Excuse Me Odisha

ଯାହା କହିବୁ ସତ କହିବୁ

ଆସନ୍ତା 24 ଘଣ୍ଟାରେ ଏହି 5 ରାଶିରେ ହେବ ଟଙ୍କା ବର୍ଷା , ରହିବ ମହାଦେବଙ୍କ କୃପା

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭଗବାନ ମହାଦେବଙ୍କୁ ସୃଷ୍ଟିର ଅଧିପତି ବୋଲି ଆମେ ମାନିଥାଉ। ମହାଦେବଙ୍କୁ ସୃଷ୍ଟିର ପାଳନ ହାର ବୋଲି ମଧ୍ୟ କୁହାଯାଏ। ମହାଦେବ ଯେତେବେଳେ କାହା ଉପରେ ପ୍ରସନ୍ନ ହୁଅନ୍ତି ତେବେ ସେ ତାଙ୍କର ଅପାର କୃପା ସେହି ଲୋକମାନଙ୍କ ଉପରେ ବର୍ଷାଇଥାନ୍ତି। ପ୍ରଭୁ ଭୋଳାନାଥ ପ୍ରକୃତରେ ମଧ୍ୟ ବହୁତ ଭୋଳା ଅଟନ୍ତି । ତାଙ୍କୁ ପ୍ରସନ୍ନ କରିବା ଅନ୍ୟ ଦେବତାଙ୍କ ଠାରୁ ସହଜ ଅଟେ। ମହାଦେବ ଏବେ କିଛି ରାଶି ମାନଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି । ଯାହା ଆଜି ରାତିଠାରୁ ଧନୀ ହେବାକୁ ଯାଉଛନ୍ତି।

Google

ଭଗବାନ ଭୋଳାନାଥଙ୍କ କୃପାରୁ ଆପଣଙ୍କ ଦୁଃଖର ଦିନ ଏବେ ଶେଷ ହେବ ଏବଂ ଭଲ ଦିନ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଆପଣଙ୍କୁ ଟଙ୍କା ପଇସାର ଅ-ଭା-ବ ଆଉ ରହିବ ନାହିଁ। ଆପଣଙ୍କୁ ଏବେ ଆପଣଙ୍କ କାର୍ଯ୍ୟରେ ସଫଳତା ମିଳିବ। ଆପଣଙ୍କ ଶତ୍ରୁ ଆପଣଙ୍କ ଠାରୁ ଦୁରରେ ରହିବେ । ଲୋକମାନେ ଆପଣଙ୍କୁ ମାନସମ୍ମାନ ଦେବେ । ବେପାର ବାଣିଜ୍ୟ ଆପଣଙ୍କର ବୃଦ୍ଧି ହେବ । ଯେଉଁ ଲୋକମାନେ ରୋଜଗାର ହୀନ ରହିଛନ୍ତି ସେମାନଙ୍କୁ ଭଲ ଚାକିରୀ ମଧ୍ୟ ମିଳିଯିବ। ଭଗବାନ ଭୋଳାନାଥଙ୍କ କୃପାରୁ କାର୍ଯ୍ୟକ୍ଷେତ୍ରରେ ବଡ ସଫଳତା ମିଳିବାକୁ ଯାଉଛି। ଲୋକମାନେ ଆପଣଙ୍କୁ ସବୁ କଥା ପଚାରିବୁଝି କାମ କରିବେ। ଆପଣଙ୍କ ଘର ପରିବାରରେ ଖର୍ଚ୍ଚ କମ ହେବ । ଦିନକୁ ଦିନ ରୋଜଗାର ମଧ୍ୟ ବଢ଼ିବାରେ ଲାଗିବ । ଭୋଳାନାଥଙ୍କ କୃପାରୁ ଆପଣଙ୍କ ମନରେ ଆତ୍ମବିଶ୍ୱାସ ଏବଂ ସାହାସ ମଧ୍ୟ ବଢିଯିବ। ପ୍ରେ-ମ ସମ୍ବନ୍ଧ ଆପଣଙ୍କର ମଧୁର ରହିବ। ସମାଜ ପାଇଁ ଶୁଭ କାର୍ଯ୍ୟ କରିବାର ଅବସର ମଧ୍ୟ ପ୍ରାପ୍ତ ହେବ।

ତେବେ ସେହି ରାଶି ଗୁଡିକ ହେଉଛନ୍ତି କୁମ୍ଭ, ମିଥୁନ, କର୍କଟ, ସିଂହ , ତୁଳା ରାଶି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ଭୋଲେନାଥ ” ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *