Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରୀକୃଷ୍ଣଙ୍କ ମତରେ ଗାଈ ଉପରେ ହାତ ରଖି କରନ୍ତୁ ଏହି ଗୋଟିଏ କାମ ପୁରଣ ହେବ ସବୁ ମନସ୍କାମନା ।

ସେୟାର୍ କରନ୍ତୁ

ଯଦି ଆପଣ ଜୀବନରେ ଟଙ୍କା ରୋଜଗାର କରି ଧନୀ ହେବାକୁ ଚାହୁଁଛନ୍ତି ତେବେ ଭଗବାନ ଶ୍ରୀକୃଷ୍ଣଙ୍କ ମତରେ ଏହି ଦୁଇଟି କଥା ରହିଛି ଯାହାକୁ ଉପଯୋଗ କଲେ ଆପଣଙ୍କୁ ଲକ୍ଷପତି ହେବାରେ କେହି ରୋକି ପାରିବେ ନାହିଁ।

ଏହି ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ କେବଳ ଟଙ୍କା ରୋଜଗାର କରିବାକୁ ଚାହିଁଥାନ୍ତି। ସେଥିପାଇଁ ସେମାନେ ପ୍ରବଳରୁ ପ୍ରବଳ ପରିଶ୍ରମ କରିଥାନ୍ତି । କିନ୍ତୁ ସେମାନଙ୍କୁ ସେମାନଙ୍କ ପରିଶ୍ରମର ଫଳ ଠିକ ଭାବରେ ମିଳିନଥାଏ। ଫଳରେ ଯାହାଦ୍ୱାରା ସେମାନେ ନିଜର ଜରୁରୀ ତଥା ଦରକାରୀ ଅର୍ଥକୁ ପୁରଣ କରିପାରନ୍ତି ନାହିଁ ଏବଂ ସର୍ବଦା ଗରିବ ହୋଇ ରହିଯାଇଥାନ୍ତି। କିନ୍ତୁ କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ଅଳ୍ପ କର୍ମ କରି ମଧ୍ୟ ଅଧିକରୁ ଅଧିକ ଟଙ୍କା ରୋଜଗାର କରି ଧନୀ ହୋଇଥାନ୍ତି । ଆପଣ ଯଦି ଧନି ହେବାକୁ ଚାହୁଁଛନ୍ତି ତେବେ ଭଗବାନ ଶ୍ରୀକୃଷ୍ଣଙ୍କ ଏହି ଦୁଇଟି କଥାକୁ ନିଶ୍ଚୟ ପାଳନ କରନ୍ତୁ ।

ପ୍ରଥମ କଥାଟି ହେଉଛି ଯଦି ଆପଣ ନିଜ ଘର କିମ୍ବା ଘରର ଆଖପାଖରେ କୌଣସି ଗାଈକୁ ଦେଖୁଛନ୍ତି ତେବେ ତାଙ୍କୁ ପ୍ରତିଦିନ ରୁଟି ଖାଇବାକୁ ଦିଅନ୍ତୁ । କାରଣ ଭଗବାନ ଶ୍ରୀକୃଷ୍ଣଙ୍କ ମତରେ ଆମ ହିନ୍ଦୁଧର୍ମ ଶାସ୍ତ୍ର ଅନୁସାରେ ଗାଈ ଏପରି ଏକ ଯିବ ଯାହା ଭିତରେ ପ୍ରତ୍ୟକ ଦେବାଦେବୀ ବାସ କରିଥାନ୍ତି । ସେଥିପାଇଁ ଆପଣ ସକାଳର ପ୍ରଥମ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ ତେବେ ଆପଣଙ୍କୁ ସମସ୍ତ ଦେବାଦେବୀଙ୍କ ଆଶୀର୍ବାଦ ପ୍ରାପ୍ତି ହେବ । ଆମ ହିନ୍ଦୁଧର୍ମରେ ଗାଈକୁ ଗୁରୁଙ୍କ ସହ ମଧ୍ୟ ତୁଳନା କରାଯାଇଛି। ଏଣୁ ମାନ୍ୟତା ରହିଛି ଯେ ଯଦି ଗୁରୁବାର ଦିନ ଗାଈକୁ ସକାଳେ ଏବଂ ସନ୍ଧ୍ୟାରେ ରୁଟି ଖାଇବାକୁ ଦେଉଛନ୍ତି ତେବେ ଆପଣଙ୍କ ଘରେ ମାତା ଲକ୍ଷ୍ମୀଙ୍କ କୃପା ନିଶ୍ଚୟ ହେବ ଏବଂ ଆମ ସନାତନ ଧର୍ମରେ ଗାଈକୁ ମାତା ଲଷ୍ମୀଙ୍କ ପ୍ରତୀକ ବୋଲି ମଧ୍ୟ ଜଣାଯାଇଛି । ଏହା ମଧ୍ୟ କୁହାଯାଇଛିଯେ ଯେଉଁ ଗୃହରେ ଗାଈମାନଙ୍କ ସେବା କରାଯାଇଥାଏ ସେମାନଙ୍କ ଘର ସବୁବେଳେ ଖୁସି ଏବଂ ସମୃଦ୍ଧରେ ପୁର୍ଣ୍ଣ ରହିଥାଏ । ସେମାନଙ୍କ ପରିବାରରେ କେବେ ମଧ୍ୟ ଧନର ଅଭାବ ଏବଂ କୌଣସି ସଙ୍କଟ ମଧ୍ୟ ଆସିନଥାଏ। ଭଗବାନ ଶ୍ରୀକୃଷ୍ଣ ମତରେ ମଧ୍ୟ ଯେଉଁଘରେ ଗାଈ ର ସେବା ସତ୍ୟ ଏବଂ ନିଷ୍ଠା ପୂର୍ବକ ଭାବେ କରାଯାଇଥାଏ ସେ ଘରେ ସର୍ବଦା ମାତା ଲକ୍ଷ୍ମୀଙ୍କର କୃପା ରହିଥାଏ। ଏହା ସହ ଯେଉଁଘରେ ଗାଈର ସେବା କରାଯାଇଥାଏ ସେହି ଘରେ କୌଣସି ନକାରାତ୍ମକ ଶକ୍ତିର ଆଗମନ ତଥା କୌଣସି ବାଧା ଦେଖାଯାଏ ନାହିଁ।

ଭଗବାନ ଶ୍ରୀକୃଷ୍ଣଙ୍କର ଦ୍ଵିତୀୟ କଥାଟି ହେଉଛି ଯଦି ଆପଣଙ୍କ ଘର କିମ୍ବା ଘରର ଆଖପାଖରେ କୁକୁର ଦେଖୁଥାନ୍ତି ତେବେ ସେମାନଙ୍କୁ ମଧ୍ୟ ରୁଟି ଖାଇବାକୁ ଦିଅନ୍ତୁ । କାରଣ କୁକୁର ମଣିଷମାନଙ୍କ ଠାରୁ ଅଧିକ ବିଶ୍ୱାସୀ ହୋଇଥାନ୍ତି । ଯଦି ଆପଣ କୌଣସି କୁକୁରକୁ ରୁଟି ଖାଇବାକୁ ଦେଉଛନ୍ତି ତେବେ ଆପଣଙ୍କ ଉପରେ ନିଶ୍ଚିତ ଭାବରେ ଶନିଦେଵଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଏବଂ ମାତା ଲକ୍ଷ୍ମୀଙ୍କର ମଧ୍ୟ କୃପା ବର୍ଷା ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ଶ୍ରୀକୃଷ୍ଣ ” ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *