Excuse Me Odisha

ଯାହା କହିବୁ ସତ କହିବୁ

ଏହି ୪ଟି କାମ କରନ୍ତୁ, ଆପଣ ଯାହାକୁ ପାଗଳ ପରି ଭଲ ପାଉଛନ୍ତି, ସେ ମଧ୍ୟ ଆପଣଙ୍କୁ ପାଗଳ ପରି ଭଲ ପାଇବେ

ସେୟାର୍ କରନ୍ତୁ

ଆପଣଙ୍କୁ କେବେ ଏମିତି ଲାଗିଛିକି, ଯଦି ଆପଣଙ୍କର ଆପଣଙ୍କ ପାର୍ଟନର ସହିତ ବ୍ରେକଅପ ହୁଏ ତେବେ ଆପଣଙ୍କର କଣ ହେବ, ଆପଣ ନିଜର ପାର୍ଟନରଙ୍କ ବିନା ରହିପାରୁନାହାନ୍ତି, କଣ ଆପଣଙ୍କ ମନରେ ଏମିତି ଡ-ର ରହୁଛି। ଯଦି ହଁ, ତେବେ ଆପଣ ଭାବୁଥିବେ ମୁଁ ଏହି ମଣିଷକୁ କେତେ ଭଲ ପାଏ। ଏହା ମଧ୍ୟ ସତ ଅଟେକି ଆପଣ ଯାହାକୁ ଅଧିକ ଭଲ ପାଉଥିବେ ତାକୁ ହରାଇବାର ଡର ମଧ୍ୟ ସେତିକି ଥାଏ। କିନ୍ତୁ ଆପଣଙ୍କୁ ଡରିବାର ନାହିଁ। ଆସନ୍ତୁ ଜାଣିବା ଏହି ବିଷୟରେ ଯାହାଦ୍ୱାରା ଆପଣଙ୍କ ମନରେ ଆପଣଙ୍କର ପାର୍ଟନରଙ୍କୁ ହରାଇବାର ଡର ରହିବ ନାହିଁ।

୧। ନିଜ କ୍ଯାରିୟର ପ୍ରତି ଧ୍ୟାନ ଦିଅନ୍ତୁ:-

ନିଜର କ୍ଯାରିୟର ପ୍ରତି ଧ୍ୟାନ ଦିଅନ୍ତୁ, ତାପରେ ଆପଣ ଚିନ୍ତା କରିବେ କେମିତି ମୁଁ ମୋର ସମ୍ପର୍କକୁ ଠିକ କରିବି। ଯେତେ ପର୍ଯ୍ୟନ୍ତ ଆପଣଙ୍କର କ୍ଯାରିୟର ଠିକ ହୋଇନାହିଁ ସେତେ ପର୍ଯ୍ୟନ୍ତ ଆପଣ ନିଜର ପାର୍ଟନରଙ୍କ ପ୍ରତି ପାଗଳ ହୁଅ ନାହିଁ। କିନ୍ତୁ ବହୁତ ଲୋକ ନିଜର ପାର୍ଟନରଙ୍କ ପାଇଁ ପାଗଳ ହୋଇଥାନ୍ତି କିନ୍ତୁ ସେମାନେ ଜାଣି ନଥାନ୍ତିକି ତାଙ୍କର କ୍ଯାରିୟର କଣ ହେଉଛି। ସେମାନଙ୍କୁ ଲାଗିଥାଏ ପ୍ରେମ ଦେଲେ ପ୍ରେମ ମିଳିବ ଓ ସେ ଆମକୁ ବହୁତ ଅଧିକ ଭଲ ପାଇବେ। କିନ୍ତୁ ଆପଣଙ୍କ ପାର୍ଟନର ଭାବନ୍ତିକି ତାଙ୍କର ତୋ କିଛି ସ୍ଵପ୍ନ ନାହିଁ, କ୍ଯାରିୟର ନାହିଁ। ଆପଣଙ୍କ ପାର୍ଟନର ଭାବନ୍ତିକି ଯଦି ମୁଁ ତାଙ୍କୁ ଭଲ ପାଇବି ତେବେ ତାଙ୍କ ସହ ଭବିଷ୍ୟତରେ ମୋର ସମ୍ପର୍କ କଣ ହେବ, ଯାହାର କିଛି ସ୍ଵପ୍ନ ନାହିଁ। ଯଦି ଆପଣ କୌଣସି କାମରେ ସବୁବେଳେ ବ୍ୟସ୍ତ ରହୁଥିବେ ତେବେ ଆପଣଙ୍କ ପାର୍ଟନର ମଧ୍ୟ ଆପଣଙ୍କୁ ଛାଡିବେ ନାହିଁ। କିମ୍ବା ଆପଣଙ୍କ ମନରେ ତାଙ୍କୁ ହରାଇବାର ଡ-ର ଆସିବ ନାହିଁ।

Google

୨। ପାର୍ଟନରଙ୍କୁ ଭଗବାନ ବନାନ୍ତୁ ନାହିଁ:-

ବହୁତ ଲୋକ ପାର୍ଟନରଙ୍କୁ ଭଗବାନ ମାନନ୍ତି। ଅର୍ଥାତ ତାଙ୍କୁ ଅଧିକ ଗୁରୁତ୍ଵ ଦିଅନ୍ତୁ । ଯାହାଦ୍ୱାରା ଆପଣଙ୍କର ସମ୍ମାନ ନିଜର ପାର୍ଟନର ସମ୍ମୁଖରେ ଆଦୌ ରହେ ନାହିଁ। ଏମିତି କରିବା ଦ୍ଵାରା ଆପଣ ନିଜର ପାର୍ଟନର ସମ୍ମୁଖରେ ସମ୍ମାନ ହରାନ୍ତି ଓ ଆପଣଙ୍କର ପାର୍ଟନରଙ୍କର ଆପଣଙ୍କ ପ୍ରତି ଇଚ୍ଛାଶକ୍ତି କମିଯାଏ। ଯାହା ଫଳରେ ଆପଣଙ୍କ ମନରେ ତାଙ୍କୁ ହରେଇବାର ଡର ଆସିଯାଏ। ସେଥିପାଇଁ ଆପଣ ନିଜର ପାର୍ଟନରଙ୍କୁ ଭଗବାନ ମନାନ୍ତୁ ନାହିଁ।

୩। ନିଜର ପେସନ ଉପରେ ଧ୍ୟାନ ଦିଅନ୍ତୁ:-

ଆପଣ ନିଜର ପେସନକୁ ଭଲ ପାଉଥିଲେ, ଆପଣଙ୍କର ପାର୍ଟନରଙ୍କର ମଧ୍ୟ ଆପଣଙ୍କ ପ୍ରତି ଭଲ ପାଇବା ବଢିଥାଏ। କାରଣ ଆପଣ ନିଜର ପେସନକୁ ଯେପରି ଭାବରେ ଭଲ ପାଉଥିବେ ତାହା ଦେଖି ଆପଣଙ୍କ ପାର୍ଟନର ଭାବିବେକି ଯଦି ମୋ ପାର୍ଟନର ନିଜର ପେସନକୁ ବହୁତ ଭଲ ପାଉଛି ତେବେ ସେ ମୋତେ କେତେ ଭଲ ନ ପାଇବ। ଏବଂ ଏମିତି କରିବା ଦ୍ଵାରା ଆପଣଙ୍କ ମନରେ ମଧ୍ୟ ଆପଣଙ୍କର ପାର୍ଟନରଙ୍କୁ ହରାଇବାର ଡର ରହିବ ନାହିଁ।

Google

୪। ଖୁସିରେ ରହୁଛ ବୋଲି ଦେଖାଇବାକୁ ପଡିବ:-

ଅନେକ ଲୋକ ଥାନ୍ତି ସବୁବେଳେ ଦୁଃଖୀ ଥାନ୍ତି, ତାଙ୍କର ପାର୍ଟନର ଯେତେବି ଭଲ ପାଇଲେ ମଧ୍ୟ ସେ ସବୁବେଳେ ଦୁଃଖୀ ଥାନ୍ତି। ଏମିତି କଦାପି କରନ୍ତୁ ନାହିଁ। ଆପଣ ଜୀ-ବ-ନରେ ସବୁବେଳେ ଖୁସିରେ ରୁହନ୍ତୁ। ଯଦିଓ ପାର୍ଟନର ଠିକ ହେଉ କି ଭୁଲ ଆପଣ ସବୁବେଳେ ହସନ୍ତୁ କଦାପି ମନ ଦୁଃଖ କରନ୍ତୁ ନାହିଁ। କାରଣ ଏମିତି ଲୋକଙ୍କ ପାଖରେ ସମସ୍ତେ ରହିବାକୁ ଚାହାନ୍ତି। ସମସ୍ତେ ସବୁବେଳେ ଖୁସିରେ ରହିବାକୁ ଚାହାନ୍ତି। ଯଦି ଆପଣ ସବୁବେଳେ ଖୁସି ରହୁଛନ୍ତି ତେବେ ଆପଣଙ୍କ ପାର୍ଟନର ମଧ୍ୟ ଆପଣଙ୍କ ସହ ରହିବାକୁ ଇଚ୍ଛା କରିବେ। ଯାହାଦ୍ୱାରା ଆପଣଙ୍କ ମନରେ ତାଙ୍କୁ ହରାଇବାର ଇଚ୍ଛା ରହିବ ନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ପଢି ଥିବାରୁ ଧନ୍ୟବାଦ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *