Excuse Me Odisha

ଯାହା କହିବୁ ସତ କହିବୁ

ଆଜି ରାତିଠାରୁ ଏହି 5 ଟି ରାଶିରେ ହେବ ଧନର ବର୍ଷା। ଦୁନିଆର ସବୁଠାରୁ ଧନୀ ରାଶି ।

ସେୟାର୍ କରନ୍ତୁ

ଜ୍ୟୋତିଷ ମାନଙ୍କରେ ରାଶି ମାନଙ୍କୁ ବହୁତ ମହତ୍ଵ ଦିଆଯାଇଛି। ସଂସାରରେ ଜନ୍ମ ନେଇଥିବା ପ୍ରତ୍ୟକ ମନୁଷ୍ୟ ମାନଙ୍କ ସହିତ 12ଟି ରାଶି ଯୋଡି ହୋଇ ରହିଥାଏ। ଏହି ରାଶିମାନେ ବ୍ୟବହାର , ଭବିଷ୍ୟତ ଦର୍ଶାଇଥାନ୍ତି। ଅଲଗା ଅଲଗା ରାଶି ହେବା କାରଣରୁ ପ୍ରତ୍ୟକ ମନୁଷ୍ୟର ବ୍ୟବହାର ମଧ୍ୟ ଅଲଗା ଅଲଗା ହୋଇଥାଏ। ପ୍ରତ୍ୟକ ରାଶି କିଛି ନା କିଛି ଗ୍ରହମାନଙ୍କ ସମ୍ପର୍କରେ ଆସିଥାନ୍ତି। ସେଥିପାଇଁ ଗ୍ରହମାନଙ୍କ ସ୍ଥିତି ରାଶି ମାନଙ୍କ ମାଧ୍ୟମରେ ମନୁଷ୍ୟ ମାନଙ୍କ ଜୀ-ବ-ନକୁ ପ୍ରଭାବିତ କରିଥାଏ। ଗ୍ରହ ଗୁଡିକ ଶୁଭ ହେଲେ ଶୁଭ ଫଳ ଦେଇଥାଏ। କିନ୍ତୁ ଗ୍ରହମାନଙ୍କ ଅଶୁଭ ଫଳ ଜୀ-ବ-ନରେ ଅନେକ ପ୍ରକାରର କଠିନତା ଆଣିଥାଏ। ଜ୍ୟୋତିଷ ଶାସ୍ତ୍ରରେ ସବୁଦିନର ଗ୍ରହ ଚାଳନ ଦେଖିକରି ଦିନକୁ ଖାସ ବୋଲି କୁହାଯାଉଛି। ଯାହାକି କିଛି ଗ୍ରହମାନଙ୍କ ଭଲ ସମୟ ଆସୁଛି ବୋଲି କୁହାଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କରେ କିଛି ଏପରି ପରିବର୍ତନ ହେଉଅଛି ଯେଉଁ କାରଣରୁ 5ଟି ରାଶି ମାନଙ୍କ ପାଇଁ ଶୁଭ ବେଳା ଆସୁଛି। ତେବେ ଆସନ୍ତୁ ଜାଣିବା ସେହି 5ଟି ରାଶି ବିଷୟରେ ।

ପ୍ରଥମ ରାଶି ହେଉଛି କୁମ୍ଭ ରାଶି। ଏହି ରାଶିର ବ୍ୟକ୍ତିଙ୍କ ପାଇଁ ରାଜ ଯୋଗର ସମୟ ଆସୁଛି। ଲମ୍ବା ସମୟ ଧରି ଯେଉଁସବୁ ଅସୁବିଧାର ସମ୍ମୁଖୀନ ହୋଇ ଆସୁଥିଲେ ଏବେ ତାହା ଦୂର ହେବ ଏବଂ ସମସ୍ୟାରୁ ମୁକ୍ତି ମିଳିବ। ଆପଣଙ୍କୁ ନୂଆ ଅବସର ପ୍ରାପ୍ତ ହେବ । ଏହି ରାଶିର ଶୁଭ ବେଳା ପରେ ଆପଣ ନୂଆ ନୂଆ ଲୋକଙ୍କ ସହ ସାକ୍ଷାତ କରିବେ। ବ୍ୟାପାରୀ ମାନଙ୍କ ପାଇଁ ଦିନ ଗୁଡିକ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ଧନର ବର୍ଷା ହେବାର ଯୋଗ ବନୁଅଛି।

Google

ଦ୍ଵିତୀୟ ରାଶି ହେଉଛି ସିଂହ ରାଶି। ଆପଣଙ୍କ ଭାଗ୍ୟର ଦ୍ୱାର ଖୋଲିଯିବ। ଆପଣଙ୍କ ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି। ଆପଣଙ୍କର କିଛି ନୂଆ ଯୋଜନା ହେବାର ଅଛି। ପ୍ରଭୁ ଭୋଳାନାଥଙ୍କ କୃପା ଆପଣଙ୍କ ଉପରେ ବର୍ଷିବ । ଚାକିରୀ କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ଲାଭ ମିଳିବ। ସହଜରେ ଆପଣଙ୍କ ମାନସମ୍ମାନ ବଢିବ। ସମସ୍ତେ ଆପଣଙ୍କ ରା-ୟ ମାଗିବେ ଏବଂ କିଛି ଖୁସି ଖବର ମିଳିବ।

ତୃତୀୟ ରାଶି ହେଉଛି ବୃଷ ରାଶି। ଏହି ରାଶିର ଲୋକଙ୍କ ପାଇଁ ବଡ ଧନରାଶିର ଯୋଗ ରହୁଅଛି। ବ୍ୟାପାରୀ ମାନଙ୍କ ପାଇଁ ବ୍ୟାପାର କ୍ଷେତ୍ରରେ ଧନଲାଭ ମିଳିବାର ସମ୍ଭାବନା ଅଛି। ଲମ୍ବା ସମୟ ଧରି ରହିଥିବା କାର୍ଯ୍ୟରେ ସଫଳତା ମିଳିବ। ଭାଗ୍ୟର ପୁର୍ଣ୍ଣ ସହଯୋଗ ପ୍ରାପ୍ତ ହେବ।

ଚତୁର୍ଥ ରାଶି ହେଉଛି ମେଷ ରାଶି। ଏହି ରାଶିର ଲୋକଙ୍କ ପାଇଁ ରାଜଯୋଗ ରହିଛି। ସବୁକ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। ପ୍ରଭୁ ଭୋଳାନାଥଙ୍କ କୃପାରୁ ବ୍ୟବସାୟୀ ଏବଂ ଚାକିରୀ ଥିବା ଲୋକଙ୍କୁ ଧନ ଲାଭ ହେବ।

Google

ପଞ୍ଚମ ରାଶି ହେଉଛି ତୁଳା ରାଶି। ଏହି ରାଶିର ବ୍ୟକ୍ତିମାନେ ମଧ୍ୟ ସଫଳତା ଆଡକୁ ଆଗେଇଯିବେ। ନିଜ ଜୀ-ବ-ନରେ ଆସୁଥିବା ଅସୁବିଧାକୁ ଏମାନେ ସହଜରେ ସମାଧାନ କରିପାରିବେ ଏବଂ ନିଜ ଜୀ-ବ-ନରେ ସବୁବେଳେ ସୁଖରେ ରହିବେ। ଧନର ମଧ୍ୟ ଲାଭ ହେବ। ବ୍ୟବସାୟ ଏବଂ ଚାକିରୀରେ ମଧ୍ୟ ଉନ୍ନତି ଘଟିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କର ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *