Excuse Me Odisha

ଯାହା କହିବୁ ସତ କହିବୁ

ନାମର ପ୍ରଥମ ଅକ୍ଷର B ଥିଲେ ଜାଣନ୍ତୁ ଆପଣଙ୍କର ଗୂଢ଼ ରହସ୍ୟ, ଜାଣିଲେ ଆ-ଶ୍ଚ-ର୍ଯ୍ୟ ହୋଇ ଯିବେ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସେହି ପୁଅ ଏବଂ ଝିଅଙ୍କ ସ୍ୱଭାବ ବିଷୟରେ ଯାହାଙ୍କର ନାମ ଇଂରାଜୀ ଅକ୍ଷର B ରୁ ଆରମ୍ଭ ହୋଇଥିବ।

ସମସ୍ତଙ୍କ ଜୀ-ବ-ନରେ ପ୍ରାୟତଃ ତାଙ୍କର ନାମର ମହତ୍ତ୍ୱ ଅଧିକ ରହିଥାଏ। ପ୍ରତ୍ୟକ ବ୍ୟକ୍ତିଙ୍କ ନାମର ପ୍ରଥମ ଅକ୍ଷର ତାଙ୍କ ଜୀ-ବ-ନର ବହୁତ ପ୍ରଭାବ ପକାଇଥାଏ। ନାମର ପ୍ରଥମ ଅକ୍ଷରରୁ ହିଁ, ବ୍ୟକ୍ତିର ସ୍ୱଭାବ ବିଷୟରେ ବହୁତ କିଛି ଜଣାଯାଇପାରେ। ପ୍ରାୟତଃ ପ୍ରତ୍ୟକ ବ୍ୟକ୍ତି ନିଜ ନାମର ପ୍ରଥମ ଅକ୍ଷରରୁ ନିଜର ଭାଗ୍ୟ ଜାଣିବାକୁ ଚାହିଁଥାନ୍ତି। ଏବଂ ଏହା ମଧ୍ୟ ସତ ଯେ ନିଜ ନାମର ପ୍ରଥମ ଅକ୍ଷରରୁ ହିଁ ନିଜ ବିଷୟରେ ଜାଣିପାରିବେ। ଯଦି ଆପଣ ବି ନିଜ ନାମର ପ୍ରଥମ ଅକ୍ଷରରୁ ନିଜ ବ୍ୟକ୍ତିତ୍ୱ ବିଷୟରେ ଜାଣିବାକୁ ଚାହୁଁଛନ୍ତି ତ, ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।

Google

ବନ୍ଧୁଗଣ B ଅକ୍ଷରରେ ଥିବା ବ୍ୟକ୍ତି ମାନଙ୍କର ଶାରୀରିକ ଗଠନ ଶୈଳି କିପରି ହୋଇଥାଏ। ଏମାନେ ବହୁତ ସୁନ୍ଦର ଆକର୍ଷକ ଓ ଏମାନଙ୍କ ଆଖି ମୂନିଆ ଟାଇପର ହୋଇଥାଏ। ଏବେ ଆସନ୍ତୁ ଜାଣିବା B ଅକ୍ଷରରୁ ଆରମ୍ଭ ହୋଇଥିବା ବ୍ୟକ୍ତିଙ୍କର ସ୍ୱଭାବ କିପରି ହୋଇଥାଏ। ଏମାନେ ସର୍ବଦା କିଛି ନାଁ କିଛି ନୁଆ ରାସ୍ତା ଖୋଜିବାରେ ଲାଗିଥାନ୍ତି। B ନାମ ଧାରୀ ବ୍ୟକ୍ତି କୌଣସି ଗୋଟିଏ କାମରେ ସନ୍ତୁଷ୍ଟ ରହି ନଥାନ୍ତି। ଏମାନଙ୍କୁ ନୁଆ ନୁଆ କାର୍ଯ୍ୟ କରିବା ପାଇଁ ପସନ୍ଦ ଲାଗିଥାଏ। ଏମାନେ ନିଜ ରାସ୍ତା ନିଜେ ହିଁ ତିଆରି କରନ୍ତି। ଏମାନେ କୌଣସି ବ୍ୟକ୍ତିକୁ ସହଜରେ ବିଶ୍ୱାସ କରନ୍ତି ନାହିଁ। ଏଥିପାଇଁ ଏମାନଙ୍କର ସାଙ୍ଗ ସଂଖ୍ୟା ବି ବହୁତ କମ ହୋଇଥାଏ। ଏମାନେ ବହୁତ କମ ଲୋକଙ୍କ ଉପରେ ବିଶ୍ୱାସ କରିଥାନ୍ତି ଓ ଯାହାକୁ ଏମାନେ ବିଶ୍ୱାସ କରିଥାନ୍ତି ସେମାନଙ୍କ ସାଥିରେ ହିଁ ସାଙ୍ଗସାଥୀ ହୋଇଥାନ୍ତି। B ଅକ୍ଷରରୁ ଆରମ୍ଭ ହୋଇଥିବା ନାମ ଧାରୀ ବ୍ୟକ୍ତି ସୌନ୍ଦର୍ଯ୍ୟ ପ୍ରତି ଆକର୍ଷିତ ରହିଥାନ୍ତି। ସେମାନଙ୍କୁ ପ୍ରକୃତି ସହିତ ରହିବାକୁ ଭଲ ଲାଗିଥାଏ। ଏହି ଲୋକଙ୍କୁ ଏପରି ଯାଗା ବୁଲିବାକୁ ପସନ୍ଦ ଲାଗିଥାଏ ଯେଉଁ ଠାରେ ପ୍ରାକୃତିକ ପରିବେଶ ବହୁତ ସୁନ୍ଦର ହୋଇଥାଏ। ଏମାନେ ନିଜ ବି-ଚା-ରକୁ ନିଜ ଭିତରେ ହିଁ ସର୍ବଦା ଗୁ-ପ୍ତ କରି ରଖିଥାନ୍ତି। ତା ସହିତ ଏମାନେ ଅଯଥା ବି-ବା-ଦରୁ ନିଜକୁ ଦୂରେଇ ରଖିବାକୁ ପସନ୍ଦ କରିଥାନ୍ତି। B ଅକ୍ଷରରୁ ଆରମ୍ଭ ହୋଇଥିବା ବ୍ୟକ୍ତିମାନେ ଶାନ୍ତ ସରଳ ସ୍ୱଭାବର ହୋଇଥାନ୍ତି। କିନ୍ତୁ ଯେବେ ଏମାନଙ୍କୁ କ୍ରୋ-ଧ ଆସିଥାଏ ତ ଏମାନେ କାହାର କଥା ଶୁଣନ୍ତି ନାହିଁ। ପ୍ରାୟତଃ ଏମାନେ ନିଜ କ୍ରୋ-ଧକୁ ଲୁ-ଚା-ଇ କରି ରଖିଥାନ୍ତି।ଏମାନଙ୍କ ଠାରୁ କୌଣସି ତର୍କରେ ଜିତିବା ବହୁତ କଷ୍ଟ ହୋଇଥାଏ। ବହୁତ ଛୋଟ ଛୋଟ କଥାରେ ମଧ୍ୟ ଏମାନେ ତର୍କ କରିପାରନ୍ତି।

ଏବେ ଆସନ୍ତୁ ଜାଣିବା B ନାମ ଧାରୀ ବ୍ୟକ୍ତିଙ୍କ କ୍ୟାରିୟର ବିଷୟରେ।

ଏମାନେ ନିଜ କ୍ୟାରିୟରକୁ ନେଇ ଚିନ୍ତା ବହୁତ କରିଥାନ୍ତି। ପରନ୍ତୁ ତାକୁ ପୁରା କରିବା ପାଇଁ ପ୍ରାୟତଃ ପଛରେ ରହି ଯାଇଥାନ୍ତି। ଏମାନେ ନିଜ ସିକ୍ରେଟକୁ ଅନ୍ୟ ବ୍ୟକ୍ତିଙ୍କ ସାଥିରେ କେବେବି ସହଜରେ ସେୟାର କରନ୍ତି ନାହିଁ। ଏପରି ଲୋକ ନିଜର ପ୍ରତ୍ୟକ କାର୍ଯ୍ୟ ଠିକ ଠାକ କରିଥାନ୍ତି। ନିଜ କାମ ବିଷୟରେ କାହାକୁ ଜାଣିବାକୁ ଦିଅନ୍ତି ନାହିଁ। ଓ ଏମାନଙ୍କର ଏହି ଗୁଣ ଏମାନଙ୍କୁ ସଫଳତା ଆଡକୁ ନେଇଯାଇଥାଏ। ଏମାନେ ନିଜର ପ୍ରତ୍ୟକ କାର୍ଯ୍ୟ ସମ୍ପୂର୍ଣ ମନ ଲଗାଇ କରିଥାନ୍ତି। ଓ ନିଜ କାର୍ଯ୍ୟ କ୍ଷେତ୍ରରେ ଭଲ ପଦରେ ରହିଥାନ୍ତି।

Google

ଏମାନଙ୍କର ଭଲ ପାଇବାର ସ୍ୱଭାବ କିପରି ହୋଇଥାଏ।

ଏପରି ଲୋକମାନେ ବହୁତ ଅଧିକ ଭାବୁକ ସ୍ୱଭାବର ହୋଇଥାନ୍ତି। ଏଥି ପାଇଁ ଏମାନେ ଶୀଘ୍ରହିଁ ଭଲ ପାଇ ବସନ୍ତି। କିନ୍ତୁ ଭଲ ପାଇବା ପୁର୍ବରୁ ଏମାନେ ନିଜ ସାଥିର ସମସ୍ତ ସ୍ୱଭାବ ଏବଂ ଅଭ୍ୟାସକୁ ଭଲ ଭାବରେ ପରୀକ୍ଷା କରିଥାନ୍ତି।ଏମାନେ ସମ୍ପର୍କକୁ ବହୁତ ଗୁରୁତ୍ୱ ଦେଇଥାନ୍ତି। ଏଥିପାଇଁ ଏମାନେ କେବଳ ଜଣଙ୍କୁ ହିଁ ଭଲ ପାଇଥାନ୍ତି। ଓ ତାଙ୍କୁ ଜୀ-ବ-ନସାଥୀ ଭାବରେ ପାଇବା ପାଇଁ ଇଛା ରଖିଥାନ୍ତି। ଭଲପାଇବା କ୍ଷେତ୍ର ଉପରେ ଏମାନେ ଉଚ୍ଚ କୋଟିର ହୋଇଥାନ୍ତି। କିନ୍ତୁ ଭଲ ପାଇବାରେ ଧକା ମଧ୍ୟ ଏମାନେ ଅଧିକ ହିଁ ପାଇଥାନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ଆର୍ଟିକିଲ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ। ଧନ୍ୟବାଦ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *