Excuse Me Odisha

ଯାହା କହିବୁ ସତ କହିବୁ

ଧନର ବର୍ଷା କରୁଥିବା ଫୁଲ, କରନ୍ତୁ ଏହି ଉପାୟ

ସେୟାର୍ କରନ୍ତୁ

ଆସନ୍ତୁ ଜାଣିବା ଏକ ଚମତ୍କାରୀ ଏକ ଅଦ୍ଭୁତ ଫୁଲ ବିଷୟରେ, ଯାହାକି ଘରକୁ ଧନର ଆଗମନ ସହିତ, ଘରେ ସୁଖ, ଶାନ୍ତି ବୃଦ୍ଧି କରିଥାଏ। ସେହି ଗୋଟିଏ ଫୁଲର ନାମ ହେଉଛନ୍ତି ନାଗଚମ୍ପା। ଯଦି ଆପଣମାନଙ୍କର ଧନର ସମସ୍ଯା ସବୁବେଳେ ଲାଗିରହୁଛି ଏବଂ ଏହାକୁ ନେଇ ଆପଣ ସଦା ସର୍ବଦା ଚିନ୍ତିତ ରହୁଛନ୍ତି ତେବେ ଏହି ଖାସ ଉପାୟ କରିବା ଦ୍ଵାରା ଆପଣ ମାନଙ୍କର ସମସ୍ତ ଦୁଃଖ ଦୂର ହେବ। ଏବଂ ଏହା ସହିତ ଧନ ଏବଂ ସୁଖ-ସମୃଦ୍ଧିର ଲାଭ ମଧ୍ୟ ହୋଇଥାଏ। ଏହି ସରଳ ଉପାୟ କରିବା ସମୟରେ ଧ୍ୟାନ ଦିଅନ୍ତୁ। ଯେପରି ଆପଣଙ୍କୁ କେହି ଦେଖିବେ ନାହିଁ କିମ୍ବା ଏହି ଉପାୟକୁ କରିବା ସମୟରେ ଧ୍ୟାନ ଦେବେ ଆପଣ ଯେମିତି କିଛି କଥା ହେବେ ନାହିଁ ତେବେ ଯାଇ ଏହାର ପ୍ରକୃତ ଫଳ ଆପଣ ପାଇପାରିବେ।

Google

ଭଗବାନ ଶିବଙ୍କର ଅତି ପ୍ରିୟ ପୁଷ୍ପ ହେଉଛନ୍ତି ନାଗଚମ୍ପା, ଯାହା ଦେଖିବାକୁ ନାଗ ସାପର ଫଣା ସଦୃଶ ହୋଇଥାଏ। ଏହି ପୁଷ୍ପ, ସାଧାରତଃ ସବୁ ସମୟରେ ଦେଖିବାକୁ ମିଳି ନଥାଏ। ଏହା ସାଧାରଣତଃ ଶୀତ ଋତୁରେ ଦେଖିବାକୁ ମିଳିଥାଏ। ଆସନ୍ତୁ ଜାଣିବା ଉପାୟ ଗୁଡିକ, ଯାହାଦ୍ୱାରା ଘରକୁ ଧନର ଆଗମନ ହୋଇଥାଏ|

ଘରର ନଜର ଦୋଷ ଏବଂ ତନ୍ତ୍ରମନ୍ତ୍ର ଦୂର କରିବା ସହିତ ଧାନର ଆଗମନ ହୋଇଥାଏ । ଏହି ନାଗଚମ୍ପା ପୁଷ୍ପ ସୋମବାର ଦିନ ଭୋର ସକାଳ ସମୟରେ କେହି ଉଠିବା ପୂର୍ବରୁ ଏହି ପୁଷ୍ପକୁ ଘରର ମୁଖଦ୍ଵାରରେ ଟାଙ୍ଗି ଦିଅନ୍ତୁ। ଏହା କରିବା ଦ୍ଵାରା ଆପଣଙ୍କ ଘରକୁ ଭୁତ, ପ୍ରେତର ଆଗମନ ହୋଇନଥାଏ ଏବଂ ସକାରାତ୍ମକ ଶାନ୍ତି ପ୍ରବେଶ ହୋଇଥାଏ। କିନ୍ତୁ ଏହା କରିବା ସମୟରେ ଧ୍ୟାନ ଦେବେକି ଆପଣଙ୍କୁ କେହି ନ ଦେଖନ୍ତୁ। ଆପଣ ଏହି ନାଗଚମ୍ପା ଫୁଲ ମାଧ୍ୟମରେ ଭଲ ଫଳାଫଳ ମଧ୍ୟ ପାଇପାରିବେ।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କର ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *