Excuse Me Odisha

ଯାହା କହିବୁ ସତ କହିବୁ

ବାସ୍ତୁ ଟିପ୍ପ 2021 : ଶ୍ରୀକୃଷ୍ଣ କୁହନ୍ତି ଏହି ୯ଟି ଭୁଲ ମଣିଷକୁ ନିର୍ଧନ ବନେଇ ଦିଏ, ଆଜି ହିଁ ସାବଧାନ ହୋଇ ଯାଆନ୍ତୁ।

ସେୟାର୍ କରନ୍ତୁ

ଆପଣ ଜାଣିଛନ୍ତିକି ଆପଣ ଗରିବ ହେବା ପଛରେ କାରଣ ଆପଣଙ୍କ ନିକଟରେ ଲୁଚି ରହିଥିବା ଅଭ୍ଯାସ ଅଟେ, ଯେଉଁ କାରଣରୁ ଆପଣଙ୍କ ପାଖରେ ଧନ କେବେ ଲୁଚି ରହେ ନାହିଁ। ଏମିତି କୁହାଯାଏ ମା ଲକ୍ଷ୍ମୀ କେବେ କୌଣସି ବ୍ୟକ୍ତି ପାଖରେ କିମ୍ବା କୌଣସି ସ୍ଥାନରେ ରୁହନ୍ତି ନାହିଁ। ସେଥିପାଇଁ ତାଙ୍କୁ ପ୍ରସନ୍ନ କରିବା ଜରୁରୀ ଅଟେ। ଯେଉଁଠାରେ ମା ଲକ୍ଷ୍ମୀଙ୍କର ବାସ ରହିନଥାଏ ସେଠାରେ ଦାରିଦ୍ର୍ୟତା ଦେଖାଯାଇଥାଏ। ତେବେ ଆସନ୍ତୁ ଜାଣିବା କଣ ସେହି ଉପାୟ ଯାହାଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଯେଉଁ ଲୋକମାନେ ଭୋଜନ ଅଇଁଠା ଛାଡିବାର ଅଭ୍ଯାସ ରଖିଥାଏ ଏବଂ ବଳକା ଖାଦ୍ଯକୁ ଡଷ୍ଟବିନ କିମ୍ବା ବାହାରେ ଫୋଫାଡି ଦିଅନ୍ତି, ଏମିତି କରିବା ଦ୍ଵାରା ଅନ୍ନର ଅପମାନ ହୋଇଥାଏ। ଏହି କାରଣରୁ ମା ଲକ୍ଷ୍ମୀ ସେହି ଘରୁ ଚାଲିଯାନ୍ତି। ବ୍ୟକ୍ତିକୁ ଦାରିଦ୍ର୍ୟର ସାମ୍ନା କରିବାକୁ ପଡିଥାଏ। ଏଥିପାଇଁ ଭୋଜନ କରିଲା ବେଳେ ଅଇଁଠା ଖାଦ୍ଯ ଛାଡିବା ଉଚିତ ନୁହେଁ। ଯେତିକି ଖାଇବାର କ୍ଷମତା ରହୁଛି ସେହି ପରିମାଣରେ ଭୋଜନ ବଢିବ ଉଚିତ ଅଟେ।

ସୂର୍ଯ୍ୟ ଅସ୍ତ ପରେ କେବେବି ଘର ଭିତରେ ଝାଡୁ କରିବା ଉଚିତ ନୁହେଁ। ଏମିତି କରିବା ଅଶୁଭ ମାନାଯାଏ। ଯଦି ଆପଣ ସୂର୍ଯ୍ୟ ଅସ୍ତ ପରେ ଘର ଝାଡୁ କରୁଛନ୍ତି ତାହେଲେ ଘରର ମଇଳା ସଫା ହୁଏନାହିଁ। ଆପଣ ଆପଣଙ୍କର ଘର ଖୁସିର ସଫା କରୁଛନ୍ତି। ଯଦି ଆପଣଙ୍କ ଘରର ଜୋତା ଏପଟ ସେପଟ ହୋଇ ପଡି ରହୁଛି କିମ୍ବା ଓଲଟା ପଡି ରହୁଛି ତେବେ ଏହା ଅଶୁଭ ସଂକେତ ଅଟେ। ସେଥିପାଇଁ ଚପଲ ଠିକ ସ୍ଥାନରେ ରଖନ୍ତୁ ଏବଂ ଉଚିତ ଜାଗାରେ ରଖନ୍ତୁ। ଏହାର ଧ୍ୟାନ ରଖିବେକି ଜୋତା, ଚପଲ ଘରେ ଭିତରେ କିମ୍ବା ବରଣ୍ଡାରେ ଏପଟସେପଟ ଯେମିତି ପଡି ନରହୁ।

ଯେଉଁ ଘରେ କ୍ଷୀର ଉତୁରି ତଳେ ପଡିଥାଏ, ସେହିଠାରୁ ଖରାପ ସମୟ ଆସେ। କ୍ଷୀର ଉତୁରି ତଳେ ପଡିବା ଶୁଭ ଅଟେ କିନ୍ତୁ ପ୍ରତ୍ଯେକଦିନ କ୍ଷୀର ଉତୁରି ପଡିବା ତାହା ଅଶୁଭ ଅଟେ। ଯଦି ଘରେ ପ୍ରତ୍ଯେକଦିନ କ୍ଷୀର ଉତୁରି ତଳେ ପଡେ ତାହେଲେ ଘରେ ଅନେକ ପ୍ରକାର ଅସୁବିଧାର ସାମ୍ନା କରିବାକୁ ପଡିଥାଏ। ତା ସହିତ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ।

ଯେଉଁ ଲୋକ ପ୍ରତ୍ଯେକ ଦିନ ତୁଲସୀ ଗଛରେ ପାଣି ଢାଳନ୍ତି ସେମାନେ ଏହି କଥାକୁ ଧ୍ୟାନରେ ରଖନ୍ତୁକି ରବିବାର ଦିନ ତୁଲସୀ ଗଛରେ ପଣି ଧଳାନ୍ତୁ ନହିଁ, ତା ସହିତ ଏହି କଥାକୁ ଧ୍ୟାନରେ ରଖନ୍ତୁ ତୁଲସୀ ଗଛରେ ପାଖାପାଖି ସଫସୁତୁରା ରଖିବା ଉଚିତ। ଯଦି ସଫା ସୁତୁରା ଉପରେ ଧ୍ୟାନ ଦେବେନାହିଁ ତାହେଲେ ମା ତୁଲସୀଙ୍କର ଅପମାନ ହୋଇଥାଏ। ଏମିତିରେ ଘରର ସଦସ୍ୟମାନେ ନିଜ ନିଜ ଭିତରେ ଝଗଡା କରିଥାନ୍ତି। ଘରେ ସବୁବେଳେ ଅଶାନ୍ତି ଦେଖାଯାଏ। ଏମିତି ଘରେ ମା ଲକ୍ଷ୍ମୀ କେବେବି ବାସ କରନ୍ତି ନାହିଁ। ଏହା ଆପଣଙ୍କ ଗରିବର ସବୁଠାରୁ ବଡ କାରଣ ଅଟେ। ଘରର ସଦସ୍ୟଙ୍କ ମଧ୍ୟରେ ପ୍ରେମର ବାତାବରଣ ହେବା ଉଚିତ, କିଛି ଲୋକଙ୍କର ଅଭ୍ଯାସ ହେଉଛିକି ସକାଳୁ ଉଠିବା ମାତ୍ରେ ଘରେ ଝଗଡାର ବାତାବରଣ ସୃଷ୍ଟି କରିଥାନ୍ତି। ଏମିତି ଘରେ ମା ଲକ୍ଷ୍ମୀ ରୁହନ୍ତି ନାହିଁ। ଯଦି ଆପଣ ଘରେ ସକାଳୁ ଝଗଡା, ଗାଳିଗୁଲଜର ବାତାବରଣ ସୃଷ୍ଟି କରୁଛନ୍ତି ତେବେ ବନ୍ଦ କରିଦିଅନ୍ତୁ କାରଣ ସକାଳର ସମୟ ଭଗବାନଙ୍କୁ ଆରାଧନା କରିବାର ସମୟ ଅଟେ। ଏମିତି କରିବା ଦ୍ଵାରା ଘରେ ନକରାତ୍ମକ ଭାବନା ସୃଷ୍ଟି ହୁଏ ଓ ଭଗବାନ ମଧ୍ୟ କ୍ରୋଧିତ ହୋଇଯାନ୍ତି।

ଏମିତିରେ ଆପଣ ଦେଖିଥିବେ କିଛି ଲୋକ ସକାଳୁ ଉଠି ବିନା ବ୍ରସ କରି ସକାଳେ ଚା ପିଅନ୍ତି ଓ ଜଳଖିଆ କରନ୍ତି। କିନ୍ତୁ ଆମ ଶାସ୍ତ୍ର ଅନୁସାରେ ଏହା ଉଚିତ ବୋଲି ମାନାଯାଇ ନଥାଏ। ଏମିତି କରିବା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଓ ଘରେ ନକରାତ୍ମକ ଶକ୍ତିର ପ୍ରଭାବ ବଢିଥାଏ। ଏଥିପାଇଁ ଆପଣ ବ୍ରସ କରିବା ପରେ କିଛି ଖାଇବା ଉଚିତ।

ଆପଣ ଦେଖିଥିବେ ଅନେକ ଲୋକ ଗାଧୋଇଲା ପରେ ବାଥ୍ରୁମକୁ ଅପରିଷ୍କାର ରଖିଥାନ୍ତି ଓ ତାହାକୁ ସଫା ରଖନ୍ତି ନାହିଁ। ଏହି ଅଭ୍ୟାସକୁ ଆମ ଶାସ୍ତ୍ରରେ କ୍ଷତିକାରକ ବୋଲି କୁହାଯାଇଛି। ବାଥ୍ରୁମକୁ ଅପରିଷ୍କାର କରିଲେ ଚନ୍ଦ୍ରବାର ସ୍ଥିତି ଖରାପ ହୋଇଯାଇଥାଏ। ଯେଉଁ କାରଣରୁ ଆମକୁ ଆର୍ଥିକ ସ୍ଥିତର ସାମ୍ନା କରିବାକୁ ପଡିଥାଏ।

ମହିଳାମାନଙ୍କ ଅଳସୁଆମି କାରଣରୁ ଅଇଁଠା ବାସନ ସଫା କରନ୍ତି ନାହିଁ। କୁହାଯାଏକି ଭୋଜନ ଖାଇବା ପରେ ଅଇଁଠା ବାସନକୁ ସଫା କରି ନରଖିଲେ ଶନି ମହାଦେବଙ୍କ ପ୍ରଭାବ ପଡିଥାଏ। ଯଦି ଏମିତି କରିବା ସମ୍ଭବପର ନୁହେଁ ତେବେ ଧ୍ୟାନ ରଖିବେ ରାତିରେ ଶୋଇବା ପୂର୍ବରୁ ଅଇଁଠା ବାସନକୁ ନିଶ୍ଚୟ ସଫା ରଖିବେ। ଏମିତି କରିବା ଦ୍ଵାରା ମା ଲକ୍ଷ୍ମୀଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହିଥାଏ।

ସବୁବେଳେ ଅପନନକୁ ଏହି କଟବା ମାନେ ରଖିବାକୁ ନିଜ ଘର ଅସହିତ ନିଜ ଶେଜର ମଧ୍ୟ ସଫା କରିବା ଉଚିତ ଯଦି ପ୍ରତ୍ଯେକ ଦିନ ପରିଷ୍କାର ହୋଇପାରୁନାହିଁ ତେବେ ଘରର ଦାରିଦ୍ର୍ୟତା ବଢିଥାଏ। ଯଦି ଆପଣ ନିଜ ପଡିଶା ଘର କାନ୍ଥରେ ଛେପ ପକାଉଛନ୍ତି ତେବେ ହେଇ ଅଭ୍ୟାସକୁ ପରିବର୍ତ୍ତନ କରିଦିଅନ୍ତୁ କାରଣ ଘର ପାଖରେ ମଧ୍ୟ ଥୁକିଲେ ଦାରିଦ୍ର୍ୟତା ଆସିଥାଏ। ଆପଣ ଦେଖିଥିବେ ପ୍ରାୟତଃ ଲୋକ ଘର ବାରଣ୍ଡାରେ ବସି ପାନ ଗୁଟୁଖା ଖାଇ ଛେପ ପକାନ୍ତି। ଏମିତି କରିବା ଠିକ ନୁହେଁ। ଶାସ୍ତ୍ରରେ କୁହାଯାଇଛି ପାଖ ପଡିଶା ସ୍ଥାନରେ ଥୁକିଲେ ମା ଲକ୍ଷ୍ମୀ ରାଗିଯାନ୍ତି। ସେଥିପାଇଁ ଏହି କରିବାରୁ ଦୂରେଇ ରୁହନ୍ତୁ। ଯେବେବି ବ୍ଯକ୍ତିର ଖରାପ ସମୟ ଆସିଥାଏ ସେତେବେଳେ ତାଙ୍କ ସହିତ ସବୁକିଛି ଖରାପ ହୋଇଥାଏ ଓ ସମସ୍ତ କାମ ବିଗାଡିଯାଏ। ଯଦି ଆପଣଙ୍କ ଘରେ ନକାରାତ୍ମକର ଶକ୍ତି ଦେଖାଯାଉଛି ତେବେ ଆପଣ ଏହି ଫିଟକିରି ବ୍ଯବହାର କରିପାରିବେ ଯାହାଦ୍ୱାରା ଆପଣଙ୍କର ଘରେ ସକାରାତ୍ମକ ଶକ୍ତି ଦେଖାଯିବ। ଘରର ଆର୍ଥିକ ଅବସ୍ଥା ଦୂର ହୋଇଯିବ ଓ ଘରକୁ ଧନରାଶି ଆସିବ। ପ୍ରଥମେ ଆପଣ ଗୋଟିଏ ଫିଟକିରି ଆଣିବେ ଓ ତାହାକୁ ଛୋଟ ଛୋଟ ଦାନ କରି କପଦରେ ବାନ୍ଧି ଅଠୋଟି ଗଣ୍ଠିରେ ବାନ୍ଧିବେ। ଏହି ପଟଳିଟିକୁ ଆପଣ ଘରର ଦ୍ଵାରରେ ବାନ୍ଧି ରଖନ୍ତୁ ଯାହାଦ୍ୱାରା ଅନ୍ୟର ନଜର କୌଣସି ନକାରାତ୍ମକ ଶକ୍ତି ଆଡକୁ ରହିବ ନାହିଁ। ଏହି ଫିଟକିରିକୁ ପ୍ରତ୍ଯେକ ସପ୍ତାହରେ ପରିବର୍ତ୍ତନ କରୁଥିବେ ଓ ପୁରୁଣା ଫିଟକିରିକୁ ଘରୁ ବାହାରକୁ ଫିଙ୍ଗିଦେବେ। ଏମିତି କରିବା ଦ୍ଵାରା ଘରେ ନକାରାତ୍ମକ ଶକ୍ତି ଆସିନଥାଏ ଓ ଘରକୁ ଧନରାଶି ଆସିଥାଏ।

ଆମେ ଅଧିକାଂଶ ସମୟରେ ହୋମ କରୁଥିବା ସମୟରେ ଅଜାଣତରେ ବହୁତ କିଛି ଭୁଲ କରିଦେଉ। ଆଜି ଆମେ ଆପଣଙ୍କୁ କିଛି ନିୟମ ବିଷୟରେ କହିବୁ ଯାହାକୁ ଆପଣକୁ ସର୍ବଦା ଧ୍ୟାନରେ ରଖିବାକୁ ହେବ। ତେବେ ଆସନ୍ତୁ ଜାଣିବା ସେହି ନିୟମ ଗୁଡିକ ବିଷୟରେ।

ପୂଜାରେ ଭଙ୍ଗା ଚାଉଳ ବ୍ୟବହାର କରିବା ଉଚିତ ନୁହେଁ। ଏହାକୁ ଅଶୁଭ ବୋଲି ମନାଯାଏ।

ଘରର ମନ୍ଦିରରେ ଯଦି ଭାଙ୍ଗିଯାଇଥିବା ମୂର୍ତ୍ତି ଅଛି ତେବେ ସେହି ମୂର୍ତ୍ତିକୁ ଘରୁ ବାହାର କରିଦିଅନ୍ତୁ ଓ ପୋଖରୀ କିମ୍ବା ନଦୀରେ ଭସାଇ ଦିଅନ୍ତୁ।

୧- ଘରର ମନ୍ଦିରରେ ଦୁଇଟି ଶିବଲିଙ୍ଗର ପୂଜା କରନ୍ତୁ ନାହିଁ।

୨- ପୂଜା ସମୟରେ ବ୍ୟବହାର ହେଉଥିବା ପଣି, କ୍ଷୀର ଓ ଘିଅରେ ଭୁଲରେ ଆଙ୍ଗୁଳି ଲଗାଇବେ ନାହିଁ, କାରଣ ଶାସ୍ତ୍ରରେ କୁହାଯାଇଛିକି ନଖର ସ୍ପର୍ଶ ଆଦୌ ଭଲ ନୁହେଁ ।

୩- ଏହା ଧ୍ୟାନରେ ରଖିବେ କ୍ଷୀର, ପାଣି କିମ୍ବା ପଞ୍ଚାମୃତ ଆଦି ତମ୍ବା ପାତ୍ରରେ ରଖନ୍ତୁ ନାହିଁ। ତମ୍ବା ପାତ୍ରରେ ରଖିବା ଦ୍ଵାରା ତାହା ମଦ୍ୟପାନ ସହିତ ସମାନ ହୋଇଯାଏ।

୪- ହୋମ ସମୟରେ ବ୍ୟବହାର ହେଉଥିବା କାଠ ପୋକା କିମ୍ବା ଛାଲ ନଥିବା ଦରକାର।

୫- ହୋମ ସମୟରେ ଫ୍ୟାନ ବ୍ୟବହାର କରିବା ଅନୁଚିତ।

୬- ହୋମ ସମୟରେ ଦ୍ଵୀପ ବ୍ୟବହାର କରନ୍ତୁ।

୭- ହୋମରେ ବ୍ୟବହାର ହେଉଥିବା ତୁଳସୀପତ୍ରକୁ ଅମାବାସ୍ୟା, ସଙ୍କ୍ରାନ୍ତି, ପୂର୍ଣ୍ଣିମା, ଦ୍ଵାଦଶୀ, ରବିବାର ଓ ସନ୍ଧ୍ୟାବେଳେ ତୋଳନ୍ତୁ ନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଲେଖି ଦିଅନ୍ତୁ । ମାତାଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *