Excuse Me Odisha

ଯାହା କହିବୁ ସତ କହିବୁ

ଶନି ଚାଲିଲେ ଓଲଟା ଗତି, କାଲିଠାରୁ ଏହି ରାଶିଗୁଡିକରେ ହେବ ଏକ ବହୁତ ବଡ଼ ପରିବର୍ତନ।

ସେୟାର୍ କରନ୍ତୁ

ମଣିଷ ଜୀ-ବ-ନରେ ଅନେକ ପରିବର୍ତନ ଆସିଥାଏ। ପରିବର୍ତ୍ତନରେ ମଣିଷ ଜୀ-ବ-ନରେ କେବେ ସୁଖ ଆସିଥାଏ ଏବଂ କେବେ ଦୁଃଖ ମଧ୍ୟ ଆସିଥାଏ। ଏମିତିରେ ମଧ୍ୟ ଦୁଃଖ ନଥିଲେ ସୁଖର ଆନନ୍ଦ ମିଳିନଥାଏ। ବାସ୍ତବରେ ମଣିଷ ଜୀ-ବ-ନରେ ଏହି ସବୁ ପରିବର୍ତନ ଗ୍ରହ ମାନଙ୍କ ପାଇଁ ହୋଇଥାଏ। ଗ୍ରହ ମାନଙ୍କ ଗତିବିଧି ପରିବର୍ତନ ହେଲେ ମଣିଷ ଜୀ-ବ-ନରେ କିଛି ପରିବର୍ତନ ଦେଖାଯାଏ । ତେବେ ଦୀର୍ଘ 100 ବର୍ଷ ପରେ ଗ୍ରହମାନଙ୍କ ମଧ୍ୟରେ କିଛି ପରିବର୍ତନ ହେବାକୁ ଯାଉଛି। ଫଳରେ ଶନିଦେଵ ଏହି 6ଟି ରାଶି ଉପରେ ପ୍ରସନ୍ନ ହେବା ସହିତ ସେହି ରାଶିର ବ୍ୟକ୍ତିଙ୍କୁ ଅପାର ଧନର ସୁଯୋଗ ପ୍ରଦାନ କରିବେ । ଯେତେବେଳେ ଶନିଦେବଙ୍କ କୃପା କୌଣସି ମଣିଷ ଉପରେ ପଡ଼ିଥାଏ ତେବେ, ସେହି ମଣିଷର କିଛି ଅସୁବିଧା ହୋଇନଥାଏ ଯେପରିକି ଦୁ-ର୍ଘ-ଟ-ଣା, ମା-ନହା-ନୀ , ରୋ-ଗବ୍ୟା-ଧି, ଏବଂ ଦରିଦ୍ରତା କେବେ ମଧ୍ୟ ପାଖ ମାଡ଼ିନଥାଏ। ସେଥିପାଇଁ ଆମକୁ ଶନିଦେଵଙ୍କ ପୂଜା କରିବା ଜ-ରୁ-ରୀ ହୋଇଥାଏ । ତେବେ ଆମେ ସେହି 6ଟି ରାଶି ବିଷୟରେ କହିବାକୁ ଯାଉଛୁ, ଜାହାଉପରେ ଶନିଦେଵ ନିଜର ବକ୍ରଦୃଷ୍ଟି ପକାଇବାକୁ ଯାଉଛନ୍ତି ଯାହା, ଫଳରେ ଏହି ରାଶିର ବ୍ୟକ୍ତି ମାନେ ପ୍ରଚୁର ଧନର ମାଲିକ ହେବେ । ତେବେ ଆସନ୍ତୁ ଜାଣିବା।

Google

ଏହି ରାଶିର ବ୍ୟକ୍ତିବିଶେଷଙ୍କର ଧନର ରାସ୍ତା ତଥା ଅଟକି ରହିଥିବା ଧନ ଫେରିପାଇବେ। ଚାକିରୀ ଖୋଜୁଥିବା ବ୍ୟକ୍ତିଙ୍କୁ ବହୁତ ଶୀଘ୍ର ଚାକିରୀ ମିଳିବାକୁ ଯାଉଛି। ପରିବାରରେ ଖୁସିର ମାହୋଲ ଲାଗିରହିବ। ଏହିରାଶିର ବ୍ୟକ୍ତିଙ୍କୁ ବେପାର ବାଣିଜ୍ୟ କ୍ଷେତ୍ରରେ ବହୁତ ଲାଭ ମିଳିବ ଏବଂ ଏହାସହିତ ପ୍ରଶାସନିକ ଅଧିକାରୀ ମାନଙ୍କୁ ମାନ ସମ୍ମାନ ମିଳିପାରେ। ଏହି ରାଶିର ବ୍ୟକ୍ତିମାନେ ନିଜର ଜୀ-ବ-ନ ସାଥି ସହ ଅଧିକ ସମୟ ଅତିବାହିତ କରିବେ। ଆପଣ ଯଦି କୌଣସି ସ୍ଥାନରେ ଚାକିରୀ କରୁଛନ୍ତି ତେବେ, ଆପଣଙ୍କୁ ବହୁତ ଶୀଘ୍ର ପ୍ରମୋସନ ମିଳିବ ।

ତେବେ ସେହି ଭାଗ୍ୟଶାଳୀ ରାଶି ଗୁଡିକ ହେଉଛନ୍ତି ମିଥୁନ ରାଶି, କର୍କଟ ରାଶି, ବୃଷ ରାଶି, ମୀନ ରାଶି, କନ୍ୟା ରାଶି, ମେଷ ରାଶି। ତେବେ ଏହି ପବିତ୍ର ପୂର୍ଣ୍ଣିମା ଦିନ ଠାରୁ ଏହି ରାଶି ଗୁଡିକରେ ବହୁତ ବଡ଼ ପରିବର୍ତନ ଦେଖିବାକୁ ମିଳିବ ।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ଶନିଦେବ ” ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *