Excuse Me Odisha

ଯାହା କହିବୁ ସତ କହିବୁ

ଦୁନିଆରେ ସବୁଠାରୁ ଶୀଘ୍ର ଧନୀ ହୁଅନ୍ତି ଏହିସବୁ ରାଶି, ଜାଣନ୍ତୁ ଆପଣଙ୍କ ରାଶି ଅଛି କି ନାହିଁ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଦୁନିଆରେ ସବୁଠୁ ଶୀଘ୍ର ଧନୀ ହୁଅନ୍ତି ଏହି ୬ଟି ରାଶିର ଲୋକ। ତେବେ ଆସନ୍ତୁ ଜାଣିବା।

ବନ୍ଧୁଗଣ ଜ୍ୟୋତିଷଙ୍କ ଅନୁସାରେ ଏହି ଭଳି ୬ ରାଶି ଅଛନ୍ତି ଯେଉଁମାନଙ୍କର ଏବେ କାନ୍ଦିବାର ଦିନ ଶେଷ ହୋଇଯାଇଛି। ଏହି ରାଶି ମାନଙ୍କର କଷ୍ଟ ଏବେ ମା ଲକ୍ଷ୍ମୀ ଦୂର କରିବେ। ମା ଲକ୍ଷ୍ମୀ ଏହି ରାଶି ଗୁଡ଼ିକର ଉପରେ ଏବେ ପ୍ରସନ୍ନ ହେବାକୁ ଯାଉଛନ୍ତି। ମା ଲକ୍ଷ୍ମୀଙ୍କର କୃପାରୁ ଏହି ରାଶି ମାନଙ୍କୁ ବହୁତ ବଡ଼ ଧନ ଲାଭ ମିଳିବ। ଆପଣଙ୍କର ଆର୍ଥିକ ସ୍ଥିତିରେ ପରିବର୍ତନ ଦେଖିବାକୁ ମିଳିବ। ଏହି ରାଶି ମାନଙ୍କ ପାଖରେ ଏବେ ପର୍ଯ୍ୟନ୍ତ ଟୋଙ୍କା ପଇସାର ଯେଉଁ ଅଭାବ ଲାଗି ରହିଥିଲା ତେବେ ସେ ସବୁ ମା ଲକ୍ଷ୍ମୀଙ୍କର କୃପାରୁ ଆପଣଙ୍କୁ ଲଗାତାର ଭାବରେ କେଉଁଠୁ ନାଁ କେଉଁଠୁ ଧନ ଲାଭ ମିଳିବାରେ ଲାଗିବ। ମା ଲକ୍ଷ୍ମୀଙ୍କର କୃପାରୁ ପୁର୍ବରୁ କରିଥିବା ଖରାପ କାର୍ଯ୍ୟ ଗୁଡ଼ିକର ନାଶ ହେବ। ଏବେ ଠାରୁ ଯେତେ ଆପଣ ସମାଜ ପାଇଁ ଭଲ କାର୍ଯ୍ୟ କରିବେ ସେତିକିହିଁ ଆପଣଙ୍କୁ ଧନ ଲାଭ ମିଳିବ। ଆପଣଙ୍କର ଜୀ-ବ-ନର ସବୁ ଅସୁବିଧା ଗୁଡିକୁ ମା ଲକ୍ଷ୍ମୀ ମୂଳରୁ ଶେଷ କରିଦେବେ। ଯେଉଁ ଲୋକ ମାନେ ଏବେ ପର୍ଯ୍ୟନ୍ତ ବିବାହ କରିପାରୁ ନାହାନ୍ତି ଏବଂ ବିବାହରେ ଅନେକ ପ୍ରକାରରେ ବାଧା ଆସୁଛି ସେମାନଙ୍କର ବିବାହ ବହୁତ ଜଲଦି ହେବାକୁ ଯାଉଛି।ଆପଣଙ୍କର ସବୁ ଗ୍ରହଦୋଷ ଏବେ ଶେଷ ହୋଇଯିବ। ମା ଲକ୍ଷ୍ମୀଙ୍କର କୃପାରୁ ଆପଣଙ୍କର ଭିତରେ ଉର୍ଜା ଏବଂ ଆତ୍ମବିଶ୍ୱାସର ସଂଚାର ହେବ। ଆପଣ ମାନେ କୌଣସିବି ବଡ଼ କାର୍ଯ୍ୟ କରିବାର କ୍ଷମତା ଲାଭ କରିବେ। ଆପଣ ପ୍ରତିକୂଳ ପରିସ୍ଥିତିରେ ବି ନିଜର ପ୍ରଭାବ ଦେଖାଇ ପାରିବେ। ଆପଣଙ୍କୁ ମାନସିକ ଶାନ୍ତିର ଅନୁଭବ ହେବ। ବ୍ୟାପାର ବାଣିଜ୍ୟରେ ଆପଣଙ୍କର ଖୁବ ଜୋରରେ ଚାଲୁ ହେବ। ବେରୋଜଗାର ଲୋକ ମାନଙ୍କୁ ସାମ୍ନାରୁ ନୁଆ ଚାକିରି କରିବାର ଅବସର ପ୍ରାପ୍ତ ହେବ। ତେବେ ବନ୍ଧୁଗଣ ଏବେ ଆସନ୍ତୁ ଆପଣଙ୍କୁ ଆମେ କହିବୁ ଯେ, ଏହି ଠାରେ ଆମେ କେଉଁ ରାଶି ମାନଙ୍କ ବିଷୟରେ ଆଲୋଚନା ହେଉଛୁ। ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ।

Google

କନ୍ୟା ରାଶି:-

ବନ୍ଧୁଗଣ ଏହି ଠାରେ ଆପଣଙ୍କୁ କହିଦେଉଛୁ ଯେ ଏବେ ଆପଣଙ୍କର ଯାହା ଇଛା ହେବ ଆପଣ ତାହା କରିପାରିବେ। କେବଳ ଆପଣ ନିଜର ଧର୍ଯ୍ୟ ଧରି ରଖନ୍ତୁ। କାରଣ ଆପଣଙ୍କର ବସିବା ଜାଗାରେ ପରିବର୍ତନ ହୋଇପାରେ। କିମ୍ବା ଆପଣଙ୍କୁ ଗୋଟିଏ ନୁଆ ଜାଗାରେ କାର୍ଯ୍ୟ କରିବାକୁ ପଡିପାରେ। ଆପଣଙ୍କର ଧାରଣାର ବିପରୀତ ଏହି ନୁଆ କାର୍ଯ୍ୟଳୟରେ ନିଜର ଆତ୍ମବିଶ୍ୱାସ ଏବଂ ସ୍ୱତନ୍ତ୍ର ରୁପରେ ପ୍ରଦର୍ଶନ କରିବାର କ୍ଷମତାର ସଫଳତା ମିଳିବ। ଆପଣଙ୍କର ଆଗାମୀ ସମୟ ସଫଳତା ଏବଂ ଆମୋଦ ପ୍ରମୋଦରେ ଭରପୁର ରହିବ। ଯାହା ଫଳରେ ଆପଣ ଆପଣଙ୍କର ମନରେ ପ୍ରସନ୍ନତାର ଅନୁଭବ କରିବେ। ଜୀ-ବ-ନ ସମ୍ବୋଦ୍ଧିତ କାର୍ଯ୍ୟରେ ସଫଳତା ଏବଂ ସିଦ୍ଧି ଆପଣ ପ୍ରାପ୍ତ କରିବେ। ବିଶେଷ ରୁପରେ ବିପରୀତ ବ୍ୟକ୍ତି ଆପଣଙ୍କର ଜୀ-ବ-ନରେ ଛାଇ ରହିବେ।ମୌଜ ମସ୍ତି ପଛରେ ଆପଣଙ୍କର ଖର୍ଚ୍ଚ ହୋଇପାରେ। ନୁଆ ବସ୍ତ୍ର ଆଭୁଷୋଣର କିଣା କିଣି ହୋଇପାରେ। ତଥା ସେହି ସବୁ ଜିନିଷକୁ ପିଦ୍ଧିବାର ଅବସର ମଧ୍ୟ ଆପଣଙ୍କୁ ମିଳିପାରେ। ଶା-ରୀ-ରି-କ ଏବଂ ମାନସିକ ସ୍ବାସ୍ଥ୍ୟ ଆପଣଙ୍କର ଭଲ ରହିବ।

Google

ତୁଳା ରାଶି:-

ଜାଣି ରଖନ୍ତୁ ଯେ, ଏବେ ଆପଣଙ୍କୁ ଅଚାନକ ଭାଗ୍ୟ ଚମକିବାକୁ ଯାଉଛି। ଯାହା ଫଳରେ ଆପଣଙ୍କୁ ସୋଚା ପ୍ରେମ ମିଳିବାର ସମ୍ପୂର୍ଣ ସମ୍ଭାବନା ନଜର ଆସୁଛି। ଆପଣଙ୍କର ଉପରେ ମା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ସବୁଠାରୁ ଅଧିକ ଲାଗି ରହିବ। ଯାହା ଫଳରେ ଆପଣ ପ୍ରେମ ମା-ମ-ଲା-ରେ ଅଧିକରୁ ଅଧିକ ସଫଳତା ପାଇବେ ଏବଂ ଆପଣଙ୍କୁ ଆପଣଙ୍କର ସୋଚା ପ୍ରେମ ମିଳିବାରୁ ଏବେ ଆଉ କେହି ବି ଅଟକାଇ ପାରିବେ ନାହିଁ। ଯଦି ଆପଣ କାହାକୁ ପସନ୍ଦ କରୁଛନ୍ତି ଏବଂ ପ୍ରପୋଜ କରିବାକୁ ଚାହୁଁଛନ୍ତି ତେବେ ଏହି ସମୟ ଆପଣଙ୍କର ପାଇଁ ବହୁତ ଭଲ ରହିବ। ଏହି ସମୟରେ ଆପଣ ସଫଳତା ପାଇବାର ନଜର ଆସୁଛି। ପ୍ରେମୀଙ୍କ ତରଫରୁ ଆପଣଙ୍କୁ ଶା-ରୀ-ରି-କ, ମାନସିକ ଶାନ୍ତି ମିଳିବ। ଯାହା ଫଳରେ ଆପଣଙ୍କର ମନ ପ୍ରସନ୍ନ ରହିବ। ଆପଣଙ୍କ ଲଭ ଲାଇଫରେ ବହୁତ ଜୋରରେ ପ୍ରଗତି କରି ଆଗକୁ ଆଗକୁ ବଢ଼ି ଚାଲିବ।

ସିଂହ ରାଶି:-

ଏହି ରାଶିର ଲୋକ ମାନଙ୍କର ଉପରେ ମା ଲକ୍ଷ୍ମୀଙ୍କର ଅସୀମ କୃପା ଲାଗି ରହିବ। ଯାହା ଫଳରେ ଏମାନଙ୍କର ଭଣ୍ଡାର ଧନ ଦୋୖଲତରେ ଭରପୁର ହୋଇ ଉଠିବ। ବିଦ୍ୟାର୍ଥୀ ମାନଙ୍କର ପାଠ ପଢ଼ାରେ ମନ ଲାଗିବ। ଧାର୍ମିକ ସଂଗୀତ ପ୍ରତି ଇଛା ବଢ଼ିବ। ପାରିବାରର କୌଣସି ମହିଳା ଉପରେ ଧନ ପ୍ରାପ୍ତିର ଯୋଗ ବନୁଛି। ଆପଣଙ୍କର ଜୀ-ବ-ନରୁ ପାରିବାରିକ କ-ଳ-ହ ଏବଂ ଅକାରଣ କଷ୍ଟର ଅନ୍ତହେବ। କୌଣସି ଲାଭଦାୟକ ଯାତ୍ରାରେ ଆପଣଙ୍କୁ ଯିବାର ଯୋଗ ବନୁଛି।

Google

ମେଷ ରାଶି:-

କହିଦେଉଛୁ ଯେ, ପ୍ରତିଦିନର କାର୍ଯ୍ୟରେ ଆସୁଥିବା ବ୍ୟବଧାନ ଏବେ ଆପଣଙ୍କର ଦୂରହେବ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ମାନ ସମ୍ମାନର ପ୍ରାପ୍ତ ହେବ। ଏହା ସହିତ କାର୍ଯ୍ୟ କ୍ଷେତ୍ରରେ ଆପଣ ସବୁ କାର୍ଯ୍ୟ ଶେଷ କରିବାରେ ସଫଳ ରହିବେ। ବ୍ୟାପାର କ୍ଷେତ୍ରରେ ବହୁତ ଭଲ ନିର୍ଣ୍ଣୟ ନେବାରେ ଆପଣ ସକ୍ଷମ ହେବେ। ଏବଂ ଆପଣ ଭାବି ଚିନ୍ତି ଯେଉଁ କାର୍ଯ୍ୟ କରିବେ ସେଥିରେ ସଫଳତା ନିଶ୍ଚୟ ଲାଭ କରିବେ। ସାମାଜିକ ମହିଳା ମାନଙ୍କ ଠାରୁ ଆପଣଙ୍କୁ ଭଲ ସହଯୋଗ ମିଳିବ ଏବଂ ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସବୁ ଚାଲୁ ହେବାରେ ଲାଗିବ।

କର୍କଟ ରାଶି:-

ଆଗାମୀ ଦିନ ଗୁଡ଼ିକରେ ଆପଣ କୌଣସି ବଡ଼ ସଂଥା ସହିତ ଯୋଡ଼ି ହୋଇପାରନ୍ତି। ଯାହା ଫଳରେ ଆପଣଙ୍କର ଚାରିପଟରେ ପ୍ରଶଂସା ହେବ। ସ୍ଵାଦିଷ୍ଟ ଭୋଜନର ଆନନ୍ଦ ଆପଣ ଉଠାଇ ପାରିବେ ଏବଂ ଶଶୁର ଘରକୁ ଯିବାର ସମ୍ଭାବନା ମଧ୍ୟ ରହିଛି। ଆପଣଙ୍କର ଚିନ୍ତାଧାରା ଆପଣଙ୍କୁ ସବୁ ପ୍ରକାରର ସମସ୍ୟା ଗୁଡ଼ିକ ଠାରୁ ଦୂରେଇ ରଖିବାରେ ସାହାର୍ଯ୍ୟ କରିବ। ସନ୍ତାନ ସୁଖ ପ୍ରାପ୍ତ ହେବାର ଯୋଗ ବନୁଅଛି। ଦୁରରେ ରହି ପାଠ ପଢୁଥିବା ପିଲାମାନଙ୍କର ଠାରୁ ଶୁଭ ସମାଚାର ମିଳିବ। କାମ କାର୍ଯ୍ୟରେ ପରିବର୍ତନ କରିବା ଠାରୁ ଆପଣ ଦୂରେଇ ରୁହନ୍ତୁ।

Google

କୁମ୍ଭ ରାଶି:-

କହିଦେଉଛୁ ଯେ, ଆପଣ ଧନ ସଞ୍ଚୟ କରିବାରେ ଆପଣ ସଫଳ ହୋଇପାରନ୍ତି। ଆପଣଙ୍କର ଧନ ଦୌଲତରେ ଲଗାତାର ଭାବରେ ଉନ୍ନତି ଦେଖିବାକୁ ମିଳିବ। ଏବଂ ଆପଣଙ୍କର ଦ୍ବାରା ପ୍ରସ୍ତୁତ କରାଯାଇଥିବା ଯୋଜନା ଗୁଡ଼ିକ ସଫଳ ହେବାକୁ ଯାଉଛି। ଜୀ-ବ-ନ ଖୁସିପୂର୍ଣ ହୋଇ ଉଠିବ। ପୁରୁଣା ଶା-ରୀ-ରି-କ ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ। ଏହି ରାଶିର ଲୋକମାନେ ବାହାନ ସୁଖର ପ୍ରାପ୍ତି କରିପାରନ୍ତି। ବିଦ୍ୟାର୍ଥୀ ମାନଙ୍କର ପାଠପଢ଼ାରେ ମନ ଲାଗିବ। ବିଦେଶରୁ ଖୁସି ଖବର ଆପଣଙ୍କୁ ମିଳିବାର ସମ୍ଭାବନା ରହିଛି। ଆପଣ ଆପଣଙ୍କର ଲଭ ପାର୍ଟନରଙ୍କର ସହିତ ଖୁସିର ସମୟ ବ୍ୟତିତ କରିବେ। ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ପ୍ରଗତି ପଥରେ ଚାଲିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *