Excuse Me Odisha

ଯାହା କହିବୁ ସତ କହିବୁ

ଦୀପରେ ଏହି ଦୁଇଟି ଜିନିଷ ପକେଇ ଜାଳି ଦିଅନ୍ତୁ, ଘରକୁ ଧନର ଆଗମନ ହେବ ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ଆପଣଙ୍କୁ ଏକ ଏପରି ଚମତ୍କାର ଉପାୟ ବିଷୟରେ କହିବି , ଯାହାକୁ କରିବା ଦ୍ଵାରା ଆପଣ ମଧ୍ୟ ଜଣେ ଧନବାନ ବ୍ୟକ୍ତି ହୋଇ ପାରିବେ। ଘରେ ଯଦି ଏହି ଦୁଇଟି ଜିନିଷ କୁ ଜାଳି ଦିଅନ୍ତି ତାହେଲେ ଆପଣଙ୍କୁ ଧନୀ ହେବାରୁ କେହି ବି ରୋକି ପାରିବେ ନାହିଁ।

ବନ୍ଧୁଗଣ ଜୀବନରେ କିଏ ଧନୀ ହେବାକୁ ଚାହିଁ ନଥାଏ। ସମସ୍ତେ ଖୁସିରେ ଜୀବନ ଅତିବାହିତ କରିବା ପାଇଁ ଚାହିଁ ଥାନ୍ତି। ବିଳାସ ବ୍ୟସନରେ ସମୟ କାଟିବାକୁ ଚାହିଁ ଥାନ୍ତି। ଏଥିପାଇଁ ଟଙ୍କାପଇସାର ଆବଶ୍ୟକତା ହୋଇଥାଏ। କିନ୍ତୁ ଆଜିର ସମାଜରେ ଧନ ଆୟ କରିବା ସହଜ ନୁହେଁ। ଆଜିର ସମାଜରେ ମଣିଷ ଅକ୍ଳାନ୍ତ ପରିଶ୍ରମ କରି ମଧ୍ୟ ଅଳ୍ପ ଧନ ଆୟ କରି ଥାଏ। ଏଣୁ ସବୁ ମଣିଷ ଭୋଗ ବିଳାସର ସମୟ କାଟି ପାରନ୍ତି ନାହିଁ। ଆଜି ମୁଁ ଆପଣଙ୍କୁ ଏପରି କିଛି ଜିନିଷ ବିଷୟରେ ଜଣାଇବି ଯାହାକୁ କରିବା ଦ୍ୱାରା ଆପଣ ମଧ୍ୟ ଧନୀ ହୋଇ ପାରିବେ। ଏହି ଦୁଇଟି ଜିନିଷକୁ ଜଲାଇବା ଦ୍ୱାରା ଧନୀ ହେବାର ସୌଭାଗ୍ୟ ଅର୍ଜନ କରି ପାରିବେ।

ପ୍ରଥମେ କିଛି କର୍ପୁର ଏବଂ କିଛି ଲବଙ୍ଗ ଘରକୁ ଆଣନ୍ତୁ। ଏହି ଦୁଇଟି ଜିନିଷକୁ ଜଳାଇ ଆପଣ ନିଜର ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିଣତ କରି ପାରିବେ। କେବଳ ଏତିକି ଜାଣିବାର ଅଛି କି ଯେ ଆପଣ ଏହାକୁ କିପରି ଜାଳିବେ। ଏହାକୁ ଜାଳିବା ଦ୍ୱାରା ଆପଣଙ୍କର ଧନ ସମ୍ବନ୍ଧିତ ସମସ୍ୟା ଦୂର ହୋଇଯିବ। ଆପଣ ଋଣରୁ ମୁକ୍ତି ପାଇ ଯିବେ। ଏହି କାର୍ଯ୍ୟ କରିବା ଦ୍ୱାରା ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବାକୁ ଲାଗିବ। ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ। ଆର୍ଥିକ ସମସ୍ୟା ଦୂର ହେବ। ଏହି ଉପାୟ ଆପଣଙ୍କ ପାଇଁ ବହୁତ ଲାଭକାରୀ ଅଟେ। ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ –

ବନ୍ଧୁଗଣ ରାତିରେ ଗୋଟିଏ ମାଟି ଦୀପରେ ଗୋଟିଏ କର୍ପୁର ରଖି ଦିଅନ୍ତୁ ଏବଂ ସେଥିରେ ୫ ଟି ଲବଙ୍ଗ ମଧ୍ୟ ରଖି ଦିଅନ୍ତୁ। ଏହାପରେ ସେହି କର୍ପୁରକୁ ନିଆଁ ଲଗାଇ ଦିଅନ୍ତୁ। ଏହି କର୍ପୁରକୁ ନିଆଁ ଲଗାଇବା ଦ୍ୱାରା ସେଥିରେ ଥିବା ଲବଙ୍ଗ ମଧ୍ୟ ଜଳିବାକୁ ଲାଗିବ। ଦୁଇଟି ଯାକ ଜଳିବା ସମୟରେ ଏହାକୁ ନେଇ ଆପଣଙ୍କ ମୁଖ୍ୟ ଫାଟକର ବାହାର ପଟେ ବାମ ପଟେ ରଖି ଦିଅନ୍ତୁ। କାରଣ ଏହି କର୍ପୁର ଜଳିବା ଦ୍ୱାରା ସମସ୍ତ ନକାରାତ୍ମକ ଉର୍ଜା ଠାରୁ ମୁକ୍ତି ମିଳିଥାଏ। ଘରକୁ ଧନ ଆସିବାର ସବୁ ରାସ୍ତା ଖୋଲି ଦେଇ ଥାଏ। ଧନ ସମ୍ବନ୍ଧିତ ସବୁ ସମସ୍ୟା ଦୂର ହୋଇ ଯାଇଥାଏ। ଧନ ସଂପତ୍ତିର ଆଗମନ ହୋଇଥାଏ। ଏହାଦ୍ବାରା ଆପଣଙ୍କର ସବୁ ଅଭାବ ଦୂର ହେବାକୁ ଲାଗି ଥାଏ। କାରଣ କର୍ପୁର ଜାଳିବା ଦ୍ୱାରା ସବୁ ନକାରାତ୍ମକ ଉର୍ଜା ଦୂରେଇ ଯାଇଥାଏ। ଘରକୁ ଧନର ଆଗମନର ମାର୍ଗ ଖୋଲି ଯାଇଥାଏ। ଧନ ସମ୍ବନ୍ଧିତ ଅନେକ ସମସ୍ୟା ଦୂର ହୋଇଯିବ । ଆପଣଙ୍କର ସବୁ ଅଭାବ ପୂରଣ ହେବାକୁ ଲାଗିବ। ଘରକୁ ଧନର ଆଗମନ ହେବା ସହିତ ସଞ୍ଚୟ ମଧ୍ୟ ବୃଦ୍ଧି ପାଇବ। ଏହାଦ୍ବାରା ଆପଣଙ୍କ ଘରେ ଦେବୀ ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଦେବୀ ଲକ୍ଷ୍ମୀ ସର୍ବଦା ସନ୍ତୁଷ୍ଟ ରହି ଥାନ୍ତି। ଯେଉଁଠାରେ ଦେବୀ ଲକ୍ଷ୍ମୀଙ୍କର ବାସ ହୋଇଥାଏ, ସେହି ଘରେ ଲୋକେ ଭୋଗବିଳାସର ସମୟ ଅତିବାହିତ କରି ଥାନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଲେଖି ଦିଅନ୍ତୁ । ମାତାଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *