Excuse Me Odisha

ଯାହା କହିବୁ ସତ କହିବୁ

ବିରାଡ଼ି ରାସ୍ତା କାଟିଲେ ସାବଧାନ ରୁହନ୍ତୁ ଓ ଏହି ଗୋଟିଏ ଉପାୟ କରନ୍ତୁ, ଅଶୁଭ ହୋଇଯିବ ଶୁଭ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ରାସ୍ତାରେ ଯିବା ସମୟରେ ବିରାଡି ରାସ୍ତା କାଟିଲେ ସାବଧାନ ହୋଇଯାଆନ୍ତୁ। ଏବଂ ଏହି ଉପାୟ କରନ୍ତୁ ଅଶୁଭ ଶୁଭ ହୋଇଯିବ।

ବନ୍ଧୁଗଣ ଯଦି ରାସ୍ତାରେ ଯିବା ସମୟରେ ବିରାଡି ଆପଣଙ୍କର ଆଗ ରାସ୍ତା କାଟିଦିଏ କିମ୍ବା ବିରାଡି ଆପଣ ଦର୍ଶନ କରନ୍ତି ତେବେ ଆପଣ କଣ କରିବେ। ତେବେ ଆସନ୍ତୁ ଜାଣିବା ବିରାଡି ବିଷୟରେ କିଛି ଶୁଭ ଅଶୁଭ ଟିପ୍ସ। ବିଶେଷ କରି ଯଦି ବିରାଡି ଆପଣଙ୍କ ରାସ୍ତା କାଟିଦିଏ ବା ବିରାଡିର ଦର୍ଶନ କଲେ ଯେଉଁ ଅଶୁଭ ଫଳ ତାହାକୁ ନେଇ ପୋଷ୍ଟରେ ବିଶେଷ ବର୍ଣନା କରାଯାଇଛି। ତେବେ ଏବେ ଆସନ୍ତୁ ବିଷୟ ବସ୍ତୁ ଉପରକୁ ଯିବା।

ଯଦି ରାସ୍ତାରେ ଚାଲି କିମ୍ବା ଯାନ ବାହାନରେ ଗଲା ବେଳେ ଯଦି ବିରାଡିଟିଏ ଆପଣଙ୍କ ଆଗ ଦେଇ ରାସ୍ତା ପାର ହେଲା ତେବେ ତାକୁ ଯାତ୍ରାଦୋଷ ବୋଲି କୁହାଯାଏ। ଏଥିରେ ଆପଣ ଯେଉଁ କାର୍ଯ୍ୟ କରିବା ପାଇଁ ଯାଉଥିବେ ସେହି କାର୍ଯ୍ୟରେ ସଫଳ ହେବାର ଆଶଙ୍କା କମ ଥାଏ। କେତେକ ସ୍ଥାନରେ ଏହା ଦୁର୍ଘଟଣା ବି-ପ-ଦର ମଧ୍ୟ ପକାଇବାର ସମ୍ଭାବନା ଥାଏ। ଏବଂ କଳି ଝଗଡା ମଧ୍ୟ ଆପଣଙ୍କର ବୃଦ୍ଧି ପାଇଥାଏ। ଯଦି ରାସ୍ତାରେ ଗଲା ବେକେ ବିରାଡିଟିଏ ଆପଣଙ୍କ ରାସ୍ତା କାଟେ ତେବେ ସବୁ ଦୃଷ୍ଟିରୁ ଆପଣଙ୍କ ପାଇଁ ଅଶୁଭ ସଂକେତ ବିଚାର କରାଯାଇଅଛି। ଏହି ଦୋଷ ପରିହାର କରିବା ପାଇଁ ଏହି ସବୁ ଦୋଷ ଯଦି ଆପଣ ବିରାଡି ମଧ୍ୟ ଦର୍ଶନ କରୁଛନ୍ତି, ଯଦି ଆପଣ ଯିବା ସମୟରେ ବିରାଡି ଦର୍ଶନ ମଧ୍ୟ କରୁଛନ୍ତି ତେବେ ମଧ୍ୟ ତାର ଯେଉଁ ଅଶୁଭ ଫଳ ରହିଛି ସେସବୁ ଫଳର ମଧ୍ୟ ଆପଣ ଗୋଟିଏ ମନ୍ତ୍ର ଜପ କରିବେ ସେହି ମନ୍ତ୍ରଟି ଏହି ପୋଷ୍ଟରେ କହିବୁ ସେହି ମନ୍ତ୍ରଟିକୁ ଆପଣ ଜପ କରିଲେ ଆପଣଙ୍କର ସମସ୍ତ ରିସ୍ଟ ଦୂର ହୋଇଥାଏ।

ବିରାଡି ଦର୍ଶନ ବା ବିରାଡି ରାସ୍ତା କାଟିବାର ଦୋଷ ପରିହାର କରିବା ପାଇଁ ଏହି ମନ୍ତ୍ରଟିକୁ ୭ ଥର ପାଠ କରନ୍ତୁ ଯେତେବେଳେ ଆପଣ ବିରାଡି ଦର୍ଶନ କରୁଛନ୍ତି କିଛି ସମୟ ସେହିଠାରେ ରହିଯିବେ ଆଉ ସେହିଠାରେ ଆପଣ ଏହି ମନ୍ତ୍ର ୭ ଥର ଜପ କରନ୍ତୁ। ବହୁତ ଅଛନ୍ତି ପଛକୁ ୭ ପାଦ ଘୁଞ୍ଚି ଯାଆନ୍ତି। ଯଦି ଆପଣ ମାନେ ଜାଣିଥିବେ ସେଇ ଯେଉଁ ପଛକୁ ୭ ପଦ ଘୁଞ୍ଚି ଯାଆନ୍ତି ଆପଣ ପଛକୁ ଘୁଞ୍ଚି ଯାଆନ୍ତୁ ସେଥିରେ କିଛି ଯାଏ ଆସେ ନାହିଁ। ୭ ପାଦ ସହିତ ଆପଣ ଏହି ମନ୍ତ୍ରକୁ ମଧ୍ୟ୭ ଥର ଜପ କରନ୍ତୁ। ଯଦି ୭ ପାଦ ପଛକୁ ନଫେରୁଛନ୍ତି ତେବେ ଠିଆ ହୋଇ ମଧ୍ୟ ଏହି ମନ୍ତ୍ରକୁ ଜପ କରିପାରିବେ।”ରାଜା ରାମଚନ୍ଦ୍ରରି କାଣ ମନ୍ନିଥାରେ ଆଡିଆବେ ଆଂସ”। ଏହି ମନ୍ତ୍ରଟିକୁ ଆପଣ ଜପ କରନ୍ତୁ। ଏହି ମନ୍ତ୍ରଟି କିଛି ନାମୀ ଦାମୀ ପୁସ୍ତକରୁ କଲେକ୍ସନ କରାଯାଇଛି। ଆପଣ ନିଶ୍ଚିତ ଭାବରେ ବିରାଡି ରାସ୍ତା କାଟିଲେ ଏହି ମନ୍ତ୍ର ଜପ କରନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କର ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *