Excuse Me Odisha

ଯାହା କହିବୁ ସତ କହିବୁ

ଗରିବ ହେବାର ୯ଟି ମୁଖ୍ୟ କାରଣ। ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ କଣ ଆପଣ ଜାଣିଛନ୍ତି, ଆପଣ ଗରିବ ହେବାର କଣ କାରଣ। ଆପଣଙ୍କ ଭିତରେ ଲୁଚି ରହିଥିବା ଏହି ଅଭ୍ୟାସ ଅଟେ। ଯେଉଁ କାରଣରୁ ଆପଣଙ୍କର ପାଖରେ ଧନ କେବେବି ଲୁ-ଚି ରହେନାହିଁ। ଏମିତି କୁହାଯାଏ, ମା ଲକ୍ଷ୍ମୀ କେବେବି କୌଣସି ସ୍ଥାନରେ କିମ୍ବା ଜଣେ ବ୍ୟକ୍ତି ପାଖରେ ରୁହନ୍ତି ନାହିଁ। ଏଥି ପାଇଁ ତାଙ୍କୁ ପ୍ରସନ୍ନ ରଖିବା ବହୁତ ଜ-ରୁ-ରୀ ଅଟେ। ଯେଉଁଠାରେ ମା ଲକ୍ଷ୍ମୀଙ୍କର ବାସ ହୋଇ ନଥାଏ ସେଠାରେ ଦରିଦ୍ରତା ରହିଥାଏ। ଯାହା ଆଜିର ସମୟରେ ମନୁଷ୍ୟର ଦୁଃ-ଖର ବଡ଼ କାରଣ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଆପଣଙ୍କର ସେହି ଅଭ୍ୟାସ ଏବଂ ଭୁଲ ବିଷୟରେ। ଯାହା ଜଣା ଅଜଣାରେ ହୋଇଥାଏ ଏବଂ ଆପଣଙ୍କର ଗରିବର କାରଣ ହୋଇଥାଏ। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।

ଭଗବାନ ଶ୍ରୀକୃଷ୍ଣ କୁହନ୍ତି, ଯେଉଁ ଲୋକ ଭୋଜନ ଅଇଁଠା ଛାଡିବାର ଅଭ୍ୟାସ ରଖିଥାଏ ଏବଂ ବଞ୍ଚି ଯାଉଥିବା ଅଇଁଠା ଖାଦ୍ୟକୁ ବାହାରକୁ କିମ୍ବା ଡସ୍ଟବିନରେ ଫୋଫାଡ଼ୀ ଦିଏ ତାହେଲେ ଏମିତିରେ ଅନ୍ନର ଅ-ପ-ମା-ନ ହୋଇଥାଏ। ଏହି କାରଣରୁ ମା ଲକ୍ଷ୍ମୀ ସେହି ଘରୁ ଚାଲି ଯାଆନ୍ତି ଏବଂ ବ୍ୟକ୍ତିକୁ ଗରିବର ସାମ୍ନା କରିବାକୁ ପଡ଼ିଥାଏ। ଏଥି ପାଇଁ ଭୋଜନ କରିବା ବେଳେ ଅଇଁଠା ଖାଦ୍ୟ ଛାଡିବା ଉଚିତ ହୋଇନଥାଏ।ଯେତିକି ଖାଇବାର କ୍ଷମତା ରହୁଛି ସେହି ପରିମାଣରେ ଭୋଜନ ବାଢିବା ଉଚିତ।

Google

ସୂର୍ଯ୍ୟ ଅସ୍ତ ପରେ କେବେ ବି ଘର ଭିତରେ ଝାଡୁ ଲଗାଇବା ଉଚିତ ହୋଇନଥାଏ। ଏମିତି କରିବା ଅଶୁଭ ମାନାଯାଇଥାଏ। ଯଦି ଆପଣ ସୂର୍ଯ୍ୟ ଅସ୍ତ ପରେ ଝାଡୁ ଲଗାଉଛନ୍ତି, ତାହେଲେ ଘରର ମଇଳା ସଫା ହେଉ ନାହିଁ ଆପଣ ନିଜ ଘରର ଖୁସିର ସଫା କରୁଛନ୍ତି।

ଜୋତା, ଚପଲ ଏପଟେ ସେପଟେ ପଡ଼ି ରହୁଛି କିମ୍ବା ଓଲଟା ପଡ଼ି ରହୁଥିଲେ ଏହା ଘରକୁ ଅଶୁଭ ସଂକେତ ଦେଇଥାଏ। ସେଥିପାଇଁ ଚପଲ ଠିକ ଜାଗାରେ ରଖନ୍ତୁ। ଏବଂ ଉଚିତ ଜାଗାରେ ରଖନ୍ତୁ। ଏହାର ଧ୍ୟାନ ରଖିବେ କି ଜୋତା ଚପଲ ଘରେ ଭିତରେ କିମ୍ବା ବାରଣ୍ଡାରେ ଏପଟ ସେପଟ ଯେମିତି ନରୁହେ।

ଯେଉଁ ଘରେ କ୍ଷୀର ଉତୁରି ତଳେ ପଡ଼ିଥାଏ ସେହି ଘରେ ଖରାପ ସମୟ ଆସିଥାଏ। ହଁ ବନ୍ଧୁଗଣ କ୍ଷୀର ଉତୁରି ତଳେ ପଡ଼ିବା ଶୁଭ ଅଟେ କିନ୍ତୁ ପ୍ରତିଦିନ କ୍ଷୀର ଉତୁରି ତଳେ ପଡ଼ିବା ଅଶୁଭ ସଂକେତ ଦେଇଥାଏ। ଯଦି ଘରେ ପ୍ରତିଦିନ କ୍ଷୀର ଉତୁରି ତଳେ ପଡେ ତାହେଲେ ଘରେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ। ତାହା ସହିତ ଆର୍ଥିକ ସମସ୍ୟାର ସମ୍ମୁଖୀନ କରିବାକୁ ପଡ଼ିଥାଏ।

Google

ଯେଉଁ ଲୋକ ପ୍ରତିଦିନ ତୁଳସୀ ଗଛରେ ପାଣି ଢ଼ାଳନ୍ତି ସେମାନେ ଏହି କଥାକୁ ଧ୍ୟାନ ରଖନ୍ତୁ କି ରବିବାର ଦିନ ତୁଳସୀ ଗଛରେ ପାଣି ଢ଼ାଳନ୍ତୁ ନାହିଁ। ତାହା ସହିତ ଏହି କଥାର ଧ୍ୟାନ ରଖନ୍ତୁ କି ତୁଳସୀ ଗଛର ପାଖା ପାଖି ସଫା ସୁତରା ରଖିବା ଜରୁରୀ ଅଟେ। ଯଦି ସଫା ସୁତରା ଉପରେ ଧ୍ୟାନ ଦେବେ ନାହିଁ ତାହେଲେ ମା ତୁଳସୀଙ୍କର ଅ-ପ-ମା-ନ ହୋଇଥାଏ। ଏମିତିରେ ଘରର ସଦସ୍ୟ ମାନେ ନିଜ ନିଜ ଭିତରେ ଝ-ଗ-ଡା କରିଥାନ୍ତି। ଘରେ ସବୁବେଳେ କଳି ଝ-ଗ-ଡାର ସ୍ଥିତି ବନି ରହିଥାଏ।ଏମିତି ଘରେ ମା ଲକ୍ଷ୍ମୀ କେବେବି ନିବାସ କରିନଥାନ୍ତି। ଏହା ଆପଣଙ୍କ ଗରିବର ସବୁଠାରୁ ବଡ଼ କାରଣ ହୋଇପାରେ। ଘରର ସଦସ୍ୟଙ୍କ ମଧ୍ୟରେ ପ୍ରେ-ମର ବାତାବରଣ ହେବା ଉଚିତ ହୋଇଥାଏ। କିଛି ଲୋକଙ୍କର ଏହା ଅଭ୍ୟାସ ହୋଇଥାଏ କି ସକାଳେ ଉଠିବା ମାତ୍ରେ ଘରେ ଝ-ଗ-ଡାର ବାତାବରଣ ସୃଷ୍ଟି କରିଥାନ୍ତି। ତାହେଲେ ଏମିତି ଘରେ କେବେବି ମା ଲକ୍ଷ୍ମୀ ରୁହନ୍ତି ନାହିଁ। ଘରର ସଦସ୍ୟ ଯଦି ପାଟି କରନ୍ତି ଝ-ଗ-ଡା କରନ୍ତି ଗା-ଳି ଗୁ-ଲ-ଜ କରନ୍ତି ତାହେଲେ ଏମିତି କରିବା ବନ୍ଦ କରିଦିଅନ୍ତୁ। କାରଣ ସକାଳର ସମୟ ହୋଇଥାଏ ଭଗବାନଙ୍କୁ ଭକ୍ତି କରିବାର ସମୟ। ଏମିତିରେ ଘରେ ଝ-ଗ-ଡା କଲେ ଘରେ ନକା-ରା-ତ୍ମ-କ ବାତାବରଣ ସୃଷ୍ଟି ହୋଇଥାଏ। ଏମିତିରେ ଭଗବାନ ଆପଣଙ୍କର ଉପରେ ରାଗି ଥାନ୍ତି। ଏବଂ ଆପଣଙ୍କର ଉପରେ ଭଗବାନଙ୍କର କୃପା ଦୃଷ୍ଟି ରହି ନଥାଏ। ଏଥି ପାଇଁ ଏହା କରିବାରୁ ଦୂରେଇ ରୁହନ୍ତୁ।

ଏମିତିରେ ଆପଣ ଦେଖିଥିବେ କିଛି ଲୋକ ସକାଳେ ଉଠିବା ପରେ ବିନା ବ୍ରସରେ ଚା ପିଅନ୍ତି କିମ୍ବା ଜଳଖିଆ ଖାଇଥାନ୍ତି। କିନ୍ତୁ ଆମ ଶାସ୍ତ୍ର ଅନୁସାରେ ଏମିତି କରିବା ଉଚିତ ମାନାଯାଇ ନଥାଏ। ଏମିତି କରିବା ଦ୍ବାରା ଆପଣଙ୍କର ସ୍ବାସ୍ଥ୍ୟ ପାଇଁ ଏବଂ ଆପଣଙ୍କର ଘରେ ନକା-ରା-ତ୍ମ-କ ଶକ୍ତିର ପ୍ରଭାବ ପଡ଼ିନଥାଏ। ଏଥିପାଇଁ ଆପଣ ବ୍ରସ କରିବା ପରେ କିଛି ଖାଇବା ଉଚିତ ହୋଇଥାଏ।

Google

ଆପଣ ଏହାବି ଦେଖିଥିବେ, ଅନେକ ଲୋକ ବାଥରୁମରେ ଗାଧୋଇ ସାରିବା ପରେ ବାଥରୁମକୁ ଗଦ୍ଧିଆ କରି ରଖିଦିଅନ୍ତି। ସେମାନେ ସଫା ରଖନ୍ତି ନାହିଁ। ଆପଣଙ୍କର ଏହି ଅଭ୍ୟାସକୁ ଶାସ୍ତ୍ରରେ କ୍ଷତିକାରକ କୁହାଯାଏ। ବାଥରୁମକୁ ଗଦ୍ଧିଆ ରଖିଲେ ଚନ୍ଦ୍ରମାର ସ୍ଥିତି ଖରାପ ହୋଇଥାଏ। ଯେଉଁ କାରଣରୁ ଆମକୁ ଆର୍ଥିକ କ୍ଷତିର ସାମ୍ନା କରିବାକୁ ପଡ଼ିଥାଏ।

ମହିଳା ମାନଙ୍କ ଅଳସୁଆ କାରଣରୁ ଅଇଁଠା ବାସନ ସଫା କରନ୍ତି ନାହିଁ। କୁହାଯାଏ କି, ଭୋଜନ ଖାଇବା ପରେ ଯଦି ଅଇଁଠା ବାସନକୁ ସଫା କରି ନରଖିଲେ ଶନିମହାରାଜଙ୍କ ପ୍ରଭାବ ପଡ଼ିଥାଏ। ସେଥି ପାଇଁ ଖାଇବା ପରେ ଅଇଁଠା ବାସନକୁ ସଫା କରିବା ଉଚିତ। ଯଦି ଏମିତି ସମ୍ଭାବନା ହୁଏ, ତାହେଲେ ଧ୍ୟାନ ରଖିବେ ରାତିରେ ଶୋଇବା ପୁର୍ବରୁ ଅଇଁଠା ବାସନକୁ ନିଶ୍ଚୟ ସଫା କରିବେ। ଏମିତି କରିବା ଦ୍ବାରା ମା ଲକ୍ଷ୍ମୀଙ୍କର କୃପା ସର୍ବଦା ଆପଣଙ୍କ ଉପରେ ବନି ରହିଥାଏ।

ସବୁବେଳେ ଏହି କଥାର ମନେ ରଖିବାକୁ ହେବ, ନିଜ ଘର ସହିତ ନିଜ ଶେଯର ବି ସଫା କରିବା ଉଚିତ। ଯଦି ପ୍ରତ୍ୟକ ଦିନ ସଫା ହୋଇ ପାରୁନାହିଁ ତାହେଲେ ଘରେ ଦରିଦ୍ରତା ବୃଦ୍ଧି ହୋଇଥାଏ। ଯଦି ଆପଣବି ନିଜ ପାଖ ପଡିଶା ପାଖରେ ଛେପ ପକାଉଛନ୍ତି, ତାହେଲେ ଏହି ଅଭ୍ୟାସକୁ ଦୂର କରିବା ପାଇଁ ଚେଷ୍ଟା କରନ୍ତୁ। କାରଣ ଘର ପାଖରେ ଛେପ ପକେଇଲେବି ଦରିଦ୍ରତା ଆସିଥାଏ। ଆପଣ ଦେଖିଥିବେ ପ୍ରାୟତଃ ଲୋକେ ଘରେ କିମ୍ବା ଘର ବାରଣ୍ଡାରେ ବସି ପାନ ଗୁଟ୍କା ଖାଇ ଘର ଆଗରେ ଥୁକନ୍ତି ଏମିତି କରିବା ଠିକ ହୋଇ ନଥାଏ। ଶାସ୍ତ୍ରରେ କୁହାଯାଇଛି, ପାଖ ପଡିଶା ଜାଗାରେ ଥୁକିଲେ ମା ଲକ୍ଷ୍ମୀ ରାଗି ଯାଇଥାନ୍ତି। ସେଥି ପାଇଁ ଏହି କାମ କରିବାରୁ ଆପଣ ଦୂରେଇ ରୁହନ୍ତୁ। ଜେବେବି ବ୍ୟକ୍ତିର ଖରାପ ସମୟ ଆସିଥାଏ ସେତେବେଳେ ତାଙ୍କ ସହିତ ସବୁ କିଛି ଖରାପ ହୋଇଥାଏ। ତାହା ସହିତ ତାଙ୍କର ପ୍ରତ୍ୟକ କାର୍ଯ୍ୟ ବିଗିଡି ଯାଏ। ଯଦି ଆପଣଙ୍କର ଘରେ ନେଗେଟିବିଟି ବାତାବରଣ ରହୁଛି ଆଉ ଆପଣଙ୍କୁ ବି ପ୍ରତ୍ୟକ କାର୍ଯ୍ୟରେ ବାଧା ଆସିଥାଏ ତାହେଲେ ଆପଣ ଏହି ଉପାୟକୁ କରିପାରିବେ। ଆପଣଙ୍କର ଅସୁବିଧାରୁ ମୁକ୍ତି ପାଇବା ପାଇଁ ଏହି ସ୍ପୋଟିକର ଉପାୟ ଘରେ କରିପାରିବେ। ଯାହା ଦ୍ବାରା ଘରେ ନକା-ରା-ତ୍ମ-କ ଉର୍ଜାର ସମାପ୍ତ ହୋଇଯିବ। ଏବଂ ଘରେ ଧନର ଆଗମନ ହେବ। ଯାହା ଦ୍ବାରା ଆପଣଙ୍କର ଆର୍ଥିକ ଅସୁବିଧା ସବୁ ଦୂର ହୋଇଯିବ। ପ୍ରଥମେ ସ୍ପୋଟିକରେ ଗୋଟିଏ ଛୋଟ ଗୁଟିକୁ କିଣି ଆଣିବେ। ତା ପରେ ଏହାକୁ ପେଶୀ ଗୋଟିଏ ଧଳା କପଡାର ରଖି ଦିଅନ୍ତୁ। ସେହି ଧଳା କପଡାରେ ୮ ଟି ଗଣ୍ଠି ବାଦ୍ଧନ୍ତୁ। ୮ ଟି ହିଁ ଗଣ୍ଠି ହେବା ଦରକାର। ଏହି ପୁଟୁଳିକୁ ଆପଣ ଆପଣଙ୍କର ଘରର ମୁଖ୍ୟ ଦ୍ୱାରରେ ଝୁଲେଇ ରଖନ୍ତୁ। ଯାହା ଦ୍ବାରା ଅନ୍ୟ କାହାରି ନଜର କାହାରି ଉପରେ ନପଡୁ। ଏବେ ଆପଣଙ୍କୁ ପ୍ରତ୍ୟକ ସପ୍ତାହରେ ପୁଟୁଳିରେ ଯେଉଁ ସ୍ପୋଟିକ ରଖିଛନ୍ତି ତାହା ଚେଞ୍ଜ କରିନେବେ। ପୁରୁଣା ସ୍ପୋଟିକକୁ ଘରୁ ବାହାରକୁ ଫିଙ୍ଗି ଦେବେ। ଏହି ସ୍ପୋଟିକର ମୁଖ୍ୟ କାମ ଘରକୁ ଆସୁଥିବା ନାକା-ରା-ତ୍ମ-କ ଶକ୍ତିକୁ ନିଜ ଆଡକୁ ଟାଣି ନେଇଥାଏ। ଯାହା ଦ୍ବାରା ଘରେ ନାକା-ରା-ତ୍ମ-କ ଶକ୍ତି ପ୍ରବେଶ କରିପାରେ ନାହିଁ। ପ୍ରତ୍ୟକ ସପ୍ତାହରେ ଆପଣ ଏହି ସ୍ପୋଟିକକୁ ନିଶ୍ଚିତ ରୁପେ ବଦଳ କରିବେ। ଆପଣ ଚାହିଁଲେ ସେହି କପଡାକୁ ଚେଞ୍ଜ କରିପାରିବେ। କିମ୍ବା ସେହି କପଡାକୁ ପୁଣି ବ୍ୟବହାର କରିପାରିବେ। ଏମିତି କରିବା ଦ୍ବାରା ଆପଣଙ୍କର ଘରେ ଧନର ନୁଆ ରାସ୍ତା ବନିଥାଏ। ଏବଂ ଗରିବ ଦୂର ହୋଇଥାଏ। ବନ୍ଧୁଗଣ ଆମେ ସବୁବେଳେ ଘରେ ପୁଜା କରିଥାଉ କିନ୍ତୁ କିଛି ନିୟମ ଏମିତି ଅଛି ଯାହା ବିଷୟରେ ଆମର ଜ୍ଞାନ ନଥାଏ। ଆଉ ଆମେ ତାହା ଭୁଲରେ କରିବସିଥାଉ। ଆଜି ଆମେ ଆପଣଙ୍କୁ କିଛି ନିୟମ କହିବୁ ଯାହା ଆପଣଙ୍କୁ ସବୁବେଳେ ପୁଜା ସମୟରେ ଧ୍ୟାନ ରଖିବାର ଅଛି। ଆସନ୍ତୁ ଜାଣିବା ସେହି ନିୟମ ସବୁ କଣ କଣ ହୋଇଥାଏ।

Google

ପୂଜାରେ ଭାଙ୍ଗି ଯାଇଥିବା ଚାଉଳ ଚଢେଇବା ଉଚିତ ନୁହେଁ। ଏମିତି କରିବା ଅଶୁଭ ମାନାଯାଏ। ଘରର ମନ୍ଦିରରେ ଯଦି କିଛି ଭା-ଙ୍ଗି ଥିବା ମୂର୍ତି ଅଛି ତାହେଲେ ସେହି ମୂର୍ତିକୁ ଘରୁ ଜଲଦି ବାହାର କରିଦିଅନ୍ତୁ। ଆଉ ପୋଖରୀ କିମ୍ବା ନଦୀରେ ପ୍ରବାହିତ ଜଳରେ ଭସେଇ ଦିଅନ୍ତୁ। ଘରର ମନ୍ଦିରରେ ୨ ଟି ଶିବ ଲିଙ୍ଗର ପୁଜା କରନ୍ତୁ ନାହିଁ। ପୁଜା ସମୟରେ ଜେବେବି ପାଣି,କ୍ଷୀର,ଦହି ଆଉ ଘିଅର ବ୍ୟବହାର କରୁଛନ୍ତି, ତ ଏହାକୁ ଧ୍ୟାନରେ ରଖିବେ ସେଥିରେ ଆଙ୍ଗୁଠି ବିଲକୁଲବି ଲଗେଇବେ ନାହିଁ। କାରଣ ଶାସ୍ତ୍ରରେ କୁହାଯାଇଛି କି, ନଖରେ ସ୍ପର୍ଶରେ ଏହି ସବୁ ଅପବିତ୍ର ହୋଇଯାଏ। ଏହାକୁ ଧ୍ୟାନରେ ରଖିବେ ତମ୍ବାର କୌଣସି ଜିନିଷରେ କ୍ଷୀର,ଦହି କିମ୍ବା ପଞ୍ଚାମୄତ ରଖିବା ଉଚିତ ନୁହେଁ। କଣ ପାଇଁନାଁ ତମ୍ବାର ଜିନିଷରେ ଏହା ସବୁ ରଖିବା ଦ୍ବାରା ଏହା ମ-ଦ ସହିତ ସମାନ ହୋଇଯାଏ।କିଛି ଲୋକ ଭଗବାନଙ୍କୁ ଫୁଲ ଅର୍ପଣ କରିବା ସମୟରେ ଫୁଲକୁ ପାତ୍ର କିମ୍ବା ଜଳରେ ପକାଉଛନ୍ତି ତା ପରେ ଏହାକୁ ବାହାର କରି ପୁଣି ଭଗବାନଙ୍କୁ ଚଢ଼ାଉଛନ୍ତି। ଏମିତି କରିବା ବିଲକୁଲ ଭୁଲ ଅଟେ। ଜେବେବି, ଆପଣ ଘରେ ହୋମ କରୁଛନ୍ତି ତ, ଏହାକୁ ଧ୍ୟାନରେ ରଖିବେ ହୋମ ପାଇଁ ଯେଉଁ କାଠ ଆଣୁଛନ୍ତି ତାହା ଶାଳ ସହିତ ଥିବା କାଠ କିମ୍ବା ପୋକ ଲାଗିଥିବା କାଠ ବ୍ୟବହାର କରିବେ ନାହିଁ।

Google

ଦୀପ ଲଗାଇବା ସମୟରେ ଗୋଟେ ଦୀପରୁ ଆଉ ଗୋଟେ ଦୀପକୁ ଲଗେଇ ଥାଉ। ଏମିତି କରିବାବି ଅଶୁଭ ମାନାଯାଏ। ପୂଜାରେ ତୁଳସୀ ପତ୍ରର ବିଶେଷ ଭୂମିକା ରହିଛି। ସେଥିପାଇଁ ତୁଳସୀ ପତ୍ରକୁ ତୋଳିବା ସମୟରେ ଏହାକୁ ଧ୍ୟାନରେ ରଖିଥିବେ ସେହି ଦିନ ପୂର୍ଣ୍ଣିମା, ସୋଂକ୍ରାନ୍ତି,ଅମାବାସ୍ୟା, ଦ୍ଵାଦଶୀ, ରବିବାର ଆଉ ସନ୍ଧ୍ୟା ସମୟରେ ନ ହୋଇଥିବା ଦରକାର।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କର ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *