Excuse Me Odisha

ଯାହା କହିବୁ ସତ କହିବୁ

ରାବଣ ସ୍ତ୍ରୀ ଲୋକଙ୍କ ବିଷୟରେ ୩ଟି କଥା କହିଛନ୍ତି ,ଯାହା ବହୁତ ଅଭଦ୍ର ହେଲେ ବି ସତ୍ୟ ଅଟେ ।

ସେୟାର୍ କରନ୍ତୁ

ବନ୍ଧୁଗଣ ରାମାୟଣର ରାବଣକୁ ତ ଆପଣମାନେ ଜାଣି ଥିବେ। ରାବଣ ରାମାୟଣର ଏକ ପ୍ରମୁଖ ଚରିତ୍ର ଅଟେ। ରାବଣ ଲଙ୍କା ଦେଶର ରାଜା ଥିଲା ଏବଂ ତାର ୧୦ ଟି ମୁଣ୍ଡ ରହିଥିବା ଯୋଗୁଁ ସେ ଦଶାନନ ଭାବରେ ମଧ୍ୟ ପରିଚିତ ଥିଲା। ଶାସ୍ତ୍ର ଅନୁସାରେ, ରାବଣ ଜଣେ ମହା ପଣ୍ଡିତ ଏବଂ ମହାନ ଜ୍ଞାନୀ ମଧ୍ୟ ଥିଲା। ସେ ନିଜର ଜ୍ଞାନ ଦ୍ୱାରା ଜାଣି ପାରୁ ଥିଲା କି ଆଗକୁ କଣ ହେବାର ଅଛି।

ସାଙ୍ଗମାନେ ରାବଣ ଅସୁର କୂଳରେ ଜନ୍ମ ହୋଇଥିଲେ ମଧ୍ୟ ତା ମଧ୍ୟରେ ଅନେକ ଦିବ୍ୟ ଗୁଣ ରହିଥିଲା। ସେ ଅନେକ ଶାସ୍ତ୍ର ପୁରାଣରେ ଦକ୍ଷ ଥିଲା । ସେ ଜଣେ ଉତ୍ତମ ରାଜନୀତିଜ୍ଞ ଭାବରେ ପରିଗଣିତ ଥିଲା। ବନ୍ଧୁମାନେ ଆଜି ଆମେ ଜାଣିବା ରାବଣ ନିଜର ଜୀ-ବ-ନକାଳ ମଧ୍ୟରେ ସ୍ତ୍ରୀ ମାନଙ୍କ ବିଷୟରେ କିଛି ମହତ୍ୱପୂର୍ଣ୍ଣ କଥା କହିଛି, ଯାହା ଆଜିକାଲି ଦୁନିଆରେ ଖରାପ ବା କଟୁ ଶବ୍ଦ ହେଲେ ମଧ୍ୟ ଅକ୍ଷରେ ଅକ୍ଷରେ ସାତ ଭାବରେ ପାଳିତ ହେଉଛି। ତେବେ ଆସନ୍ତୁ ଜାଣିବା ସ୍ତ୍ରୀ ଲୋକଙ୍କ କିଛି ଗୁପ୍ତ କଥା ବିଷୟରେ।

Google

ସାଙ୍ଗମାନେ ରାମାୟଣରେ ରାବଣ ରାକ୍ଷସ ପ୍ରବୃତ୍ତିରେ ରହିଥିଲେ ମଧ୍ୟ ସେ ନିଜ ସୀମା ଭିତରେ ଏହି ମାତା ସୀତାଙ୍କୁ ଅପହରଣ କରି ଥିଲା। କାରଣ ସେ ନାରୀ ମାନଙ୍କୁ ବହୁତ ସମ୍ମାନ ଓ ଆଦର କରୁଥିଲା। ସେ ନିଜର ଛାଇକୁ ମାତା ସୀତାଙ୍କ ଉପରେ ପଡ଼ିବାକୁ ଦେଉ ନଥିଲା। ରାବଣର କେବଳ ଏହା ଭୁଲ ଥିଲା କି ସେ ଅମର ହେବାର ସ୍ବପ୍ନ ଦେଖୁ ଥିଲା ଏବଂ ନିଜର ଲଙ୍କା ଦେଶ ଉପରେ ବହୁତ ଗର୍ବ କରୁ ଥିଲା। ଏହି କାରଣରୁ ସେ ସ-ର୍ବ-ନା-ଶ ହେବାକୁ ଲାଗିଲା। କିନ୍ତୁ, ରାବଣ ସ୍ତ୍ରୀ ମାନଙ୍କ ବିଷୟରେ ଚାରିଟି ସତ୍ୟ ବାଣୀ କହି ରଖିଛନ୍ତି। ଯାହା ଆଜିର ଦିନରେ ଅକ୍ଷରେ ଅକ୍ଷରେ ସତ୍ୟ ପାଳିତ ହେଉଛି। ତେବେ ସାଙ୍ଗମାନେ ଆସନ୍ତୁ ଜାଣିବା ସେହି ଚାରୋଟି ସତ୍ୟ ବିଷୟରେ।

୧/ ବନ୍ଧୁଗଣ ରାବଣ ମୃ-ତ୍ୟୁ ପୂର୍ବରୁ ସ୍ତ୍ରୀ ଲୋକଙ୍କ ବିଷୟରେ ଏହା କହିଥିଲା ଯେ, ସ୍ତ୍ରୀ ଲୋକ ଅଧିକ ସ୍ୱାର୍ଥପର ହୋଇଥାନ୍ତି। ସେମାନେ ନିଜର ସ୍ବାର୍ଥ ପାଇଁ ବହୁତ ତଳକୁ ଖସି ଯାଇ ଥାନ୍ତି। ସେମାନେ ନିଜର ସ୍ବାର୍ଥ ପାଇଁ ସମସ୍ତଙ୍କୁ ଧୋକା ଦେବାକୁ ପଛାଇ ନଥାନ୍ତି ଏବଂ ଦରକାର ପଡ଼ିଲେ ଅନ୍ୟକୁ ଆପଣେଇବାକୁ ପଛାଇ ନଥାନ୍ତି। ସ୍ତ୍ରୀ ମାନେ ନିଜର ଲୋଭକୁ ପୂରଣ କରିବା ପାଇଁ କିଛି ବି କରି ପାରିଥାନ୍ତି।

୨/ ସ୍ତ୍ରୀ ଲୋକମାନେ ନିଜର କୌଣସି କଥାକୁ ବଦଳେଇ ଦେଇଥାନ୍ତି। ଏମାନେ କେବେ ସତ୍ୟ କୁହନ୍ତି ନାହିଁ। ଏଥିପାଇଁ ନାରୀ ମାନଙ୍କ ଉପରେ ବହୁତ ଭାବିଚିନ୍ତି ଭରସା କରିବା ଉଚିତ। ସ୍ତ୍ରୀ ଲୋକେ ଜଣକ କଥା ଅନ୍ୟ ଜଣକୁ ଶୁଣାଇବା ପାଇଁ ବହୁତ ରୁଚି ରଖି ଥାନ୍ତି। ଏହାଦ୍ବାରା ସେମାନଙ୍କ ମଧ୍ୟରେ ଝ-ଗ-ଡ଼ା ସୃଷ୍ଟି ହୁଏ ଏବଂ ଝ-ଗ-ଡ଼ା ଏପରି ହୁଏ କି, ଯାହା ପୋ-ଲି-ସ ବା କୋ-ର୍ଟ ମଧ୍ୟକୁ ଯାଇପାରେ। ଏଣୁ ରାବଣର ବାଣୀ ଅନୁସାରେ, ସ୍ତ୍ରୀ ଲୋକମାନଙ୍କୁ କେବେ ବି ନିଜର ଗୁ-ପ୍ତ କଥା କହିବା ଅନୁଚିତ ଅଟେ।

Google

୩/ ନାରୀ ମାନଙ୍କ ପେଟରେ କେବେବି କୌଣସି କଥା ଲୁଚି ପାରିବନି। ଆପଣ ଯେତେ ନିଜର ହୋଇ ଥିଲେ ମଧ୍ୟ ସେ ଆପଣଙ୍କ ରହସ୍ୟ ପଦାକୁ ବାହାର କରିଦେଇଥାନ୍ତି । ନାରୀମାନେ ଗୁ-ପ୍ତ କଥାକୁ ଅ-ଗ୍ନି ଭଳି ଖେଳାଇ ଦେଇଥାନ୍ତି। ଏଣୁ କୌଣସି ସ୍ତ୍ରୀକୁ ନିଜର ଗୁ-ପ୍ତ କଥା କହିବା ଜ-ରୁ-ରୀ ନୁହେଁ। ଯଦି ଏମିତି ହୁଏ ତା’ହେଲେ ସେହି ସ୍ତ୍ରୀ ଆପଣଙ୍କ ପାଇଁ ବହୁତ ଖରାପ ହୋଇଥାଏ। ଏହା ହିଁ ସତ୍ୟ ଅଟେ।

୪/ ରାବଣର ଶେଷ ବାଣୀ ହେଉଛି, ସ୍ତ୍ରୀ ଲୋକମାନେ ଅନ୍ୟ କଥାରେ ଅତିଶୀଘ୍ର ଫସି ଯାଇ ଥାନ୍ତି। କାରଣ ସେମାନଙ୍କ ମନରେ ଛନ୍ଦ କପଟ ରହି ନଥାଏ। ସେମାନେ ସମସ୍ତ କଥାକୁ ନିଜ ମନରୁ ଭାବିଥାନ୍ତି। ତେଣୁ ଏମାନେ ଖୁବ୍ ଶୀଘ୍ର କାହା ଜା-ଲ-ରେ ଫସି ଯାଇଥାନ୍ତି। ଏହାଦ୍ବାରା ସେ ନିଜର ଘରକୁ ହିଁ ବିନାଶ କରି ଦେଇଥାନ୍ତି। ପର କଥାକୁ ବିଶ୍ୱାସ କରି ନିଜର ସଂସାରକୁ ଭାଙ୍ଗି ଦେଇଥାନ୍ତି। ସାଙ୍ଗମାନେ ଏହା ମଧ୍ୟ ସତ୍ୟ ଅଟେ କି, ଯେତେବେଳେ ସ୍ତ୍ରୀ ଲୋକମାନେ କ୍ରୋ-ଧି-ତ ହୋଇଯାଇଥାନ୍ତି। ସେତେବେଳେ, ସେ କାହାକୁ ବି କ୍ଷମା କରନ୍ତି ନାହିଁ। ଯଦି ତାଙ୍କ ସାମ୍ନାରେ ତାଙ୍କ ସ୍ବାମୀ ଆସି ଛିଡା ହୁଅନ୍ତି, ତାହେଲେ ମଧ୍ୟ ସେମାନେ ପଛ ଘୁଂଚା ଦିଅନ୍ତି ନାହିଁ। ଏଭଳି କିଛି ମହିଳା ଅଛନ୍ତି କି ଯିଏ ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ କାନ୍ଦି ପକାଇ ଥାନ୍ତି। ଏମାନଙ୍କ ସହନଶୀଳତା କ୍ଷମତା ଅଧିକ ଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *