Excuse Me Odisha

ଯାହା କହିବୁ ସତ କହିବୁ

ନାମର ପ୍ରଥମ ଅକ୍ଷର ଇଂରାଜୀ ଅକ୍ଷର P ରୁ ଆରମ୍ଭ ହେଉଥିବା ବ୍ୟକ୍ତିଙ୍କ ସ୍ଵଭାବ ଓ ଗୂଢ ରହସ୍ୟ ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଇଂରାଜୀ ଅକ୍ଷର P ରୁ ଆରମ୍ଭ ହୋଇଥିବା ବ୍ୟକ୍ତିଙ୍କ ବିଷୟରେ ଆସନ୍ତୁ ଜାଣିବା।

ବନ୍ଧୁଗଣ P ନାମ ଥିବା ବ୍ୟକ୍ତିଙ୍କର ୨୦୨୧ ବର୍ଷରେ କେମିତି କଟିବ ଦିନ। ନାମରୁ ରାଶି ଜଣାପଡ଼ିଥାଏ ଆଉ ରାଶିରୁ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ, ସ୍ୱଭାବ ଭବିଷ୍ୟ ବିଷୟରେ କିଛି ଆବଶ୍ୟକତା ଜଣା ଯାଇପାରେ। ଆଜିର ଏହି ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଇଂରାଜୀ ଅକ୍ଷର P ରୁ ଆରମ୍ଭ ହୋଇଥିବା ବ୍ୟକ୍ତିଙ୍କ ପାଇଁ କେମିତି ରହିବ ୨୦୨୧ର ବର୍ଷ।

ଆସନ୍ତୁ ଜାଣିବା P ନାମ ଥିବା ବ୍ୟକ୍ତିଙ୍କ ସ୍ୱଭାବ ବିଷୟରେ ଆସନ୍ତୁ ଜାଣିବା।

ଯେଉଁ ବ୍ୟକ୍ତିଙ୍କର ନାମ P ରୁ ଆରମ୍ଭ ହୋଇଥାଏ ଏପରି ଲୋକ ବହୁତ ଭାଗ୍ୟବାନ ହୋଇଥାନ୍ତି। ଏହା ସହିତ ଏମାନେ ବହୁତ ସାହସିକ ମଧ୍ୟ ହୋଇଥାନ୍ତି। କେବଳ ନିଜର ଲକ୍ଷ୍ୟ ପ୍ରତି ଯତ୍ନଶିଳ ରହିଥାନ୍ତି। ଏମାନେ ପ୍ରାୟତଃ ଶାନ୍ତ ସ୍ୱଭାବର ହୋଇଥାନ୍ତି। କିନ୍ତୁ ବେଳେବେଳେ କ୍ଷଣକବି ସ୍ୱଭାବ ହୋଇଥାନ୍ତି ଅର୍ଥାତ କ୍ରୋ-ଧ ଅତି ଶୀଘ୍ର ହିଁ ଆସିଯାଇଥାଏ ଓ ଶୀଘ୍ର ହିଁ ଚାଲିଯାଇଥାଏ। ତାହା ସହିତ ଏମାନେ ଅନ୍ୟ ମାନଙ୍କ ପାଇଁ ମଧ୍ୟ ହୃଦୟରୁ ଚିନ୍ତା କରିଥାନ୍ତି। P ନାମ ଥିବା ବ୍ୟକ୍ତି ଦେଖିବାକୁ ଆକର୍ଷକ ଓ ତୀକ୍ଷ୍ଣ ବୁଦ୍ଧି ଯୁକ୍ତ ହୋଇଥାନ୍ତି।

ଏବେ ଆସନ୍ତୁ ଜାଣିବା P ନାମ ଥିବା ବ୍ୟକ୍ତିଙ୍କର ୨୦୨୧ ବର୍ଷରେ ଶିକ୍ଷା ଏବଂ କ୍ୟାରିୟର କେମିତି ରହିବ।

ବର୍ଷ ୨୦୨୧ ରେ ଶିକ୍ଷା ପାଇଁ ଆପଣଙ୍କ ପାଇଁ ବହୁତ ଭଲ ରହିଛି। ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ସମୟଟି ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ପରିଶ୍ରମ କରୁଥିବା ଏବଂ ଧର୍ଯ୍ୟବାନ ବ୍ୟକ୍ତି ନିଶ୍ଚିତ ସଫଳତା ପାଇବେ। ଏହି ସବୁରେ ଭାଗ୍ୟର ସମ୍ପୂର୍ଣ ସହଯୋଗ ରହିବ। ମାର୍ଚ୍ଚ କିମ୍ବା ଏପ୍ରିଲ ମାସରେ କୌଣସି ବଡ଼ ଧରଣର ଖୁସିର ଖବର ମିଳିପାରେ। ଯଦି ଆପଣ ବିଦେଶରେ ପଢିବାକୁ ମନ କରୁଛନ୍ତି ତେବେ ସେଠାରେ କୌଣସି ଭଲ ସୋସ୍ଥନରେ ବହୁତ ସହଜରେ ମିଳିଯିବ। ଯେଉଁ ଛାତ୍ର ଛାତ୍ରୀ ବ୍ୟାଙ୍କ କିମ୍ବା ସିଭିଲର ପ୍ରସ୍ତୁତ କରୁଛନ୍ତି, ଏମାନଙ୍କୁ ଏହି ବର୍ଷ ଖୁସିର ଖବର ମିଳିପାରେ। କିନ୍ତୁ ଏମାନଙ୍କୁ ପରିଶ୍ରମର ଅଧିକ ଆବଶ୍ୟକତା ରହିଛି।

Google

ଏବେ ଆସନ୍ତୁ ଜାଣିବା P ନାମ ଥିବା ବ୍ୟକ୍ତିଙ୍କର ଆସିବାକୁ ଥିବା ୨୦୨୧ ବର୍ଷର ଜୋବ,କ୍ୟାରିୟର କିପରି ରହିବ।

ରାଶିଫଳ ୨୦୨୧ର ଅନୁସାରେ ଏହି ବର୍ଷ ଜବ ଏବଂ କ୍ୟାରିୟର କ୍ଷେତ୍ରରେ ବହୁତ ହିଁ ଶୁଭ ସାବ୍ୟସ୍ତ ହେବ। ଯେଉଁ ବ୍ୟକ୍ତି ବ୍ୟବସାୟ କରୁଛନ୍ତି, ସେମାନଙ୍କୁ ଧନ ଲାଭର ସମ୍ଭାବନା ରହିଛି। ତା ସହିତ ଆପଣଙ୍କର ଏହି ବର୍ଷ ସମସ୍ତ ମନ ଭାବନା ପୂର୍ଣ ହୋଇପାରେ। ଯେଉଁମାନେ ସରକାରୀ ଚାକିରୀ ସନ୍ଧାନରେ ଅଛନ୍ତି ସେମାନଙ୍କୁ ସଫଳତା ମିଳିପାରେ। ଏହି ନିଜ କ୍ୟାରିୟରକୁ ନେଇ ଗମ୍ଭୀର ରହିବେ।

ଏବେ ଆସନ୍ତୁ ଜାଣିବା ଆର୍ଥିକ ସ୍ଥିତି ବିଷୟରେ।

ରାଶିଫଳ ୨୦୨୧ ଅନୁସାରେ ଏହି ବର୍ଷ ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ। କାର୍ଯ୍ୟ କ୍ଷେତ୍ରରେ ଅଧିକ ଧ୍ୟାନ ରଖନ୍ତୁ। କାହିଁକିନା ଆପଣଙ୍କୁ କୌଣସି ବଡ଼ ଧରଣର ଦାୟିତ୍ୱ ମିଳିପାରେ। ଏବଂ ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ପରିବର୍ତନ ଜୀ-ବ-ନ ସୁଖ ଶାନ୍ତିପୂର୍ଣ ରହିବ।ମତଭେଦ ଦୂର ହେବ। ଜୀ-ବ-ନସାଥୀଙ୍କ ମନକୁ ବୁଝିବାକୁ ଚେଷ୍ଟା କରନ୍ତୁ। ଛୋଟ ଛୋଟ କଥାରେ କଳହ କରନ୍ତୁ ନାହିଁ। ଏହାର ବହୁତ ଖ-ରା-ପ ପ୍ରଭାବ ଆପଣଙ୍କ ସମ୍ପୂର୍ଣ ଗ୍ରହ ଉପରେ ପଡ଼ିଥାଏ। ଏହି P ନାମ ଥିବା ବ୍ୟକ୍ତି ଙ୍କର ଏହି ୨୦୨୧ବର୍ଷଟି ଆର୍ଥିକ ଜୀ-ବ-ନ, ସ୍ବାସ୍ଥ୍ୟ ଏବଂ ଦା-ମ୍ପ-ତ୍ୟ ଜୀ-ବ-ନ, ଚାକିରି ଓ ବ୍ୟବସାୟ ଆପଣଙ୍କର ଅନୁକୂଳ ରହିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *