ସେମାନଙ୍କର ସାଧନା ପୁର୍ଣ୍ଣ ହୋଇଥାଏ।

6. ସାଧାରଣତଃ ଘରଚାରିପାଖେ ବଡ ବଡ ଗଛ ରହିଲେ ତାହା ଅଶୁଭ ଅଟେ ଏବଂ ସେହିସବୁ ଗଛର ଛାଇ ଘର ଉପରେ ପଡିବା ଦ୍ୱାରା ଘରର ବାସ୍ତୁ ଦୋଷ ହୋଇଥାଏ। କିନ୍ତୁ ବେଲ ଗଛ ଏକ ଏପରି ଗଛ ଯାହା ଘରର ଯେଉଁ କୋଣରେ ରହିଲେ ମଧ୍ୟ କିଛି ଅସୁବିଧା ହୋଇନଥାଏ।

6. ବେଲ ଗଛ ଉତ୍ତର କିମ୍ବା ଉତ୍ତରପୂର୍ବ ଐସନ୍ୟ କୋଣରେ ରହିଲେ ଧନର ଅଭାବ ରହେ ନାହିଁ। ଘରର ପୂର୍ବ ଦିଗରେ ବେଲ ଗଛ ରହିଲେ ଗୃହରେ ଶାନ୍ତି ବଜାୟ ରହିଥାଏ। ଘରର ପଶ୍ଚିମ ଦିଗରେ ବେଲ ଗଛ ରହିଲେ ସୁସନ୍ତାନ ପ୍ରାପ୍ତି ହୋଇଥାଏ ଏବଂ ଘରର ଦକ୍ଷିଣ ଦିଗରେ ରହିଲେ ଦୁ-ର୍ଘ-ଟ-ଣା ଜନିତ ସମସ୍ୟା ଦୂର ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *